Daily Archives

July 8, 2018

ଭାରତ-ଇଂଲଣ୍ଡ ଟି-୨୦: ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି, ଦୀପକ ଚହରଙ୍କୁ ଡେବ୍ୟୁ ସୁଯୋଗ

ବ୍ରିଷ୍ଟଲ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚର ଟି-୨୦ ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ବ୍ରିଷ୍ଟଲ କାଉଣ୍ଟି କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଓ ଇଂଲଣ୍ଡ ଟିମକୁ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ଏମିତି ଚାଲିଛି ସେକ୍ସ ଓ ବ୍ଲକ୍‌ମେଲର ଖେଳ, ଆପଣ ବି ହୋଇପାରନ୍ତି ଶିକାର

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଯେତିକି ସବୁଧା ସେତିକି ଅସୁବିଧା ମଧ୍ୟ। ସୋସିଆଲ ମିଡିଆକୁ ଆଧାର କରି କେହିକେହି ଚର୍ଚ୍ଚାରେ ରହୁଥିବା ବେଳେ କେତେଜଣ ନୀରିହ ଲୋକମାନେ ଦୁଷ୍ଟ ପ୍ରକୃତିର ଲୋକମାନଙ୍କ ଜାଲରେ ଫସି ଯାଉଛନ୍ତି ଏବଂ ଏଥିରୁ ମୁକୁଳି ନପାରି ନିଜ ପରିବାର ଓ ଟଙ୍କା ଆଦିକୁ ବଳି ଦେବାକୁ ବି…
ଅଧିକ ଖବର ଦେଖନ୍ତୁ...

ଥାଇଲାଣ୍ଡ ଗୁମ୍ଫାରୁ ମୁକୁଳିଲେ ୪ ଜଣ ଶିଶୁ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ଥାଇଲାଣ୍ଡର ଗୁମ୍ଫାରୁ ୪ ଜଣ ଶିଶୁ ମୁକୁଳିଛନ୍ତି। ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଗୁମ୍ଫାରେ ଫସି ରହିବା ପରେ ଉଦ୍ଧାରକାରୀମାନେ ପ୍ରଥମ ପର୍ଯ୍ୟାୟରେ ୪ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯିବା ପାଇଁ ଅପରେସନ ଜାରି ରହିଛି। ଗୁମ୍ଫାରେ ଫସିଥିବା ୧୨ ଜଣ ଶିଶୁ…
ଅଧିକ ଖବର ଦେଖନ୍ତୁ...

ମ୍ୟାଗି ଖାଇ ୯ଶିଶୁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ଭୋପାଳ: ମଧ୍ୟପ୍ରଦେଶର ଛତ୍ରପୁରରେ ମ୍ୟାଗି ଖାଇ ୯ଜଣ ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସମସ୍ତ ପିଲା ଶନିବାର ରାତିରେ ମ୍ୟାଗି ଖାଇବା ପରେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅସୁସ୍ଥ ଶିଶୁଙ୍କୁ ଗ୍ଵାଲିୟର ମେଡିକାଲ କଲେଜ ସ୍ଥାନାନ୍ତର କରି ଦିଆଯାଇଛି। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।…
ଅଧିକ ଖବର ଦେଖନ୍ତୁ...

ନଅ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିଥିବାରୁ କୋର୍ଟ ଶୁଣାଇଲେ ଫାଶୀ ଦଣ୍ଡ

ଭେପାଳ: ମଧ୍ୟପ୍ରଦେଶରେ ସାଗର ଜିଲ୍ଳାର ଜଣେ ବ୍ୟକ୍ତି ଜଣେ ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗ ହୋଇଥିଲା। ଉକ୍ତ ମାମଲାର ବିଚାର କରି ମଧ୍ୟପ୍ରଦେଶ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଚଇ ମାମଲା ରୁଜୁ…
ଅଧିକ ଖବର ଦେଖନ୍ତୁ...

ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ: ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଉପସ୍ଥାପନ କଲେ…

ଭୁବନେଶ୍ୱର: ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ରବିବାର ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ଅଣହିନ୍ଦୁ ପ୍ରବେଶ ପ୍ରସଙ୍ଗକୁ ସେବାୟତମାନେ ତୀବ୍ର ବିରୋଧ କରିବା ସହିତ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ଓ ଗୁଜୁରାଟରେ ପ୍ରବଳ ବର୍ଷା; ଭାସିଗଲେ ପିକ୍‌ନିକ୍‌ ଯାଇଥିବା ପର୍ଯଟକ: ୩୯ ଉଦ୍ଧାର, ୧ ମୃତ

ମୁମ୍ବାଇ: ବର୍ଷାରେ ବେହାଲ ମହାରାଷ୍ଟ୍ର ଓ ଗୁଜରାଟ୍‌। ମୁମ୍ବାଇଠାରୁ ୨୦ କିଲୋମିଟର ଦୂର ଭସାଇରେ ପିକନିକ୍‌ କରୁଥିବା ବେଳେ ଝରଣାରେ ହଠାତ ପାଣି ଚାଲିଆସିବାରୁ ଜଣେ ବ୍ୟକ୍ତି ଭାସିଯାଇଛନ୍ତି ଓ ୩୯ ଜଣଙ୍କୁ ଏନଡିଆରଏଫ୍‌ ତଥା ବାୟୁସେନା ସହାୟତାରେ ଉଦ୍ଧାର କରାଯାଇଛି। ୫ ଜଣ ବ୍ୟକ୍ତିଙ୍କୁ…
ଅଧିକ ଖବର ଦେଖନ୍ତୁ...

କାହିଁକି ପାଣ୍ଡବ ଜନନୀ କୁନ୍ତୀ, ଗାନ୍ଧାରୀ ଓ ଧୃତରାଷ୍ଟ୍ର ଏକା ସହ ଦେହତ୍ୟାଗ କରିଥିଲେ, ଜାଣନ୍ତୁ କ’ଣ ଥିଲା କାରଣ

ମହାଭାରତ ଯୁଦ୍ଧ ଶେଷ ହୋଇ ସାରିଥାଏ। ଗାନ୍ଧାରୀ ୧୦୦ ପୁତ୍ରଙ୍କୁ ହରାଇବା ଦୁଃଖରେ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇ ସାରିଥାନ୍ତି। ଧୀରେ ଧୀରେ ସବୁ କିିଛି ସ୍ୱାଭାବିକ ହେଇ ଆସୁଥାଏ। ଯୁଧିଷ୍ଠିର ବି ରାଜା ହୋଇ ସାରିଥାନ୍ତି। ସେ ସମୟରେ ଧୃତରାଷ୍ଟ୍ର ଓ ଗାନ୍ଧାରୀ ଘର ତ୍ୟାଗ କରି ବନସ୍ତକୁ ଯିବାକୁ…
ଅଧିକ ଖବର ଦେଖନ୍ତୁ...

ଥାଇଲାଣ୍ଡରେ ଉଦ୍ଧାର କାର୍ଯ୍ୟ ଜାରି, ଗୁମ୍ଫାରୁ ୭ଟା ୩୦ ପର୍ଯ୍ୟନ୍ତ ବାହାରିବେ ପ୍ରଥମ ଗ୍ରୁପ!

ନୂଆଦିଲ୍ଲୀ: ଥାଇଲାଣ୍ଡର ଗୁମ୍ଫାରେ ଫସିଥିବା ୧୨ ଶିଶୁ ଓ ସେମାନଙ୍କର କୋଚଙ୍କୁ ଉଦ୍ଧାର କରିବା ପାଇଁ ରବିବାର ସବୁଠାରୁ ବଡ଼ ଅପରେସନ ଆରମ୍ଭ କରାଯାଇଛି। ୧୩ ଇଣ୍ଟରନ୍ୟାସନାଲ ଓ ୫ ଥାଇ ନେଭି ସିଲ ଟିମ୍‌ ଗୁମ୍ଫାକୁ ପଠାଯାଇଛି। ଆଶା କରାଯାଉଛି ଯେ, ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ପ୍ରଥମ ଗ୍ରୁପ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାର ମହିଳା ଓ୍ଵାର୍ଡରୁ ଓ ଡାକ୍ତରଙ୍କ ଚାମ୍ବରରେ ଲଗା ଯାଇଥିବା ଏସି ଉପରୁ ନାଗ ସାପ ଉଦ୍ଧାର

ଭଦ୍ରକ: ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଡାକ୍ତରଖାନା ଭିତରୁ ସାପ ଉଦ୍ଧାର ହୋଇଥିବା ନେଇ ଘଟଣା ସାମ୍ନାକୁ ଆସିଛି। ଏଭଳି ଏକ ଘଟଣା ବାରିପଦା ଓ ଭଦ୍ରକ ଡାକ୍ତରଖାନାରେ ଦେଖିବାକୁ ମିଳିଛି। ଭଦ୍ରକ ମୁଖ୍ୟ ଡାକ୍ତରଖାନା ମହିଳା ୱାର୍ଡରୁ ନାଗସାପ ମିଳିଥିବା ବେଳେ ବାରିପଦା ରଙ୍ଗାମାଟିଆ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...