Daily Archives

July 10, 2018

ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଳା ଜଜ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଳା ପରିଷଦ ଅଧ୍ୟକ୍ଷ ପଦବିକୁ ଅସିଦ୍ଧ ଘୋଷଣା କରିଛନ୍ତି ନବରଙ୍ଗପୁର ଜିଲ୍ଳା ଜଜ। ଗତ ଥର ଜିଲ୍ଳାପରିଷଦ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଜିଲ୍ଳାପରିଷଦ ସଭ୍ୟମାନେ ଭୋଟ ବାକ୍ସରେ ଭୋଟ ଦାନ କାଗଜ ପକାଇବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିଜ ମତ ଦାନ…
ଅଧିକ ଖବର ଦେଖନ୍ତୁ...

କେଉଁ ରାଜ୍ୟରେ ବ୍ୟବସାୟ କରିବା ସହଜ ? ୧ ନମ୍ବରରେ ଆନ୍ଧ୍ର, ୧୪ତମ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଇଜ୍‌ ଅପ ଡୁଇଙ୍ଗ ବିଜନେସ ତାଲିକାରେ ଓଡ଼ିଶା ୧୪ ତମ ସ୍ଥାନରେ ରହିଛି । ତାଲିକାର ପ୍ରଥମସ୍ଥାନରେ ଆନ୍ଧ୍ରପ୍ରଦେଶ କ୍ରମାଗତ ୨ୟ ବର୍ଷ ପାଇଁ ରହିଛି । ଆନ୍ଧ୍ରତଳକୁ ରହିଛନ୍ତି ତେଲେଙ୍ଗାନା, ହରିୟାନା, ଝାଡ଼ଖଣ୍ଡ,…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟା: ସାଧୁସନ୍ଥଙ୍କ ସତ୍ୟପାଠ କରାଇବେ ଯୋଗୀ ସରକାର, ନକଲି ବାବାଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ: ନିକଟରେ ଦେଶର ବଡ ବଡ଼ ସନ୍ଥଙ୍କ ବିରୋଧରେ ଅପରାଧିକ ମାମଲା ଲୋକଲୋଚନକୁ ଆସିବା ପରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ସାଧୁସନ୍ଥମାନଙ୍କୁ ସତ୍ୟପାଠ ଦାଖଲ କରିବା ପାଇଁ ଯୋଗୀ ସରକାର ଆଦେଶ ଦେଇଛନ୍ତି। ଆଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ନକଲି ବାବାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ଯୌନ ସଂପର୍କ ରଖୁଥିବା ଅବସ୍ଥାରେ ଧରିଲେ ବାପା; ଲାଜରେ କୂଅକୁ ଡେଇଁ ଆତ୍ମହତ୍ୟା କଲା ୧୫ ବର୍ଷୀୟା ଝିଅ

ଜୟପୁର: ରାଜସ୍ଥାନଠାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ୧୫ ବର୍ଷୀୟା ନାବାଳିକା ନିଜ ପ୍ରେମିକ ସହ ଯୌନ ସଂପର୍କ ରଖୁଥିବା ସମୟରେ ଧରପଡ଼ିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ଜଲଓ୍ଵାର୍‌ ଜିଲ୍ଳାରେ ଥିବା ଏକ ସରକାରୀ ସ୍କୁଲ୍‌ରେ ନିଜ ପ୍ରେମିକଙ୍କ ସହ ଅସଞ୍ଜତ ଅବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଡାକ୍ତର ସ୍ଲିପ୍‌ରେ ଇନ୍‌ଜେକ୍‌ସନ୍‌ ଓ ଔଷଧ ଲେଖିବା ସହିତ ହନୁମାନ ଚାଳିସା ପାଠ ପାଇଁ ବି ରୋଗୀଙ୍କୁ କହିଲେ

ରାଜସ୍ଥାନ: ଡାକ୍ତର ରୋଗୀଙ୍କ ପାଇଁ ସ୍ଲିପ୍‌ରେ କେଉଁ ଔଷଧ ଖାଇବା କଥା କେଉଁ ଇନ୍‌ଜେକ୍‌ସନ୍‌ ନେବା କଥା ତାହା ଲେଖି ଥାଆନ୍ତି। କିନ୍ତୁ ଏଥିସହିତ ନିକଟରେ ଜଣେ ଡାକ୍ତର ରୋଗୀଙ୍କୁ ହନୁମାନ ଚାଳିଶା ପଢ଼ିବା ପାଇଁ ବି ସ୍ଲିପ୍‌ରେ ଲେଖିଥିବା ଘଟଣା ସାମ୍ନାକୁ ଆସିଛି। ଭରତପୁର ସହରରେ ଦିନେଶ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନୀ କ୍ରିକେଟରଙ୍କ ନୈରାଶ୍ୟଜନକ ରେକର୍ଡ, ଅଦ୍ଭୁତ ତରିକାରେ ଆଉଟ ହୋଇ ରଚିଲେ ଇତିହାସ

ଇସଲାମାବାଦ: ପାକିସ୍ତାନ ସୁପର ଲିଗରେ ଇସଲାମାବାଦ ୟୁନାଇଟେଡ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିଥିବା କ୍ରିକେଟର ସାହିବଜାଦା ଫରହାନ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଡେବ୍ୟୁ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି। ପ୍ରତ୍ୟେକ ଖେଳାଳିଙ୍କ ସ୍ୱପ୍ନ ହୋଇଥାଏ ଯେ, ଡେବ୍ୟୁ…
ଅଧିକ ଖବର ଦେଖନ୍ତୁ...

ଏଣିକି ଇପିଏଫଧାରୀମାନେ ନିଜ ସଂଚୟର ଆଂଶିକ ଉଠାଣ କରିପାରିବେ

ନୂଆଦିଲ୍ଲୀ : ଏଣିକି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଉପଭୋକ୍ତାମାନେ ନିଜ ସଂଚୟର କିଛି ଅଂଶ ନିଜର ସନ୍ତାନଙ୍କ ଶିକ୍ଷା, ଚିକିତ୍ସା ବା ବିବାହରେ ଖର୍ଚ୍ଚ କରିପାରିବେ । ଏଥିପାଇଁ ଇପିଏଫଓ ନିଜର ନିୟମ କାନୁନରେ କିଛିଟା ପରିବର୍ତ୍ତନ କରିଛି । ଏସବୁ ସଂଶୋଧିତ ନିୟମ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଭାରତର ସନ୍ଦେହ ସତ ହେଲା, ଜାତିସଂଘର କାଶ୍ମୀର ରିପୋର୍ଟ ପଛରେ ପାକିସ୍ତାନର ହାତ

ମିସିସୁଗା (କାନାଡା) : ଗତ ମାସରେ ମିଳିତ ଜାତିସଂଘର ମାନବ ଅଧିକାର ସଂଗଠନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଏଥିରେ ଭାରତୀୟ ସେନା କାଶ୍ମୀରରେ ମାନବ ଅଧିକାରର ବ୍ୟାପକ ହନନ କରୁଥିବା କୁହାଯାଇଥିଲା । ଏହାକୁ ନେଇ ଭାରତ ସରକାର ଓ ଭାରତୀୟ ସେନା ପ୍ରବଳ ଆପତ୍ତି ଉଠାଇଥିଲେ । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...

ସେଦିନର ଦୁଃଖଦ ଘଟଣାକୁ ବଖାଣି କହିଥିଲେ ବିୟୁଟି କୁଇନ୍‌, କିପରି ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାକୁ ତାଙ୍କୁ…

ନୂଆଦିଲ୍ଲୀ: ଗ୍ଲାମର ଦୁନିଆ ସାମ୍ନାକୁ ଯେତିକି ଚାକଚକ୍ୟ ଦିଶୁଥାଏ, ତାର ଭିତରେ ଅନେକ କାହଣୀ ଥାଏ। କେତେକ ଘଟଣା ସାମ୍ନାକୁ ଆସିଥିଲା ବେଳେ କେତେକ ଘଟଣାକୁ ଲୋକଲଜ୍ଜା ଭୟରେ ଚାପି ଦିଆଯାଇଥାଏ। ନିକଟରେ ନାଇଜେରିଆର ବିୟୁଟି କୁଇନ୍‌ଙ୍କ ସହିତ ଘଟିଥିବା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।…
ଅଧିକ ଖବର ଦେଖନ୍ତୁ...

ରାୟଗଡ଼ା: ଗୁଡ଼ାରି ରେଞ୍ଚରୁ ମାଈ ହାତୀର ମୃତଦେହ ଉଦ୍ଧାର

ରାୟଗଡ଼ା: ଗୁଡ଼ାରି ରେଞ୍ଜ ଅନ୍ତର୍ଗତ ଦଳାବାରୀ ବନାଞ୍ଚଳରୁ ମଙ୍ଗଳବାର ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦଳାବାରୀ ଗାଁ ନିକଟରେ ଥିବା ଜଙ୍ଗଲକୁ ଆଜି କିଛି ଲୋକ ଯାଇଥିବା ବେଳେ ମୃତ ମାଈ ହାତୀକୁ ଠାବ କରିଥିଲେ। ସେମାନେ ଘଟଣା ସଂପର୍କରେ ବନ…
ଅଧିକ ଖବର ଦେଖନ୍ତୁ...