Daily Archives

July 12, 2018

ଏଣିକି ହ୍ଵାଟ୍ସଆପରେ ଆସିବ ବୀମା ପଲିସୀ 

ନୂଆଦିଲ୍ଲୀ : ଏଣିକି ହ୍ଵାଟ୍ସଆପରେ ମିଳିବ ବୀମା ପଲିସୀର ଡେଲିଭରୀ । ଦେଶର ପ୍ରଥମ ବୀମା କମ୍ପାନିଭାବେ ଫ୍ୟୁଚର ଜେନେରାଲି ଇଣ୍ଡିଆ ବୀମା ପଲିସିକୁ ହ୍ଵାଟ୍‌ସଆପ୍‌ ଜରିଆରେ ପ୍ରେରଣ କରିବା ସୁବିଧାର ଶୁଭାରମ୍ଭ କରିଛି। ଏହା ହେଉଛି ଏକ ତୁରନ୍ତ ଓ ଅତରିକ୍ତ ଡେଲିଭରି ବିକଳ୍ପ ଯାହାକୁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଲେ ୨ବର୍ଷିୟା ଅମାଇରା,ଏକ ମିନିଟ୍‌ ମଧ୍ୟରେ ଭାରତର ସବୁ ରାଜ୍ୟର ରାଜଧାନୀ ନାଁ କହି…

ପଞ୍ଚକୁଲା : ଛୋଟ ବେଳେ ପାଠପଢ଼ା ଆରମ୍ଭ କରିବା ପୂର୍ବରୁ କିପରି ଘରେ ମାତା-ପିତାମାନେ ଆମମାନଙ୍କୁ ସାଧାରଣ ଜ୍ଞାନ ଶିଖାଇଥାନ୍ତି ତାହା ତ ଆପଣମାନଙ୍କର ମନେଥିବ । କିପରି ନାଁ,ଗାଁ ଠିକଣା ଆମକୁ ଶିଖାଇବା ସହ ଦେଶରେ କେତୋଟି ରାଜ୍ୟ ଏବଂ ତାର ରାଜଧାନୀର ନାଁ କ’ଣ ସେ ବିଷୟରେ ମାତା-ପିତାମାନେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ: ରୋହିତ-କୋହଲିଙ୍କ ଅର୍ଦ୍ଧଶତକ, ଭାରତ ୧/୧୬୯

ନଟିଂହାମ୍‌: ଦ୍ୱିତୀୟ ଓ୍ଵିକେଟରେ ଦମଦାର ଶତକୀୟ ଭାଗିଦାରୀ ବଳରେ ଭାରତ ୨୫ ଓଭର ପରିସମାପ୍ତି ପରେ ଗୋଟିଏ ଓ୍ଵିକେଟ୍‌ ହରାଇ ଇଂଲଣ୍ଡ ବିପକ୍ଷରେ ୧୬୯ ରନ୍‌ ସଂଗ୍ରହ କରିଛି। ୨୬୯ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳୁଥିବା ଭାରତ ଆରମ୍ଭରୁ ହିଁ ପ୍ରହାର କରିଛି। ଦଳୀୟ ସ୍କୋର ୫୯ ରନ୍‌ରେ…
ଅଧିକ ଖବର ଦେଖନ୍ତୁ...

ପରସ୍ପରର ଅତି ନିକଟତର ହେଉଛନ୍ତି ମଲ୍ଲାଇକା ଏବଂ ଅର୍ଜୁନ,ସୋସିଆଲ ମିଡ଼ିଆରୁ ମିଳିଲା ପ୍ରମାଣ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ କାହାକୁ ଅଛପା ନାହିଁ । ପୂର୍ବରୁ ଦୁଇ ଜଣଙ୍କୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ମଲ୍ଲାଇକା ନିଜ ସ୍ୱାମୀ ଅର୍‌ବାଜ୍‌ଙ୍କ ଠାରୁ ଛାଡ଼ପତ୍ର ନେବାର କାରଣ ଅର୍ଜୁନ ଥିଲେ ବୋଲି…
ଅଧିକ ଖବର ଦେଖନ୍ତୁ...

ଝିଅ ଘରୁ ଆସି ବାହାରେ ରହୁଥିବାରୁ ଆତ୍ମହତ୍ୟା ପରେ ଶବ ନେଲେ ନାହଁ ପରିବାର ଲୋକେ,ଅନ୍ତିମ ସଂସ୍କାର କଲା ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀରେ ଜଣେ ମହିଳା ଜିଆଇପି ମଲ୍‌ର ଛାତରୁ ଡ଼େଇଁ ଆତ୍ମହତ୍ୟା କରିଥିଲେ । ଶବ ବ୍ୟବଚ୍ଛେଦ ପରେ ଯେତେବେଳେ ପୁଲିସ ମହିଳାଙ୍କ ଶବ ନେଇ ତାଙ୍କ ଘରେ ପହଞ୍ଚିଥିଲେ ସେତେବେଳେ ପହିବାର ଲୋକେ ସେ ଆମ ଝିଅ ନୁହଁ ବୋଲି କହିଥିଲେ । ଏହା ସହ ଆମେ ଝିଅର ଅନ୍ତିମ ସଂସ୍କାର କରି ପାରିବୁ…
ଅଧିକ ଖବର ଦେଖନ୍ତୁ...

ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଶରୀରରେ ଦେଖା ଯାଇଥାଏ ଏ ସବୁ ସମସ୍ୟା

ପ୍ରୋଟିନ ଶରୀରପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶରୀରର ସଠିକ୍‌ ବିକାଶ ପାଇଁ ପ୍ରତିଦିନର ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ରହିବା ନିହାତି ଆବଶ୍ୟକ । କିନ୍ତୁ ସବୁ ଜିନିଷ ଅଧିକ ହେଲେ ଯେମିତି ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ, ସେଭଳି ପ୍ରତିଦିନର ଖାଦ୍ୟରେ ପ୍ରୋଟିନର ମାତ୍ରା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଡ଼୍ୟାନ୍‌ସିଂ ଚୋରକୁ ନେଇ ଚର୍ଚ୍ଚା : ସିସିଟିଭି ଦେଖି ନାଚିବା ସହ ୪ଟି ଦୋକାନ ଲୁଟିଲେ ଚୋର

ନୂଆଦିଲ୍ଲୀ : ଦିଲ୍ଲୀରେ ଏବେ ଡ୍ୟାନ୍‌ସିଙ୍ଗ ଚୋରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚୋରି କରିବାକୁ ଆସିଥିବା ବେଳେ ଜଣେ ଚୋର ସିସିଟିଭି ଲାଗିଥିବା ଦେଖି ନାଚିବାକୁ ଲାଗିଥିଲା । ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ନକଲ କରି ଚୋରଟି ନାଚିବା ସହ ନିଜ ସାଥୀମାନଙ୍କ ସହ ୪ଟି ଦୋକନରୁ…
ଅଧିକ ଖବର ଦେଖନ୍ତୁ...

ସାପ ସହ ଷ୍ଟଣ୍ଟ୍‌ କରିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା! ଅଳ୍ପକେ କାମୁଡ଼ାରୁ ବର୍ତ୍ତିଲେ

ମୁମ୍ବାଇ: ଷ୍ଟଣ୍ଟ୍‌ କରିବା କେବେ କେବେ ଯେ ମହଙ୍ଗା ପଡ଼ିଯାଏ ତାହା ଏହି ଭିଡିିଓରୁ ଦେଖିବାକୁ ମିଳିଛି। ତେବେ ଏମିତି କିଛି ଘଟଣା ଏବେ ପଞ୍ଜାବୀ ଅଭିନେତ୍ରୀ ସିମରନ୍‌ କୌର୍‌ଙ୍କ ସହିତ ଘଟିଛି। ଅଭିନେତ୍ରୀ ସିମରନ୍‌ ଏକ ସାପକୁ ତାଙ୍କର ଗଳାରେ ଧରି ଷ୍ଟଣ୍ଟ୍‌ କରିବା ଲାଗି ପ୍ରଚେଷ୍ଟା କରିଥିଲେ…
ଅଧିକ ଖବର ଦେଖନ୍ତୁ...

ପୂର୍ବ ପତ୍ନୀଙ୍କ ଚାଞ୍ଚଲ୍ୟକର ଖୁଲାସା : ଇମ୍ରାନ୍‌ ଖାନ୍‌ଙ୍କ କିଛି ଅବୈଧ ସନ୍ତାନ ଭାରତୀୟ !

ନୂଆଦିଲ୍ଲୀ : ପୂର୍ବ କ୍ରିକେଟର ଇମ୍ରାନ ଖାନ୍‌ଙ୍କ ପୂର୍ବ ପତ୍ନୀ ରେହମ୍‌ ଖାନ୍‌ ଇମ୍ରାନଙ୍କୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ରେହମ ଲେଖିଥିବା ବହି ‘ଟେଲ ଅଲ୍‌’ର କିଛି ଭାଗ ଏବେ ମିଡ଼ିଆରେ ଲିକ୍‌ ହୋଇ ଯାଇଥିବା ଜଣାପଡ଼ିଛି । ଏହି ବହି ମାଧ୍ୟମରେ ରେହମ ଇମ୍ରାନଙ୍କ ବିଷୟରେ କିଛି…
ଅଧିକ ଖବର ଦେଖନ୍ତୁ...

ପୋଲାଭରମ ପ୍ରକଳ୍ପ ନେଇ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପୂର୍ବରୁ ପ୍ରକଳ୍ପ ନିର୍ମାଣ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ। ଚିଠିରେ ନବୀନ…
ଅଧିକ ଖବର ଦେଖନ୍ତୁ...