Daily Archives

July 15, 2018

ଉତ୍ତର ପ୍ରଦେଶରେ ଆଜିଠାରୁ ପଲିଥିନ୍‌ ନିଷିଦ୍ଧ, ନିୟମ ଉଲଂଘନକାରୀଙ୍କୁ ୬ ମାସ ଜେଲ ଦଣ୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜୁଲାଇ ୧୫(ରବିବାର) ଠାରୁ ପଲିଥିନ ନିଷିଦ୍ଧ ଲାଗୁ ହୋଇଛି। ଲୋକ ସଂଖ୍ୟା ଦୃଷ୍ଟିରୁ ସର୍ବବୃହତ୍ତ ରାଜ୍ୟରେ ୫୦ ମାଇକ୍ରୋନ ପର୍ଯ୍ୟନ୍ତ ପତଳା ପଲିଥିନକୁ ଲୋକେ ଆଉ ବ୍ୟବହାର କରିବେ ନାହିଁ। ଉଲଂଘନକାରୀଙ୍କୁ ୬ ମାସ ଜେଲ ଦଣ୍ଡ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା…
ଅଧିକ ଖବର ଦେଖନ୍ତୁ...

‘ଧଡ଼କ’ ଫିଲ୍ମ ଦେଖିବା ପରେ ଏଭଳି ପ୍ରତିକ୍ରିୟା ରଖିଲେ ସୋନମ ଏବଂ ଅନୀଲ କପୁର

ମୁମ୍ବାଇ: ଆସନ୍ତା ଜୁଲାଇ ୨୦ରେ ରିଳିଜ ହେବାକୁ ଯାଉଛି ଫିଲ୍ମ ‘ଧଡ଼କ’ । ଏଥିରେ ମୁଖ୍ୟ ଭୂମିକାରେ ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟର ନଜର ଆସୁଥିବା ବେଳେ ଏହାର ଗୀତ ଏବେ ସମସ୍ତଙ୍କ ମନକୁ ଛୁଇଁଛି । ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏବେ ସମସ୍ତଙ୍କ ମନରେ ଫିଲ୍ମକୁ ନେଇ ଉତ୍ସୁକତା ବଢ଼ିବାରେ…
ଅଧିକ ଖବର ଦେଖନ୍ତୁ...

ଦେଖା କରିବା ପାଇଁ ଅଧ ରାତିରେ ପ୍ରେମିକା ଘରେ ପହଞ୍ଚିଲା ପ୍ରେମିକ, ଘର ଲୋକ ଚୋର ଭାବି ପ୍ରେମିକକୁ ଧରିବା ପରେ…

ପଟନା: ବିହାରର ରୋହତାସ ଜିଲ୍ଲାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୫ବର୍ଷୀୟ ଜଣେ ଯୁବକ ନିଜ ପ୍ରେମିକାକୁ ଅଧରାତିରେ ଦେଖା କରିବାକୁ ଆସିଥିବା ବେଳେ ପରିବାର ଲୋକମାନେ ତା’କୁ ଚୋର ବୋଲି ଭାବି କାବୁ କରି ନେଇଥିଲେ । କ’ଣ ପାଇଁ ଆସିଥିଲ ବୋଲି ପଚାରିବା ପରେ ସତ ଜାଣି…
ଅଧିକ ଖବର ଦେଖନ୍ତୁ...

ରଣବୀର କପୁରଙ୍କ ଦଶମ ପରୀକ୍ଷା ଫଳ ବାହାରିବା ପରେ ଆମେରିକାରେ ହୋଇଥିଲା ପାର୍ଟି, ଜାଣନ୍ତି କି କେତେ ପ୍ରତିଶତ ନମ୍ବର…

ମୁମ୍ବାଇ: ଏବେ ବକ୍ସ ଅଫିସର ନୂଆ ବାଦ୍‌ଶାହା ପାଲଟିଛନ୍ତି ରଣବୀର କପୁର । ଫିଲ୍ମ ‘ସଞ୍ଜୁ’ ଏବେ ୫୦୦କୋଟି କ୍ଲବ୍‌ରେ ସାମିଲ ହୋଇ ସାରିଥିବା ବେଳେ ରଣବୀର ଏବେ ସମସ୍ତଙ୍କୁ ପଛରେ ପକାଇଛନ୍ତି । ୬ବର୍ଷ ପୂର୍ବେ ୧୦୦କୋଟି କ୍ଲବ୍‌ରେ ରଣବୀରଙ୍କ ଫିଲ୍ମ ସାମିଲ ହୋଇ ରହି ଯାଉଥିବା ବେଳେ ଏବେ ସେ…
ଅଧିକ ଖବର ଦେଖନ୍ତୁ...

ଗାଡ଼ିରେ ‘ପ୍ରେସ୍‌’ ଷ୍ଟିକର ଲଗାଇ ନିଶା ଔଷଧ କାରବାର କରୁଥିଲେ ଯୁବକ, ସତ ସାମ୍ନାକୁ ଆସିବା ପରେ ଯୁବକକୁ ଗିରଫ କଲା…

ଜଲନ୍ଧର: ପଞ୍ଜାବର ଜଲନ୍ଧରରେ ପୁଲିସ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମ ପରେ ବହୁ ମାତ୍ରାରେ ନିଶା ଔଷଧ ଜବତ କରାଯାଇଛି । ଏହି ଅପରେସନରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ମଧ୍ୟ ଜଣା ପଡ଼ିଛି । ଅଭିଯୁକ୍ତ ନିଜ ଗାଡ଼ି ସାହାଯ୍ୟରେ ନିଶା ଔଷଧର କାରବାର କରୁଥିବା ବେଳେ କାହାର ଯେମିତି…
ଅଧିକ ଖବର ଦେଖନ୍ତୁ...

ଫିଫା ବିଶ୍ୱକପ୍‌: ଫ୍ରାନ୍ସ ୪-୨ରେ କ୍ରୋଏସିଆକୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ

ମସ୍କୋ: ଫିଫା ବିଶ୍ୱକପ୍‌ର ୨୧ତମ ସଂସ୍କରଣରେ ଫ୍ରାନ୍ସ ଚାମ୍ପିଅନ୍‌ ହୋଇଛି। ଦୀର୍ଘ ୨୦ ବର୍ଷ ପରେ ପୁଣି ଥରେ ସୁନାର ଟ୍ରଫି ହାସଲ କରିଛି। ରୁଷିଆର ରାଜଧାନୀ ମସ୍କୋର ଲୁଜନିକ୍‌ ଷ୍ଟାଡିୟମରେ ରବିବାର ଫାଇନାଲ ମ୍ୟାଚ୍‌ରେ ୪-୨ରେ କ୍ରୋଏସିଆକୁ ପରାସ୍ତ କରି ଏହି ଉପଲବ୍ଧି ହାସଲ କରିଛି। ଏଥି…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ କଳା ଲୁଣ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ୫ଟି ଫାଇଦା

ସୁସ୍ଥ ରହିବା ପାଇଁ ଲୋକମାନେ ଯୋଗ ବ୍ୟାୟାମ ବା ଜିମ୍‌ ଯାଇଥାନ୍ତି । କିନ୍ତୁ ସବୁ ପରେ ବି ଲୋକମାନେ କିଛି ରୋଗରେ ଆକ୍ରାନ୍ତ ହୋଇଯାଆନ୍ତି । ହେଉଥିବା ଏହି ସମସ୍ୟାର ନିଜକୁ ଦୂରରେ ରଖିବା ପାଇଁ ଆପଣମାନେ ଖାଲି ପେଟରେ କଳା ଲୁଣ ପାଣି ପିଇ ପାରିବେ । ପ୍ରତିଦିନ ସକାଳେ ଗୋଟେ ଗ୍ଲାସ ଉଷୁମ…
ଅଧିକ ଖବର ଦେଖନ୍ତୁ...

୧୩ଫୁଟ ଲମ୍ବା ବାଇକ୍‌ ତିଆରି କରି ଚର୍ଚ୍ଚାରେ ବେଙ୍ଗାଲୁରୁ ଯୁବକ, ଜାଣନ୍ତୁ କ’ଣ ରହିଛି ଖାସ୍‌…

ବେଙ୍ଗାଲୁରୁ: ଆଜିକାଲିକାର ଜନଗହଳିପୂର୍ଣ୍ଣ ରାସ୍ତାରେ ୧୩ଫୁଟ ଲମ୍ବାର ଏକ ବାଇକ୍‌ ଚଲାଇବା କଥା ଆପଣ କେବେ ଭାବିଛନ୍ତି କି? କିନ୍ତୁ ବେଙ୍ଗାଲୁରୁର ଜଣେ ଯୁବକ ଏହି କଥା ଭାବିବା ସହ ନିଜ ପାଇଁ ୧୩ଫୁଟର ଏକ ଲମ୍ବା ବାଇକ୍‌ ତିଆରି କରିଛନ୍ତି । ଏହାର ଲମ୍ବା କୌଣସି କାର୍‌ର ଲମ୍ବା ସହ ସମାନ ବୋଲି…
ଅଧିକ ଖବର ଦେଖନ୍ତୁ...

ଟ୍ରାଏଲ ରୁମ୍‌ରେ ଲାଗିଥିବା ହିଡେନ କ୍ୟାମେରାରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ଲୋକମାନେ ଖାସ୍‌ କରି ଯୁବତୀମାନେ କୌଣସି ବି ଜିନିଷ କିଣିବା ପୂର୍ବରୁ ଟ୍ରାଏଲ ରୁମ୍‌ ଯାଇ ତାହାର ଫିଟ୍‌ ଠିକ୍‌ ହେଉଛି ନାହିଁ ଦେଖିଥାନ୍ତି । କିନ୍ତୁ ଆଜିକାଲି ପୋଷାକ ଦୋକାନରେ ଲାଗୁଥିବା ହିଡ଼େନ୍‌ କ୍ୟାମେରା ପାଇଁ କିଛି ଲୋକ ଡ଼ରରେ ଟ୍ରାଏଲ ରୁମ୍‌କୁ ଯାଆନ୍ତି ନାହିଁ । ଏ ନେଇ ଆପଣମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସ୍କୁଲର ରୋଷେଇ ଘରୁ ହଠାତ୍‌ ବାହାରିଲା ୨ଟି ନାଗ ସାପ, ଗୋଟିଏକୁ କାବୁ କରୁ କରୁ ବହାରିଲେ ୬୦ଟି ବିଷାକ୍ତ ନାଗ ସାପ

ହିଙ୍ଗୋଲି(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ ଥିବା ଏକ ସ୍କୁଲର ରୋଷେଇ ଘରୁ ଉଦ୍ଧାର କରାଯାଇଛି ୬୦ଟି ବିଷାକ୍ତ ସାପ । ରୋଷେଇ ଚାଲୁଥିବା ବେଳେ ହଠାତ୍‌ ସାପ ବାହାରିବାକୁ ଲାଗିଥିଲେ । ଏ ନେଇ ସ୍କୁଲର ଛାତ୍ର-ଛାତ୍ରୀ ଏବଂ ସ୍କୁଲ କର୍ମଚାରୀମାନଙ୍କୁ ସୂଚନା ମିଳିବା ପରେ ସମସ୍ତଙ୍କର ହୋସ ଉଡ଼ି…
ଅଧିକ ଖବର ଦେଖନ୍ତୁ...