Daily Archives

July 22, 2018

ବାହୁଡା ଯାତ୍ରା ଦେଖିବାକୁ ଆସୁଥିବା ବେଳେ ଅଘଟଣ, ଅଟୋ ଓଲଟି ୧୯ ଶିଶୁ ସମେତ ୩୦ ଆହତ

ନବରଙ୍ଗପୁର: ପାପଡାହାଣ୍ଡି ବ୍ଲକର ଚିଙ୍ଗୁଡିସର ନିକଟରେ ରବିବାର ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୧୯ ଜଣ ଶିଶୁ ସମେତ ୩୦ ଜଣ ଆହତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଶିଶୁର ଅବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ମେଡିକାଲରୁ କୋରାପୁଟ ମେଡିକାଲକୁ ପଠାଯାଇଛି। ପାପଡାହାଣ୍ଡିରେ ହେଉଥିବା…
ଅଧିକ ଖବର ଦେଖନ୍ତୁ...

ପଟ୍ଟାମୁଣ୍ଡାଇ : ରଥ ଚଢ଼ିଯିବାରୁ ଜଣେ ଭକ୍ତଙ୍କର ମୃତ୍ୟୁ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇଠାରେ ଶ୍ରୀପତିତପାବନ ଜିଉଙ୍କ ରଥ ଟଣା ବେଳେ ଘଟିଛି ଏକ ଅଘଟଣ। ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ସମୟରେ ରଥ ଚଢ଼ିଯିବାରୁ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଅଳଭା ଗ୍ରାମର ନିରଞ୍ଜନ ଜେନା। ପୋଲିସ ଖବର ପାଇ ମୃତ ଦେହ ଜବତ କରିଛି।…
ଅଧିକ ଖବର ଦେଖନ୍ତୁ...

୮ବର୍ଷ ପରେ ପରଦା ଉପରେ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି ଅଭିଷେକ-ଐଶ୍ୱର୍ଯ୍ୟା, ଏହି ଫିଲ୍ମରେ ଆସିବେ ନଜର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଏକା ସାଙ୍ଗରେ ପରଦା ଉପରେ ୨୦୧୦ମସିହାରେ ଦର୍ଶକେ ଦେଖିବାକୁ ପାଇଥିଲେ । ଅସଲ ଜୀବନରେ ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଥିଲେ ମଧ୍ୟ ୨୦୧୦ ପରଠାରୁ ଦୁହିଁଙ୍କର ଏକା ସାଙ୍ଗରେ କୌଣସି ଫିଲ୍ମ ଆସି ନଥିଲା । ଏହା ସହ…
ଅଧିକ ଖବର ଦେଖନ୍ତୁ...

ଜମ୍ପସୁଟ୍‌ ପିନ୍ଧି ସିବିଏସ୍‌ଇ ନେଟ୍‌ ପରୀକ୍ଷା ଦେବାକୁ ଯାଇଥିଲେ ଛାତ୍ରୀ, ପୋଷାକୁ ଦେଖି ପରୀକ୍ଷାରେ ବସିବାକୁ ଦେଲେ…

ନୂଆଦିଲ୍ଲୀ: ଜମ୍ପସୁଟ୍‌ ପିନ୍ଧ ପରୀକ୍ଷା ଦେବାକୁ ଯାଇଥିବାରୁ ଦିଲ୍ଲୀରେ ଜଣେ ଛାତ୍ରୀଙ୍କୁ କର୍ତ୍ତୃପକ୍ଷ ପରୀକ୍ଷାରେ ବସିବାକୁ ନ ଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ ମନା କରି ଘରକୁ ଯିବା ପାଇଁ କହିବାରୁ ଛାତ୍ରୀଜଣଙ୍କ ଘରକୁ ଆସି ନିଜ ସହ…
ଅଧିକ ଖବର ଦେଖନ୍ତୁ...

କେବଳ ରୋଷେଇ ଘର ଏବଂ ମନ୍ଦିର ବାହାରେ ନୁହେଁ, ଏହି ସବୁ ଜାଗାରେ ମଧ୍ୟ ବାହାରେ ରଖନ୍ତୁ ଜୋତା

ପୁରୁଣା ପରମ୍ପରା ଅନୁଯାୟୀ ଜୋତା ବା ଚପଲ ସବୁବେଳେ ଘରର ବାହାରେ ରଖିବା ଦରକାର । କିନ୍ତୁ ଆଜିକାଲି ଲୋକମାନେ ବାହାରେ ପିନ୍ଧୁଥିବା ଚପଲକୁ ଘର ବାହାରେ ନ ରଖି ଭିତରକୁ ନେଇ ଆସୁଛନ୍ତି । ଯାହା ଦ୍ୱାରା ଘରେ ବିଭିନ୍ନ ରୋଗର ବ୍ୟାକ୍ଟେରିଆ ଖୁବ୍‌ ସହଜରେ ପ୍ରବେଶ କରି ପାରୁଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମହାନଦୀରେ ସମ୍ଭାବିତ ବନ୍ୟା: ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ଏସ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମହାନଦୀ ଓ ଏହାର ଶାଖାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କଟକ, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବା ପାଇଁ ସ୍ୱତନ୍ତ୍ର ରିଲିଫ…
ଅଧିକ ଖବର ଦେଖନ୍ତୁ...

ବ୍ୟାଡ଼୍‍ମିଣ୍ଟନ କ୍ଲବର ୩ଟି ଲକରରୁ ୧୪କୋଟି ଟଙ୍କା ସହ ମିଳିଲା ୫୦୦କୋଟି ସଂପତ୍ତିିର କାଗଜପତ୍ର, ଲକରର ମାଲିକ ନ…

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଥିବା ଏକ ବ୍ୟାଡ଼୍‍ମିଣ୍ଟନ କ୍ଲବ୍‌ରୁ ୧୪କୋଟି ଟଙ୍କା ସହ ୫୦୦କୋଟି ସଂପତ୍ତିର କାଗଜପତ୍ର ମିଳିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ୟାଡ଼୍‍ମିଣ୍ଟନ କ୍ଲବ୍‌ରେ ଥିବା ଲକରରୁ ୭.୮କୋଟି ଟଙ୍କାର ହୀରା ଏବଂ ସୁନା ମିଳିଥିବା ବେଳେ ନଗଦ ୫.୭ କୋଟି ଟଙ୍କା…
ଅଧିକ ଖବର ଦେଖନ୍ତୁ...

ମୋଦି ସରକାରଙ୍କ ଏହି ନିଷ୍ପତ୍ତି ସଂପର୍କରେ ଜାଣିବା ପରେ ପ୍ରଶଂସାର ସୁଅ ଛୁଟାଇଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: କିଛି ଦିନ ତଳେ ଅକ୍ଷୟ କୁମାର ବିଜେପି ଦଳରୁ ୨୦୧୯ର ନିର୍ବାଚନ ଲଢ଼ିବେ ବୋଲି ଖବର ଆସିଥିଲା । ଏବେ ସେ ବିଜେପି ଦଳର ମୁଖ୍ୟ ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିବା ଜଣା ପଡ଼ିଛି । ନରେନ୍ଦ୍ର ମୋଦି ଶନିବାର ନେଇଥିବା ନିଷ୍ପତ୍ତି ଉପରେ ଖୁସି ହୋଇ ଅକ୍ଷୟ କୁମାର ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

୨୫ ସପ୍ତାହ ଗର୍ଭବତୀ ରହିବା ପରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା, ଭାରତରେ ଏହା ପ୍ରଥମ

ନୂଆଦିଲ୍ଲୀ : ସାଧାରଣତଃଭାବେ ଶିଶୁଟି ମା’ ପେଟରେ ୧୦ମାସ ୧୦ଦିନ ରହିବା ପରେ ଜନ୍ମଗ୍ରହଣ କରିଥାଏ । ଏହି ସମୟ ମଧ୍ୟରେ ମା’ର ଗର୍ଭରେ ତା’ ଶରୀରର ସଂପୂର୍ଣ୍ଣ ବିକାଶ ହୋଇଥାଏ । କିନ୍ତୁ ଛତିଶଗଡ଼ରେ ରହୁଥିବା ନୀତିକା ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ଛୋଟ ଶିଶୁ କନ୍ୟାକୁ ଜନ୍ମ ଦେଇଥିବା ଜଣା…
ଅଧିକ ଖବର ଦେଖନ୍ତୁ...

୩ଟି କାର୍‌କୁ ପଛପଟୁ ଧକା ଦେବାରୁ ଗିରଫ ହେଲେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା । କିଛି ଦିନ ତଳେ ନିଜର ଏକ ମ୍ୟୁଜିକାଲ ଭିଡ଼ିଓ ପାଇଁ ସେ ଚର୍ଚ୍ଚାରେ ଥିବା ବେଳେ ଏବେ ଏକ ସଡ଼କ ଦୁର୍ଘଟଣା ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସିଦ୍ଧାର୍ଥ । ଶନିବାର ମୁମ୍ବାଇର ଓଶିଓ୍ଵାରା ଅଞ୍ଚଳରେ ସିଦ୍ଧାର୍ଥ ନିଜ କାର୍‌…
ଅଧିକ ଖବର ଦେଖନ୍ତୁ...