Daily Archives

July 5, 2018

ଗର୍ଭବତୀ ମହିଳାଙ୍କୁ ପ୍ରସବ କରାଇବା ସମୟରେ ଉଡ଼ିଗଲା ଡ଼ାକ୍ତରଙ୍କ ହୋସ ! ଗର୍ଭରେ ଶିଶୁ ନ ଥିବା ବେଳେ କିଛି ସମୟରେ ପରେ…

କୋଲକାତା : କୋଲକାତାର ଏକ ହସ୍ପିଟାଲରେ ଘଟିଛି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଗର୍ଭବତୀ ମହିଳା ୧୦ମାସ ୧୦ଦିନ ଗର୍ଭଧାରଣ କରିବା ପରେ ଶେଷରେ ପ୍ରସବର ଦିନ ଆସିଥିଲା । ପ୍ରସବ ପରେ ନିଜ ଛୁଆକୁ ହାତରେ ଧରିବାର ସୁଖକୁ ଅନୁଭବ କରିବା ପାଇଁ ମା’ ଅପେକ୍ଷା କରି ରହିଥିବା ବେଳେ ଡ଼ାକ୍ତର…
ଅଧିକ ଖବର ଦେଖନ୍ତୁ...

ଶିଶୁ ବିକ୍ରି ଅଭିଯୋଗରେ ମିସନାରୀଜ ଅଫ ଚାରିଟିର ଦୁଇଜଣ ନନ୍‌ ଗିରଫ

ରାଞ୍ଚି : ଝାଡ଼ଖଣ୍ଡ ପୁଲିସ ଆଜି ଏକ ବଡ଼ ଧରଣର ଶିଶୁ ଚୋରାଚାଲାଣ ର‍୍ୟାକେଟର ପର୍ଦ୍ଦାଫାଶ କରିଛି । ଏହି ଘଟଣାରେ କୋଲକତାର ପ୍ରସିଦ୍ଧ ମିସନାରୀଜ ଅଫ ଚାରିଟିର ଦୁଇଜଣ ନନଙ୍କୁ ଗିରଫ କରାଯାଇଛି । ଏହାକୁ ନେଇ ଦେଶରେ ଚହଳ ପଡିଯାଇଛି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଏହି ନନ ଦ୍ୱୟ ଝାଡ଼ଖଣ୍ଡ ଓ…
ଅଧିକ ଖବର ଦେଖନ୍ତୁ...

ଚୀନର ଭୟ, ତା ସୈନିକମାନେ ଅଳସୁଆ ହୋଇଗଲେଣି, ଯୁଦ୍ଧ ଲଢିବାକୁ ଚାହୁଁନାହାନ୍ତି

ବେଜିଂ : ଚୀନ ଏବେ ବିଶ୍ୱର ଏକ ଉଦୀୟମାନ ସୁପରପାଓ୍ଵାର । ଉଭୟ ସାମରିକ ଓ ଅର୍ଥନୈତିକ ଶକ୍ତିରେ ଏହି ଦେଶ ବେଶ ଶକ୍ତିଶାଳୀ ହୋଇପାରିଛି । ଚୀନ ପାଖରେ ରହିଛି ବିଶ୍ୱର ସବୁଠୁ ବଡ଼ ସେନା । ତଥାପି ଭିତରେ ଭିତରେ ଚୀନକୁ ଭୟ ଲାଗୁଛି । ଏହାର କାରଣ ହେଉଛି ଚୀନ ଭାବୁଛି ଯେ ତାହାର ସୈନିକମାନେ ଅଳସୁଆ…
ଅଧିକ ଖବର ଦେଖନ୍ତୁ...

ଭଲ ପ୍ରଦର୍ଶନ କରିଥିଲେ ସଚିନ-ସେହେଓ୍ଵାଗଙ୍କୁ ପଛରେ ପକାଇ ଦେଇଥାନ୍ତେ ଶହଜାଦ: ଅବଦୁଲ ରଜାକ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର ଅବଦୁଲ ରଜାକ କହିଛନ୍ତି, ଯଦି ଅହମଦ ଶହଜାଦ ନିଜର ପ୍ରଦର୍ଶନ କ୍ରମାଗତ ଭାବେ ଭଲ କରିଥାନ୍ତେ ଖୁବ ଶୀଘ୍ର ସଚିନ ତେନ୍ଦୁଲକର ଓ ବିରେନ୍ଦ୍ର ସେହେଓ୍ଵାଗଙ୍କୁ ପଛରେ ପକାଇ ଦେଇଥାନ୍ତେ। ରାଜାକ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମକୁ ଏହା…
ଅଧିକ ଖବର ଦେଖନ୍ତୁ...

ଦୁବାଇ ଛାଡି ଭାରତ ଫେରୁଥିବା ବେଳେ ହେଲେ ମାଲାମାଲ୍‌, ଜିତିଲେ ୧୩ କୋଟି ଟଙ୍କାର ଲଟେରି ।

ଆବୁଧାବି: ଜଣେ ଭାରତୀୟ ଦୁବାଇ ଛାଡି ଭାରତ ଫେରୁଥିବା ବେଲେ ୧୯ ଲକ୍ଷ ଡଲାରର ଲଟେରି ଜିତିଛନ୍ତି । ଏହାର ଭାରତୀୟ ମୂଲ୍ୟ ୧୩ କୋଟି ଟଙ୍କା ହେବ । ସେ ସବୁଦିନ ପାଇଁ ଦୁବାଇ ଛାଡି ଭାରତକୁ ଫେରୁଥିବା ବେଳେ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା । ସୂଚନା ମୁତାବକ ବ୍ୟକ୍ତି ଜଣଙ୍କ ଦୁବାଇରୁ ଭାରତ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ନୂଆଦିଲ୍ଲୀର ରାଜରାସ୍ତା; ସଞ୍ଜ ଗଡ଼ିଲେ ପାଲଟି ଯାଉଛି ଦେହ ବେପାରର ହାଟ !

ନୂଆଦିଲ୍ଲୀ: ଏହା କୌଣସି ଏକ ଅନ୍ଧାରୀମୂଲକ ଅବା ଅଖ୍ୟାତ ଅଜଣାଅଶୁଣା ସହରର କାହାଣୀ ନୁହେଁ। ଏ କାହାଣୀ ହେଉଛି ଖୋଦ୍‌ ଆମ ଦେଶର ରାଜଧାନୀ ମହାନଗରୀ ନୂଆଦିଲ୍ଲୀର କାହାଣୀ। କାନକୁ ଶୁଣିବାକୁ ଅପ୍ରିୟ, ଅସତ୍ୟ ଲାଗୁଥିଲେ ବି ଏ ଘଟଣା ସଂପୂର୍ଣ୍ଣ ସତ୍ୟ ଓ ତଥ୍ୟ ଆଧାରିତ। କାରଣ, ଏ ଘଟଣା ଉପରେ…
ଅଧିକ ଖବର ଦେଖନ୍ତୁ...

୮ ବର୍ଷ ବୟସରେ ଦେଖିଥିଲେ ସ୍ୱପ୍ନ, ପୂରଣ ହେଲା ୮୮ ବର୍ଷରେ, ଜଣେ କୃଷକଙ୍କ ସଫଳତା କାହାଣୀ

ଚେନ୍ନାଇ : ମାତ୍ର ୮ ବର୍ଷ ବୟସରେ ସେ ଏକ ସାଇକେଲ ଚଢି ଯାଉଥିବାବେଳେ ପ୍ରଥମ ଥର ପାଇଁ ଦେଖିଲେ ଏକ ମର୍ସିଡିଜ ବେଞ୍ଜ୍‌ ଲକଜୁରୀ କାର । ଦେଖୁ ଦେଖୁ ସେ ଏହି କାରର ପ୍ରେମରେ ପଡିଗଲେ । ବିଶେଷ କରି ମର୍ସିଡିଜର ଲୋଗୋ ତାଙ୍କୁ ବେଶ ଭଲ ଲାଗୁଥିଲା । ସେହିଦିନ ସେ ମନେ ମନେ ଠିକ କରିଥିଲେ ଯେ ବଡ଼…
ଅଧିକ ଖବର ଦେଖନ୍ତୁ...

ଫଟୋ ଉଠା ସଉକ ପାଇଁ ଅଜଗରର ଜୀବନ ଗଲା

ବୀରଭୂମ: ଫଟୋ ଉଠାର ନିଶା ଆଜିକାଲି ଲୋକଙ୍କୁ ଏମିତି ଭାବେ ଘାରିଛି ଯେ ଭିନ୍ନ ସମୟରେ ଭିନ୍ନ ଅଘଟଣ ସବୁ ଘଟିବାରେ ଲାଗିିଛି। ସେଲ୍‌ଫି ପାଇଁ ଜୀବନ ଗଲା ଆଜିକାଲିକା ଗଣମାଧ୍ୟମର ଏକ ସାଧାରଣ ବିଷୟବସ୍ତୁ ପାଲଟିଗଲାଣି। ସେହି ସେଲ୍‌ଫି ନିଶା ହେତୁ ଏକ ଅଜଗରର ପ୍ରାଣ ଯାଇଥିବା ଦେଖିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ସିସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି

ରାଉରକେଲା: ଚିଟ୍‌ଫଣ୍ଡ ସଂସ୍ଥା ‘ସିସୋର’ ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ନାଁରେ ଏନ୍‌ବିଡବ୍ଲୁ ଜାରି ହୋଇଛି। ମିଳିଥିବା ସୂଚନା ଅନୁସାରେ ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟରେ ପ୍ରଶାନ୍ତଙ୍କ ନାମରେ ଏହି ଆଦେଶ ଜାରି ହୋଇଛି। କୈଳାଶ ଲେଙ୍କା ନାମକ ଜଣେ ବ୍ୟଙ୍କିଙ୍କ ମାମଲା ଆଧାରରେ ଏସ୍‌ଡିଜେଏମ୍‌…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟରେ ଶ୍ରୀମନ୍ଦିର ପ୍ରସଙ୍ଗ : କେନ୍ଦ୍ର, ରାଜ୍ୟ ଓ ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ପରେ ଚୂଡ଼ାନ୍ତ ଶୁଣାଣି

ନୂଆଦିଲ୍ଲୀ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ପରିଚାଳନାଗତ ତ୍ରୁଟି ନେଇ ସୁପ୍ରିମ୍‌କୋର୍ଟରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ବିଚାର କରି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଦାନ ସେବାୟତ ଗ୍ରହଣ କରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ମନ୍ଦିର ପରିସରରେ ସିସିଟିଭି ଲଗାଯିବା…
ଅଧିକ ଖବର ଦେଖନ୍ତୁ...