Daily Archives

July 18, 2018

ଏନ୍‌କାଉଣ୍ଟରରେ ମହିଳା ନକ୍ସଲ ନିହତ, ଆଇଜି କହିଲେ ନକ୍ସଲ ଆତ୍ମସମର୍ପଣ କରନ୍ତୁ ନହେଲେ ମାରି ଦିଆଯିବ

ରାୟପୁର: ଛତିଶଗଡ଼ର ରାଜନନ୍ଦଗାଓ ଜଙ୍ଗଲରେ ବୁଧବାର ଜଣେ ମହିଳା ନକ୍ସଲଙ୍କ ମୃତ୍ୟୁ ଘଟିଛି। ପୁଲିସ କହିବା ଅନୁସାରେ ଜରିନା ନାମରେ ଜଣେ ମହିଳା ନକ୍ସଲକୁ ନିହତ କରାଯାଇଛି। ଆଇଟିବିପି ଓ ଛତିଶଗଡ଼ ପୁଲିସର ଯୁଗ୍ମ ଏନ୍‌କାଉଣ୍ଟରରେ ୫ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଥିବା ମହିଳା ନକ୍ସଲକୁ ନିହତ…
ଅଧିକ ଖବର ଦେଖନ୍ତୁ...

ହଜ ଯାତ୍ରୀଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ଡେବିଟ କାର୍ଡ ବାହାର କଲା ଏଚଡିଏଫସି ବ୍ୟାଙ୍କ

ଭୁବନେଶ୍ୱର: ହଜ୍‌ ଯାତ୍ରାରେ ବାହାରିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସାରା ଓଡ଼ିଶାରେ ଥିବା ଶାଖାଗୁଡ଼ିକରେ ହଜ୍‌ ଉମରାହ ଫୋରେକ୍ସ ପ୍ଲସ୍‌ କାର୍ଡ ପ୍ରଦାନ କରାଯାଉଛି। ରାଜ୍ୟରେ ଥିବା ବ୍ୟାଙ୍କର ୧୪୩ ଟି ଶାଖା ମଧ୍ୟରୁ ଯେକୌଣସି ଶାଖାରୁ ଓ ଭୁବନେଶ୍ୱରରେ ଥିବା ହଜ୍‌…
ଅଧିକ ଖବର ଦେଖନ୍ତୁ...

ଟିକେଟ ବିକ୍ରି ହୋଇ ସାରିଥିବା ବେଳେ ଠିକ୍‌ ସମୟରେ ଟଙ୍କା ନ ମିଳିବାରୁ ସୋ’କୁ ରଦ୍ଦ କଲେ ମଲ୍ଲାଇକା

ମୁମ୍ବାଇ: ନିଜର ଫ୍ୟାସ୍‌ନ ସେନ୍ସ ଏବଂ ଫିଟ୍‌ନେସ୍‌ ପାଇଁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି ମଲ୍ଲାଇକା ଆରୋରା । ତାଙ୍କୁ ଅନେକ ଫ୍ୟାସନ ଇଭେଣ୍ଟମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାଏ । ଏତେ ବର୍ଷ ବୟସରେ ମଧ୍ୟ ସେ ନିଜକୁ ଯେପରି ଫିଟ୍‌ ରଖିଛନ୍ତି ତାକୁ ନେଇ ଅନେକ ଅନୁପ୍ରାଣିତ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ହରିୟାଣାରେ ରହିଛି ଏକ ଏପରି ସ୍କୁଲ ଯେଉଁଠି ଗୋଟେ ଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଶିକ୍ଷକ! ଜାଣନ୍ତୁ କେତେ ଦରମା…

ଚଣ୍ଡିଗଡ଼ : ହରିୟାଣାରେ ରେଓ୍ଵାରି ସହରରେ ଥିବା ଲୁଖି ଗ୍ରାମରେ ରହିଛି ଏକ ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ । ଯେଉଁଠି ସବୁ ସ୍କୁଲ ଭଳି ସ୍କୁଲ ଘର ରହିଛି । ସ୍କୁଲରେ ମିିଳୁଥିବା ସବୁ ସୁବିଧା ମଧ୍ୟ ଏହି ସ୍କୁଲରେ ରହିଛି । କିନ୍ତୁ ଏହି ସ୍କୁଲରେ ଗୋଟେରୁ ଅଧିକ ଛାତ୍ରୀ ନଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି ଆରମ୍ଭ

ପୁରୀ: ଆରମ୍ଭ ହେଲା ହେରାପଞ୍ଚମୀ ନୀତି ଶ୍ରୀ ମନ୍ଦିରରୁ ମାଉସୀ ମା ଘର ଅଭିମୁଖେ ବାହାରିଲେ ମହାଲକ୍ଷ୍ମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ସାଙ୍ଗରରେ ନ ନେଇ ଭାଇ ଭଉଣୀଙ୍କ ସହ ଜଗନ୍ନାଥ ମାଉସୀ ଘରକୁ ଚାଲି ଆସିଥିଲେ, ଏଥି ପାଇଁ ଅଭିମାନିନୀ ମହାଲକ୍ଷ୍ମୀ ଜଗନ୍ନାଥଙ୍କ ରଥ ଭାଙ୍ଗିବା ପାଇଁ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ବୟସରୁ ନିଜ ଜନ୍ମ ଦିନରେ ଏହି ଖାସ୍‌ କାମ କରି ଆସୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଆଜି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କାଙ୍କ ଜନ୍ମଦିନ । ଆଜି ସେ ୩୬ ବର୍ଷରେ ପାଦ ରଖିଥିବା ବେଳେ ତାଙ୍କ ଜନ୍ମଦିନରେ ଅନେକ ବଡ଼ ବଡ଼ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ, ସବୁଠାରୁ ଖାସ୍‌ କଥା ହେଲା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଜନ୍ମ ପରେ ଦୁଇ ହାତ ଠିକ୍‌ ଭାବରେ ବଢ଼ି ନଥିବାରୁ ଗୋଡ଼ରେ ଚିତ୍ର ଆଙ୍କୁଥିଲେ ରିତିକ୍‌, ଏବେ କୃତ୍ରିମ ଅଙ୍ଗ ଲଗାଇବାରେ…

ନୂଆଦିଲ୍ଲୀ: କଥାରେ ଅଛି ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ । ଏହି କଥାଟିକୁ ସତ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ରିତିକ୍‌ । ନିଜର ଦୁଇ ହାତ ନଥାଇ ମଧ୍ୟ ସେ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି । ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ରିତିକ୍‌ଙ୍କ ଜନ୍ମ ଅକ୍ଟୋବର ୧୮, ୨୦୦୦ମସିହାରେ ହୋଇଥିଲା । ଜନ୍ମ…
ଅଧିକ ଖବର ଦେଖନ୍ତୁ...

ଓ୍ଵାକ୍ସିଙ୍ଗ କରିବା ପଡ଼ିଲା ମହଙ୍ଗା: ଓ୍ଵାକ୍ସିଙ୍ଗ କରିବା ପରେ ଲାଲ ପଡ଼ିଗଲା ପରଦା ଉପରେ କପିଲ ଶର୍ମାଙ୍କ ସ୍ତ୍ରୀ…

ମୁମ୍ବାଇ: କମେଡ଼ି ନାଇଟ୍‌ସ ଉଇଥ୍‌ କପିଲରେ କପିଲଙ୍କ ସ୍ତ୍ରୀଙ୍କ ଭୂମିକାରେ ନଜର ଆସିଥିଲେ ସୁମୋନା ଚକ୍ରବର୍ତ୍ତୀ । ଏହି କମେଡ଼ି ସୋ’ ଜରିଆରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଲୋକପ୍ରିୟ ହୋଇ ପାରିଥିଲେ । ତେବେ ଏବେ ତାଙ୍କୁ ନେଇ ଏକ ନୂଆ କଥା ସାମ୍ନାକୁ ଆସିଛି ।…
ଅଧିକ ଖବର ଦେଖନ୍ତୁ...

ସହରର କେଉଁ ଅଞ୍ଚଳରେ ରାସ୍ତା ଜାମ୍‌ ରହିଛି ତାହା ଜଣାଇବ ଫେସ୍‌ବୁକ୍‌ ଏବଂ ହ୍ଵାଟ୍‌ସଆପ୍‌, ଜାଣନ୍ତୁ କିପର…

ଏହ୍ଲାବାଦ୍‌: ଆଜିକାଲି ଟ୍ରାଫିକ ସମସ୍ୟା ଯୋଗୁଁ ରାସ୍ତା ଜାମ୍‌ ରହିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । ଲୋକସଂଖ୍ୟା ବଢ଼ିବା ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯେଉଁଥି ପାଇଁ ପ୍ରତି ୫୦୦ମିଟର ପରେ ରାସ୍ତା ଜାମ୍‌ ରହୁଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଲୋକମାନଙ୍କୁ ନିଜର…
ଅଧିକ ଖବର ଦେଖନ୍ତୁ...

ର‍୍ୟାମ୍ପ୍‌ରେ କ୍ୟାଟ୍‌ଓ୍ଵାକ୍‌ କରିବା ସମୟରେ ନିଜ ଶିଶୁ କନ୍ୟାକୁ ସ୍ତନ୍ୟପାନ କରାଇ ବିବାଦରେ ମଡ଼େଲ, ଦେଖନ୍ତୁ…

ନୂଆଦିଲ୍ଲୀ: ଏଇ କିଛି ଦିନ ହେବ ଜଣେ ମଡ଼େଲଙ୍କ ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡ଼ିଆରେ ହଙ୍ଗାମା ମଚାଇଛି । ଏହାର କାରଣ ହେଉଛି ଜଣେ ମଡ଼େଲ ର‍୍ୟାମ୍ପ୍‌ ଉପରେ ନିଜର ୫ମାସର ଶିଶୁ କନ୍ୟାକୁ ସ୍ତନ୍ୟପାନ କରାଇବା ଅବସ୍ଥାରେ କ୍ୟାଟ୍‌ଓ୍ଵାକ୍‌ କରିଥିଲେ । ଯାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଳଟିଛି…
ଅଧିକ ଖବର ଦେଖନ୍ତୁ...