Daily Archives

July 6, 2018

ଚାଟାର୍ଡ ଫ୍ଲାଇଟ ଗସ୍ତ ଖର୍ଚ୍ଚ ନେଇ ରାଜ୍ୟପାଳଙ୍କୁ ଚିଠି ପ୍ରସଙ୍ଗ: ଦୁଃଖ ପ୍ରକାଶ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟରର ଭଡ଼ା ଖର୍ଚ୍ଚକୁୁ ନେଇ ବିବାଦ ଲାଗି ରହିଥିବା ବେଳେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟ ଶାସନ ସଚିବ ରାଜ୍ୟପାଳଙ୍କୁ ଭେଟି ଚାଟାର୍ଡ ଫ୍ଲାଇଟ ଗସ୍ତ ଖର୍ଚ୍ଚକୁ…
ଅଧିକ ଖବର ଦେଖନ୍ତୁ...

ଖାଆନ୍ତୁ ୬ଟି ହଲ୍‌କା ଭଜା ହୋଇଥିବା ରସୁଣ, ୨୪ଘଣ୍ଟାରେ ମିଳିବ ଏସବୁ ଫାଇଦା

ରୋଷେଇ ଘରେ ରସୁଣର ବିଭିନ୍ନ ପ୍ରକାର ପ୍ରୟୋଗ ହୋଇଥାଏ। ଏହାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରାଯାଇଥାଏ। ଖାଦ୍ୟ ପଦାର୍ଥରେ ରସୁଣର ପ୍ରୟୋଗ ହେତୁ ଏହା ପାଚନ ଶକ୍ତିକୁ ଠିକ୍‌ ରଖିଥାଏ। ରସୁଣର ସିଧାସଳଖ ବ୍ୟବହାର ବି ଶରୀରକୁ ଅନେକ ଫାଇଦା ଦେଇଥାଏ। ତେବେ ନିକଟରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ ! ବନ୍ଦ ହେଲା ସମ୍ବଲପୁର ରେଳ ଡିଭିଜନରେ ଥିବା ସବୁ ଜଗୁଆଳୀ ବିହୀନ ରେଳକ୍ରସିଂ

ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧିନସ୍ଥ ସମ୍ବଲପୁର ଡିଭିଜନ ସମଗ୍ର ଭାରତୀୟ ରେଳବାଇରେ ଏକ ସ୍ୱତନ୍ତ୍ର ସଫଳତା ହାସଲ କରିଛି । ଏହି ଡିଭିଜନ ଏବେ ସଂପୂର୍ଣ୍ଣଭାବେ ଜଗୁଆଳୀ ବିହୀନ ରେଳକ୍ରସିଂମୁକ୍ତ ହୋଇଯାଇଛି । ଏହି ଡିଭିଜନ ଅଧିନରେ ଆସୁଥିବା ଭବାନିପାଟଣା-ଲାଞ୍ଜିଗଡ଼ ରୋଡ ସେକ୍ସନ ରେ ଥିବା ୭ଟି…
ଅଧିକ ଖବର ଦେଖନ୍ତୁ...

ଗୁମ୍ଫା ମଧ୍ୟରେ ଅମ୍ଳଜାନ ସ୍ତର କମୁଥିବା ବେଳେ ବଢ଼ୁଛି ଜଳସ୍ତର; ଉଦ୍ଧାରକାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ୱରାନ୍ଵିତ…

ବ୍ୟାଙ୍କକ୍‌: ଉତ୍ତର ଥାଇଲାଣ୍ଡର ଏକ ଗୁମ୍ଫା ମଧ୍ୟରେ ଗତ ପ୍ରାୟ ଦୁଇ ସପ୍ତାହ ହେବ ବନ୍ଦୀ ହୋଇ ରହି ଯାଇଥିବା ୧୨ଜଣ ନାବାଳକ ଫୁଟବଲ୍‌ ଖେଳାଳି ଏବଂ ସେମାନଙ୍କ କୋଚଙ୍କୁ ଗୁମ୍ଫା ମଧ୍ୟରୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଅପରେସନ୍‌କୁ ଆହୁରି ତ୍ୱରାନ୍ଵିତ ଓ ବ୍ୟାପକ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଡାକ୍ତରଙ୍କ ଚମତ୍କାର ! ଦୀର୍ଘ ୩୨ବର୍ଷ ହେବ ବସି ପାରୁ ନଥିବା ବିଦେଶୀ ମହିଳାଙ୍କର କଲେ ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଉଜବେକିସ୍ତାନର ଜଣେ ମହିଳା ଦୀର୍ଘ ୩୨ବର୍ଷ ହେବ ସାଧାରଣ ମଣିଷ ଭଳି ବସି ପାରୁ ନ ଥିଲେ। ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍‌ପିଟାଲ ଡାକ୍ତରମାନେ ମହିଳାଙ୍କ ସଫଳ ଅସ୍ତ୍ରୋପଚାର କରି ତାଙ୍କୁ ବସିବା ପାଇଁ ସକ୍ଷମ କରି ପାରିଛନ୍ତି। ଏହି ୩୭ବର୍ଷୀୟ ମହିଳାଙ୍କ ନାମ ଗୁଲନୋରା…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗରେ ଦଳକୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଛି। ଦଳୀୟ ନେତାମାନେ ତୃଣ ମୂଳ କଂଗ୍ରେସ ଆଡ଼କୁ ମୁହାଁଉଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହାକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡିଛନ୍ତି। ନିଜ ସଂସଦୀୟ ଅଂଚଳ ଆମେଠିରୁ ୨ ଦିନିଆ ଗସ୍ତ ସାରି ଜାତୀୟ ରାଜଧାନୀ ନୂଆଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଅଭିଯୋଗରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୦ ବର୍ଷ ଜେଲ

ଇସ୍ଲାମାବାଦ : ଦୁର୍ନୀତି ଓ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପାକିସ୍ତାନର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଛନ୍ତି । ଏହା ସହିତ ପାକିସ୍ତାନର ଦୁର୍ନୀତି ନିର୍ବାରଣ ସଂସ୍ଥା ଏନଏବିକୁ ସହଯୋଗ କରିନଥିବାରୁ ତାଙ୍କୁ ଆଉ ୧ ବର୍ଷ…
ଅଧିକ ଖବର ଦେଖନ୍ତୁ...

ଶୁଆ କି ଶାରୀ ନୁହେଁ, ମାଲିକର ନାମ ଧରି କୁକୁଡା ଡାକୁଛି, ଦେଖନ୍ତୁ ଭିଡିଓରେ

ମୁମ୍ବାଇ: ଆପଣ କେବେ ଏଭଳି କୁକୁଡା ବିଷୟରେ ଜାଣିଛନ୍ତି, ଯିଏକି ‘କୁକୁଡୁ..କୁ’ ଡାକିବା ବଦଳରେ ନିଜର ମାଲିକ ନାମ ଅନ୍ନା-ଅନ୍ନା ଓ କାକା ବୋଲି ସକାଳୁ ଡାକ ଛାଡ଼ି ଥାଏ। ମହାରାଷ୍ଟ୍ରର ସଙ୍ଗାଲିରେ ବସବାସ କରୁଥିବା ବସନ୍ତ କାମ୍ବଲେ ଘରେ କୁକୁଡା ରଖିଛନ୍ତି । ଏହି କୁୁକୁଡା ତାଙ୍କୁ କାକା…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନ ଓ ବିଦ୍ରୋହୀ ପିଡିପି ବିଧାୟକଙ୍କୁ ସାଙ୍ଗରେ ନେଇ ଜମ୍ମୁ- କଶ୍ମିରରେ ସରକାର ଗଢ଼ିବାକୁ ବିଜେପିର ଯୋଜନା!

ନୂଆଦିଲ୍ଲୀ: ଜମ୍ମୁ- କଶ୍ମିରରେ ଥିବା ପିପୁଲସ୍‌ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) ଓ ଭାରତୀୟ ଜନତା ପାର୍ଟି (ବିଜେପି)ର ମିଳିତ ସରକାରରୁ ଗତ ଜୁନ୍‌ ମାସରେ ବିଜେପି ନିଜର ସମର୍ଥନ ପ୍ରତ୍ୟାହାର କରି ଆଣିବା ପରେ ମିଳିତ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ପିଡିପି ନେତ୍ରୀ ମେହେବୁବା ମୁଫ୍‌ତି…
ଅଧିକ ଖବର ଦେଖନ୍ତୁ...

ଏନଆଇଏ ହାଜତରେ କାଶ୍ମୀରର ମହିଳା ଆତଙ୍କବାଦୀ ଆସିୟା ଆନ୍ଦ୍ରାବି

ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ କାଶ୍ମୀରର ବିବାଦୀୟ ବିଚ୍ଛିନ୍ନତାବାଦୀ ନେତ୍ରୀ ଆସିୟା ଆନ୍ଦ୍ରାବିକୁ ଗିରଫ କରି ଦିଲ୍ଲୀ ଆଣିଛି । ସେ କାଶ୍ମୀର ଘାଟିରେ ଭାରତ ବିରୋଧୀ ଆନ୍ଦୋଳନ, ଭାରତକୁ ବିଭାଜନ କରିବା, ପାକିସ୍ତାନ ସପକ୍ଷବାଦୀ କାର୍ଯ୍ୟକ୍ରମ ଆୟୋଜନ ଆଦିରେ ଲିପ୍ତ ଥିଲା ।…
ଅଧିକ ଖବର ଦେଖନ୍ତୁ...