Daily Archives

July 12, 2018

‘ସାକ୍ରେଡ଼୍‍ ଗେମ୍‌ସ’ରେ ଥିବା ନଗ୍ନ ଦୃଶ୍ୟ କରିବା ପୂର୍ବରୁ ଅଭିନେତ୍ରୀଙ୍କୁ ମଦ ପିଇବାକୁ ଦେଇଥିଲେ ନିର୍ଦ୍ଦେଶକ, ୭ଟି…

ମୁମ୍ବାଇ : ସୈଫ୍‌ ଅଲ୍ଲୀ ଖାନ୍‌ ଏବଂ ନଓ୍ଵାଜୁଦ୍ଦିନ୍‌ ସିଦ୍ଦିକିଙ୍କ ଅଭିନୀତ ଫିଲ୍ମ ‘ସାକ୍ରେଡ଼୍‍ ଗେମ୍‌ସ’ ଜୁଲାଇ ୬ରେ ରିଲିଜ ହୋଇ ସାରିଛି । ରିଲିଜ ପରେ କୌଣସି ନା କୌଣସି କାରଣରୁ ଫିଲ୍ମଟି ବିବାଦରେ ଛନ୍ଦି ହେବାରେ ଲାଗିଛି । ଫିଲ୍ମରେ ଥିବା ବିବାଦୀୟ ଡ଼ାଏଲଗ ପାଇଁ ଫିଲ୍ମଟି କମ ବଜେଟର…
ଅଧିକ ଖବର ଦେଖନ୍ତୁ...

ମାମଲା ରଫାଦଫା କରିବା ପାଇଁ ଘରେ ପଶି ଯୁବତୀଙ୍କୁ ରାତି ବିତାଇବାର ପ୍ରସ୍ତାବ ଦେଲେ ପୁଲିସ କର୍ମଚାରୀ

ଫରୁଖାବାଦ୍‌ : ଫରୁଖାବାଦ୍‌ର ଜଣେ ପୁଲିସକର୍ମୀ ଜଣେ ମହିଳାଙ୍କ ଘରେ ତାଙ୍କୁ ଅସଦାଚରଣ କରିବା ସହ ଗୋଟେ ରାତି ବିତାଇବା ଭଳି ଅପମାନଜନକ ପ୍ରସ୍ତାବ ଦେଇଥିବା ଅଭିଯୋଗ ହୋଇଛି । ଏହି ମାମଲା ସର୍ବସମ୍ମୁଖକୁ ଆସିବା ପରେ ସମସ୍ତଙ୍କୁ ପୁଲିସକର୍ମୀଙ୍କ ଏଭଳି ଅମାନୁଷିକ କାମ ଆଶ୍ଚର୍ଯ୍ୟ କରିଛି ।…
ଅଧିକ ଖବର ଦେଖନ୍ତୁ...

କିଏ କହୁଛି ମହଙ୍ଗା ? ଜୁନରେ ଦେଶର ପେଟ୍ରୋଲ, ଡିଜେଲ ଚାହିଦା ୧୮ ନିୟୁତ ଟନକୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏବେ ମହଙ୍ଗା ରହିଛି । ଗତ କିଛିମାସ ଧରି ଦର କ୍ରମାଗତଭାବେ ବଢିଚାଲିଛି । ଏହାକୁ ନେଇ ସାରା ଦେଶରେ ଲୋକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ସରକାରଙ୍କୁ ଗାଳି ଦେଉଛନ୍ତି । କିନ୍ତୁ ଏହା ସତ୍ତ୍ୱେ ଆମ ଦେଶରେ ତେଲ ବ୍ୟବହାର କମିବ କଣ, ବଢିଚାଲିଛି ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଦିନିକିଆ: କୁଲଦୀପଙ୍କ ଛକାରେ ଇଂଲଣ୍ଡ ଧରାଶାୟୀ, ଭାରତକୁ ମିଳିଲା ୨୬୯ ରନ୍‌ ଟାର୍ଗେଟ

ନଟିଂହାମ୍‌: କୁଲଦୀପ ଯାଦବଙ୍କୁ ୬ଟି ଓ୍ଵିକେଟ୍‌ ମିଳିବା ପରେ ଇଂଲଣ୍ଡର ବ୍ୟାଟିଂ ସ୍କୋର ୨୬୮ ରନ୍‌ରେ ଅଟକି ଯାଇଛି। କୁଲଦୀପ ଯାଦବ ୧୦ ଓଭର ବୋଲିଂ କରି ୨୫ ରନ୍‌ ଖର୍ଚ୍ଚ କରିଛନ୍ତି। ୩ଟି ମ୍ୟାଚ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର ନଟିଂହମ୍‌ର ଟ୍ରେଣ୍ଟ ବ୍ରଜି ପଡ଼ିଆରେ ଭାରତ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ୫୦ଟି ସ୍ମାର୍ଟ ସିଟି ମଧ୍ୟରେ ୩୨ତମ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର : ବିଶ୍ୱର ୫୦ଟି ଶ୍ରେଷ୍ଠ ସ୍ମାର୍ଟସିଟି ମଧ୍ୟରେ ସ୍ଥାନ ପାଇଲା ଭୁବନେଶ୍ୱର । ସିଂଗାପୁରର ଇଡେନ ଷ୍ଟାଟର୍ଜି ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ଭୁବନେଶ୍ୱର ବିଶ୍ୱର ୫୦ଟି ଶ୍ରେଷ୍ଠ ସହର ମଧ୍ୟରୁ ୩୨ ତମ ସ୍ଥାନରେ ରହିଛି । ଏହି ଅଧ୍ୟୟନ କରିବା ପାଇଁ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ପ୍ରତିଦିନ ପାଣିରେ ଲୁଣ ମିଶାଇ ପିଇଲେ କେଉଁ ସବୁ ଜବରଦସ୍ତ ଫାଇଦା ମିଳିଥାଏ

ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଜାଣନ୍ତି କି ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ପାଣିରେ ଗୋଟିଏ ଚାମୁଚ ଲୁଣ ମିଶାଇ ପିଇଲେ କେଉଁସବୁ ପାଇଦା ମିଳିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ.. ପ୍ରତିଦିନ ସକାଳେ ଲୁଣ ପାଣି ପିଇଲେ ଶରୀର ରୋଗମୁକ୍ତ ରହିଥାଏ।…
ଅଧିକ ଖବର ଦେଖନ୍ତୁ...

ବୁମେରାଂ ହେଲା ଏୟାର ଇଣ୍ଡଆର ନିର୍ଦ୍ଦେଶ: ନିର୍ଦ୍ଦେଶ ପ୍ରତ୍ୟାହୃତ; ପାଇଲଟ୍‌ଙ୍କୁ ପୂର୍ବବତ୍‌ ମିଳିବ ଆମିଷ ଖାଦ୍ୟ

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟ ଓ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆ ନିଜର ପାଇଲଟ୍‌ମାନଙ୍କୁ ଠିକ୍‌ ସମୟରେ ବେତନ ପ୍ରଦାନ କରିପାରୁ ନଥିବା ବେଳେ ଏବେ ବିମାନ ମଧ୍ୟରେ ପାଇଲଟମାନଙ୍କୁ କେବଳ ନିରାମିଷ ଖାଦ୍ୟ ଦେବାକୁ ଜାରି କରିଥିବା ଏକ ନିର୍ଦ୍ଦେଶନାମାକୁ ନେଇ ବିବାଦର ସୂତ୍ରପାତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସଂଜୟ ଦତ୍ତଙ୍କ ଦ୍ୱିତୀୟ ପତ୍ନୀ ରୀୟା ‘ସଂଜୁ’ ଦେଖିବା ପରେ ଦେଲେ ଏମିତି ପ୍ରତିକ୍ରିୟା

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଂଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଂଜୁ’ବକ୍ସ ଅଫିସ୍‌ରେ ୩୦୦ କୋଟି ଟଙ୍କାର କ୍ଲବ୍‌ରେ ପହଞ୍ଚଛି। ଏହି ଫିଲ୍ମରେ ଅଭିନେତା ସଂଜୟ ଦତ୍ତଙ୍କ ଭୂମିକାରେ ରଣବୀର କପୁର ନିଖୁଣ ଅଭିନୟ କରିଥିବା ବେଳେ, ସଂଜୟଙ୍କ ପିତା ସୁନୀଲ୍‌ ଦତ୍ତଙ୍କ ଭୂମିକାରେ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ଜେଡିୟୁ ସହିତ ବିଜେପିର ମେଣ୍ଟ ଜାରି ରହିବ: ଅମିତ ଶାହା

ପାଟନା: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁରୁବାର ଘୋଷଣା କରିଛନ୍ତି ଯେ, ଜନତା ଦଳ ୟୁନାଇଟେଡ(ଜେଡିୟୁ) ସହିତ ବିଜେପିର ମେଣ୍ଟ ଜାରି ରହିବ। ବିଗତ କିଛି ଦିନ ହେବ ବିଜେପି ଓ ଜେଡିୟୁ ମଧ୍ୟରେ ଦେଖାଯାଇଥିବା ଆଲୋଚନାରେ ବିରାମ ଲାଗିଛି ବୋଲି ଶାହା କହିଛନ୍ତି। ପାଟନାର…
ଅଧିକ ଖବର ଦେଖନ୍ତୁ...

୧୦୬ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଟ୍ରେନ୍‌ ହଠାତ୍‌ କେଉଁଆଡେ ଉଭେଇ ଗଲା, ମାତ୍ର ଦୁଇଜଣ ଯାତ୍ରୀ ବର୍ତ୍ତି ପାରିଥିଲେ

ନୂଆଦିଲ୍ଲୀ: ଦୂରଯାତ୍ରା ପାଇଁ ଲୋକମାନେ ବସ୍‌ ଓ ବିମାନ ଅପେକ୍ଷା ରେଳରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରି ଥାଆନ୍ତି। ଆମେ ଆଜି ଆପଣଙ୍କୁ ଟ୍ରେନ୍‌ ସମ୍ପର୍କରେ ଏଭଳି ଘଟଣା କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଟ୍ରେନ୍‌ର କଥା କହିବାକୁ ଯାଉଛୁ, ଯାହାକି…
ଅଧିକ ଖବର ଦେଖନ୍ତୁ...