Daily Archives

July 14, 2018

ଠିକ ସମୟରେ ପାଖରେ ପହଞ୍ଚିବ ଗାଡି ମେକାନିକ୍‌, ଓଡ଼ିଆ ପୁଅ ଆରମ୍ଭ କଲେ ମୋବାଇଲ ଆପ୍‌ ‘ଗୋ ସ୍ପିଡି ଗୋ’

ଭୁବନେଶ୍ୱର : ଯାନବାହାନଗୁଡ଼ିକୁ ଆବଶ୍ୟକ ସମୟରେ ମେକାନିକ ସେବା ମିଳିବା ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି । ପୁଣି ଯାତ୍ରା କରୁଥିବା ସମୟରେ ମଝିରାସ୍ତାରେ ଗାଡ଼ି ଖରାପ ହୋଇଗଲେ ତ କଥା ସରିଲା । ଏହି ସମସ୍ୟାର ସମାଧାନ ବାହାର କରିଛନ୍ତି ଜଣେ ଓଡ଼ିଆ ପୁଅ ସଚିନ…
ଅଧିକ ଖବର ଦେଖନ୍ତୁ...

ଲଡର୍ସ ଦିନିକିଆରେ ଭାରତ ପରାସ୍ତ, ଇଂଲଣ୍ଡ ୮୬ ରନ୍‌ରେ ବିଜୟୀ, ୧-୧ରେ ଶୃଙ୍ଖଳା

ଲଣ୍ଡନ: ଦ୍ୱିତୀୟ ଦିନିକିଆରେ ଭାରତକୁ ଇଂଲଣ୍ଡ ୮୬ ରନ୍‌ରେ ପରାସ୍ତ କରିଛି। ଫଳରେ ଚଳିତ ଶୃଙ୍ଖଳା ୧-୧ରେ ପହଞ୍ଚିଛି। ୩ ମ୍ୟାଚର ଶୃଙ୍ଖଳାର ଶେଷ ମୁକାବିଲା ଖେଳାଯିବାକୁ ବାକି ଅଛି। ୩୨୩ ରନ୍‌ ଲକ୍ଷ୍ୟ ନେଇ ୨ୟ ପାଳି ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ…
ଅଧିକ ଖବର ଦେଖନ୍ତୁ...

ନନ୍‌ଙ୍କ ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି; ପିଲା ବିକ୍ରି କରି ମୁହଁରେ ମାନିଲେ

ରାଞ୍ଚି: ଝାରଖଣ୍ଡସ୍ଥିତ ରାଞ୍ଚିର ‘ମିସିଓନାରିଜ୍‌ ଅଫ୍‌ ଚାରିଟି’ର ଜଣେ ନନ୍‌ଙ୍କର ଆଶ୍ଚର୍ଯ୍ୟଜନକ ସ୍ୱୀକାରୋକ୍ତି ସଭିଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ବିଶ୍ୱ ପ୍ରସିଦ୍ଧ ସମାଜସେବୀ ମଦର୍‌ ଟେରେସା ଗଠନ କରିଥିବା ଏହି ଚାରିଟିର ନନ୍‌ ନିଖୋଜ ହୋଇଥିବା ୪ ଜଣ ପିଲାଙ୍କ ମଧ୍ୟରୁ ୩…
ଅଧିକ ଖବର ଦେଖନ୍ତୁ...

ସାବତ ଭାଇ ସାହିଦଙ୍କ ସଂପର୍କରେ ଏମିତି ମତ ରଖିଲେ ଇସାନ୍‌, ଜାଣନ୍ତୁ ଏ ଦୁହିଁଙ୍କ ବାସ୍ତବ ସଂପର୍କ କିପରି

ମୁମ୍ବାଇ: ବିଲିଉଡ୍‌ ଅଭିନେତା ସାହିଦ କପୁର୍‌ ଓ ସାବତ ଭାଇ ଇସାନ୍‌ ଖଟରଙ୍କ ସଂପର୍କ ତ ଆପଣ ଜାଣିଥିବେ ନିଶ୍ଚୟ। ଦୁଇ ଭାଇଙ୍କର ବାପା ଭିନ୍ନ ହେଲେ ବି ମାଆ ଜଣେ। ଏହି ଦୁଇ ଜଣ ହେଉଛନ୍ତି ପ୍ରସିଦ୍ଧ କଥକ ନୃତ୍ୟ ଶିଳ୍ପି ତଥା ଅଭିନେତ୍ରୀ ନୀଲିମା ଅଜିମଙ୍କ ପୁତ୍ର। ଏମାନେ ସାବତ ହେଲେ ବି ନିଜ…
ଅଧିକ ଖବର ଦେଖନ୍ତୁ...

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଦୁଷ୍କର୍ମ କଲେ ବିଏସ୍‌ଏଫ୍‌ ଯବାନ, ବିଷ ପିଇ ଆତ୍ମହତ୍ୟା କଲେ ପୀଡ଼ିତା

ମୁଜାଫର୍‌ନଗର: ଦେଶର ଯବାନମାନେ ଅନେକ ସମୟରେ ନିଜର ବୀରତ୍ୱ ପ୍ରଦର୍ଶନ କରି ଦେଶ ପାଇଁ ଗର୍ବ ସାଜିଛନ୍ତି। ସେମାନଙ୍କ ତ୍ୟାଗ ଓ ବଡ଼ପଣ ପାଇଁ ସାଧାରଣ ଜନତା ଶାନ୍ତିରେ ଜୀବନ ବିତାନ୍ତି ଏଥିରେ ସନ୍ଦେହ ନାହିଁ। ମାତ୍ର ସେହି ଯବାନମାନେ ବେଳେ ବେଳେ ମୁଣ୍ଡ ତଳକୁ ବି କରି ଦେଉଥିବାର…
ଅଧିକ ଖବର ଦେଖନ୍ତୁ...

ରେକର୍ଡ ସ୍ଥାପନା କଲେ ମହେନ୍ଦ୍ର ସିଂହ ଧୋନି, ଦିନିକିଆରେ ୩୦୦ତମ କ୍ୟାଚ ନେବା ପରେ ପୂରଣ କଲେ ୧୦,୦୦୦ ରନ୍‌

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଓ୍ଵିକେଟ୍‌କିପର ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ରେ ୧୦୦୦୦ ରନ୍‌ ପୂରା କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଧୋନି ଏହି ରେକର୍ଡ ସ୍ଥାପନା କରିଛନ୍ତି। ଧୋନି ୨୭୩ ଇନିଂସରେ ୪ର୍ଥ ଭାରତୀୟ ଭାବରେ ଦିନିକିଆରେ ୧୦,୦୦୦ ରନ୍‌ ପୂରା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିଜ ବାଡ଼ିରେ ଓସ୍ତ ଗଛଟିଏ ନିଶ୍ଚୟ ଲଗାନ୍ତୁ; ଜାଣନ୍ତୁ ଏହି ଗଛରୁ ମିଳୁଥିବା ଆୟୁର୍ବେଦ, ବୈଜ୍ଞାନିକ ଓ ପୌରାଣିକ ସୁଫଳ

ପୁରାଣରୁ ନେଇ ବିଜ୍ଞାନ ପର୍ଯ୍ୟନ୍ତ ସବୁଠାରେ ଅଶ୍ୱତ୍‌ଥ ଗଛର ସୁଫଳ ବର୍ଣ୍ଣନା କରାଯାଇଛି। ଏହାକୁ କେହି ରୋଗ ଭଲ କରିବା ଉଦେଶ୍ୟରେ ସେବନ କରିଥାନ୍ତି ତ କେହି ଟଙ୍କା ବଢ଼ାଇବା ପାଇଁ ପୂଜା କରିଥାନ୍ତି। ଲୋକମାନଙ୍କର ଏହି ବିଶ୍ୱାସ ପଛରେ କିଛି କାହାଣୀ ମଧ୍ୟ ରହିଛି। ତାହା ନିମ୍ନରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...

ନାବାଳିକାର ହତ୍ୟା: ଭୁଲ୍‌ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରି ଜେଲ୍‌ ଭୋଗିଲେ ୩ ଡାକ୍ତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମିପୁର ଖେରି ଜିଲ୍ଲାର ନିଗାସନ ପୁଲିସ୍‌ ଥାନା ପରିସରରେ ୨୦୧୧ ମସିହାରେ ଜଣେ ୧୪ ବର୍ଷୀୟା ନାବାଳିକାର ହତ୍ୟା ହୋଇଥିଲା। ନାବାଳିକାରଟିର ଶରୀର ବ୍ୟବଚ୍ଛେଦ କରି ଭୁଲ୍‌ ରିପୋର୍ଟ ପ୍ରଦାନ କରିଥିବା ହେତୁ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌(ସିଜେଏମ୍‌)ଅଦାଲତ ୩…
ଅଧିକ ଖବର ଦେଖନ୍ତୁ...

ଏହି ଯାଦୁଗର ନିଜ ଯାଦୁ ବଳରେ ତାଜମହଲକୁ ଅଦୃଶ୍ୟ କରାଇ ଦେଇଥିଲେ; ଜାଣନ୍ତୁ ତାଜ୍‌ମହଲ ସଂପର୍କିତ ୧୦ ଅଜଣା ତଥ୍ୟ

ବିଶ୍ୱରେ ଥିବା ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାର ତାଜ୍‌ମହଲ ଅନ୍ୟତମ। ତାଜ୍‌ମହଲ ସଂପର୍କିତ ଏପରି ଗୁଡ଼ାଏ ତଥ୍ୟ ଅଛି ଯାହା ସବୁ ଲୋକ ଜାଣନ୍ତି ନାହିଁ। ସେପରି କିଛି ତଥ୍ୟ ଆଜି ଆମେ ନିମ୍ନରେ ଆଲୋଚନା କରିଛୁ। - ବିଭିନ୍ନ ଦେଶରୁ ଆସିଥିବା ସମୁଦାୟ ୨୮ ପ୍ରକାରର ଦାମିକିଆ ପଥର ତାଜ୍‌ମହଲରେ…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କୁ ଘରେ ଛାଡ଼ି ଦେବାକୁ କହିଲେ ରଣବୀର, ଇଣ୍ଟର୍‌ନେଟ୍‌ରେ ଘୂରିଲା ଏହି କୌତୂକିଆ ଭିଡିଓ

ମୁମ୍ବାଇ: ବଲିଉଡ୍‌ର ନୂଆ ଚର୍ଚ୍ଚିତ ଯୋଡ଼ି ଖାତାରେ ନାମ ଲେଖାଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ସେମାନେ ଏବେ ଅଧିକାଂଶ ସ୍ଥାନରେ ଏକତ୍ର ନଜର ଆସୁଛନ୍ତି। ନିକଟରେ ସେମାନଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି, ଯାହାକି ବେଶ୍‌ ଚର୍ଚ୍ଚା ପାଲଟିଛି। ଭିଡିଓଟିରେ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...