Daily Archives

July 9, 2018

ରେଳ ଷ୍ଟେସନରେ ଲେଡ଼ିଜ୍‌ କୋଚ୍‌ ବାହାରେ ଠିଆ ହୋଇ ଆପତ୍ତିଜନକ କାମ କରିବାକୁ ଲାଗିଲେ ଯୁବକ, ମହିଳା କରିଦେଲେ…

କୋଲକାତା : ପଶ୍ଚମବଙ୍ଗରେ ଥିବା ଏକ ରେଳ ଷ୍ଟେସନରେ ଘଟିଥିବା ଘଟଣାର ଭିଡ଼ିଓ ଏବେ ଚର୍ଚ୍ଚାରେ । ଜଣେ ଯୁବକ ରେଳ ଷ୍ଟେସନ ଆସି ମହିଳା କୋଚ୍‌ ସାମ୍ନାରେ ଠିଆ ହେବା ସହ ଅଶ୍ଲୀଳ ଇଶାରା କରିଥିଲେ । କିଛି ସମୟ ପରେ ଟ୍ରେନରେ ବସିଥିବା ମହିଳାଙ୍କୁ ଦେଖି ଆପତ୍ତିଜନକ କାମ କରିବା ଆରମ୍ଭ କରିଥିଲା…
ଅଧିକ ଖବର ଦେଖନ୍ତୁ...

ଆଉ କେବେ ଲାଲୁଙ୍କୁ ଫୋନ କରିବେ ନାହିଁ ନିତିଶ, କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ : ଆଜିକାଲି ଲୋକଙ୍କ ଭଲମନ୍ଦ ପଚାରିବା ବି ଭୁଲ । ଏକଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର । କିଛିଦିନ ତଳେ  ସେ ଲାଲୁପ୍ରସାଦ ଯାଦବଙ୍କୁ ଫୋନ କରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । କିନ୍ତୁ ଏହାକୁ ଭଲ ଅର୍ଥରେ ନେଇ ନଥିଲେ ଲାଲୁଙ୍କ ଦୁଇ ପୁଅ ତେଜସ୍ୱୀ ଓ…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍‌ ଗୁଜୁରାଟ ସୀମାରୁ ଅଳ୍ପ ଦୂରରେ ପାକିସ୍ତାନ ନିର୍ମାଣ କରିଛି ସାମରିକ ଘାଟି; ମୁତୟନ କରୁଛି ଜେଏଫ୍‌-୧୭…

ଅହମ୍ମଦାବାଦ: ଦୀର୍ଘ ଦିନର ବ୍ୟବଧାନ ପରେ ଗୁଜୁରାଟର ସୌରାଷ୍ଟ୍ର-କଚ୍ଚ ଅଞ୍ଚଳରେ ପାକିସ୍ତାନ ନିଜର ସାମରିକ କାର୍ଯ୍ୟକଳାପ ବୃଦ୍ଧି କରିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ ଭାରତ-ପାକ୍‌ ଗୁଜୁରାଟ ସୀମାଠାରୁ ଅଳ୍ପ ଦୂରତ୍ୱରେ ପାକିସ୍ତାନ ଏକ ସାମରିକ ଘାଟି ନିର୍ମାଣ କରୁଛି।…
ଅଧିକ ଖବର ଦେଖନ୍ତୁ...

ବୁରାଡ଼ି ଗଣମୃତ୍ୟୁ ମାମଲା: ତାନ୍ତ୍ରିକ ଗୀତା ମାଆଙ୍କୁ ୨ ଘଣ୍ଟା ଧରି ପଚରାଉଚରା କଲା ପୁଲିସ୍‌

ନୂଆଦିଲ୍ଲୀ: ଗୋଟାଏ ପରିବାରରୁ ୧୧ ଜଣଙ୍କ ପ୍ରାଣ ଯିବା ଘଟଣାକୁ ଇତି ମଧ୍ୟରେ ୧୦ ଦିନ ବିତିଗଲାଣି ମାତ୍ର ଦିଲ୍ଲୀ ପୁଲିସ୍‌ ଏଯାବତ୍‌ ପ୍ରକୃତ ଘଟଣାର ଟେର୍‌ ପାଇନାହିଁ। ପୁଲିସ୍‌ ଆଶା ରଖିଛି ଯେ ସେମାନଙ୍କୁ ବିଷ ଦିଆଯାଇ ହତ୍ୟା କରାଯାଇଥିବା କଥାର ସତ୍ୟତା ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ହୁଏତ…
ଅଧିକ ଖବର ଦେଖନ୍ତୁ...

ଏଥିପାଇଁ ଦିଲ୍ଲୀ ହାଇକୋର୍ଟ ୟୁଟ୍ୟୁବ୍ ଉପରେ ଲଗାଇଲେ ୯.୫ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ୟୁଟ୍ୟୁବ୍ ଉପରେ ୯.୫ଲକ୍ଷ ଟଙ୍କାର ଜରିମାନା କରିଛି । ଅଦାଲତ ଜଣେ ଡାକ୍ତରଙ୍କ ଆବେଦନ ଅନୁଯାୟୀ ଏହି ଜରିମାନା ଲଗାଇଛନ୍ତି। ଦିଲ୍ଲୀର ଜଣେ ଡାକ୍ତର ଅଦାଲତଙ୍କୁ ତାଙ୍କ ସହିତ ଜଡ଼ିତ ଥିବା କିଛି ଆପତ୍ତିଜନକ ପୋଷ୍ଟକୁ ୟୁଟ୍ୟୁବ୍ ନିଜର ଚ୍ୟାନେଲରୁ ହଟାଇ ଦେଉ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ରେ ମାଓବାଦୀଙ୍କ ଆଇଇଡି ବିସ୍ଫୋରଣ, ୨ ବିଏସଏଫ ଯବାନ ସହିଦ

ରାୟପୁର : ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲେସିଭ ଡିଭାଇସ) ବିସ୍ଫୋରଣ ଫଳରେ ୨ ଜଣ ବିଏସଏଫ ଯବାନ ସହିଦ ହୋଇଛନ୍ତି । ଏହି ବିସ୍ଫୋରଣ ପରେ ମାଓବାଦୀ ଓ ସୁରକ୍ଷାବାହୀନୀ ମଧ୍ୟରେ ଗୁଳିବିନିମୟ ଅବ୍ୟାହତ ରହିଛି । ଏ ସଂପର୍କରେ ସୂଚନାଦେଇ ଛତିଶଗଡ଼ର…
ଅଧିକ ଖବର ଦେଖନ୍ତୁ...

ପୁଅ ଅର୍ଜୁନଙ୍କ ରୁମ୍‌ମେଟ୍‌ର ଇଚ୍ଛା ପୂରା କଲେ ସଚିନ; ଭେଟିଲେ, ଉପହାର ଦେଲେ, ଭବିଷ୍ୟତ ପାଇଁ ଉପଦେଶ ବି ଦେଲେ

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର୍‌ ନିଜର ଅବସର ପରେ ଟିମ୍‌ ଇଣ୍ଡିଆକୁ ଆଦୌ ହତାସ କରିନାହାନ୍ତି। କାହିଁକି ନା, ଖୁବ୍‌ ଶୀଘ୍ର ଟିମ୍‌ ଇଣ୍ଡିଆରେ ବାପାଙ୍କ ସ୍ଥାନ ନେବେ ପୁଅ ଅର୍ଜୁନ ତେନ୍ଦୁଲକର୍‌ ଯାହାର ଅନୁମାନ ହୁଏତ ଆପଣ ଲାଗାଇ ସାରିବେଣି। ୧୮ ବର୍ଷିଅ…
ଅଧିକ ଖବର ଦେଖନ୍ତୁ...

ଏହି ନମ୍ବରରୁ ଆରମ୍ଭ ହେଉଥିବା ଫୋନ୍‌ କଲକୁ ଆଦୌ ଉଠାନ୍ତୁ ନାହିଁ, ପଡ଼ି ପାରନ୍ତି ଅସୁବିଧାରେ

ତିରୁବନ୍ତପୁରମ: କେରଳ ପୁଲିସ +୫,+୪,+୩ ଓ +୨ ନମ୍ବରରୁ ଆସୁଥିବା ଫୋନ୍‌ କଲ, ଯେମିତିକି +୩୭୫୬୦୨୬୦୫୨୮୧, +୩୭୧୨୭୯୧୩୦୯୧, +୩୭୧୭୮୫୬୫୦୭୨, +୫୬୩୨୨୫୫୩୭୩୬, +୩୭୦୫୨୫୨୯୨୫୯ ଓ +୨୫୫୯୦୧୧୩୦୩୬୦ କିମ୍ବା +୩୭୧, +୩୭୫ ଓ +୩୮୧ରୁ ଆସୁଥିବା ଫୋନ୍‌ କଲ ନଉଠାଇବା କମ୍ବା ସେହି ନମ୍ବରରେ କଲବ୍ୟାକ୍‌…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ରେ ବିଞ୍ଚଣା ବିକୁଥିବା ଏହି ପିଲାର ବିଦେଶୀ ଭାଷାଜ୍ଞାନ ଦେଖି ମୁଗଧ ହେଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ : ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବିଭିନ୍ନ ଗରିବ କିନ୍ତୁ ମେଧାବୀ ଲୋକମାନଙ୍କୁ ସାହାଯ୍ୟ କରିବାରେ ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଆନନ୍ଦ ସୋସିଆଲ ମିଡିଆରୁ ହିଁ ଅନେକ ମେଧାବୀ ଲୋକମାନଙ୍କୁ ଖୋଜି ବାହାର କରନ୍ତି ଓ ସେମାନଙ୍କୁ ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଉଦଘାଟନ କଲେ ପୃଥିବୀର ସର୍ବବୃହତ୍‌ ମୋବାଇଲ୍‌ କାରଖାନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦକ୍ଷିଣ କୋରିଆର ରାଷ୍ଟ୍ରପତି  ମୁନ୍‌-ଜେ-ଇନ୍‌ ସୋମବାର ଉତ୍ତରପ୍ରଦେଶର ନୋଏଡ଼ାଠାରେ ବିଶ୍ୱର ସର୍ବବୃହତ୍‌ ମୋବାଇଲ୍‌ ଫୋନ୍‌ କରଖାନା  ଉଦଘାଟନ କରିଛନ୍ତି। ଦକ୍ଷିଣ କୋରିଆର ଇଲେକଟ୍ରୋନିକ୍ସ ମେଜର ସାମ୍‌ସଙ୍ଗ ଏହି କାରଖାନା ନିର୍ମାଣ କରିଛି।…
ଅଧିକ ଖବର ଦେଖନ୍ତୁ...