Daily Archives

July 9, 2018

ପାକିସ୍ତାନ ପାଇଁ ଚୀନ ଛାଡିଲା ଦୁଇଟି କ୍ରୁତ୍ରିମ ଉପଗ୍ରହ, ଉଦ୍ଦେଶ୍ୟ ଭାରତ ଉପରେ ନଜର ରଖିବା

ବେଜିଂ : ପାକିସ୍ତାନକୁ ପୁଣି ସାହାଯ୍ୟ କରିଛି ଚୀନ । ପାକିସ୍ତାନ ପାଇଁ ଦୁଇଟି କ୍ରୁତ୍ରିମ ଉପଗ୍ରହ ମହାକାଶକୁ ଛାଡ଼ିଛି ଚୀନ । ଏହା ଦ୍ୱାରା ପାକିସ୍ତାନ କେତେକ ବୈଜ୍ଞାନିକ ଗବେଷଣା କରିପାରିବ ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ ତାହା ଗୁପ୍ତଚର କାମ ରେ ଲାଗିବ ବୋଲି ସାମରିକ ବିଶେଷଜ୍ଞମାନେ…
ଅଧିକ ଖବର ଦେଖନ୍ତୁ...

‘ଧଡ଼କ’ କରିବା ପୂର୍ବରୁ ଇଶାନ୍‌ଙ୍କୁ ଏହି ଉପଦେଶ ଦେଇଥିଲେ ଶାହିଦ୍‌ କପୁର

ମୁମ୍ବାଇ : ବଲିଉଡ୍‌ରେ ନୂଆ ନୂଆ ମୁହଁ ଦେଖିବାକୁ ମିଳିଥିବା ବେଳେ ଅନେକ ବଲିଉଡ୍‌ କଳାକାରଙ୍କ ଭାଇ ବା ଭଉଣୀ ବା ସେମାନଙ୍କ ପିଲାମାନେ ବଲିଉଡ୍‌ରେ ପ୍ରବେଶ କରିବା ଆରମ୍ଭ କରଛନ୍ତି । ସେଥି ମଧ୍ୟରୁ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଇଶାନ ଖଟ୍ଟର । ଇଶାନ ବଲିଉଡ୍‌ ଅଭିନେତା…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ମା’ ହେଲେ ନାବାଳିକା, ଏବେ ବାହା ହେବେ ନାହିଁ ବୋଲି କହୁଛନ୍ତି ମନ୍ତ୍ରୀଙ୍କ…

ରାୟପୁର : ଛତିଶଗଡ଼ର ଗୃହମନ୍ତ୍ରୀ ରାମସେବକ ପୈକାରାଙ୍କ ଭଣଜା ଉପରେ ଜଣେ ମହିଳା ଯୌନ ଶୋଷଣ ସହ ମାନସିକ ସ୍ତରରେ ପ୍ରତାରଣାର ଅଭିଯୋଗ ଆଣିଥିବା ଜଣା ପଡ଼ିଛି । ଏ ନେଇ ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତ ସମୋଦ ପୈକାରାଙ୍କ ବିରୋଧରେ ଆଇପିସି ଧାରା ୩୭୬ ଅନୁଯାୟୀ ମାମଲା ରୁଜୁ କରିଛି । ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଆୟଶା ଚୌଧୁରୀଙ୍କ ଜୀବନୀକୁ ନେଇ ତିଆରି ହେଉଛି ପ୍ରିୟଙ୍କାଙ୍କ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’; ଜାଣନ୍ତି ସେ କିଏ?

ମୁମ୍ବାଇ : ଦୁଇ ବର୍ଷ ପରେ ବଲିଉଡ୍‌ ଫିଲ୍ମ ‘ଦ ସ୍କାଏ ଇଜ୍‌ ପିଙ୍କ୍‌’ ଜରିଆରେ ପରଦାକୁ ଫେରୁଛନ୍ତି ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରା । ପୂର୍ବରୁ ଏହି ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଥିବା ବେଳେ ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବ୍ୟତୀତ ଫର୍‌ହାନ୍‌ ଅଖ୍‌ତର ଏବଂ ଜାଇରା ଓ୍ଵାସିମ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏହି ୪ଟି ଅଙ୍ଗକୁ  ଆଙ୍ଗୁଠିରେ ବାରମ୍ବାର ଛୁଇଁବା ଶରୀର ପାଇଁ ହାନିକାରକ ହୋଇପାରେ

ମଣିଷ ସୁସ୍ଥ ରହିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥାଏ । କିନ୍ତୁ ବେଳେ ବେଳେ ନିଜ ଅଜାଣତରେ କିଛି ଏପରି ଭୁଲ କରି ବସିଥାଏ,  ଯାହାର ପରିଣାମ ତାକୁ ପରେ ଭୋଗିବାକୁ ପଡ଼ିଥାଏ । କିଛି ଲୋକଙ୍କର ଶରୀରର ବିଭିନ୍ନ ଅଂଶକୁ ବାରମ୍ବାର ଛୁଇଁବାର ଖରାପ ଅଭ୍ୟାସ ରହିଥାଏ । ସେମାନଙ୍କର ଏହି ଖରାପ ଅଭ୍ୟାସ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ବିଜ୍ଞାପନ ପାଇଁ ଏକ କୋଟି ଟଙ୍କା ନେଲେ ପ୍ରିୟା ପ୍ରକାଶ

ମୁମ୍ବାଇ : ଚଳିତ ବର୍ଷ ଦେଶର ସବୁଠାରୁ ବଡ଼ ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ପ୍ରିୟା ପ୍ରକାଶ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । କିଛି ସେକେଣ୍ଡର ଭିଡ଼ିଓରେ ସେ ଦେଶର ଯୁବପିଢ଼ିଙ୍କ ମନକୁ ଜିଣିଥିବା ବେଳେ ଏବେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଖୁବ୍‌ କମ ସମୟରେ ତାଙ୍କୁ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ମୁମ୍ବାଇର ମହିଳା କନେଷ୍ଟବଳ ରଜ୍‌ନୀ : ଭୀଷଣ ବର୍ଷାରେ ଆଣ୍ଠୁଏ ପାଣିରେ ଲୋକମାନଙ୍କୁ ରାସ୍ତା ଦେଖାଇଲେ

ମୁମ୍ବାଇ : ଏଇ କିଛି ଦିନ ହେବ ମୁମ୍ବାଇରେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ଲଗାଣ ବର୍ଷା ପାଇଁ ଲୋକମାନଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଥିବା ବେଳେ ରେଳ ଓଭରବ୍ରିଜ୍‌ ଭୁଷୁଡ଼ିବା ପରେ ସମସ୍ତଙ୍କୁ ବାହାରକୁ ବାହାରିବା ପାଇଁ ଭୟ ଲାଗିବା ଆରମ୍ଭ ହୋଇଛି । କିନ୍ତୁ ଏଭଳି ପରିସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ଦେହାନ୍ତ ପରେ ସାବତ ଭଉଣୀଙ୍କ ସହ ଭଲ ସଂପର୍କ ରଖିବା ପାଇଁ କିଏ ଦେଇଥିଲେ ପରାମର୍ଶ, ଜାଣନ୍ତୁ?

ମୁମ୍ବାଇ : ଫେବୃଆରି ମାସରେ ଶ୍ରୀଦେବୀଙ୍କର ହଠାତ୍‌ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହଠାତ୍‌ ଶ୍ରୀଦେବୀ ଛାଡ଼ି ଚାଲିଯିବା ପରେ ବୋନି କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲା । ଶ୍ରୀଦେବୀଙ୍କ ପରେ ଦୁଇ ଝିଅଙ୍କୁ କିପରି ସମ୍ଭାଳିବେ ସେ ନେଇ ଚିନ୍ତାରେ ଥିଲେ ବୋନି…
ଅଧିକ ଖବର ଦେଖନ୍ତୁ...

ବୈବାହିକ ସାଇଟ୍‌ରେ ମିଛ ପରିଚୟ ଦେଇ ବିବାହ କରୁଥିଲେ ଯୁବକ, ଧରାପକାଇଲେ ପ୍ରଥମ ସ୍ତ୍ରୀ ଏବଂ ପିଲା

ନୂଆଦିଲ୍ଲୀ : ଶାଦି ଡ଼ଟ୍‌ କମ୍‌ରେ ନିଜର ନକଲି ପ୍ରୋଫାଇଲ ତିଆରି କରି ଜଣେ ଯୁବକ ବିବାହ ନାମରେ ଠକାମୀ କରିଛନ୍ତି । ଯୁବକଜଣଙ୍କ ନିଜକୁ ସ୍ପାଇସ୍‌ ଜେଟ୍‌ର ପାଇଲଟ ବୋଲି କହି ଦିଲ୍ଲୀର ଦ୍ୱାରକାରେ ଥିବା ଗୋଟେ ଫ୍ଲାଟ୍‌ ଏବଂ ହୋଟେଲ ସହିତ ପାର୍ଟନରସିପ୍‌ ଥିବା କଥା କହିଥିଲେ । ଏହା ଶୁଣିବା ପରେ…
ଅଧିକ ଖବର ଦେଖନ୍ତୁ...

ଘରେ ଏକା ଥିବା ସମୟରେ ହୃଦ୍‌ଘାତ ହେଲେ ଅଘଟଣକୁ ଏଡ଼ାଇବା ପାଇଁ କରନ୍ତୁ ଏହି ୮ଟି କାମ

ଆଜିକାଲି ହୃଦ୍‌ଘାତ ହେବା ଅତି ସାଧାରଣ ହୋଇଗଲାଣି । କାହାକୁ କେତେବେଳେ ଯେ ହୃଦ୍‌ଘାତର ସାମ୍ନାକୁ କରିବାକୁ ହେବ ତାହା କେହି କହି ହେବନାହିଁ । ବ୍ୟସ୍ତବହୁଳ ଜୀବନ ଏବଂ ପରିବର୍ତ୍ତିତ ଜୀବନ ଶୈଳୀ ପାଇଁ ଏ ସମସ୍ୟା ଲୋକମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ତେବେ ପ୍ରକୃତ କଥା ହେଲା ହୃଦ୍‌ଘାତ…
ଅଧିକ ଖବର ଦେଖନ୍ତୁ...