Daily Archives

July 21, 2018

ନାବାଳିକାକୁ ଗଣଦୁଷ୍କର୍ମ ମାମଲା: ବର୍ଷେ ଟ୍ରାଫିକ୍‌ ସେବା ଯୋଗାଇବ ଅଭିଯୁକ୍ତ ନାବାଳକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଜଣେ ବାଳିକାକୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନାବାଳକକୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଅଭିଯୁକ୍ତ ନାବାଳକ ଗୋଟିଏ ବର୍ଷ ଟ୍ରାଫିକ ସେବା ଯୋଗାଇବ ବୋଲି ଜୁଭେଲାଇନ ଜଷ୍ଟିସ ବୋର୍ଡର ମୁଖ୍ୟ ଅଭିଜିତ୍‌ ପଲେଇ ରାୟରେ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଅଧାରୁ ପାଠ ଛାଡ଼ୁଥିବା ସୁରେଶଙ୍କ ଛୋଟ ଜଳଖିଆ ଦୋକାନ ଏବେ ୩୦୦ କୋଟିର ସଂଗୀତା ରେସ୍ତୋରାଁ ଚେନ୍‌ ! ଜାଣନ୍ତୁ କେମିତି…

ଚେନ୍ନେଇ : ୩୪ ବର୍ଷ ତଳେ ସ୍କୁଲ୍‌ ପାଠ ଅଧାରୁ ଛାଡ଼ି ଦେଇଥିବା ପି ସୁରେଶ ଦକ୍ଷିଣ ଭାରତୀୟ ଖାଦ୍ୟ ମିଳୁଥିବା ଏକ କ୍ଷୁଦ୍ର ଜଳଖିଆ ଦୋକାନ(ଉଡୁପି ରେଷ୍ଟୁରାଣ୍ଟ) ଆରମ୍ଭ କରିଥିଲେ। ବିଶ୍ୱାସ ନ ହେଲେ ବି କଥାଟି ସତ, ଏବେ ତାଙ୍କର ଏହି ଛୋଟ ବ୍ୟବସାୟ ୩୦୦ କୋଟି ଟଙ୍କାର କାରବାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର୍‌ ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ୧୧୧ ଯାତ୍ରୀ

ଚେନ୍ନାଇ: ମୁମ୍ବାଇରୁ ଉଡ଼ାଣ ଭରିଥିବା ଚେନ୍ନାଇର ଏୟାର ଇଣ୍ଡିଆ ବିମାନକୁ ଚେନ୍ନାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶନିବାର ଅଚାନକ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିିଛି। କ୍ରିୟୁ ମେମ୍ବରଙ୍କ ବ୍ୟତୀତ ବିମାନରେ ସମୁଦାୟ ୧୧୧ ଜଣ ଯାତ୍ରୀ ଥିଲେ। ବୈଷୟିକ ଅସୁବିଧା ହେତୁ ଏପରି ହଠାତ ଅବତରଣ…
ଅଧିକ ଖବର ଦେଖନ୍ତୁ...

ଶିଶୁଙ୍କୁ ‘ନା’ କହିବା ମନା; ନିଜ ପିଲାର ଲାଳନପାଳନ ଏପରି କରନ୍ତୁ

ଆପଣଙ୍କ ଘରେ ଯଦି ପିଲାଟିଏ ଥାଏ ତେବେ ଆପଣ ତା’ର କୌତୂକିଆ କାମରେ ସନ୍ତୋଷ ଲାଭ କରିବା ସହ ଏପରି କିଛି କାମରେ ବିରକ୍ତ ଭାବ ବି ପ୍ରକାଶ କରୁଥିବେ ନିଶ୍ଚୟ। ମାତ୍ର ମନେ ରଖନ୍ତୁ, ଆପଣଙ୍କ ବିରକ୍ତ ଭାବ ଆପଣଙ୍କ ପିଲାର ଭବିଷ୍ୟତ ଅନ୍ଧକାରମୟ କରିପାରେ। ପିଲାଟି ନକାରାତ୍କମ ଚିନ୍ତାଧାରାର…
ଅଧିକ ଖବର ଦେଖନ୍ତୁ...

ବର୍ଷା ବିତ୍ପାତ: ସୋରଡ଼ାରେ ଭାସିଲେ ଯୁବକ, ସମ୍ବଲପୁର ମେଡିକାଲରେ ପଶିଲା ବନ୍ୟା ଜଳ

ଭୁବନେଶ୍ୱର: ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇ ଲଗାଣ ବର୍ଷା ହେବା ଫଳରେ ରାଜ୍ୟର ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଞ୍ଜାମ ଜିଲ୍ଲାର ସୋରଡ଼ା ପଞ୍ଚାୟତର ଲୁଣିସରା ନିକଟରେ ବସ୍‌ରୁ ଓହ୍ଲାଇ ଯାଉଥିବା ସମୟରେ କଳିଆ ନାଏକ(୩୫) ବେଲପା ନିଦୀରେ ଭାସି ଯାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଅନୁଷ୍କାଙ୍କ ସହ ସେଲ୍‌ଫି ସେୟାର କଲେ ବିରାଟ; ଲେଖିଲେ ଏପରି କ୍ୟାପ୍‌ସନ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ ତାରକା ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ନିଜର ଆଉ ଏକ ସେଲ୍‌ଫି ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଏହି ଫଟୋଟି ଭାଇରାଲ୍‌ ହୋଇଛି ବୋଲି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଶୁକ୍ରବାର ରାତିରେ ବିରାଟ ଏହି ଫଟୋଟି ଅପ୍‌ଲୋଡ କରିଥିବା ବେଳେ ଗୋଟିଏ ରାତି…
ଅଧିକ ଖବର ଦେଖନ୍ତୁ...