Daily Archives

July 10, 2018

ମୁସ୍‌ଲିମ୍‌ ମହିଳାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କଲେ ବ୍ରାହ୍ମଣ ଯୁବକ

ବେଙ୍ଗାଲୁରୁ : ଜଣେ ମୁସ୍‌ଲିମ୍‌ ମହିଳାଙ୍କୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି କର୍ଣ୍ଣାଟକରେ ରହୁଥିବା ବ୍ରାହ୍ମଣ ଯୁବକ । ଆଜିକା ଦିନରେ ମଧ୍ୟ ଜାତିବାଦକୁ ନେଇ କଳହ ଲାଗି ରହିଥିବା ବେଳେ ଭିନ୍ନ ଧର୍ମର ଝିଅକୁ ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି କର୍ଣ୍ଣାଟକର ବିକ୍ରମ । ବିକ୍ରମ…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ପାଇଁ ନିଜର କେଶ କାଟିଲେ ସୋନଲି ବେନ୍ଦ୍ରେ,ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କଲେ ଭାବୁକ କରିଦେବା ଭଳି ଭିଡିଓ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କର୍କଟ ରୋଗରେ ପୀଡ଼ିତ ଥିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି । କର୍କଟ ରୋଗର ଶିକାର ହେବା ପରେ ନିଜେ ସୋନାଲି ଏ ବିଷୟରେ ଜଣାଇବା ପରେ ସମସ୍ତେ ତାଙ୍କର ସୁସ୍ଥତା ପାଇଁ କାମନା କରିଛନ୍ତି । ନ୍ୟୁୟର୍କରେ ତାଙ୍କର ଚିକିତ୍ସା…
ଅଧିକ ଖବର ଦେଖନ୍ତୁ...

ପୁଲିସଠୁ ବି ଚତୁର ଚୋର ! ସିବିଆଇ କନଷ୍ଟେବଳଙ୍କ ବ୍ୟାଙ୍କ ଖାତାରୁ ଉଡ଼ାଇନେଲେ ୯୪ ହଜାର ଟଙ୍କା

ନୂଆଦିଲ୍ଲୀ : ଆଜିକାଲି ଲୋକମାନେ ଗୋଟିଏ ସ୍ଥାନକୁ ଯାଇ ଚୋରି କରିବା ପରିବର୍ତ୍ତେ ଘରେ ବସି ଚୋରି କରିବା ଆରମ୍ଭ କରିଛନ୍ତି । ଅନ୍‌ଲାଇନ୍‌ ବ୍ୟାଙ୍କିଙ୍ଗର ବ୍ୟବହାର ପାଇଁ ଚୋରମାନେ ଘରେ ବସି ଅନ୍ୟ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଉଠାଇ ନେଉଛନ୍ତି । ଏଥି ପାଇଁ ସାଧାରଣ ଲୋକମାନଙ୍କୁ ସଚେତନ…
ଅଧିକ ଖବର ଦେଖନ୍ତୁ...

୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା ଭାରତ ଜନସଂଖ୍ୟାର ୬୫% ଥିବ : ଚୀନ ବିଶେଷଜ୍ଞ

ବେଜିଂ : ୨୦୫୦ ସୁଦ୍ଧା ଚୀନର ଜନସଂଖ୍ୟା ଭାରତର ପ୍ରାୟ ୬୫ ପ୍ରତିଶତ ହୋଇଯାଇଥିବ ବୋଲି ଚୀନର ଜଣେ ବିଶେଷଜ୍ଞ କହିଛନ୍ତି । ସେ କହିଛନ୍ତି ଚୀନ ଯଦି ନିଜର ବିବାଦୀୟ ଜନସଂଖ୍ୟା ନିୟନ୍ତ୍ରଣ ନୀତିକୁ ଆହୁରି କୋହଳ ନ କରେ, ତେବେ ୨୦୫୦ ବେଳକୁ ଚୀନରେ ବୟସ୍କ ଲୋକଙ୍କ ସଂଖ୍ୟା ବେଶ ବଢିଯାଇଥିବ ବୋଲି…
ଅଧିକ ଖବର ଦେଖନ୍ତୁ...

ରୋଗୀଙ୍କ ବାମ କିଡନିରୁ ଡାକ୍ତର ବାହାର କଲେ ୮୫୬ଟି ଷ୍ଟୋନ୍‌

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଜଣେ ରୋଗୀଙ୍କ ବାମ କିଡନିରୁ ଡାକ୍ତର ୮୫୬ଟି ଷ୍ଟୋନ୍‌ ବାହାର କରିଥିବା ନେଇ ମଙ୍ଗଳବାର ଖବର ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଦିଲ୍ଲୀର ଫୋର୍ଟିସ୍‌ ହସ୍‌ପିଟାଲକୁ ୪୫ବର୍ଷୀୟ ମନୋଜ କୁମାର ଚିକିତ୍ସା ପାଇଁ ଆସିଥିଲେ। ତାଙ୍କ ଚିକିତ୍ସା କରୁଥିବା…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦକୁ ନେଇ ମହିଳାଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଦେଢ଼ଶୁର, ଜା’ ଓ ତାଙ୍କର ତିନି ପିଲା

ଜୟପୁର: ସୋମବାର ରାଜସ୍ଥାନ ଝୁନଝୁନୁ  ଜିଲ୍ଲାରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ଦେଢ଼ଶୁର, ଜା’ ଓ ତାଙ୍କର ତିନି ପିଲା ପିଟୁଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟମାନଙ୍କୁ ଗିରଫ କରିବା…
ଅଧିକ ଖବର ଦେଖନ୍ତୁ...

ଛାତ୍ରଙ୍କୁ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କରୁଥିବାରୁ ସ୍କୁଲ୍‌ର ପ୍ରିନ୍ସିପାଲ୍‌ ଓ ଶିକ୍ଷକ ଗିରଫ

ପାଟ୍‌ନା: ବିହାରର ଦରବାଙ୍ଗର ଲାଲବାଘ ଅଞ୍ଚଳର ଏକ ସରକାରୀ ସ୍କୁଲ୍‌ରେ ପ୍ରିନ୍ସିପାଲ୍‌ ଓ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ବିହାର ପୁଲିସ୍‌ ମଙ୍ଗଳବାର୍‌ ସ୍କୁଲର ପ୍ରିନ୍ସିପାଲ୍‌ ଓ ଶିକ୍ଷକଙ୍କୁ ଗିରଫ କରିଥିବା…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ବିବାହ: ଉପହାର ଆକାରରେ ଅତିଥିଙ୍କୁ ରକ୍ତଦାନ କରିବାକୁ କହିଲେ କନ୍ୟା

କୋଲକାତା: ଆପଣ ଯଦି କାହା ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବେ ତେବେ ନିଶ୍ଚୟ ହାତରେ କୌଣସି ଉପହାର କିମ୍ବା ଫୁଲତୋଡ଼ା ଧରି ଯାଇଥିବେ। କେବେ କାହା ବିବାହ ଉତ୍ସବରେ ଯାଇ ରକ୍ତଦାନ କରିଛନ୍ତି କି? ପଶ୍ଚିମବଙ୍ଗର ନଦିଆ ଜିଲ୍ଳାର ହେତଟ୍ଟା ଗ୍ରାମରେ ଶୁକ୍ରବାର ଦେଖିବାକୁ ମିଳିଛି ଏପରି ଏକ…
ଅଧିକ ଖବର ଦେଖନ୍ତୁ...

ଏଣ୍ଡୁଅ ଭଳି ଏହି ବିଲେଇ ବି ବଦଳାଇ ଥାଏ ରଙ୍ଗ ! ତା’ ଶରୀରରେ ଅଛି ହିନ୍ଦୁ, ଶିଖ୍‌ ଓ ମୁସଲମାନ ସଂପ୍ରଦାୟର ଧାର୍ମିକ…

ଅହମଦାବାଦ: ଏଣ୍ଡୁଅ ରଙ୍ଗ ବଦଳାଇ ଥାଏ ବୋଲି ସାଧାରଣତଃ ଆମେ ଜାଣିଛେ। ସେ ଯେଉଁସ୍ଥାନରେ ବସିଥାଏ ସେହିଭଳି ରଙ୍ଗରେ ନିଜ ଶରୀରର ରଙ୍ଗକୁ ବଦଳାଇ ଦେଇଥାଏ। ତେବେ ଏଭଳି ରଙ୍ଗ ବଦଳାଉଥିବା କୌଣସି ବିଲେଇ ବିଷୟରେ ଆପଣ କେବେ ଶୁଣିଛନ୍ତି ଯିଏକି ଏଣ୍ଡୁଅ ଭିଳି ରଙ୍ଗ ବଦଳାଇ ଥାଏ। ଗୁଜୁରାଟର…
ଅଧିକ ଖବର ଦେଖନ୍ତୁ...

ରଜନୀକାନ୍ତଙ୍କ ପତ୍ନୀ ଲତାଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ସୁପରଷ୍ଟାର ରଜନୀକାନ୍ତଙ୍କ ପତ୍ନୀଙ୍କ ବିରୋଧରେ ଅପରାଧିକ ମାମଲା ଆରମ୍ଭ କରିବାକୁ ସୁପ୍ରିମ୍‌ କୋର୍ଟ ଆଜି ଏକ ମାମଲାର ଶୁଣାଣି କରିବା ଅବସରରେ ନିର୍ଦ୍ଦେଶ ଦେଇଛନ୍ତି। ଏକ ବିଜ୍ଞାପନ ଏଜେନ୍ସିି ପକ୍ଷରୁ ଆଗତ ଏକ ଯାଚିକାର ବିଚାର କରିବା ଅବସରରେ ସୁପ୍ରିମ୍‌ କୋର୍ଟ ଏହି ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...