Daily Archives

July 8, 2018

ବଲିଉଡ୍‌ ଷ୍ଟାରମାନଙ୍କର ଘରର ବିଜୁଳି ବିଲ୍‌ ଜାଣିବା ପରେ ଆପଣଙ୍କୁ ବି ଲାଗିବ କରେଣ୍ଟ

ସାଧାରଣ ଲୋକ ବା ଜଣେ ମଧ୍ୟବିତ୍ତ ପରିବାରର ବିଜୁଳି ବିଲ୍‌କୁ ଯଦି ଆମେ ଦେଖିବା ତେବେ ତାହା ୫୦୦ରୁ ୧୦୦୦ ଟଙ୍କା ମଧ୍ୟରେ ସୀମିତ ହୋଇ ରହିଥାଏ । କିନ୍ତୁ କେବେ ଆପଣଙ୍କ ପସନ୍ଦର ବଲିଉଡ୍‌ ଷ୍ଟାର କେତେ ବିଜୁଳି ବ୍ୟବହାର କରନ୍ତି ଏବଂ ସେମାନଙ୍କୁ ପ୍ରତିମାସରେ କେତେ ବିଳୁଜି ବିଲ୍‌ ଦେବାକୁ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ସହ ସଂଘର୍ଷ କରୁଥିବା ରୋଗୀର ହୃଦ୍‌ ପ୍ରତିରୋପଣ କରୁଥିଲେ ଡ଼ାକ୍ତର, ଡ଼ୋନରର ହୃଦୟ ଛୋଟ ହେବାରୁ ପ୍ରଥମକୁ ନ କାଢ଼ି…

ହାଇଦ୍ରାବାଦ୍‌ : ହାଇଦ୍ରାବାଦ୍‌ର ଜୁବୁଲି ହିଲ୍‌ସ ହସ୍ପିଟାଲରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ହସ୍ପିଟାଲରେ ଜଣେ ୫୬ବର୍ଷିୟ ବ୍ୟକ୍ତିଙ୍କ ହୃଦୟ ଅଚଳ ହୋଇ ଯାଇଥିବାରୁ ଡ଼ାକ୍ତରମାନେ ହୃଦ୍‌ ପ୍ରତିରୋପଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ରୋଗୀଙ୍କ ପାଇଁ ଠିକ୍‌…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: କାର୍‌ ଧକ୍କାରେ ମା’-ବଡ଼ ପୁଅ ମୃତ, ବର୍ତ୍ତିଲେ ସ୍ୱାମୀ-ସାନ ପୁଅ

ଝାରସୁଗୁଡ଼ା: ସମ୍ବଲପୁରରୁ ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍‌ େଓ୍ଵ-୧୦ରେ ରବିବାର ସନ୍ଧ୍ୟାରେ ଦ୍ରୁତ ଗିରେ ଯାଉଥିବା ଏକ କାର ଧକ୍କା ଦେବାରୁ ମା’ ଓ ବଡ଼ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ସାନ ପୁଅ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଆଜି ସନ୍ଧ୍ୟା ୫ଟା ୩୦ରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ କେତେ କୋଟି ନେଇ ସଞ୍ଜୟ ତାଙ୍କ ଜୀବନୀକୁ ନେଇ ‘ସଞ୍ଜୁ’ ସିନେମା ନିର୍ମାଣ ପାଇଁ ଦେଇଥିଲେ ଅନୁମତି

ମୁମ୍ବାଇ : ବଲିଉଉ୍‌ ମୁନ୍ନା ଭାଇ ଅଭିନେତା ସଞ୍ଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମ ‘ସଞ୍ଜୁ’ ନିର୍ମାଣ କରାଯାଇଥିବା ବେଳେ ଜୁନ୍‌ ୨୬ରେ ରିଲିଜ ପରେ ଏହି ଫିଲ୍ମକୁ ସମସ୍ତଙ୍କ ଭଲ ପାଇବା ମିଳିଛି । ବକ୍ସ ଅଫିସରେ ଫିଲ୍ମଟି ଏଯାବତ୍‌ ୨୩୦କୋଟି ଟଙ୍କା ବ୍ୟବସାୟ କରି ସବୁ ରେକର୍ଡ଼ ଭାଙ୍ଗିବା ପରେ…
ଅଧିକ ଖବର ଦେଖନ୍ତୁ...

୩ୟ ଟି-୨୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ ଓ୍ଵିକେଟ୍‌, ଭାରତକୁ ୧୯୯ ରନ୍‌ ଟାର୍ଗେଟ ଦେଲା ଇଂଲଣ୍ଡ

ବ୍ରିଷ୍ଟଲ: ଇନିଂସ ଆରମ୍ଭରୁ ଭାରତ ଉପରେ ଇଂଲଣ୍ଡ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ଶେଷ ଆଡ଼କୁ କ୍ରମାଗତ ଭାବରେ ଓ୍ଵିକେଟ ହରାଇଛି। ଟିମ୍‌ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୪ଟି ଓ୍ଵିକେଟ ମିଳିଛି। ୩ୟ ଟି-୨୦ରେ ଇଂଲଣ୍ଡ ୧୯୯ ରନ୍‌ ଭାରତକୁ ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ର ଏହି ୫ ଲୋକପ୍ରିୟ କଳାକାର ଏହି ସବୁ ଜିନିଷକୁ ଡରନ୍ତି

ଏକ ବିଜ୍ଞାପନରେ ଦେଖିଥିବେ ନିଶ୍ଚୟ ‘ଡରକେ ଆଗେ ଜିତ୍‌ ହୈ’। କିନ୍ତୁ ଏହି ବଲିଉଡ୍‌ ଷ୍ଟାରମାନଙ୍କର ଥିବା ଡର ବିଷୟରେ ଜାଣି ଆପଣ ଡରିବା ଅପେକ୍ଷା ହସିବାକୁ ଲାଗିବେ। ବଲିଉଡ ଏହି ୫ ଜଣ କଳାକାରଙ୍କର କିଛି ଏମିତି ଜିନିଷ ପ୍ରତି ଡର ରହିଛି ଯାହାକୁ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେବେ। ଆସନ୍ତୁ…
ଅଧିକ ଖବର ଦେଖନ୍ତୁ...

ଏହି ଛାତ୍ରଙ୍କୁ ଗୁଗୁଲ ଦେଲା ୧.୨କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: ଗୁଗୁଲ ଭଳି ବଡ଼ କମ୍ପାନିରେ ପ୍ଲେସ୍‌ମେଣ୍ଟ ପାଇବାକୁ କିଏ ବା ନଚାହେଁ। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନ୍‌ଫରମେସନ୍‌ ଟେକ୍‌ନୋଲଜି ବେଙ୍ଗାଲୁରୁ (ଆଇଆଇଆଇଟି-ବି)ର ଛାତ୍ର ଆଦିତ୍ୟ ପାଲିବାଲଙ୍କୁ ଗୁଗୁଲ ୧.୨କୋଟି ଟଙ୍କାର ପ୍ୟାକେଜ ଦେଇଛି। ଇଣ୍ଟିଗ୍ରେଟେଡ ଏମଟେକ୍‌ର ଛାତ୍ର…
ଅଧିକ ଖବର ଦେଖନ୍ତୁ...

ଜିମ୍ନାଷ୍ଟିକ୍‌ ଓ୍ଵାଲର୍ଡ ଚ୍ୟାଲେଞ୍ଜ କପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ଦୀପା କର୍ମକାର

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ ଜିମ୍ନାଷ୍ଟିକ୍‌ ଓ୍ଵାଲର୍ଡ ଚ୍ୟାଲେଞ୍ଜ କପ୍‌ରେ ରବିବାର ଭାରତର ଦୀପା କର୍ମକାର ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ତୁର୍କୀର ମର୍ସିନ ଠାରେ ଚାଲିଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରବିବାର ତ୍ରିପୁରାର ୨୪ ବର୍ଷୀୟ ୨୦୧୬ ରିଓ ଅଲମ୍ପିକରେ ୪ର୍ଥ ସ୍ଥାନ…
ଅଧିକ ଖବର ଦେଖନ୍ତୁ...

ଆପଣ ଜାଣନ୍ତି କି ଏବେକାର ଲୋକଙ୍କ ଅପେକ୍ଷା ପୂର୍ବକାଳର ଲୋକେ ଅଧିକ ଆଧୁନିକ ଥଲେ? ପଢ଼ନ୍ତୁ କେତେକ ଉଦାହରଣ

ଯୁଗ ଆଧୁନିକ ହେଉଛି। ଲୋକଙ୍କ ଚିନ୍ତାଧାରାରେ ବି ପରିବର୍ତ୍ତନ ଘଟୁଛିି। ବେଳେ ବେଳେ ଏମିତି ଲାଗିଥାଏ ଯେ ପୂର୍ବକାଳର ଲୋକଙ୍କ ଚିନ୍ତାଧାରା ଅପେକ୍ଷା ଯେମିତି ଆମ ଚିନ୍ତାଧାରା ଢେର୍‌ ଉନ୍ନତ। ସେମାନଙ୍କ ତୁଳନାରେ ଆମେ ଅଧିକ ଆଧୁନିକ। ମାତ୍ର ନିମ୍ନରେ କେତୋଟି କଥା ବର୍ଣ୍ଣନା କରାଯାଇଛି। ଯାହା…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ଉନ୍ନତ ପ୍ରଦର୍ଶନ ସତ୍ତ୍ୱେ କ୍ୱାର୍ଟର ଫାଇନାଲରେ ହାରିବା ପରେ କାନ୍ଦିଲେ ରୁଷିଆ ସମର୍ଥକ

ମସ୍କୋ: ଫିଫା ବିଶ୍ୱକପ୍‌ ୨୧ତମ ସଂସ୍କରଣର ଆୟୋଜକ ରୁଷିଆ ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ କ୍ରୋଏସିଆ ଠାରୁ ପରାସ୍ତ ହେବା ପରେ ଅଶ୍ରୁଳ ବିଦାୟ ନେଇଛି। ବିଶ୍ୱ ର‍୍ୟାଙ୍କରେ ୭୦ତମ ସ୍ଥାନରେ ଥିବା ରୁଷିଆ ଚଳିତ ଫୁଟବଲ ମହାସମରରେ ସଫଳତାର ସହିତ ପ୍ରଦର୍ଶନ…
ଅଧିକ ଖବର ଦେଖନ୍ତୁ...