Daily Archives

July 16, 2018

ଆମ୍ବି ଭ୍ୟାଲିର ଅପରେସନ ଆରମ୍ଭ ଲାଗି ସାହାରାକୁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ : ସୁବ୍ରତ ରାୟଙ୍କ କମ୍ପାନି ସାହାରା ଇଣ୍ଡିଆ କୁ ସୁପ୍ରିମ କୋର୍ଟରୁ ଏକ ବଡ଼ ଆଶ୍ୱସ୍ଥି ମିଳିଛି । ସାହାରାର ଆମ୍ବି ଭ୍ୟାଲିର ସରକାରୀ ରିସିଭର ଓ ଲିକ୍ୱିଡେଟର ପ୍ରତ୍ୟାହାର ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆମ୍ବି ଭ୍ୟାଲିର ସବୁ କାଗଜପତ୍ର କମ୍ପାନିକୁ ଫେରାଇବା ପାଇଁ କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଦଶକା ଦମ୍‌ : ପ୍ରତିଯୋଗୀଙ୍କ ପାଇଁ ଶିଳ୍ପା ସେଟ୍ଟୀଙ୍କୁ ଫୋନ କଲେ ସଲମାନ,ଏହା ଥିଲା କାରଣ

ମୁମ୍ବାଇ : ଏବେ ସଲମାନ ଫିଲ୍ମଠାରୁ କିଛି ସମୟ ନିଜକୁ ଦୂରରେ ରଖି ସୋନି ଟିଭିରେ ପ୍ରସାରିତ ହେଉଥିବା ଗେମ୍‌ ସୋ’ ଦଶ୍‌ କା ଦମ୍‌ରେ ବ୍ୟସ୍ତ ଅଛନ୍ତି । ଶେଷଥର ପାଇଁ ସଲମାନଙ୍କୁ ଫିଲ୍ମ ‘ରେସ୍‌-୩’ରେ ଦର୍ଶକେ ଦେଖିବାକୁ ପାଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଏତେ ସଫଳତା ପାଇ ପାରି ନଥିଲା ।…
ଅଧିକ ଖବର ଦେଖନ୍ତୁ...

ପ୍ରେମିକ ସହ ନ କରି ଅନ୍ୟ ସ୍ଥାନରେ ବିବାହ କରାଉଥିବାରୁ କୂଅକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ, ପରିବାର ଲୋକେ ବଞ୍ଚାଇବା ପରେ…

ଶାହାଜାହାନ୍‌ପୁର : ନିଜ ପ୍ରେମିକକୁ ବିବାହ କରିବାର ଜିଦ୍‌ ପାଇଁ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ପୀଡ଼ିତାା ପ୍ରଥମେ କୁଅକୁ ଡ଼େଇଁ ଆତ୍ମହତ୍ୟା କରିବାର ଉଦ୍ୟମ ବିଫଳ ହେବା ପରେ ଗୋଟିଏ ଦିନରେ ସେ ପୁଣି ଥରେ ବିଷ ପିଇ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । କିନ୍ତୁ ଦୁଇ ଥର ଯାକ ପୀଡ଼ିତାଙ୍କ…
ଅଧିକ ଖବର ଦେଖନ୍ତୁ...

ବର୍ଷାଦିନେ ଖାଆନ୍ତୁ ଏହି ୪ଟି ଫଳ,ହେବ ନାହିଁ କୌଣସି ଶାରୀରିକ ସମସ୍ୟା

ବର୍ଷାଦିନ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହି ଋତୁରେ ଚାରିଆଡ଼ ସବୁଜ ଦେଖାଯିବା ସହ ବର୍ଷାର ମଜା ଉଠାଇବା ପାଇଁ ଲୋକମାନେ ବାହାରକୁ ବୁଲି ଯାଇଥାନ୍ତି । କିନ୍ତୁ ବର୍ଷାରେ ଅଧିକ ବାହାରେ ବୁଲିବା ଦ୍ୱାରା କୌଣସି ବି ରୋଗର ଜୀବାଣୁ ଆପଣଙ୍କୁ ଖୁବ୍‌ ସହଜରେ ଆକ୍ରମଣ କରିଥାଏ । ଏହି ସମୟରେ ଭୁଲ…
ଅଧିକ ଖବର ଦେଖନ୍ତୁ...

‘ପ୍ୟାଡ୍‍ମ୍ୟାନ୍‌’ ଫିଲ୍ମରୁ ଅନୁପ୍ରାଣିତ ହୋଇ ଦୁଇ ସାଙ୍ଗ ଗଢ଼ିଲେ ପ୍ୟାଡ୍‍ଗ୍ୟାଙ୍ଗ୍‌,ମୋର ଫିଲ୍ମ କରିବା ସଫଳ ହୋଇଛି…

ଜଲନ୍ଧର : ବଲିଉଡ୍‌ରେ ଏମିତି ଅନେକ ଫିଲ୍ମ ତିଆରି ହୋଇ ସାରିଛି ଯାହା ସମାଜରେ ବାସ କରୁଥିବା ଲୋକମାନଙ୍କୁ ସଚେତନ କରାଇଛି । ଫିଲ୍ମକୁ ଦେଖି ଲୋକମାନଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସୁଥିବାରୁ କିଛି ନିର୍ଦ୍ଦେଶକ ସମାଜରେ ଥିବା ଅସୁବିଧାକୁ ନିଜ ଫିଲ୍ମ ମାଧ୍ୟମରେ ଦର୍ଶାଉଛନ୍ତି । ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ସଲମାନ୍‌ ଲୁଚି ଲୁଚି ଦେଖୁଥିଲେ ଜାହ୍ନବୀଙ୍କ ନାଚ, ଯାହାକୁ ଭାବି ଏବେ ବି ଲାଜେଇ ଯାହାନ୍ତି ଜାହ୍ନବୀ

ମୁମ୍ବାଇ : କିଛି ଦିନ ହେବ ଅଭିନେତ୍ରୀ ଜାହ୍ନବୀ କପୁର ଜୁଲାଇ୨୦ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଧଡ଼କ’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଗୀତ ଏବଂ ଟ୍ରେଲର ଏବେ ଚର୍ଚ୍ଚାରେ ରହିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି । ଏବେ ଫିଲ୍ମର ମୁଖ୍ୟ କଳାକାର…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ଏକ ସାଙ୍ଗରେ ବିବାହ କଲେ ୨୧୦ ଯୁବକଯୁବତୀ

ଶ୍ରୀନଗର : କଶ୍ମୀରରେ ଏକ ବିଶାଳ ଗଣବିବାହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୧୦୫ ଯୋଡ଼ି ଯୁବକଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ରବିବାର ଶ୍ରୀନଗରରେ ଥିବା ଅମର ସିଂ କ୍ଲବରେ ଏହି ବିବାହ ଅନୁଷ୍ଠିତ ହୋଇଥିବା ଜଣା ପଡ଼ିଛି । ଅଧିକ ଜାକଜମକ ଓ ଆଡମ୍ବର ନ କରି ସାଧାରଣ ଭାବେ ବିବାହ…
ଅଧିକ ଖବର ଦେଖନ୍ତୁ...

ଘରୁ ନକାରାତ୍ମକ ଶକ୍ତିକୁ ଦୂରରେ ରଖିବା ପାଇଁ ପ୍ରତିଦିନ କରନ୍ତୁ ଏହି ୪ଟି ଛୋଟ କାମ

ଘରେ ରଖାଯାଇଥିବା ଜିନିଷର ପ୍ରଭାବ ଘର ଲୋକଙ୍କ ଉପରେ ପଡ଼ିଥାଏ । କିଛି ଜିନିଷର ଭଲ ପ୍ରଭାବ ରହିଥିବା ବେଳେ କିଛି ଜିନିଷର ଖରାପ ପ୍ରଭାବ ରହିଥାଏ । ଘରୁ ନ କାରାତ୍ମକ ଶକ୍ତିକୁ ଦୂର କରିବା ପାଇଁ ଲୋକମାନେ ଅନେକ ଉପାୟ ଆପଣାଇଥାନ୍ତି । କିଛି ଲୋକ ବାସ୍ତୁଶାସ୍ତ୍ର ଅନୁଯାୟୀ ନିଜ ଘରକୁ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଝଗଡ଼ାରୁ ଘର ଛାଡ଼ି ଚାଲି ଯାଇଥିଲା ସ୍ତ୍ରୀ, ୫ ଦିନ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ରାଗରେ ନିଜକୁ ବୋମାରେ ଉଡ଼ାଇଲା ସ୍ୱାମୀ

ଉଦୟପୁର : ଉଦୟପୁରର ଗୋବର୍ଦ୍ଧନ ବିଲାସ ଥାନା ଅଞ୍ଚଳରେ ଶନିବାର ଘଟିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ତ୍ରୀ ଘରୁ ରାଗରେ ଚାଲି ଯାଇଥିବା ବେଳେ ୫ ଦିନ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଏହି ରାଗରେ ମୃତ ସ୍ୱାମୀ ନିଜକୁ ବୋମାରେ ଉଡ଼ାଇ ଦେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ଏହି ଫିଲ୍ମ ଦେଖିବା ପରେ ତାଙ୍କୁ ଖରାପ ଲାଗିବାରୁ ମା’ଙ୍କ ଠାରୁ ୩ ଦିନ ଦୂରରେ ରହିଥିଲେ ଜାହ୍ନବୀ

ମୁମ୍ବାଇ : ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ପାଖାପାଖି ୫୦୦ଟି ଫିଲ୍ମ କରିଥିବା ବେଳେ ସୁପରଷ୍ଟାର ବନିବାରେ ସଫଳ ହୋଇଥିଲେ । ସେ ଆଜି ଧରାପୃଷ୍ଠରେ ନଥାଇ ମଧ୍ୟ ତାଙ୍କ ଅଭିନୟର ଛାପ ସେ ସମସ୍ତଙ୍କ ମନରେ ଛାଡ଼ି ଯାଇଛନ୍ତି । ଆଜି ବି ଲୋକେ ତାଙ୍କୁ ତାଙ୍କ ଅଭିନୟ ପାଇଁ ମନେ…
ଅଧିକ ଖବର ଦେଖନ୍ତୁ...