Daily Archives

July 9, 2018

ଡାକ୍ତରଙ୍କୁ ଅବହେଳା ମହଙ୍ଗା ପଡ଼ିଲା; ଡାହାଣ ବଦଳରେ ବାମ ପାଦ ଅସ୍ତ୍ରୋପଚାର କରିଥିବାରୁ କୋର୍ଟ ଦେଲେ ୧୦ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ: ଅବହେଳା ବଶତଃ ୨୦୦୩ ମହିସାରେ ଜଣେ ଡାକ୍ତର ତାଙ୍କର ରୋଗୀଙ୍କର ଡାହାଣ ଗୋଡ଼ ବଦଳରେ ବାମ ଗୋଡ଼ ଅସ୍ତ୍ରୋପଚାର କରିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାର ବିଚାର କରି ଦିଲ୍ଲୀର ରାଜ୍ୟ ଖାଉଟି ଅଦାଲତ ଉକ୍ତ ଡାକ୍ତରଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଡାକ୍ତର ଜଣକ ତାଙ୍କର ଜଣେ…
ଅଧିକ ଖବର ଦେଖନ୍ତୁ...

ଅବହେଳା ହେଲା କାଳ: ଏହି କାରଣରୁ ସୋନାଲିଙ୍କ କ୍ୟାନ୍‌ସର ଚାଲିଗଲା ଶେଷ ପର୍ଯ୍ୟାୟକୁ

ମୁମ୍ବାଇ: କିଛିଦିନ ପୂର୍ବରୁ ଅଭିନେତା ଇର୍‌ଫାନ୍‌ ଖାନ୍‌ କ୍ୟାନ୍‌ସର ରୋଗରେ ପୀଡ଼ିତ ହୋଇଥିବାର ଖବର ଆସିଥିଲାବେଳେ,ଏବେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ମଧ୍ୟ କ୍ୟାନ୍‌ସର୍‌ ରୋଗରେ ପୀଡ଼ିତ ଅଛନ୍ତି। ତେବେ ଏହି ବିଷୟରେ ଅଭିନେତ୍ରୀ ସୋନାଲି ନିଜେ ହିଁ ତାଙ୍କ ପ୍ରଶଂସକଙ୍କମାନଙ୍କୁ ଟ୍ଵିଟ୍‌…
ଅଧିକ ଖବର ଦେଖନ୍ତୁ...

ସାବଧାନ, ଅଜଣାତରେ ଫୋନ୍‌ ଆପଣଙ୍କ କାର୍ଯ୍ୟାକଳାପ ଉପରେ ଏପରି ରଖୁଛି ନଜର!

ନୂଆଦିଲ୍ଲୀ: ଅନେକ ଚର୍ଚ୍ଚିତ ସ୍ମାର୍ଟଫୋନ ବିନା ଅନୁମତିରେ ମୋବାଇଲରେ ଆପଣଙ୍କ ସମସ୍ତ କାର୍ଯ୍ୟକଳାପର ସ୍କ୍ରିନ୍‌ ସଟ୍‌ ଏବଂ ଭିଡିଓ ପ୍ରସ୍ତୁତ କରି ଅନ୍ୟ କମ୍ପାନିମାନଙ୍କୁ ପଠାଇ ଥାଆନ୍ତି। ଆମେରିକାର ନର୍ଥ ଇଷ୍ଟର୍ଣ୍ଣ ୟୁନିଭରସିଟି ନିଜ ଅଧ୍ୟୟନରୁ ଏହାକୁ ନେଇ ଦାବି କରିଛି । ଏହି…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଅପମାନ; ରୁଟି ପୋଡ଼ି ଦେଇଥିବାରୁ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେଲେ ପତି

ଲକ୍ଷ୍ନୌ: ତିନ୍‌ ତଲାକ୍‌ ପ୍ରଥାକୁ ସର୍ବୋଚ୍ଚ ନ୍ୟାୟାଳୟ ଅସାମ୍ବିଧାନିକ ଘୋଷଣା କରିବା ପରେ ବି ଦେଶରେ ପୂରାପୂରି ଭାବେ ଏହି ପ୍ରଥା ଲୋପ ପାଇନାହିଁ। ଏବେ ବି କେଉଁଠି ନା କେଉଁଠି ତିନ୍‌ ତଲାକ୍‌ ଜରିଆରେ ଘଟୁଛି ଛାଡ଼ପତ୍ର। ଉତ୍ତରପ୍ରଦେଶରେ ଏବେ ସେହିପରି ଏକ ଘଟଣା ନଜରକୁ ଆସିଛି। ୟୁପିର ଜଣେ…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ଶୀଘ୍ର ରାଜଧାନୀରେ ପ୍ରତିଷ୍ଠା ହେବ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱରରେ କ୍ୟାନସର ସୁପର ସ୍ପେସାଲିଟି ହସ୍ପିଟାଲ ପ୍ରତିଷ୍ଠା ପାଇଁ ଖୁବଶୀଘ୍ର ସ୍ଥାନ ଚିହ୍ନଟ ହେବ। ଆଉ ଏହି ହସ୍ପିଟାଲର ନାମ ଗ୍ରୀନଫିଲ୍‌ଡ ମେମୋରିଆଲ ରଖାଯିବା ନେଇ ଯୋଜନା ହୋଇଛି। ସୋମବାର ରାଜ୍ୟ ସଚିବାଳୟରେ ଟାଟା ଗ୍ରୁପ୍‌ ଓ ରାଜ୍ୟ ସରକାର ମଧ୍ୟରେ ପ୍ରଥମ ଉପଦେଷ୍ଟା…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ବୁଲେଟ ଟ୍ରେନ ଆଗରେ ଆଉ ଏକ ପ୍ରତିବନ୍ଧକ, ପ୍ରକଳ୍ପ ବିରୋଧରେ ଅଦାଲତ ଗଲା ଗୋଦ୍ରେଜ କମ୍ପାନି

ମୁମ୍ବାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଚ୍ଚାଭିଳାଷୀ ମୁମ୍ବାଇ- ଅହମଦାବାଦ ବୁଲେଟ ଟ୍ରେନ ପ୍ରକଳ୍ପ ଆଗରେ ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଦେଖାଦେଉଛି । ପ୍ରଥମେ ଦେଖାଦେଇଥିବା ଚାଷୀମାନଙ୍କ ବିରୋଧ ସମସ୍ୟାର ସମାଧାନ ହୋଇନଥିବାବେଳେ ଏବେ ଆଉ ଏକ ସମସ୍ୟା ଦେଖାଦେଇଛି । ତାହା ହେଉଛି…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ଟିଟୋଙ୍କୁ ଆଉ ୪ଦିନ ରିମାଣ୍ଡରେ ନେଲା ଏସ୍‌ଟିଏଫ୍‌

କଟକ/କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ୍‌ ଉସମାନ ଅଲ୍ଲୀଙ୍କ ୫ ଦିନିଆ ରିମାଣ୍ଡ ଗତକାଲି ଶେଷ ହୋଇଥିଲା। ଆଜି ତାଙ୍କୁ କେନ୍ଦ୍ରାପଡ଼ା ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏସ୍‌ଟିଏଫ୍‌ ଟିଟୋଙ୍କୁ ଆଉ ୧୦ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା। କିନ୍ତୁ ଏହି ଆବେଦନକୁ…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷିୟ ନାବାଳିକା ସହ ଦୁଷ୍କର୍ମ କରି ଗିରଫ ହେଲେ ୯୯ବର୍ଷିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ

ଚେନ୍ନାଇ : ଚେନ୍ନାଇରେ ଘଟିଥିବା ଏକ  ଦୁଷ୍କର୍ମ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଭାବିବା ପାଇଁ ବାଧ୍ୟ କରିଛି ।  ଜଣେ ୯୯ବର୍ଷିୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ୧୦ବର୍ଷିୟ ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ଏବେ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ସମାଜକୁ ଜ୍ଞାନର ଆଲୋକ…
ଅଧିକ ଖବର ଦେଖନ୍ତୁ...

ଥାଇଲାଣ୍ଡର କାଳ ଗୁମ୍ଫାରେ ଉଦ୍ଧାର କାର୍ଯ୍ୟ ଜାରି: ଗୁମ୍ଫାରୁ ବାହାରିଲା ଅଷ୍ଟମ ଖେଳାଳି

ମାଏ ସାଇ, ଥାଇଲାଣ୍ଡ: ଉତ୍ତର ଥାଇଲାଣ୍ଡର ଥାମ୍‌ ଲୁଆଙ୍ଗ୍‌ ଗୁମ୍ଫାରେ  ଗତ ୧୫ ଦିନ ହେଲା ଫସି ରହିଥିବା ୧୨ ଫୁଟ୍‌ବଲ୍‌ ଖେଳାଳି ଓ କୋଚଙ୍କ ମଧ୍ୟରୁ ସୋମବାର ଅପରାହ୍ଣରେ ଅାଉ ୪ଙ୍କୁ ଉଦ୍ଧାର କରାଯାଇଛି। ଫଳରେ ଉଦ୍ଧାର ପିଲାଙ୍କ ସଂଖ୍ୟା ୮ରେ ପହଞ୍ଚିଛି।  ରବିବାର ୪ ଜଣଙ୍କୁ ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଭୂଇଁ ଅଁଳା ଖାଇଲେ କ’ଣ ସବୁ ଲାଭ ମିଳେ?

ଭୂଇଁ ଅଁଳାର ଗଛ ସାଧାରଣତଃ ଅଁଳା ଗଛ ପରି ଦେଖାଯାଇଥାଏ। ଏହା କୌଣସି ବି ଗଛ ସହିତ ଉଠିଥାଏ। ଅଁଳା ଠାରୁ ଏହା ଅଧିକ ଗୁଣକାରୀ ବୋଲି କୁହାଯାଏ । ଏହା ଲିଭର, କିଡନି ଓ ପାଚନ କ୍ରିୟାରେ ହେଉଥିବା ସମସ୍ୟା ଭଲ କରିବାରେ ସାହାଯ୍ୟ କରିଥାଏ। ଶ୍ରାବଣ ମାସରେ ବହୁତ ବର୍ଷା ହୋଇଥାଏ। ଦେହ ଖରାପ…
ଅଧିକ ଖବର ଦେଖନ୍ତୁ...