ଯୁବ ଭାରତୀୟଙ୍କ ମଧ୍ୟରେ ବୃଦ୍ଧି ପାଉଛି ସ୍ପଣ୍ଡିଲାଇଟିସ୍ ସମସ୍ୟା
ନୂଆଦିଲ୍ଲୀ : ଏବେ ଭାରତର ୨୦-୩୦ ବର୍ଷ ବୟସ୍କ ଯୁବବର୍ଗଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଙ୍କୟୋଲୋଜିଂ ସ୍ପଣ୍ଡିଲାଇଟିସ୍(ଏଏସ୍) ସମସ୍ୟା। ଏନେଇ ମେଡିକାଲ ବିଶେଷଜ୍ଞ ମତ ପୋଷଣ କରିଛନ୍ତି । ଏହି ରୋଗ ଏବେ ଭାରତରେ ଏହାର କାୟା ବିସ୍ତାର କରିବାରେ ଳାଗିଛି। ପ୍ରତି ୧୦ ଜଣରେ ଜଣେ ଯୁବ ଭାରତୀୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...