Daily Archives

July 7, 2018

ରେଳବାଇରେ ମିଳିବ ଠିକା ନିଯୁକ୍ତି, ଜୋନାଲ ମୁଖ୍ୟମାନଙ୍କୁ ଦିଆଗଲା କ୍ଷମତା

ନୂଆଦିଲ୍ଲୀ : ଭାରତୀୟ ରେଳବାଇରେ ଏବେ ଠିକ ନିଯୁକ୍ତି ପାଇଁ ପଥ ପରିଷ୍କାର ହୋଇଛି । ରେଲବାଇରେ ଅନେକ ପଦ ଖାଲି ଥିଲେ ମଧ୍ୟ ବଜେଟ ଅଭାବରୁ ସେଗୁଡ଼ିକୁ ପୂରଣ କରାଯାଉନାହିଁ । କିନ୍ତୁ ବିଭିନ୍ନ ପଦବୀ ଖାଲି ଥିବାରୁ ପରିଚାଳନାରେ ଅସୁବିଧା ହେଉଛି । ଏହାକୁ ଦୃଷ୍ଟିରେ ରଖି କେତେକ ନିର୍ଦ୍ଦିଷ୍ଟ…
ଅଧିକ ଖବର ଦେଖନ୍ତୁ...

ପୁଣି ଥରେ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇଲେ ମୁମ୍ବାଇ ‘ଡବାଓ୍ଵାଲା’; ୨ ହଜାର ଭୋକିଲା ହେଲେ ଉପକୃତ

ମୁମ୍ବାଇ: ମୁମ୍ବାଇର ‘ଡବାଓ୍ଵାଲା’ ପୁଣି ଥରେ ଲୋକମାନଙ୍କ ହୃଦୟ ଜିତି ପାରିଛନ୍ତି। ଦୀର୍ଘ ବର୍ଷ ଧରି ‘ଡବାଓ୍ଵାଲା’ ସେବା ଦ୍ୱାରା ଏମାନେ ମୁମ୍ବାଇର ଘରୁ ଘରୁ ଲଞ୍ଚ୍‌ ବକ୍ସ ନେଇ ଅଫିସ୍‌ରେ ପହଞ୍ଚାଇ ପାରଥାନ୍ତି। ମାତ୍ର ଗତବର୍ଷ ଅନ୍ଧେରୀ ରେଳ ଷ୍ଟେସନ୍‌ ଭୁଷୁଡ଼ିବା ପରେ ଏହି ସେବାକୁ ବନ୍ଦ…
ଅଧିକ ଖବର ଦେଖନ୍ତୁ...

ରାସ୍ତା ଉପରେ ଅଭିନେତ୍ରୀଙ୍କ ପିଛା କରି ଅଡୁଆରେ ଅଭିନେତା; ରୁଜୁ ହେଲା ଯୌନ ଉତ୍ପୀଡ଼ନ ମାମଲା

କୋଲକାତା: ପ୍ରସିଦ୍ଧ ବଙ୍ଗଳା ଅଭିନେତା ସଞ୍ଜୟ ମୁଖାର୍ଜୀଙ୍କୁ କୋଲକାତା ପୁଲିସ୍‌ ଗିରଫ କରିଛି। ଜଣେ ଅଭିନେତ୍ରୀଙ୍କୁ ଏହି ଅଭିନେତା ରାସ୍ତାରେ ଗୋଡ଼ାଉ ଥିବାରୁ ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲା ଲଗାଯାଇଛି। ପୁଲିସ୍‌ ମୁତାବିକ୍‌, ଅଭିନେତା ମୁଖାର୍ଜୀ ଜଣେ ୩୨ ବର୍ଷୀୟା ଅଭିନେତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଦୈନିକ ହେଙ୍ଗୁ ଜଳ ପିଇବା ଦ୍ୱାରା ଶରୀରକୁ ମିଳିଥାଏ କେଉଁ ଫାଇଦା

ଆପଣ ହେଙ୍ଗୁର ବ୍ୟବହାର ତ କରିଥିବେ ନିଶ୍ଚୟ। ବଡ଼ି, ବରା, ପକୁଡ଼ି, ଡାଲମା, ଘାଣ୍ଟ ତରକାରି, ଉଖୁଡ଼ା କିମ୍ବା କୌଣସି ପିଠା ଜାତୀୟ ଖାଦ୍ୟରେ ହେଙ୍ଗୁ ନପାଇଲେ ଆଦୌ ମଜା ଆସେ ନାହିଁ। ସାମାନ୍ୟ ହେଙ୍ଗୁ ପକାଇବା ଦ୍ୱାରା ଖାଦ୍ୟରୁ ଯେଉଁ ବାସ୍ନା ବାହାରେ ତାହା ଏକଦମ ଖାଇବାର ସ୍ୱାଦ ହିଁ ବଦଳାଇ ଦିଏ।…
ଅଧିକ ଖବର ଦେଖନ୍ତୁ...

ପ୍ରଶଂସକ କହିଲେ- ଧୋନି ଶେଷ କରିଥିଲେ ସେହେଓ୍ଵାଗଙ୍କ କ୍ୟାରିୟର, ବୀରୁ ଦେଲେ ଜବାବ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଶନିବାର (୨୦୧୮ ଜୁଲାଇ ୦୭) ୩୭ ବର୍ଷ ପୂରଣ କରିଛନ୍ତି। ଧୋନିଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକମାନେ ବିଶ୍ୱର ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। କିଛି ସ୍ଥାନରେ ଧୋନିଙ୍କ ଜନ୍ମଦିନ ପାଳନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ସାବତ ଭାଇ ଅର୍ଜୁନଙ୍କ ସଂପର୍କରେ ଏମିତି ମନ୍ତବ୍ୟ ଦେଲେ ଜାହ୍ନବୀ

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଅର୍ଜୁନ ପକୁରଙ୍କୁ ଦେଖିଲେ କେବେ ବି ସେ ଦୁହେଁ ଭିନ୍ନ ମାଆଙ୍କ ପେଟରୁ ଜନ୍ମ ବୋଲି ଅନୁମାନ ଲଗାଇ ହୁଏ ନାହିଁ, ଯଦିଓ ଅର୍ଜୁନ ବନି କପୁରଙ୍କ ପ୍ରଥମ ପତ୍ନୀଙ୍କ ପୁଅ ହୋଇଥିବା ବେଳେ ଦ୍ୱିତୀୟ ପତ୍ନୀ ଶ୍ରୀଦେବୀଙ୍କ ପୁତ୍ରର ଜାହ୍ନବୀ। ଜାହ୍ନବୀ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କୁ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ପରଷିବାକୁ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦେବା ମହଙ୍ଗା ପଡ଼ିଲା; ଦଣ୍ଡ…

ଲକ୍ଷ୍ନୌ: କୌଣସି ରାଜନୈତିକ କାର୍ଯ୍ୟରେ କେଉଁଠାକୁ ଯାତ୍ରା କରୁଥିଲେ ଉଚିତ ଚର୍ଚ୍ଚା ପାଇବା ପାଇଁ ସବୁ ପ୍ରକାରର ବନ୍ଦୋବସ୍ତ କରିବା ବିଜେପି ନେତାମାନଙ୍କର ଅତି ପୁରୁଣା ଅଭ୍ୟାସ। ଏହି ଅଭ୍ୟାସର ଜ୍ୱଳନ୍ତ ନମୂନା ସାଜିଛନ୍ତି ଉତ୍ତରପ୍ରଦେଶର ସମବାୟ ମନ୍ତ୍ରୀ ମୁକୁତ ବେହାରୀ ବର୍ମା। ମେ ୫…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ଜନ୍ମଦିନ ଉତ୍ସବରେ ନଜର ଆସିଲେ ଲଭବାର୍ଡ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜି ନିଜର ୩୭ ତମ ଜନ୍ମଦିବସ ପାଳନ କରିଛନ୍ତି। ଧୋନି ନିଜର କ୍ରିକେଟ୍‌ର ବନ୍ଧୁଙ୍କ ସହ ଇଂଲଣ୍ଡରେ ଅଛନ୍ତି। ସେ ନିଜ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହ ଇଂଲଣ୍ଡରେ ହିଁ ନିଜର ଜନ୍ମଦିବସ ପାଳନ କରିଥିବା ଜାଣିବାକୁ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ପାନୀୟ ପିଇବା ଦ୍ୱାରା କମାଇ ହେବ ଶରୀରର ଅତିରିକ୍ତ ଚର୍ବି

ଆମେ ପ୍ରାୟତଃ ଶରୀର ଚର୍ବି ଖସାଇବା ପାଇଁ ବ୍ୟାୟାମ, ଯୋଗ କିମ୍ବା ଡାଇଟ୍‌ର ସହାୟତା ନେଇଥାଉ। ମାତ୍ର ଏମିତି କିଛି ସରଳ ଉପାୟ ଅଛି ଯାହା ଦ୍ୱାରା ଖୁବ୍‌ ସହଜରେ ଆମେ ଆମ ଶରୀର ଅତିରିକ୍ତ ଚର୍ବିକୁ ଖସାଇ ଦେଇ ପାରିବା। ଏଥିପାଇଁ ଆମକୁ ଖାଇବାରେ ଆୟତ୍ତ ଆଣିବାକୁ ପଡ଼ିବ ନାହିଁ ବରଂ କିଛି ପାନୀୟ…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ୨୮ ବର୍ଷ ପରେ ସେମିଫାଇନାଲରେ ଇଂଲଣ୍ଡ, ୨-୦ରେ ସ୍ୱିଡେନ ପରାସ୍ତ

ଫିଫା ବିଶ୍ୱକପ୍‌ର ୩ୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨-୦ରେ ସ୍ୱିଡେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ପାଇଁ ଡିଫେଣ୍ଡର ହେରି ମାଗୁଏର, ଆସଲେ ୟଙ୍ଗଙ୍କ କର୍ଣ୍ଣର କିକ୍‌ରେ ୩୦ ମିନିଟରେ ହେଡର ଗୋଲ ଦେଇଥିଲେ। ଇଂଲଣ୍ଡ ୨୮ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...