Daily Archives

July 11, 2018

ଟୟୋଟା ୟାରିସ୍‌ ‘ଡ୍ରାଇଭ୍‌ ଦି ନେସନ୍‌‘ ଅଭିଯାନ

ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ୟାରିସ୍‌ର‘ଡ୍ରାଇଭ୍‌ ଦି ନେସନ୍‌୍‌‘ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ପାଇଁ ସ୍ୱତନ୍ତ୍ର ଭାବରେ ପୁଣି ଆରମ୍ଭ ହୋଇଛି। ପୂର୍ବରୁ ଏହି ଅଭିଯାନରେ  ଇଟିଅସ୍‌, କ୍ରାଏଷ୍ଟା ଏବଂ…
ଅଧିକ ଖବର ଦେଖନ୍ତୁ...

ଅତ୍ୟଧିକ ଯୌନ ଲାଳସା ମାନିସିକ ଅସୁସ୍ଥତା: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଗବେଷଣା କରି ଜାଣିବାକୁ ପାଇଛି ଯେ ଅତ୍ୟଧିକ ଯୌନ ଲାଳସା ହେଉଛି ଏକ ପ୍ରକାରର ମାନସିକ ଅସୁସ୍ଥତା। ଯୌନ ଲାଳସା ଉପରେ ଆୟତ୍ତ ରଖିପାରୁଥିବା ବ୍ୟକ୍ତିଙ୍କୁ ଆମେ ସଂପୂର୍ଣ୍ଣ ସୁସ୍ଥ କହିପାରିବା। ସଂଗଠନ ପକ୍ଷରୁ ଯୌନ ଇଚ୍ଛା ଓ ନିଶା ଭିତରେ ତଫାତ…
ଅଧିକ ଖବର ଦେଖନ୍ତୁ...

କଲ୍ୟାଣ ଜୁଏଲର୍ସ ବିରୋଧରେ ୟୁଟ୍ୟୁବ୍‌ରେ ବୁଲୁଥିବା ଭିଡିଓ ହେତୁ ୫୦୦ କୋଟି ଟଙ୍କା କ୍ଷତି ସହିବା ପରେ କୋର୍ଟ ଗଲା…

ନୂଆଦିଲ୍ଲୀ: କେରଳସ୍ଥିତ କଲ୍ୟାଣ ଜୁଏଲର୍ସ କେରଳ ହାଇକୋର୍ଟରେ ଏକ ଅଭିଯୋଗ ଆଣିଛି। ସୋସିଆଲ୍‌ ମିଡିଆରେ ଗୁଜବ ଖବର ପ୍ରକାଶ ପାଇବା ପରେ ଜୁଏଲର୍ସକୁ ୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ବୋଲି ଅଭିଯୋଗ ହୋଇଛି। ଜୁଏଲରି କମ୍ପାନି ହାଇକୋର୍ଟରେ ଦାୟର କରିଥିବା ଯାଚିକାରେ ଉଲ୍ଲେଖ କରିଛି…
ଅଧିକ ଖବର ଦେଖନ୍ତୁ...

ସାବତ ମାଆ ଓ ଝିଅ ନୁହଁନ୍ତି ବନ୍ଧୁ ପରି ରହନ୍ତି ଏହି ଦୁଇ ନାୟିକା; କରୀନାଙ୍କୁ ଗୁରୁମାଆ କରି ଚର୍ଚ୍ଚାରେ ସାରା

ମୁମ୍ବାଇ: ବୋଧ୍‌ହୁଏ ଏହା ପ୍ରଥମ, ସାବତ ମାଆ ଓ ଝିଅଙ୍କ ମଧ୍ୟରେ ସୁସଂପର୍କ ଏକ ଚମତ୍କାର ନିଶ୍ଚୟ! ମାତ୍ର ଏପରି ଚମତ୍କାର ଆପଣଙ୍କ ସମ୍ମୁଖରେ। ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତାଙ୍କ ସ୍ୱାମୀ ସୈଫ୍‌ଅଲ୍ଲୀ ଖାନଙ୍କ ପ୍ରଥମ ପତ୍ନୀଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ସହ ଖୁବ୍‌ ଭଲ ସଂପର୍କ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଦେଲା ୩୫ ଲକ୍ଷ ଟି-ସାର୍ଟ ଅର୍ଡର, ଲେଖା ରହିବ ‘ଉଡ଼ିଗଲା ବିକାଶର ଚଢ଼େଇ’

ରାୟପୁର: ଲୋକସଭା ନିର୍ବାଚନ ଓ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ମୋଦି ସରକାର ଓ ବିଜେପି ବିରୋଧରେ ଅଭିଯାନକୁ ତୀବ୍ର କରିଦେଇଛି। ବିଜେପି ବିରୋଧରେ ଏବେ କଂଗ୍ରେସ ଅଦ୍ଭୁତ ପ୍ରଚାର ଅଭିଯାନ ଆରମ୍ଭ କରିଛି। ଏଥି ସହିତ ଛତିଶଗଡ଼ରେ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

କର୍ମଚାରୀଙ୍କ ଦରମା ନ ଦେଇ ଚା’, ପାଣିରେ ୨.୬ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କର୍ଣ୍ଣାଟକ ସରକାର

ବେଙ୍ଗାଲୁର: କର୍ଣ୍ଣାଟକର ମହାନଗର ନିଗମ କର୍ମୀ ୬ ମାସ ଧରି ଟଙ୍କା ପାଇନଥିବା ବେଳେ ରାଜ୍ୟ ସରାକାର ବେଲଗାବିଠାରେ ହୋଇଥିବା ଗତ ବିଧାନସଭା ଅଧିବେଶନରେ କେବଳ ଚା’, ପାଣିରେ ୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ରିପୋର୍ଟ ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଏହି କର୍ମୀମାନଙ୍କୁ ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ ମାଆ ଲକ୍ଷ୍ମୀ ତୁଷ୍ଟ ହୋଇଥାନ୍ତି, ଜାଣନ୍ତୁ କ’ଣ ସେ ସବୁ

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ସଂପର୍କରେ ପୂର୍ବରୁ ଆମେ ଗୁଡ଼ାଏ କଥା ଆଲୋଚନା କରି ସାରିଛନ୍ତି। କେଉଁ ଲୋକଙ୍କଠାରୁ ଦୂରେଇ ରହିବା, କେଉଁ ଲୋକଙ୍କ ସହ ବନ୍ଧୁତା କରିବା, କେଉଁ କେଉଁ କଥା ଅନ୍ୟକୁ କହିବା ନାହିଁ ଇତ୍ୟାଦି। ମାତ୍ର ଆଜି ଯେଉଁ ବିଷୟରେ ଆମେ କଥା ହେବା ତାହା ପ୍ରତ୍ୟେକ ଲୋକ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ପରେ ପୁଅର ମସ୍ତିଷ୍କ ହେଲା ଅକାମୀ; ଶରୀରର ବିଭିନ୍ନ ଅଙ୍ଗକୁ ଦାନ କରି ୩ ଜଣଙ୍କ ଜୀବନ ବଞ୍ଚାଇଲେ ବାପାମାଆ

ପୁଣେ: ମୃତ୍ୟୁ ସହ ସଂଘର୍ଷ କରୁଥିବା ଜଣେ ପୁଅର ବାପାମାଆଙ୍କ ହୃଦୟ ବି ଏତେ ବଡ଼ ହୋଇପାରେ ତାହା କଳ୍ପନାର ବାହାର। ନିଜ ପୁଅର ମରଣ ଦିନ ପାଖେଇ ଆସୁଛି ଜାଣିବା ପରେ ପୁଅ ଶରୀରର ଅଙ୍ଗଗୁଡ଼ିକ ଦାନ କରି ଏମାନେ ସାଜିଛନ୍ତି ସମାଜ ପାଇଁ ଉଦାହରଣ। ଘଟଣାଟି ଏପରି, ୧୯ ବର୍ଷିଅ ଯୁବକ ଜଣକ ମେ ୨୬…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧ରୁ କାର ଦରବୃଦ୍ଧି କରିବ ହୋଣ୍ଡା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟମାସ ୧ ତାରିଖରୁ ହୋଣ୍ଡା କାରଗୁଡ଼ିକର ମୂଲ୍ୟ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ । କଞ୍ଚାମାଲ ମହଙ୍ଗା ହେବା କାରଣରୁ ଏହି ଦରବୃଦ୍ଧି କରାଯାଇଛି ବୋଲି କମ୍ପାନି କହିଛି । ଏ ସଂପର୍କରେ ଏକ ବିଜ୍ଞପ୍ତି ଜାରି କରି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ଟିଟୋ ଓ ତା’ର ସଂପର୍କୀୟଙ୍କ ୫୦ ବ୍ୟାଙ୍କ ଆକାଉଣ୍ଟ ଅଚଳ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର/କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସମାନ୍‌ ଅଲ୍ଲୀ ଓ ତା’ର ସଂପର୍କୀୟଙ୍କ ୫୦ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ପାଇଁ ପ୍ରକ୍ରୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଟିଟୋ, ବେଞ୍ଜିର ଓ ୧୮ ଜଣଙ୍କ ନାମରେ ଥିବା ୩୪ଟି ବ୍ୟାଙ୍କର ଆକାଉଣସ୍‌କୁ ଫ୍ରିଜ…
ଅଧିକ ଖବର ଦେଖନ୍ତୁ...