Daily Archives

July 6, 2018

ଏସିଡ୍‍ ଫିଙ୍ଗିଥିବା ଅଭିଯୁକ୍ତ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ଦାନ କରିବ ନିଜର ଚର୍ମ

ମୁମ୍ବାଇ : ମହିଳାଙ୍କୁ ଏସିଡ଼୍‍ ମାଡ଼ କରିବା ପରେ ମଧ୍ୟ ଅଦାଲତ ଅଭିଯୁକ୍ତଙ୍କୁ କୌଣସି ଦଣ୍ଡ ନ ଦେଇ ଖଲାସ କରିଛି । ମହିଳାଙ୍କୁ ଏସିଡ଼୍‍ ମାଡ଼ କରିଥିବା ଯୁବକ ପୀଡ଼ିତାଙ୍କୁ ବିବାହ କରିବା ସହ ସର୍ଜରି ପାଇଁ ନିଜ ଚର୍ମ ଦାନ କରିବାକୁ ରାଜି ହେବା ପରେ ଅଦାଲତ ଏହି ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ ଇତିହାସରେ ଫ୍ରାନ୍ସ ପ୍ରଥମ ଥର ଉରୁଗୁଏକୁ ୨-୦ରେ ହରାଇଲା, ସେମିଫାଇନାଲରେ ପ୍ରବେଶ

ନୋଭଗୋରୋଦ(ରୁଷିଆ): ଚଳିତ ଫୁଟବଲ ବିଶ୍ୱକପ୍‌ର ପ୍ରଥମ କ୍ୱାର୍ଟର ଫାଇନାଲରେ ଶୁକ୍ରବାର ଫ୍ରାନ୍ସ ୨-୦ରେ ଉରୁଗୁଏକୁ ପରାସ୍ତ କରିଛି। ଫିଫା ବିଶ୍ୱକପ ଇତିହାସରେ ଫ୍ରାନ୍ସ ପ୍ରଥମ ଥର ଉରୁଗୁଏ ହରାଇବା ସହିତ ସେମିଫାଇନାଲରେ ପ୍ରବେଶ କରିଛି। ଫ୍ରାନ୍ସର ରାଫେଲ ବରାନ ୪୦ ମିନିଟରେ ଗୋଲ ଦେଇ ଦଳକୁ…
ଅଧିକ ଖବର ଦେଖନ୍ତୁ...

ବାସ୍ତବ ଜୀବନରେ ଏହି ସବୁ ଜିନିଷକୁ ଡରନ୍ତି ବଲିଉଡ୍‌ କଳାକାର, ଘରର କବାଟ ଖୋଲି ଶୁଅନ୍ତି ଆଲିଆ

ହିନ୍ଦୀରେ ଏକ ବୋଲି ଅଛି -ଡ଼ର୍‌କେ ଆଗେ ଜିତ୍‌ ହୈ । କିନ୍ତୁ ଏହି ବଲିଉଡ୍‌ ଷ୍ଟାରମାନଙ୍କର ଥିବା ଡର ବିଷୟରେ ଜାଣି ଆପଣ ଡ଼ରିବା ଅପେକ୍ଷା ହସିବାକୁ ଲାଗିବେ । ବଲିଉଡ୍‌ର ଏହି ୫ ଜଣ କଳାକାରଙ୍କର କିଛି ଏମିତି ଜିନିଷ ପ୍ରତି ଡ଼ର ରହିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ । ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ଏୟାରପୋର୍ଟରେ ମହିଳାଙ୍କୁ ଏକା ପାଇ କମେଣ୍ଟ ମାରିଲେ ଯୁବକ,ପରେ ମହିଳାଙ୍କ ପରିଚୟ ଜାଣି ଉଡ଼ିଲା ହୋସ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଜଣେ ଯୁବକଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଛି । ଏହି ଘଟଣାଟି ଜୁନ୍‌ ୨୭ ଦିଲ୍ଲୀ ବିମାନବନ୍ଦରର ଟର୍‌ମିନାଲ ୩ରେ ଘଟିଥିଲା । ଜଣେ ଯୁବକ ରାତି ୨ଟା ସମୟରେ କୁଏତ୍‌ ଯିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ଥିବା କାଉଣ୍ଟରରେ…
ଅଧିକ ଖବର ଦେଖନ୍ତୁ...

ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ ଅଧିକାରୀ ସିବିଆଇ ଦ୍ୱାରା ଗିରଫ

ଅହମଦାବାଦ : ସିବିଆଇ ଆଜି ବ୍ୟାଙ୍କ ଅପ ଇଣ୍ଡିଆର ଦୁଇଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି । ସେମାନେ ହେଉଛନ୍ତି ବ୍ୟାଙ୍କର ଅବସରପ୍ରାପ୍ତ ଡିଜିଏମ ପିକେ ଶ୍ରୀବାସ୍ତବ ଓ ଜିଏମ ଭି.ଭି.ଅଗ୍ରିହୋତ୍ରୀ । ଏମାନେ ବରୋଦାର ଡାଇମଣ୍ଡ ପାଓ୍ଵାର ଇନଫ୍ରାଷ୍ଟ୍ରକଚର ନାମକ…
ଅଧିକ ଖବର ଦେଖନ୍ତୁ...

ସେଦିନ ନବଜାତ ଶିଶୁର ହାତ କୁକୁର ଖାଇଦେଲା… ଆଜି ଅପରାଜିତାକୁ ପୋଷ୍ୟସନ୍ତାନ ରୂପେ କୋଳେଇ ନେଲେ ଆମେରିକା…

ଭଦ୍ରକ: ଜାତୀୟ ରାଜପଥ ନମ୍ବର ୧୬ ନିକଟସ୍ଥ ଭଦ୍ରକ ନୂଆ ବସଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ କୁକୁର କବଳରୁ ବଞ୍ଚି ଯାଇଥିବା ନବଜାତ ଶିଶୁକନ୍ୟାକୁ ଶୁକ୍ରବାର ଆମେରିକାର ଦଂପତ୍ତି ପୋଷ୍ୟସନ୍ତାନ ରୂପେ କୋଳେଇ ନେଇଛନ୍ତି। ବର୍ଷ ୨୦୧୨ ଫେବ୍ରୁଆରି ୧୮ ଭୋର ସକାଳୁ କଇଁ କଇଁ ହୋଇ…
ଅଧିକ ଖବର ଦେଖନ୍ତୁ...

ପିଅନଙ୍କ ପୁଅକୁ ମିଳିଲା ଏକ କୋଟି ଟଙ୍କାର କଣ୍ଟ୍ରାକ୍ଟ, ଫୁଟବଲ ଖେଳ ପାଇଁ ଅନ୍ୟମାନଙ୍କୁ ପ୍ରେରିତ କରୁଛନ୍ତି ‘ରୋନାଲଡୋ…

ମୁଜଫରନଗର: ମୁଜଫର ନଗରର ‘ରୋନାଲଡୋ ଭାଇ’ଙ୍କୁ  ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଆଜିକାଲି ପିଲାମାନେ କ୍ରିକେଟ ଖେଳ ପ୍ରତି ରୁଚି ରଖିଥିବା ବେଳେ ‘ରୋନାଲଡୋ ଭାଇ’ଙ୍କ ଫୁଟବଳ ଖେଳ ପ୍ରତି ଦୁର୍ବଳତା ରହିଛି। ‘ରୋନାଲଡୋ ଭାଇ’ଙ୍କ ଫୁଟବଲ ଖେଳ ଅନ୍ୟମାନଙ୍କୁ ପ୍ରେରିତ କରୁଛି । ଭାରତରେ…
ଅଧିକ ଖବର ଦେଖନ୍ତୁ...

ଏଣିକି ରେଳବାଇ ଜାରି କଲା ରୋଷେଇଶାଳାର ସିଧାସଳଖ ଦୃଶ୍ୟ, ଏପରି ଦେଖି ପାରିବେ ଯାତ୍ରୀ

ନୂଆଦିଲ୍ଲୀ: ରେଳବାଇର ଖାଦ୍ୟର ଗୁଣବତ୍ତାକୁ ନେଇ ଅନେକ ଥର ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀ ପିୟୁଷ ଗୋଏଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରେଳମନ୍ତ୍ରୀ ରେଲେଓ୍ଵ ରୋଷେଇ ଶାଳାର ଲାଇଭ୍‌ ଷ୍ଟ୍ରିମିଙ୍ଗର ଘୋଷଣା କରିଛନ୍ତି। ରେଳ କ୍ୟାଣ୍ଟିନ୍‌ରେ କ୍ୟାମେରା ଲଗାଇ…
ଅଧିକ ଖବର ଦେଖନ୍ତୁ...

ଅପହରଣର କିଛି ସମୟ ଭିତରେ ମାଆ କୋଳକୁ ଏପରି ଫେରିଲା ୬ଦିନର ଶିଶୁ କନ୍ୟା

ନୂଆଦିଲ୍ଲୀ: ସନ୍ତାନ ଜନ୍ମ ପରେ ସବୁଠାରୁ ଅଧିକ ଖୁସି ମାଆଠାରୁ ବା ଆଉ କିଏ ହୋଇପାରିବ। ତେବେ ସନ୍ତାନକୁ ଛଅଦିନ ହୋଇଥିବା ବେଳେ ମାଆ କୋଳରୁ ଯଦି ତାକୁ କେହି ଅପହରଣ କରି ନିଆଯାଏ ସେ ମାଆର ଅବସ୍ଥା କିପରି ଥିବ ଆପଣ ନିଜେ ଅନୁମାନ କରି ପାରୁଥିବେ। ତେବେ ନିକଟରେ ହାଇଦ୍ରାବଦର କୋଟିସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷର ନବାନ୍ନ ଭୋଜିରେ ଦିଦିଙ୍କ ମନ୍ତ୍ରୀ ଓ ବାବୁଙ୍କ ପାଇଁ ମଟନ୍‌ ଓ ଟାଇଗର ପ୍ରନ୍‌ ପାଲଟିଲା ସ୍ୱପ୍ନ!

କୋଲକାତା: ପଶ୍ଚିମବଙ୍ଗର ମନ୍ତ୍ରୀ ଓ ବାବୁ (ସଚିବ)ମାନଙ୍କର ମନ ଏବେ ଭାରି ଖରାପ! ଦିଦି (ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ) ଶେଷକୁ ଏମିତି କରିବେ ବୋଲି, ସେମାନଙ୍କ ଧାରଣା ବାହାରେ ଥିଲା! ଖାସ୍‌ ଦିଦିଙ୍କ ପାଇଁ ଚଳିତ ବର୍ଷ ନବାନ୍ନରେ ମନ୍ତ୍ରୀ ଓ ବାବୁମାନଙ୍କ ପାଟିରେ ଟିକେ ଶାଗୁଆତି (ମଟନ୍‌)…
ଅଧିକ ଖବର ଦେଖନ୍ତୁ...