Daily Archives

July 11, 2018

ଗତ ବର୍ଷ ଏହି ଗୋପନ ଅପରେସନ କରିଥିଲା ଭାରତ, ଆତଙ୍କବାଦୀ ବେଶରେ ଆଇଏସରେ ପଶିଥିଲେ ର’ ଏଜେଣ୍ଟ

ନୂଆଦିଲ୍ଲୀ : ଭାରତୀୟ ସେନା ଗତ ୨୦୧୬ରେ କରିଥିବା ସର୍ଜିକାଲ ଷ୍ଟ୍ରାଇକ କଥା ବିଶ୍ୱବ୍ୟାପୀ ସମସ୍ତେ ଜାଣିଛନ୍ତି । ଭାରତୀୟ ସେନାର ଏହି ବୀରତ୍ୱକୁ ଦେଶବାସୀ ସଲାମ କରିଥିଲେ । କିନ୍ତୁ ଏହା ମଧ୍ୟ ଆମକୁ ମାନିବାକୁ ହେବ ସବୁବେଳେ ପରଦାପଛରେ ରହି ଅନେକ ସଂସ୍ଥା ଭାରତର ସୁରକ୍ଷା ପାଇଁ ରାତିଦିନ…
ଅଧିକ ଖବର ଦେଖନ୍ତୁ...

ତିନ୍‌ ତଲାକ୍‌ ଦେବା ପରେ ସ୍ତ୍ରୀକୁ ମାସେ ପର୍ଯ୍ୟନ୍ତ ଘରେ ବନ୍ଦ କରି ରଖଲା ସ୍ୱାମୀ, ଭୋକିଲା ସ୍ତ୍ରୀ ଶେଷରେ ପ୍ରାଣ…

ବରେଲି : ସୁପ୍ରିମକୋର୍ଟ ତିନ୍‌ ତଲାକକୁ ନିଷିଦ୍ଧ କରିବା ପରେ ବି ଏହାର ପ୍ରୟୋଗ ଦେଖିବାକୁ ମିଳୁଛି। ଉତ୍ତର ପ୍ରଦେଶା ବରେଲିରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ସାମାନ୍ୟ କାରଣ ଲାଗି ନିଜ ସ୍ତ୍ରୀକୁ ତିନ୍‌ ତଲାକ୍‌ ଦେବା ପରେ ଗୋଟେ ଘରେ ବନ୍ଦ କରି ରଖିବା ଘଟଣା ଏବେ ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ଥାଇଲାଣ୍ଡ ଗୁମ୍ଫାରେ ଫସି ରହିଥିବା ଖେଳାଳିଙ୍କୁ ଉଦ୍ଧାର କରିବାରେ ସହାୟକ ହୋଇଥିଲା ଭାରତ ତିଆରି କିର୍ଲୋସ୍କର ପମ୍ପ

ନୂଆଦିଲ୍ଲୀ : ଥାଇଲାଣ୍ଡର କାଳ ଗୁମ୍ଫାରେ ୧୮ଦିନ ଧରି ଫସି ରହିଥିବା ୧୨ଜଣ ବାଳକ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳର କଠିନ ଉଦ୍ୟମ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫସି ରହିଥିବା ସମସ୍ତ ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ହେଲେ ଅରବିନ୍ଦ ଢାଲି

ଭୁବନେଶ୍ୱର: ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କୁ ନୂତନ ଦାୟିତ୍ୱ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅରବିନ୍ଦ ଢାଲିଙ୍କୁ ଓଡ଼ିଶା ବିହନ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦରେ ଯୋଗେନ୍ଦ୍ର ତ୍ରିପାଠୀ ଥିଲେ।
ଅଧିକ ଖବର ଦେଖନ୍ତୁ...

ରାଜନୀତିକୁ ଆସିବେ ରିତେଶ୍‌ , କଂଗ୍ରେସ ଟିକେଟ୍‌ରେ ଲଢ଼ିବେ ନିର୍ବାଚନ

ମୁମ୍ବାଇ : ବଲିଉଡ୍‌ର ଅଭିନେତା ତଥା ପ୍ରଯୋଜକ ରିତେଶ୍‌ ଦେଶମୁଖ୍‌ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟକୁ ଜିତିବା ପରେ ଏବେ ନିଜ ପିତାଙ୍କ ନୀତିକୁ ଅନୁସରଣ କରିବାକୁ ରାଜନୀତି ମଞ୍ଚକୁ ଓହ୍ଲାଇବାକୁ ଯାଉଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତା ରିତେଶ୍‌ ଦେଶ୍‌ମୁଖ ରାଜନୀତିରେ ପ୍ରବେଶ…
ଅଧିକ ଖବର ଦେଖନ୍ତୁ...

୧୯୫୨ମସିହାରୁ ନଖ ବଢ଼ାଇ ଓ୍ଵାଲର୍ଡ ରେକର୍ଡ କରି ସାରିଛନ୍ତି ଶ୍ରୀଧର, ଏବେ ସେ ନିଜ ନଖ ସହିତ ଏପରି କାମ କରିବାକୁ…

ଭାରତର ଶ୍ରୀଧର ଚିଲ୍ଲାଲ ବିଶ୍ୱର ସବୁଠାରୁ ଲମ୍ବା ନଖ ରଖି ରେକର୍ଡ ବନାଇଛନ୍ତି। ଗିନିଜ ଓ୍ଵାଲର୍ଡ ରେକର୍ଡ ପାଇଁ ଚିଲ୍ଲାଲ ୧୯୫୨ମସିହାରୁ ନିଜର ବାମ ହାତର ନଖ କାଟି ନଥିଲେ। ତାଙ୍କର ନଖ ବିଶ୍ୱର ସବୁଠାରୁ ଲମ୍ବା ନଖ ଭାବେ ସ୍ଥାନ ପାଇଛି।ଏବେ ୮୨ବର୍ଷ ବୟସରେ ୬୬ବର୍ଷ ପରେ ସେ ନିଜ ନଖ କାଟିବା…
ଅଧିକ ଖବର ଦେଖନ୍ତୁ...

ବୈବାହିକ ସଂପର୍କରେ ଶୁଦ୍ଧତା ବଜାୟ ରଖିବାକୁ ହେଲେ ବ୍ୟଭିଚାରକୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରିବାର ଆବଶ୍ୟକତା…

ନୂଆଦିଲ୍ଲୀ: ବୈବାହିକ ସଂପର୍କରେ ଶୁଦ୍ଧତା ବଜାୟ ରଖିବାକୁ ହେଲେ ଗୋଟିଏ ବିବାହିତ ପୁରୁଷ ବା ସ୍ତ୍ରୀର ଅନ୍ୟ ଅନ୍ୟ ସ୍ତ୍ରୀ ବା ପୁରୁଷ ସହ ଇଚ୍ଛାକୃତ ଯୌନସଂପର୍କ ସ୍ଥାପନ (ବ୍ୟଭିଚାର ବା ପରକୀୟା)କୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରିବାର ଆବଶ୍ୟକତା ରହିଛି ବୋଲି ଆଜି କେନ୍ଦ୍ର ସରକାର…
ଅଧିକ ଖବର ଦେଖନ୍ତୁ...

ବୁରାଡି ଗଣ-ଆତ୍ମହତ୍ୟା ଘଟଣାକୁ ନେଇ ଏହି କିନ୍ନର ଖୋଲିଲେ ସବୁଠାରୁ ବଡ ରହସ୍ୟ

ନୂଆଦିଲ୍ଲୀ: ବୁରାଡ଼ି ଗଣ-ଆତ୍ମହତ୍ୟାର ତଦନ୍ତ ଯେତିକି ଯେତିକି ଆଗକୁ ବଢୁଛିି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜୁଲାଇ ୧ ତାରିଖରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଘଟଣାକୁ ଆଜିକୁ ୧୧ଦିନ ପୂରଣ ହୋଇଥିଲେ ହେଁ ଏବେ ବି ଏହା ରହସ୍ୟାବୃତ୍ତ ହୋଇରହିଛି । ପୁଲିସ ଏଯାବତ୍‌…
ଅଧିକ ଖବର ଦେଖନ୍ତୁ...

ଡ଼ ହାତୀଙ୍କ ଭଳି ଏହି ତିନି ସେଲିବ୍ରିଟିଙ୍କର ମଧ୍ୟ ସୋ’ ଚାଲୁଥିବା ସମୟରେ ହୋଇଥିଲା ଆକସ୍ମିକ ମୃତ୍ୟୁ

ଲୋକପ୍ରିୟ ଟିଭି ଅଭିନେତା କବି କୁମାର ଆଜାଦଙ୍କର ସୋମବାର ହୃଦ୍‌ଘାତ ଜନିତ ଆକସ୍ମିତ ମୃତ୍ୟୁ ଘଟିଥିଲାବେଳେ ମୃତ୍ୟୁ ବେଳକୁ ଆଜାଦଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତେବେ ଆଜାଦଙ୍କୁ ଦର୍ଶକ ‘ତାରକ ମେହ୍‌ତାଙ୍କ ଉଲ୍‌ଟା ଚଷମା’ରେ ଡ଼ ହଂସରାଜ ହାତୀ ଭୂମିକାରେ ଦେଖିବାକୁ ପାଇଥିଲେ। ତେବେ ଆଜାଦଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳା କ୍ରିକେଟ ଟିମ୍‌ର କୋଚ ଦେଲେ ଇସ୍ତଫା, ଷ୍ଟାର ଖେଳାଳି କରିଥିଲେ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ୍‌ର କୋଚ ତୁଷାର ଅରୋଠ ନିଜର କୋଚ ପଦରୁ ବୁଧବାର ଇସ୍ତଫା ଦେଇଛନ୍ତି। କୁହାଯାଉଛି ଯେ, ଟିମ୍‌ର କିଛି ଷ୍ଟାର ଖେଳାଳିଙ୍କ ସହିତ ମତଭେଦ ହେବାରୁ ୫୧ ବର୍ଷିଅ କୋଚ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଖେଳାଳିମାନେ କୋଚଙ୍କ ଟ୍ରେନିଂ ଉପରେ ଅସନ୍ତୁଷ୍ଟ…
ଅଧିକ ଖବର ଦେଖନ୍ତୁ...