Daily Archives

July 8, 2018

ଏମିତି ବି ଆସେ ମୃତ୍ୟୁ: ହଠାତ୍‌ ଗାଡ଼ିରୁ ଖସି ପଡ଼ିଲେ ସ୍ୱାମୀ-ସ୍ତ୍ରୀ, ଡାକ୍ତରଖାନାରେ ହେଲା ସ୍ୱାମୀଙ୍କ ମୃତ୍ୟୁ

ଭଦ୍ରକ: ଭଦ୍ରକ ୨୬ନମ୍ବର ଜାତୀୟ ରାଜପଥରେ ରବିବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଶରତ ପଣ୍ଡା ଓ ତାଙ୍କ ଘର ରାହଞ୍ଜ ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ରାହଞ୍ଚ ଗ୍ରାମରେ ଶରତ ପଣ୍ଡା ଓ ତାଙ୍କ ପତ୍ନୀ ସ୍ନୋପିତା…
ଅଧିକ ଖବର ଦେଖନ୍ତୁ...

ଯୌନାଙ୍ଗରେ ନିଶାଦ୍ରବ୍ୟ ରଖି ମହିଳା କରୁଥିଲେ ଚାଲାଣ; ଧରିଲା ପୁଲିସ୍‌

ଜଣେ ମହିଳାଙ୍କ ଶରୀରର ଗୁପ୍ତାଙ୍ଗରୁ ନିଶାଦ୍ରବ୍ୟ ଜବତ ହୋଇଥିବା ଭଳି ଏକ ଖବର ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆମେରିକାରର ସୁରିଙ୍ଗର ମହିଳା ସହିତ ମିଲ୍‌ଓଏକେର ଜଣେ ବ୍ୟକ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ଜୁନ୍‌ ୨୫ ତାରିଖରେ ସାଓ୍ଵନଠାରେ ଜରାଲ୍‌ ଆର୍‌.ମ୍ୟାକ୍‌କୋଲମ୍‌(୩୯) ଏବଂ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ଦୁଇଟି ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ଚାଳକଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ୧ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀଠାରେ ଗତ ଶନିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣେ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିଚୟ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମିଳି…
ଅଧିକ ଖବର ଦେଖନ୍ତୁ...

ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ରାଜ୍ୟର ୧୨ଟି ଜିଲ୍ଲା ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରବିବାର ପୂର୍ବାନୁମାନ କରିଛି। ଅନୁଗୁଳ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, କୋରାପୁଟ, ନବରଙ୍ଗପୁର, ମାଲକାନଗିରି,…
ଅଧିକ ଖବର ଦେଖନ୍ତୁ...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଏହି କେତୋଟି ବାଣୀ ବଦଳାଇ ଦେବ ଆପଣଙ୍କ ଜୀବନର ଧାରା

ଜାତୀର ପିତା ମହାତ୍ମା ଗାନ୍ଧୀ ପୂରା ଭାରତବର୍ଷ ପାଇଁ ଏକ ଚମତ୍କାର ସଦୃଶ। ଲହୁଲୁହାଣ ଯାହା କରିପାରିଲା ନାହିଁ ଗାନ୍ଧୀଙ୍କ ଅହିଂସା ନୀତି ତାହା କରି ଦେଖାଇଲା। ସେ ଜଣେ ସାଧାରଣ ଲୋକ ପରି ଦିଶୁଥିଲେ ବି ତାଙ୍କର ଜ୍ଞାନ-କୌଶଳରେ ସେ ଥିଲେ ଦିଗ୍‌ବିଜୟୀ। ତେବେ ଚାଲନ୍ତୁ ଜାଣିବା ଏହି ମହାନ…
ଅଧିକ ଖବର ଦେଖନ୍ତୁ...

ନିଜର ଏହି ସୁପରହିଟ୍‌ ସିନେମାର ସିକ୍ୱେଲପାଇଁ ରାଜି ହେଲେ ସଲମାନ୍‌ ଖାନ୍‌

ମୁମ୍ବାଇ: ସଲମାନ୍‌ ଖାନ୍‌ ଏବେ ତାଙ୍କର ଆଗାମୀ ଫିଲ୍ମ‘ଭାରତ୍‌’ର ସୁଟିଂ ଲାଗି ବ୍ୟସ୍ତ ଅଛନ୍ତି। ଏଥିରେ ତାଙ୍କ ବିପକ୍ଷରେ ଅଛନ୍ତି ପ୍ରିୟଙ୍କା ଚୋପ୍ରା। ଏହାଛଡ଼ା ଏଥିରେ ଦିଶା ପଟାନୀଙ୍କୁ ବି ଦେଖିବାକୁ ମିଳିବ। କୈଫ୍‌। ତେବେ ଚର୍ଚ୍ଚା ଚାଲିଛି ଯେ ସଲମାନ୍‌ ଖାନ୍‌ ତାଙ୍କର ଏକ ସୁପରହିଟ୍‌…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କୁ ହୃଦ୍‌ଘାତ ହେବାରୁ ଇନ୍ଦୋରରେ ଅବତରଣ କଲା ଦିଲ୍ଲୀ-ପୁଣେ ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ବିମାନ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ହୃଦ୍‌ଘାତ ହେବାରୁ ରବିବାର ଦିନ ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ପୁଣେ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ଏୟାର୍‌ଲାଇନ୍‌ ବିମାନ ପଥ ପରିବର୍ତ୍ତନ କରି ମଧ୍ୟପ୍ରଦେଶର ଇନ୍ଦୋରକୁ ନିଆଯାଇଥିଲା। ସକାଳ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନର ଜୟପୁର ଜିଲ୍ଲାରେ ୪. ୩ ତୀବ୍ର ଭୂମିକମ୍ପ

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର ଜିଲ୍ଲାରେ ରିକ୍ଟର୍‌ ସ୍କେଲ୍‌ରେ ୪. ୩ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ କହିବାନୁସାରେ, ଆଜି ସକାଳ ୯ଟା ୪୩ ମିନିଟ୍‌ ସମୟରେ ଭୂକମ୍ପନ ହୋଇଥିଲା। ଏହି ଅଗଭୀର କମ୍ପନ ଭୂପୃଷ୍ଠର ୧୦ କିଲୋମିଟର ଗଭୀରରେ ସଂଘଠିତ…
ଅଧିକ ଖବର ଦେଖନ୍ତୁ...

ଋଷି କପୁରଙ୍କୁ କେମିତି ବାହା ହୋଇଥିଲେ ନୀତୁ ସିଂହ ?

ମୁମ୍ବାଇ: ଆଜି ହେଉଛି ଲୋକପ୍ରିୟ ଅଭିନେତ୍ରୀ ନୀତୁ ସିଂହଙ୍କ ଜନ୍ମଦିନ। ସେ ଅଭିନେତା ଋଷି କପୁରଙ୍କୁ ବାହା ହୋଇଛନ୍ତି। ହେଲେ ଆପଣ କ’ଣ ଜାଣନ୍ତି କି ଏମାନଙ୍କର ପ୍ରେମକାହାଣୀ କେତେ ମଜାଦାର! ସୋ’ ମ୍ୟାନ୍‌ ରାଜ କପୁରଙ୍କ ‘ବବି’ ଫିଲ୍ମର ସୁଟିଂ ସେଟ୍‌ରେ ଉଭୟଙ୍କର ପ୍ରଥମ ଦେଖା ସାକ୍ଷାତ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ଚେନ୍ନାଇ ଘରୁ କୋଟି କୋଟି ଟଙ୍କା ମୂଲ୍ୟର ପ୍ରାଚୀନ ଅଳଙ୍କାର ଚୋରି

ଚେନ୍ନାଇ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ନୁଙ୍ଗାମ୍ବକ୍କମ୍‌ ଅନ୍ତର୍ଗତ ପାଇକ୍ରୋଫ୍‌ ଗାର୍ଡେନ୍‌ ରୋଡ୍‌ରେ ଥିବା ବାସଭବନରୁ କୋଟି କୋଟି ଟଙ୍କା ମୂଲ୍ୟର ପ୍ରାଚୀନ ଅଳଙ୍କାର, ନଗଦ ଦେଢ଼ ଲକ୍ଷ ଟଙ୍କା ଏବଂ ଛଅ ଖଣ୍ଡ ସିଲ୍‌କ୍‌ ଶାଢ଼ି ଚୋରି ହୋଇଯାଇଛି। ମାସେ ତଳେ ଉଟି…
ଅଧିକ ଖବର ଦେଖନ୍ତୁ...