Daily Archives

July 5, 2018

ପୁଣି ଥରେ ଛାଇଲେ ‘ଡ୍ୟାନ୍ସିଂ ଅଙ୍କଲ୍‌’: ଗୋବିନ୍ଦାଙ୍କ ଗୀତ ପରେ ହ୍ରିତିକ୍‌ଙ୍କ ଗୀତରେ ଲଗାଇଲେ ଠୁମ୍‌କା

ନୂଆଦିଲ୍ଳୀ: ପ୍ରାୟ ୧ ମାସ ତଳେ ଦିଲ୍ଳିସ୍ଥିତ ଏକ ବିବାହ ଉତ୍ସବରେ ଗୋବିନ୍ଦାଙ୍କ ଗୀତ ‘ଆପ୍‌ କେ ଆ ଜାନେ ସେ’ରେ ଜଣେ ବୟସ୍କ ଅଧ୍ୟାପକ୍‌ ନୃତ୍ୟ ପ୍ରଦର୍ଶନ କରିଥିବା କଥା ସୋସିଆଲ୍‌ ମିଡିଆରେ କେଉଁ ଭଳି ଛାଇଥିଲା ତାହା ଆପଣ ଭୁଲିନଥିବେ କେବେ ବି। ଏବେ ନିକଟରେ ସେ ହ୍ରିତିକ୍‌ଙ୍କ ଗୀତ ‘କହୋନା…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ଆତଙ୍କବାଦୀ ଆକ୍ରମଣ ପରେ ଏବେ ବିଷାକ୍ତ ସାପ ବିପଦ

ମସ୍କୋ: ରୁଷିଆରେ ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣ ଚାଲିଛି। ଏହା ଆଗାମୀ ଜୁଲାଇ ୧୫ ପର୍ଯ୍ୟନ୍ତ ଚାଲିବ। କିଛି ଦିନ ପୂର୍ବରୁ ଫିଫା ବିଶ୍ୱକପ୍‌ରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ଏବେ ବିଷାକ୍ତ ସାପ ଭୟ ସୃଷ୍ଟି ହୋଇଛି। ଦକ୍ଷିଣ ପଶ୍ଚିମ ସହର…
ଅଧିକ ଖବର ଦେଖନ୍ତୁ...

ମାଳଦ୍ୱୀପରେ ଥିବା ୨ଟି ସାମରିକ ହେଲିକାପ୍ଟରକୁ ଫେରାଇ ଆଣିବ ଭାରତ

ନୂଆଦିଲ୍ଲୀ : ଭାରତ ଓ ଭାରତ ମହାସାଗରରେ ଥିବା କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ମାଳଦ୍ୱୀପ ମଧ୍ୟରେ ସଂପର୍କ ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି । ମାଳଦ୍ୱୀପରେ ଥିବା ଭାରତର ଦୁଇଟି ସାମରିକ ହେଲିକାପ୍ଟରକୁ ଫେରାଇ ନେବା ପାଇଁ ମାଳଦ୍ୱୀପ କହିବା ପରେ ଭାରତ ସରକାର ଆସନ୍ତା ୧୦ ଦିନ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

କୌଣସି ପ୍ରକାରର ଅସୁବିଧା ଅଛି କି ଜୀବନରେ; ଏମିତି ସମୟରେ ଏହି ନାମରେ ଶିବଙ୍କୁ ସ୍ମରଣ କରନ୍ତୁ, ଦୂର ହେବ ସବୁ ସମସ୍ୟା

ଶିବଙ୍କୁ ଅନେକ ଲୋକ ମହାଦେବଙ୍କ ନାମରେ ଡାକିଥାନ୍ତି। ଏମିତି ତ କହିବାକୁ ଭଗବାନଙ୍କୁ ଡାକିବା ପାଇଁ ନାମର ଆବଶ୍ୟକତା ନାହିଁ। ମନରେ ସ୍ମରଣ କଲେ ବି ସେ ଜାଣି ପାରିଥାନ୍ତି ଭକ୍ତର ଭାବନା। ତଥାପି ବି ବିଶ୍ୱାସ ରହିଛି ଯେ ନିର୍ଦ୍ଦିଷ୍ଟ କେଉଁ ନାମରେ କେଉଁ କାର୍ଯ୍ୟ ପାଇଁ ଡକାଯାଏ। ବିଶ୍ୱାସ…
ଅଧିକ ଖବର ଦେଖନ୍ତୁ...

ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜେଡି ବିଜୟୀ

ଯାଜପୁର: ଯାଜପୁର ୩୦ ନମ୍ବର ଜିଲ୍ଲା ପରିଷଦ ଉପ-ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଶ୍ୱ ପ୍ରତାପ ମିଶ୍ର ବିଜୟୀ ହୋଇଛନ୍ତି। ଜିଲ୍ଲା ପରିଷଦ ପାଇଁ ହୋଇଥିବା ମତଦାନର ଫଳାଫଳ ଗୁରୁବାର ଘୋଷଣା ହୋଇଛି। ଏଥିରେ ବିଜେଡି ପ୍ରାର୍ଥୀ ବିଶ୍ୱ ପ୍ରତାପଙ୍କୁ ୧୨, ୭୯୯ ଖଣ୍ଡ ଭୋଟ ମିଳିଛି। ସେହିପରି…
ଅଧିକ ଖବର ଦେଖନ୍ତୁ...

ଇସ୍ଲାମୀୟ ମୌଳବାଦ ଦ୍ୱାରା କବଳିତ ହେଉଛି ପାକିସ୍ତାନ, ନିର୍ବାଚନରେ ଛିଡା ହୋଇଛନ୍ତି ଅନେକ ଆତଙ୍କବାଦୀ

ଇସ୍ଲାମାବାଦ : ପାକିସ୍ତାନ ଅଧିକରୁ ଅଧିକ ଇସ୍ଲାମୀୟ ମୌଳବାଦ ଦ୍ୱାରା କବଳିତ ହୋଇଯାଉଛି । ଆଗାମୀ ଦିନରେ କଠୋରପନ୍ଥୀ ଇସ୍ଲାମୀୟ ଦଳମାନେ ଯେ ଏହି ଦେଶକୁ ଶାସନ କରିବେ ତାହା ଏବେଠାରୁ ଜଳ ଦଳ ହୋଇ ଦେଖାଯାଉଛି । ଏପରି ହେଲେ କେବଳ ପାକିସ୍ତାନ ଜନତା ନୁହେଁ, ଆମ ଦେଶ ଭାରତ, ଆଫଗାନିସ୍ତାନ ଆଦି…
ଅଧିକ ଖବର ଦେଖନ୍ତୁ...

ସେନା ବୋରା ହତ୍ୟା କାଣ୍ଡ ସଂପର୍କିତ ଆଉ ଏକ ତଥ୍ୟ ମିଳିଲା; ହତ୍ୟାକାଣ୍ଡ ପୂର୍ବରୁ ବିୟୁଟି ପାର୍ଲରରେ ଥିଲେ ମାଆ…

ମୁମ୍ବାଇ: ସେନା ବୋରା ହତ୍ୟା କାଣ୍ଡ ସଂପର୍କରେ ଏବେ ଆଉ ଏକ ତଥ୍ୟ ହାସଲ ହୋଇଛି। ଜାଣିବାକୁ ମିଳିଛି ଯେ ସେନା ବୋରାଙ୍କ ମାଆ ତଥା ପୂର୍ବତନ ଗଣମାଧ୍ୟମର ବ୍ୟକ୍ତିତ୍ୱ ଇନ୍ଦ୍ରାଣୀ ମୁଖାର୍ଜୀ ତାଙ୍କ ଝିଅ ହତ୍ୟାର କିଛି ସମୟ ପୂର୍ବରୁ ବିୟୁଟି ପାର୍ଲରରେ ଥିଲେ। ଓର୍‌ଲିରେ ରହିଥିବା ବିୟୁଟି…
ଅଧିକ ଖବର ଦେଖନ୍ତୁ...

୩୬ ଦିନ ପରେ ବଢିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ : ଦୀର୍ଘ ୩୬ ଦିନ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ଯୋଗୁଁ ଆଜି ରାଷ୍ଟ୍ରାୟତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଦର ବଢାଇଛନ୍ତି । ପେଟ୍ରୋଲ ଦର ଲିଟର ପିଛା ୧୬-୧୭…
ଅଧିକ ଖବର ଦେଖନ୍ତୁ...

ସ୍ନାନବେଦୀ ଉପରେ ଘଟିଥିଲା ‘ଅଲୌକିକ’ ଘଟଣା; ଶ୍ରୀଜଗନ୍ନାଥଙ୍କ ମଥାରୁ ଖସିଲା ଫୁଲମାଳ

ପୁରୀ: ଚଳିତ ବର୍ଷ ସଂପନ୍ନ ହୋଇ ଯାଇଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା କାଳରେ ସ୍ନାନବେଦୀ ଉପରେ ଘଟିଥିବା ଏକ ‘ଅଲୌକିକ’ ଘଟଣା ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅଲୌକିକ ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏବେ ମୋବାଇଲ୍‌ରୁ ମୋବାଇଲକୁ ଘୂରି…
ଅଧିକ ଖବର ଦେଖନ୍ତୁ...

ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରିୟଙ୍କାଙ୍କ ଫଲୋର୍ସ ସଂଖ୍ୟା ୨୫ ମିଲିୟନ୍‌

ମୁମ୍ବାଇ: ବ୍ଲାକ୍‌ ବିୟୁଟି ପ୍ରିୟଙ୍କା ଚୋପ୍ରା ପ୍ରେମିକ ନିକ୍‌ଙ୍କୁ ନେଇ ଅନେକ ଦିନ ଚର୍ଚ୍ଚାରେ ରହିବା ପରେ ଏବେ ସୋସିଆଲ୍‌ ମିଡିଆକ ନେଇ ଚର୍ଚ୍ଚାରେ ରହିଛନ୍ତି। ଜାଣିବାକୁ ମିଳିଛି ଯେ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରି୍ରୟଙ୍କାଙ୍କ ଫଲୋର୍ସ ସଂଖ୍ୟା ସର୍ବାଦ୍ଧିକ। ଇତି ମଧ୍ୟରେ ତାଙ୍କର ଇନଷ୍ଟୋ…
ଅଧିକ ଖବର ଦେଖନ୍ତୁ...