Daily Archives

July 9, 2018

ସହିଦ ନଗରରେ ଖୋଲିଲା ସ୍ମାର୍ଟ ସିଟିର ଅପରେସନ ସେଣ୍ଟର

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସସିଏଲ୍‌)ର ସ୍ମାର୍ଟ ଅପରସନ ସେଣ୍ଟର ସହିଦ ନଗର ଭବାନୀ ମଲଠାରେ ଉଦଘାଟିତ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଝଟକାରେ ଗରିବ ଅଟୋ ଚାଳକ ଏପରି ହେଲା କୋଟିପତି

ନୂଆଦିଲ୍ଲୀ: ଦୁବାଇରେ ଚାକିରି କରୁଥିବା ତୋଜୋ ମୈଥ୍ୟୁ ବର୍ତ୍ତମାନ ଚାକିରିରୁ ଯେତିକି ରୋଜଗାର କରୁଥିଲେ ସେତିକିରେ ତାଙ୍କ ଗୁଜୁରାଣ ମେଣ୍ଟାଇବା ବହୁ କଷ୍ଟ ହେଉଥିଲା। ମୈଥ୍ୟୁ ପ୍ରଥମେ ଭାରତରେ ଅଟୋ ଚାଳକ ଭାବେ କାମ କରୁଥିଲେ। ପରେ ସେ ଦୁବାଇ ଯାଇ ଅଧିକ ଟଙ୍କା ରୋଜଗାର କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ମଧୁବାଲାଙ୍କ ବାୟୋପିକ୍‌କୁ ନେଇ ସାନଭଉଣୀଙ୍କ ଚେତାବନୀ: ମୋ ବିନା ଅନୁମତିରେ ଏ ଚଳଚ୍ଚିତ୍ର କରିବାର ଉଦ୍ୟମ କରନ୍ତୁ…

ମୁମ୍ବାଇ: ସତୁରୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର। ମଧୁବାଲାଙ୍କ ସାନ ଭଉଣୀ ମଧୁର ବ୍ରିଜ୍‌ ଭୁଷଣ ଏହି ଘୋଷଣା କରିଛନ୍ତି। ଚଳଚ୍ଚିତ୍ରକୁ ନେଇ ଆନୁଷ୍ଠାନିକ ଘୋଷଣା ପରବର୍ତ୍ତୀ ମୂହୁର୍ତ୍ତରେ କରାଯିବ। କାହାର ନାମ ନ ନେଇ ମଧୁବାଲାଙ୍କ ଭଉଣୀ…
ଅଧିକ ଖବର ଦେଖନ୍ତୁ...

ଅଲଟୋ, ସ୍ୱିଫ୍ଟର ଇଲେକ୍ଟ୍ରିକ ଭର୍ସନ ନିର୍ମାଣ କରୁଛି ମାରୁତି-ସୁଜୁକୀ

ନୂଆଦିଲ୍ଲୀ : ଦେଶର ବୃହତ୍ତମ କାର ନିର୍ମାତା କମ୍ପାନି ମାରୁତି ସୁଜୁକୀ ପକ୍ଷରୁ ନିଜର ଲୋକପ୍ରିୟ ଏଣ୍ଟ୍ରିଲେବଲ କାର ସ୍ୱିଫ୍ଟ, ଅଲଟୋର ଇଲେକ୍ଟ୍ରିକ ଭର୍ସନ ନିର୍ମାଣ କରିବାକୁ କମ୍ପାନି ଯୋଜନା କରୁଛି । ଭାରତରେ ଆଗକୁ ଇଲେକ୍ଟ୍ରିକ ଗାଡ଼ିର ଚାହିଦା ବଢିବାକୁ ଯାଉଥିବାରୁ କମ୍ପାନି ଏହିଯୋଜନା…
ଅଧିକ ଖବର ଦେଖନ୍ତୁ...

ଯାଜପୁର: ୧୪ବସ୍ତା ଚୋରା ମାଙ୍ଗାନିଜ୍‌ ଜବତ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ରଗଡ଼ି ଅଞ୍ଚଳର ମାଲେରିଆ ଗ୍ରାମ ନିକଟରେ ଥିବା ଏକ ଢ଼ାବାରୁ ପୁଲିସ ସୋମବାର ୧୪ବସ୍ତା ଚୋରା ମାଙ୍ଗାନିଜ ଜବତ କରିଛି । ଜବତ ହୋଇଥିବା ଚୋରା ମାଙ୍ଗାନିଜ ମୂଲ୍ୟ ଲକ୍ଷାଧିକ ଟଙ୍କା  ହେବ ବୋଲି ପୁଲିସ ଅନୁମାନ କରିଛି। ସୂଚନାଯୋଗ୍ୟ, ପୁଲିସ ଆଜି…
ଅଧିକ ଖବର ଦେଖନ୍ତୁ...

ନିର୍ଭୟା କାଣ୍ଡ : କେମିତି ଘଟିଥିଲା, କେତେ ଥର ହୋଇଛି ବିଚାର ଓ ଶୁଣାଣି ? ଜାଣନ୍ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୂରା…

ନୂଆଦିଲ୍ଲୀ: ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ସମଗ୍ର ଦେଶ ପାଇଁ  ଥିଲା ଏକ କଳା ରାତି। ଏହି ରାତିରେ ଦିଲ୍ଲୀର ୨୩ ବର୍ଷୀୟା ପରାମେଡିକାଲ୍‌ ଛାତ୍ରୀ ନିର୍ଭୟାଙ୍କ ସହ ଯାହା ଘଟିଥିଲା ତାହା ଏବେ ବି ଭବିଲା ବେଳକୁ ଲୋମମୂଳ ଟାଙ୍କୁରି ଉଠେ।  ନିର୍ଭୟା ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ପ୍ରସବ କରାଇବା ପରେ ମହିଳାଙ୍କ ପେଟରେ ତଉଲିଆ ଛାଡ଼ି ଦେଲେ ଡାକ୍ତର

ବହରାଇଚ: ଉତ୍ତରପ୍ରଦେଶର  ବହରାଇଚରେ  ଡାକ୍ତରଙ୍କ ଅହହେଳା ନେଇ ପୁଣି ଥରେ ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଡାକ୍ତର ଜଣେ ମହିଳାଙ୍କ ପ୍ରସବ କରାଇବା ପରେ ତାଙ୍କ ପେଟ ଭିତରେ ତଉଲିଆ ଛାଡ଼ି ଦେଇଥିବା ଜଣାପଡ଼ିଛି। ମହିଳାଙ୍କ ପେଟରେ ତଉଲିଆ ଥିବା ହେତୁ ଅସ୍ତ୍ରୋପଚାର ପରେ ତାଙ୍କୁ ବହୁତ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ : ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ହାତୀ ଓ ବାର୍‌ହା ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ସାପୁଇନାଲି ଉପରସାହି ଛେଣ୍ଡିପଦା ରେଞ୍ଜରେ ସୋମବାର ଗ୍ରାମବାସୀଙ୍କ ମାଡରେ ଏକ ଜଙ୍ଗଲୀ ବାର୍‌ହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ବାର୍‌ହା ଜଙ୍ଗଲରୁ ଗ୍ରାମ ଭିତରକୁ ପଶି ଆସି ୪ ଜଣ ଗ୍ରାମବାସୀଙ୍କୁ  ଆକ୍ରମଣ କରିଥିଲା। ବାର୍‌ହା ଆକ୍ରମଣରେ ବୁଲୁ ପୁଧା,…
ଅଧିକ ଖବର ଦେଖନ୍ତୁ...

ବାଇକରୁ ପଡ଼ିଗଲେ ମହିଳା; ପଛରୁ ଦ୍ରୁତଗତିରୁ ଆସୁଥିବା ବସ ମୁଣ୍ଡ ଉପରେ ଚଢ଼ିଗଲା

ମୁମ୍ବାଇ: ମୃତ୍ୟୁ କେମିତି କେତେବେଳେ ଆସିବ, ତାହା କହିହେବ ନାହିଁ। ମୁମ୍ବାଇର ଜଣେ ୪୦ ବର୍ଷୀୟା ମହିଳା ଯେପରି ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁମୁଖରେ ପଡ଼ିଲେ ତାହା ସତରେ ମର୍ମନ୍ତୁଦ। ମହିଳା ଜଣକ ଏକ ବାଇକ୍‌ରେ ବସି ଯାଉଥିଲେ। ବର୍ଷା ଚାଲିଥିବା ହେତୁ ବାଇକ୍‌ ଚାଳକଙ୍କୁ ରାସ୍ତାରେ ଥିବା ଏକ…
ଅଧିକ ଖବର ଦେଖନ୍ତୁ...

ବୁରାଡ଼ି ଗଣ ଆତ୍ମହତ୍ୟା: କେବଳ ଜଣେ ସଦସ୍ୟ ଶେଷ ମୁହୂର୍ତ୍ତରେ ବଞ୍ଚିବା ଲାଗି ଉଦ୍ୟମ କରିଥିଲେ

ନୂଆଦିଲ୍ଲୀ: ବୁରାଡ଼ି ଗଣ-ଆତ୍ମହତ୍ୟାର ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛିି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜୁଲାଇ ୧ ତାରିଖରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇରହିଛି । ଏହି ମାମଲାରେ ଚାଲିଥିବା ତଦନ୍ତରୁ ମିଳିଥିବା ସଦ୍ୟତମ ତଥ୍ୟ…
ଅଧିକ ଖବର ଦେଖନ୍ତୁ...