Daily Archives

July 23, 2018

ଚିନିକଳ ଆଞ୍ଚଳିକ କୃଷକ ପରିଷଦର ସଂପାଦକଙ୍କୁ ହତ୍ୟା ଅଭିଯୋଗ, ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଚିନିକଳ ଆଞ୍ଚଳିକ କୃଷକ ପରିଷଦର ସଂପାଦକଙ୍କୁ ହତ୍ୟା କରାଯାଇଥିବା ଭଦ୍ରକ ଜିଲ୍ଲାର ଧାମନଗର ଥାନାରେ ସୋମବାର ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଖଗେଶ୍ୱର ସାହୁଙ୍କୁ ରବିବାର ମଧ୍ୟ ରାତିରେ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଆଜି ଅଭିଯୋଗ ଆଣିଛନ୍ତି। ପରିବାର ଲୋକଙ୍କ…
ଅଧିକ ଖବର ଦେଖନ୍ତୁ...

୫୫୦ରୁ ଅଧିକ ଷ୍ଟାର୍ଟଅପକୁ ଅନୁଦାନ ଦେଇଛି ଷ୍ଟାର୍ଟଅପ ଇଣ୍ଡିଆ ହବ୍

ନୂଆଦିଲ୍ଲୀ :     ଜୁନ ମାସ ସୁଦ୍ଧା ଷ୍ଟାର୍ଟଅପ ଇଣ୍ଡିଆ ହବ୍ ଦ୍ୱାରା ୫୫୦ ରୁ ଉର୍ଦ୍ଧ୍ଵ ଷ୍ଟାର୍ଟଅପକୁ ଇନକ୍ୟୁବେସନ ଏବଂ ଅନୁଦାନ ପ୍ରଦାନ କରାଯାଇଛି । ୨,୨୦,୦୦୦ ପଞ୍ଜୀକରଣ ହାସଲ କରାଯାଇଛି ଏବଂ ୧ ଲକ୍ଷରୁ ଅଧିକ ସମସ୍ୟାର ସମାଧାନ କରାଯାଇଛି । ଗତ ମେ’ରେ ଘୋଷଣା କରାଯାଇଥିବା ଷ୍ଟାର୍ଟଅପ…
ଅଧିକ ଖବର ଦେଖନ୍ତୁ...

ଘରକୁ ପିମ୍ପୁଡ଼ିଙ୍କ ଠାରୁ ଦୂରେଇ ରଖିବା ପାଇଁ ଆପଣାନ୍ତୁ ଏ ସବୁ ଉପାୟ

ମୌସୁମୀ ଆସିଲେ ବର୍ଷା ଆସିବା ସହ ଅନେକ ପ୍ରକାରର ସମସ୍ୟା ମଧ୍ୟ ତା’ସହ ଆସିଥାଏ । ବର୍ଷାଦିନେ ଅନେକ ଶାରୀରିକ ସମସ୍ୟା ଉପୁଜୁଥିବା ବେଳେ ଘରେ ପିମ୍ପୁଡ଼ି ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । ଏହି ଦିନ ଘରର ପ୍ରତି କୋଣରେ ପିମ୍ପୁଡ଼ି ହେଉଥିବାର ଆପଣ ଦେଖୁଥିବେ ନିଶ୍ଚୟ । ଖାସ୍‌ କରି ରୋଷେଇ ଘରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ପୁଅ ଥାଉ ଥାଉ ୯୦ବର୍ଷିୟ ମା’ର ଶବକୁ କାନ୍ଧେଇଲେ ଝିଅ ଏବଂ ବୋହୂ,ଏହା ପଛରେ ଥିଲା ଏହି ଭଳି କାରଣ

ବାରଣାସୀ : ରବିବାର ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଉତ୍ତରପ୍ରଦେଶର ବାରଣାସୀ ଜିଲ୍ଲାରେ ୯୦ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଶବକୁ ପୁଅମାନେ କାନ୍ଧେଇବା ଅପେକ୍ଷା ତାଙ୍କ ଝିଅ ଏବଂ ବୋହୂ କାନ୍ଧେଇଥିବା ଦେଖିବାକୁ ମିଳିଥିଲା । ବୃଦ୍ଧାଙ୍କ ଦୁଇ ପୁଅ ସେଠାରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ ଯାଇଥିବା ବେଳେ ଟ୍ରାଫିକ୍‌ରେ ଫସିଲା ଜ୍ୟାକି ଶ୍ରଫ୍‌ଙ୍କ କାର୍‌, ଗାଡ଼ିରୁ ବାହାରି ଭାଙ୍ଗିଲେ ଜାମ୍‌, ଭିଡ଼ିଓ…

ଲକ୍ଷ୍ନୌ : ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ୍‌ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏହା କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ଭାଇରାଲ ହୋଇଥିବା ଏକ ଭିଡ଼ିଓ ପାଇଁ । ଅଭିନେତା ଜ୍ୟାକି ଶ୍ରଫ୍‌ କୌଣସି କାମରେ ଲକ୍ଷ୍ନୌ ଯାଇଥିବା ବେଳେ ତାଙ୍କ ଗାଡ଼ିଟି ଟ୍ରାଫିକ୍‌ରେ ଫସି ଯାଇଥିଲା । ନିଜ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ନୂଆପଡ଼ା: ‘ମୋତ କା କୂଆ’ ଗ୍ୟାଲେରୀରୁ ପଟା ଖସି ଦୁର୍ଘଟଣା, ୮ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ସିନାପାଲି: ରଥଯାତ୍ରା ଅବସରରେ ଏଠାରେ ଚାଲିଥିବା ମୀନାବଜାରରେ ‘ମୋତକି କୁଆ’ ପ୍ରଦର୍ଶନ ଚାଲିଥିବା ବେଳେ ସୋମବାର ରାତି ପ୍ରାୟ ୯ଟାରେ ଏକ ବଡ ଧରଣର ଦୁର୍ଘଟଣା ଘଟିଥିବା ଜଣାପଡିଛି । ନୂଆପଡା ଜିଲ୍ଲାର ସିନାପାଲି ଠାରେ ଶତାଧିକ ଦର୍ଶକ ଗ୍ୟାଲେରୀ ଉପରେ ଥାଇ ‘ମୃତ୍ୟୁର କୂଅ’ରେ ବାଇକ ଓ କାର ରେସ…
ଅଧିକ ଖବର ଦେଖନ୍ତୁ...

ସପ୍ତାହରେ ୪ଦିନ କାମ କରିବା ସହ ୩ ଦିନ ଆରାମ କରିବେ କର୍ମଚାରୀ, ବିଦେଶୀ କମ୍ପାନି ଲାଗୁ କଲା ନିୟମ

ନୂଆଦିଲ୍ଲୀ : ସପ୍ତାହରେ ଗୋଟିଏ ଦିନ ଛୁଟି ପାଉଥିବା କର୍ମଚାରୀମାନେ ସବୁବେଳେ ତାଙ୍କୁ ଆରାମ ପାଇଁ କମ ସମୟ ମିଳୁଥିବାର ଅଭିଯୋଗ କରି ଆସିଛନ୍ତି । ଦିନଟିଏ ଛୁଟି କେମିତି ବିତି ଯାଉଛି ତାହା ଜଣା ପଡ଼ୁ ନାହିଁ ବୋଲି ଅନେକ କହନ୍ତି। ବିଶେଷ କରି ବେସରକାରୀ କାର୍ଯ୍ୟଳୟରେ କର୍ମଚାରୀ ଏପରି ଅଧିକ…
ଅଧିକ ଖବର ଦେଖନ୍ତୁ...

ବିରାଟଙ୍କୁ ବିବାହ କରିବା ନୁହେଁ, ଏହା ଥିଲା ଅନୁଷ୍କାଙ୍କ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତିି

ମୁମ୍ବାଇ : ପୂର୍ବରୁ ବିରୁଷ୍କାଙ୍କ ପ୍ରେମ କାହାଣୀ ଚର୍ଚ୍ଚାରେ ରହିଥିବା ବେଳେ ବିବାହ ପରେ ମଧ୍ୟ ଦୁଇ ଜଣ କୌଣସି ନା କୌଣସି କଥାକୁ ନେଇ ଆଲୋଚନାରେ ରହି ଆସିଛନ୍ତି । ଗତ ବର୍ଷ ଦୁଇ ଜଣ ବିବାହ କରିଥିବା ବେଳେ ବିବାହ ପରେ ଭାଇରାଲ ହୋଇଥିବା ଫଟୋରୁ ଦୁହେଁ ଦୁହିଁଙ୍କ ସହ ଖୁସିଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଅଜବ ଘଟଣା : ମୃତ୍ୟୁର ୧୦ ଦିନ ପରେ ମଧ୍ୟ ସନ୍ତାନ ଜନ୍ମ କଲେ ମହିଳା !

କେପ୍‌ ଟାଉନ୍‌ : ପ୍ରତିଦିନ ଦେଶବିଦେଶର ପ୍ରତି କୋଣରୁ ଏମିତି କିଛି ଖବର ସାମ୍ନାକୁ ଆସୁଛି, ଯାହାକୁ ସହଜରେ ବିଶ୍ୱାସ କରିବା ଅସମ୍ଭବ । ନିକଟରେ ଦକ୍ଷିଣ ଆଫ୍ରିକାରେ ଏଭଳି ଏକ ଘଟଣା ଘଟିଛି ଯାହାକୁ ବିଶ୍ୱାସ କରିବା କଷ୍ଟ । ଏହା କିପରି ସମ୍ଭବ ବୋଲି ବୈଜ୍ଞାନିକମାନେ ଭାବିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ମିଡିଆ ଉପରେ ରାଗି ସାକ୍ଷାତକାର ଛାଡ଼ି ଚାଲିଗଲେ ସଞ୍ଜୟ ଦତ୍ତ,ପଚରାଯାଇଥିଲା ‘ସଞ୍ଜୁ’ ସହ ଜଡ଼ିତ ଏହି ପ୍ରଶ୍ନ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ ଏବେ ନିଜ ବାୟୋପିକକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମ ମାଧ୍ୟମରେ ତାଙ୍କ ଜୀବନର ଅନେକ ସତ୍ୟ ଘଟଣା ବାହାରକୁ ଆସିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଭଲ ସଫଳତା ମଧ୍ୟ ପାଇ ପାରିଛି । ଏ ପର୍ଯ୍ୟନ୍ତ ଫିଲ୍ମଟି ୩୨୫କୋଟି ଟଙ୍କା ଆୟ କରି ସାରିଥିବା…
ଅଧିକ ଖବର ଦେଖନ୍ତୁ...