Daily Archives

July 13, 2018

ନାଲକୋ ଆଣିଲା ମୋବାଇଲ ଆପ ‘ନମସ୍ୟ’

ଇନ୍ଦୋର : ନାଲକୋ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଏକ ମୋବାଇଲ ଆପ୍‌ ନମସ୍ୟ ଉନ୍ମୋଚିତ ହୋଇଛି । ଏଠାରେ ଆୟୋଜିତ ଖଣି ଏବଂ ଖଣିଜ ଧାତୁର ଚତୁର୍ଥ ଜାତୀୟ ସ୍ତରର କନ୍‌କ୍ଲେଭରେ ଏହି ଆପକୁ କେନ୍ଦ୍ର ଖଣିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଉନ୍ମୋଚନ କରିଛନ୍ତି । ନାଲକୋ…
ଅଧିକ ଖବର ଦେଖନ୍ତୁ...

ତୁମେ ମୁସଲମାନଙ୍କୁ ଭଲପାଅ କି ? ଏହି ପ୍ରଶ୍ନ ପଚରା ଯିବା ପରେ ଏଭଳି ଉତ୍ତର ରଖିଲେ ସୋନମ କପୁର

ମୁମ୍ବାଇ : ନିଜର ସ୍ପଷ୍ଟବାଦୀ ଗୁଣ ପାଇଁ ବଲିଉଡ୍‌ରେ ପରିଚିତ ଅଭିନେତ୍ରୀ ସୋନମ କପୁର । କୌଣସି ବି ମାମଲାକୁ ନେଇ ନିଜର ମତକୁ ସେ ସମସ୍ତଙ୍କ ଆଗରେ ରଖିଥାନ୍ତି । ବ୍ୟକ୍ତିଗତ ଜୀବନକୁ ନେଇ ହେଉ କି ପେସାଦାର ଜୀବନ ହେଉ, ସବୁ କ୍ଷେତ୍ରରେ ସେ ନିଜ ମତକୁ ଖୋଲାଖୋଲି ବ୍ୟକ୍ତ କରିଥାନ୍ତି । କୌଣସି…
ଅଧିକ ଖବର ଦେଖନ୍ତୁ...

ଏବେ ଟ୍ରୁକଲର ମାଧ୍ୟମରେ କଲ୍‌ ରେକର୍ଡ କରିପାରିବେ ବ୍ୟବହାରକାରୀ,ଜାଣନ୍ତୁ କେମିତି କରିବେ ରେକର୍ଡ

କଲର ଆଇଡିି ଆପ୍‌ ଟ୍ରୁକଲର ଏବେ ନିଜ ବ୍ୟବହାରକାରୀଙ୍କୁ କଲ୍‌ ରେକର୍ଡ଼ର ସୁବିଧା ଯୋଗାଇବାକୁ ଯାଉଥିବା ଜଣାପଡ଼ିଛି । ଟ୍ରୁକଲର ମାଧ୍ୟମରେ ବ୍ୟବହାରକାରୀଙ୍କ ପାଖକୁ କିଏ କଲ କରୁଛି ତାହାର ବିବରଣୀ ଆଗରୁ ଆସୁଥିବା ବେଳେ ଏବେ ଏହି ଆପ୍‌ ସହ ଏକ ନୂଆ ଫିଚରକୁ ଯୋଡ଼ିବାକୁ ଯାଉଛି ଟ୍ରୁକଲର । ଏବେ…
ଅଧିକ ଖବର ଦେଖନ୍ତୁ...

ମିନି ଟ୍ରକ-ବାଇକ୍‌ ମୁହାଁମୁହିଁ ଧକ୍କା, ହୋମଗାର୍ଡ ମୃତ

ଭୁବନେଶ୍ୱର: ଜାତୀୟ ରାଜପଥ-୧୬ ପାଣ୍ଡରା ଛକ ନିକଟରେ ଶୁକ୍ରବାର ଏକ ମିନି ଟ୍ରକ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଘଟଣାସ୍ଥଳରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ହୋମଗାର୍ଡ ଗଦାଧର ପ୍ରଧାନଙ୍କ ମୃତ୍ୟୁ ହୋଇଛି।
ଅଧିକ ଖବର ଦେଖନ୍ତୁ...

ଶାହାରୁଖ୍‌ ସବୁ କିଛି କରି ପାରିବେ କିନ୍ତୁ ସ୍କ୍ରିନ୍‌ ଉପରେ ସହଜରେ ହସି ପାରିବେ ନାହିଁ : କରଣ ଜୋହର

ମୁମ୍ବାଇ : ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ରୁ ନିଜର ନିର୍ଦ୍ଦେଶନା କ୍ୟାରିୟର୍‌ ଆରମ୍ଭ କରିଥିଲେ କରଣ ଜୋହର । ଫିଲ୍ମ ନିର୍ଦ୍ଦେଶନାକୁ ଆସି ତାଙ୍କର ୨୦ବର୍ଷ ପୂରି ଥିବା ବେଳେ ଫିଲ୍ମରେ ଅଭିନୟ କରିଥିବା ସବୁ କଳାକାରଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି । ଫିଲ୍ମର ମୁଖ୍ୟ ଭୂମିକାରେ ନଜର…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ରଥଯାତ୍ରା: ଶୃଙ୍ଖଳିତ ଯାତ୍ରା ଲାଗି ପ୍ରସ୍ତୁତି ଶେଷ

ପୁରୀ: ଆଉ କେଇ ଘଣ୍ଟା ପରେ ରାତି ପାହିବ। ସକାଳ ହେଲେ ଘୋଷଯାତ୍ରା ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ସୁଭଦ୍ରାଙ୍କ ସହିତ ରଥ ଚଢ଼ି ମାଉସୀ ଘରକୁ ଯିବେ। ୧୪ ଦିନ ପରେ ରତ୍ନ ସିଂହାସନକୁ ଫେରିବେ। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ପାଠ ପଢ଼ିବାର ନିଶା ଇଞ୍ଜିନିୟରିଂ ଛାତ୍ରଙ୍କୁ ବନାଇଲା ମଦ ବିକାଳି,ଟଙ୍କା ପାଇଁ ଘରକୁ ଘର ଯାଇ ମଦ ବିକୁଥିଲେ

ଗାନ୍ଧିନଗର : ବେଳେ ବେଳେ ବଡ଼ ସ୍ୱପ୍ନ ପୂରା କରିବାର ଇଚ୍ଛା ଲୋକମାନଙ୍କୁ ଅନ୍ଧାର ଭିତରକୁ ନେଇ ଯାଇଥାଏ । ନିଜର ସ୍ୱପ୍ନ ପୂରା କରିବା ପାଇଁ ନିଆ ଯାଇଥିବା ଗୋଟେ ଭଲ ପଦକ୍ଷପ ସବୁ କିଛି ଶେଷ କରି ଦେଇଥାଏ । ଗୁଜୁରାଟର ଜଣେ ଇଲେକ୍ଟ୍ରିକ୍‌ ଇଞ୍ଜିନିୟର କେତନ ଚୌହାନଙ୍କ ସହିତ କିଛି ସେଭଳି…
ଅଧିକ ଖବର ଦେଖନ୍ତୁ...

ରାସ୍ତା କଡ଼ରେ ମିଳୁଥିବା ମକା ଖାଇବା ପୂର୍ବରୁ ଜାଣି ନିଅନ୍ତୁ ଶରୀର ଉପରେ ଏହାର ଖରାପ ପ୍ରଭାବ ସଂପର୍କରେ…

ରାସ୍ତା କଡ଼ରେ ମିଳୁଥିବା ମକା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ବିଶେଷ କରି ଏବେ ମିଠା ମକାର ଚାହିଦା ଅଧିକ । ଆଜିକାଲି ଲୋକମାନେ ବାହାରକୁ ବୁଲି ଗଲେ ମିଠା ମକାକୁ ଖାଇବାକୁ ପସନ୍ଦ କରୁଛନ୍ତି । ବିଶେଷ କରି ବର୍ଷାଦିନେ ଲୋକମାନେ ବାହାରକୁ ଗଲେ ମକା…
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରଥମ ରାତିରେ ସ୍ତ୍ରୀ ସହ ଅମାନୁଷିକ ବ୍ୟବହାର କଲା ସ୍ୱାମୀ; ଡାକ୍ତରଖାନା ଗଲା ସ୍ତ୍ରୀ

ଗାଜିଆବାଦ୍‌ : ମୋଦିନଗରରେ ରହୁଥିବା ଜଣେ ଯୁବକଙ୍କ ବିରୋଧରେ ସ୍ତ୍ରୀ ସହ ଅମାନୁଷିକ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତଜଣଙ୍କ ବିବାହର ପ୍ରଥମ ରାତିରେ ନିଜ ସ୍ତ୍ରୀ ସହ ଅମାନୁଷିକ ବ୍ୟବହାର କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼୍‍ ଭର୍ତ୍ତି କରିବା ଭଳି ନାରକୀୟ କାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ୍‌ ସରିଫ ଗିରଫ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ନିଜ ଝିଅ ମରିୟମଙ୍କ ସହିତ ଶୁକ୍ରବାର ରାତିରେ ଗିରଫ ହୋଇଛନ୍ତି। ଇଂଲଣ୍ଡରୁ ଆବୁଧାବି ହୋଇ ରାତି ୯ଟା ୩୦ରେ ଲାହୋର ଏୟାରପୋର୍ଟରେ ପହଞ୍ଚିବା ପରେ ପୁଲିସ ସରିଫଙ୍କୁ ଗିରଫ କରିଛି। ଦୁର୍ନୀତି ମାମଲାରେ ପୂର୍ବରୁ ପାକିସ୍ତାନ…
ଅଧିକ ଖବର ଦେଖନ୍ତୁ...