Daily Archives

July 6, 2018

ରେଳଯାତ୍ରା ବେଳେ ଡିଜିଟାଲ ଆଧାର ପରିଚୟ ପ୍ରମାଣପତ୍ର ଭାବେ ଗ୍ରହଣୀୟ ହେବ

ନୂଆଦିଲ୍ଲୀ : ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ଜଣେ ରେଳଯାତ୍ରୀ ଏବେ ଯାତ୍ରା ସମୟରେ ନିଜ ‘ଡିଜିଟାଲ ଲକର’ ଆକାଉଣ୍ଟର ‘ଇସ୍ୟୁଡ ଡକ୍ୟୁମେଣ୍ଟସ’ରୁ ନିଜ ଆଧାର ଏବଂ ଡ୍ରାଇଭିଂ ଲାଇସେନ୍ସକୁ ପରିଚୟପତ୍ର ଭାବେ ଦେଖାଇପାରିବେ । ଏହା ବୈଧ ବୋଲି ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।…
ଅଧିକ ଖବର ଦେଖନ୍ତୁ...

୮ଘଣ୍ଟାରୁ ଅଧିକ ଶୋଉଛନ୍ତି କି? ହୋଇଯାନ୍ତୁ ସାବଧାନ

ଶରୀରକୁ ଠିକ୍‌ ରଖିବା ପାଇଁ ସୁନିଦ୍ରା ଏକାନ୍ତ ଆବଶ୍ୟକ । ଜଣେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ୬ରୁ ୮ଘଣ୍ଟା ଶୋଇବା ଉଚିତ୍‌ । କିଛି ଲୋକ ୬ରୁ ୮ଘଣ୍ଟା ଶୋଉଥିବା ବେଳେ କିଛି ଲୋକ ୮ଘଣ୍ଟାରୁ ଅଧିକ ଶୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି, କେବଳ କମ ଶୋଇବା ଦ୍ୱାରା ନୁହେଁ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କିଛି ବର୍ଷରେ ପେଟ୍ରୋଲ, ଡିଜେଲ ଦର ୧୨୦ ଟଙ୍କା ଟପିବ, କାହିଁକି ଜାଣନ୍ତୁ

ଲଣ୍ଡନ : ବିଶ୍ୱ ବଜାରରେ ବଢିଚାଲିଥିବା ତେଲ ଦର ସାମୟିକ ଭାବେ ନିୟନ୍ତ୍ରଣରେ ରହିଛି । ଓପେକ ଦେଶ ସମୁହ ଉତ୍ପାଦନ ଦିନକୁ ୧୦ ଲକ୍ଷ ବ୍ୟାରେଲ ବଢାଇବାକୁ ରାଜି ହେବାରୁ ଏହା ସମ୍ଭବ ହୋଇପାରିଛି । କିନ୍ତୁ ବିଶେଷଜ୍ଞମାନଙ୍କ ମତରେ ଆଗାମୀ ଦିନରେ ତେଲଦର ବଢିଚାଲିବ । ଏପରିକି କିଛି ବର୍ଷ ପରେ ତେଲ…
ଅଧିକ ଖବର ଦେଖନ୍ତୁ...

କେଉଁ କାରଣ ପାଇଁ ଚପଲ ଛାଡ଼ି କଠଉ ପିନ୍ଧିବା ଅଭ୍ୟାସ କରିବା ଦରକାର? ଆସନ୍ତୁ ଜାଣିବା

କେବେ ଆପଣ ବିନା ଚପଲ ବା ଗୋଟେ ପ୍ରକାରର ଚପଲ ପିନ୍ଧି ବାହାରକୁ ଯିବା କଥା ଭାବିଛନ୍ତି କି? ଆଜିକାଲି କିଛି ଏପରି ଲୋକ ଅଛନ୍ତି ଯେଉଁମାନେ ନିଜ ପୋଷାକର ରଙ୍ଗ ଅନୁଯାୟୀ ଚପଲ ପିନ୍ଧିଥାନ୍ତି । ଏହା ଆମ ଶରୀରରକୁ କ୍ଷତି ପହଞ୍ଚାଉଛି ବୋଲି ଜାଣି ମଧ୍ୟ ଟ୍ରେଣ୍ଡରେ ରହିବା ପାଇଁ ଲୋକମାନେ ନିଜ…
ଅଧିକ ଖବର ଦେଖନ୍ତୁ...

ଭାରତ-ଇଂଲଣ୍ଡ ଟି-୨୦: ୩/୭୮ରେ ଭାରତ ବ୍ୟାଟିଂ ଜାରି

କାର୍ଡିଫ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ଶୃଙ୍ଖଳାର ୨ୟ ଟି-୨୦ ମୁକାବିଲା କାର୍ଡିଫର ସୋଫିଆ ଗାଡେନସ୍‌ରେ ଜାରି ରହିଛି। ଟସ୍‌ ହାରି ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟି କରିଛି। ରିପୋର୍ଟ ଲେଖାଯିବା ବେଳକୁ ଭାରତ ୧୨ ଓଭରରେ ୩ ଓ୍ଵିକେଟ୍‌ ହରାଇ ୭୮ ରନ୍‌ ସଂଗ୍ରହ କରିଛି। ଟିମ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକକୁ ଭାଇ କହି ଶାଶୁ ଘରକୁ ଡ଼ାକିଲା ପ୍ରେମିକା, ସ୍ୱାମୀକୁ ବିଷ ଦେଇ ଫେରାର ହେବାର ଯୋଜନା ଥିବା ବେଳେ ଧରିଲା…

ପାଟନା: ବିହାରର ମୁଜାଫରନଗରରେ ଘଟିଥିବା ଘଟଣା ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ୱାମୀକୁ ବିଷ ଦେଇ ପ୍ରେମିକ ସହ ଫେରାର ହେବାର ଯୋଜନା ଥିବା ବେଳେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛି ପୁଲିସ । ସ୍ୱାମୀକୁ ବିଷ ଦେବା ପାଇଁ ସ୍ତ୍ରୀ ନିଜ ପ୍ରେମିକକୁ ଭାଇର ପରିଚୟ ଦେଇ ଘରକୁ…
ଅଧିକ ଖବର ଦେଖନ୍ତୁ...

ଯଦି ତୁମେ ସକାଳୁ ଉଠିବା ପରେ ଶାହାରୁଖ୍‌ ଖାନ୍‌ ହୋଇଯିବ,ତେବେ କ’ଣ କରିବ?ପ୍ରଶ୍ନ ଶୁଣିବା ପରେ ଏଭଳି ଉତ୍ତର ରଖିଲେ…

ମୁମ୍ବାଇ : ଅଧିକ ଫିଲ୍ମରେ ନଜର ନ ଆସିଥିଲେ ମଧ୍ୟ ନିଜର ନିଖୁଣ ଅଭିନୟ ପାଇଁ ସମସ୍ତଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ । ଫିଲ୍ମରେ ଥିବା ତାଙ୍କର ନିଆରା ଅନ୍ଦାଜକୁ ଦର୍ଶକ ପସନ୍ଦ କରିବା ସହ କିଛି ଦିନ ତଳେ ରିଲିଜ ହୋଇଥିବା ଫିଲ୍ମ ‘ଲଷ୍ଟ ଷ୍ଟୋରିଜ’…
ଅଧିକ ଖବର ଦେଖନ୍ତୁ...

୬ ମାସ ପର୍ଯ୍ୟନ୍ତ ସ୍କୁଲର ମହିଳା ଶୌଚାଳୟରେ ସିସିଟିଭି ଲଗାଇ ଭିଡ଼ିଓକୁ ବିକ୍ରି କରୁଥିଲେ ପ୍ରଧାନଶିକ୍ଷକଙ୍କ ଭାଇ!

ଲକ୍ଷ୍ନୌ : ଉତ୍ତରପ୍ରଦେଶର ମହାରାଜଗଞ୍ଜରେ ଘଟିଛି ଏକ ଅଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ସ୍କୁଲର ମହିଳା ଶୌଚାଳୟରେ ସିସିଟିଭି ଲଗାଇ ଭିଡ଼ିଓ ଅପ୍‌ଲୋଡ଼ କରାଯାଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ନେଇ ସ୍ଥାନୀୟ ଲୋକଙ୍କୁ ସୂଚନା ମିଳିବା ପରେ ସେମାନେ ପୁଲିସରେ ଏତଲା ଦେଇଥିଲେ । ଏତଲା…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ, ବର୍ତ୍ତିଲେ ୩ ଯୁବକ

ଭଞ୍ଜନଗର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗରରେ ଶୁକ୍ରବାର ରାତି ଗୁଳିକାଣ୍ଡ ହୋଇଛି। ମିଳିଥିବା ସୂଚନା ଅନୁସାରେ ଭଞ୍ଜନଗର ମହାବୀର ଛକରେ ହୋଇଥିବା ଗୁଳିକାଣ୍ଡରେ ବାଇକରେ ଘରକୁ ଫେରୁଥିବା ୩ଜଣ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଚାକୁଣ୍ଡାପଲ୍ଲୀ ଗାଁର କୃଷ୍ଣ ଗୌଡ଼…
ଅଧିକ ଖବର ଦେଖନ୍ତୁ...

କପିଲ ଶର୍ମାଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ, କପିଲଙ୍କ ଚରିତ୍ରରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ : ବିଗତ କିଛି ଦିନ ମଧ୍ୟରେ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଛି । ହଠାତ୍‌ ଲାଇମ୍‌ ଲାଇଟ୍‌ରୁ ଦୂରେଇଯିବା,ନିଶାଗ୍ରସ୍ତ ହେବା, ପ୍ରେମରେ ଏବଂ କ୍ୟାରିୟରେ ବିଫଳ ହେବା ଭଳି ଏତେ ସବୁ ଜିନିଷ ଏକା ସାଙ୍ଗରେ ଘଟିବାରୁ କପିଲ ନିଜକୁ ସମସ୍ତଙ୍କଠାରୁ ଦୂରେଇ…
ଅଧିକ ଖବର ଦେଖନ୍ତୁ...