Monthly Archives

July 2018

ବଲିଉଡ୍‌ ଗାୟକ ମିକାଙ୍କ ଘରୁ ଚୋରି : ଲକ୍ଷ ଲକ୍ଷ ଟଙ୍କାର ଗହଣା ଓ ମୂଲ୍ୟବାନ ସାମଗ୍ରୀ କୌଣସି ପାଖ ଲୋକ ନେଇଥିବା…

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଗୀତିକାର ମିକା ସିଂହଙ୍କ ଘରୁ ଚୋରି ହୋଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମିକାଙ୍କ ଘରୁ ୩ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଥିବା ବେଳେ ସେଥିରେ ୨ଲକ୍ଷଟଙ୍କାର ଗହଣା ଥିବା ଜଣାପଡ଼ିଛି । ଏ ନେଇ ମିକା ମୁମ୍ବାଇର ଓଶିଓ୍ଵାରା ପୁଲିସ ଷ୍ଟେସନରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପୂର୍ବରୁ ଦୁଇଟି ଲାଇଭ୍‌ ଭିଡିିଓ ବନାଇଲେ, ପ୍ରଥମ ଭିଡିିଓରେ ଆତ୍ମହତ୍ୟାର ପ୍ରସ୍ତୁତି କରୁଥିବା ବେଳେ…

ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମରେ ଜଣେ ଯୁବକଙ୍କ ଲାଇଭ୍‌ ଆତ୍ମହତ୍ୟା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକଙ୍କ ଏପରି କରିବା ପଛରେ ପ୍ରକୃତ କାରଣ ଜଣା ପଡ଼ି ନଥିବା ବେଳେ ଏ ନେଇ ପୁଲିସ ଆଗରେ ମଧ୍ୟ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି । ଏହା ସହ ଯୁବକଙ୍କ ମୃତ୍ୟୁ ପରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୮ରେ ଭାରତରେ ଲଞ୍ଚ୍‌ ହେବ ସାଓମୀର ନୂଆ ସ୍ମାର୍ଟଫୋନ ଏମଆଇ ଏ୨

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୮ ତାରିଖରେ ଚାଇନିଜ ସ୍ମାର୍ଟଫୋନ କମ୍ପାନି ସାଓମୀ ନିଜର ନୂଆ ସ୍ମାର୍ଟଫୋନ ଏମଆଇ ଏ୨ ବଜାରକୁ ଛାଡ଼ିବ । ଏହା କେବଳ ସାଓମୀର ନିଜସ୍ୱ ପୋର୍ଟାଲ ଓ ଆମାଜନରେ ଉପଲବ୍ଧ ହେବ । ଅନ୍ତର୍ଜାତୀୟ ସ୍ତରରେ ଏହା ଇତି ମଧ୍ୟରେ ଲଞ୍ଚ ହୋଇସାରିଛି । ସ୍ପେନରେ ଅନୁଷ୍ଠିତ ଏକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଖୁସ୍‌ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟାଳାପ କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଶୁଭ। କିଛି ଖାସ୍‌ କାମରେ ଯାତ୍ରାରେ ଯିବେ। ଛାତ୍ରଙ୍କୁ କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ବାବା ଆଖଣ୍ଡଳମଣି। ବୃଷ: ଇଷ୍ଟଦେବଙ୍କ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରୀ ଗର୍ଲଫ୍ରେଣ୍ଡ ଜରିଆରେ ବ୍ୟବସାୟୀଙ୍କୁ ବ୍ଲାକମେଲିଂ ! ଟଙ୍କା ଆଦାୟ ପାଇଁ ଗଲାବେଳେ ମାଡ଼ିବସିଲା ପୁଲିସ୍

ଭୁବନେଶ୍ୱର : ନିଉଜ୍ କରୁ କରୁ ନିଜେ ନିଉଜ ହୋଇଗଲେ ନିଉଜ ପୋର୍ଟାଲ ମାଲିକ । ଧରା ପଡିଲା ନିଉଜ ପୋର୍ଟାଲ ମାଲିକର ଦଲାଲଗିରି । ସୁନ୍ଦରୀ ଗର୍ଲଫ୍ରେଣ୍ଡକୁ ଲଗାଇ ବ୍ଲାକମେଲ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ପରେ, ଅଶ୍ଳୀଳ ଭିଡିଓ ଭାଇରାଲର ଧମକ ଦେଉଥିଲା ଏହି ଦଲାଲ ଜଣକ । ତେବେ ଦଲାଲ ଗିରଫ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କ ସଂପର୍କରେ ମନଖୋଲା କଥା କହିଲେ ଅକ୍ଷୟ; ଅଭିନୟ ଅପେକ୍ଷା ଲେଖାଲେଖିରେ ଭଲ

ମୁମ୍ବାଇ: ବଲିଉଡ୍‌ର କେତେ ଜଣ କୁଲେଷ୍ଟ୍‍ ଦମ୍ପତିଙ୍କ ମଧ୍ୟରୁ ଅକ୍ଷୟ କୁମାର ଓ ଟୁଇଙ୍କିଲ୍‌ ଖାନ୍ନା ଅନ୍ୟତମ। ନିକଟରେ ଅକ୍ଷୟ ରାଜୀବ ମସାନ୍ଦଙ୍କୁ ଏକ ସାକ୍ଷାତ୍‌କାରରେ ନିଜର କିଛି ମନଖୋଲା କଥା କହିଛନ୍ତି। ଟୁଇଙ୍କିଲ୍‌ଙ୍କ ପୁସ୍ତକ ରଚନା ସଂପର୍କରେ ଅକ୍ଷୟଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର…
ଅଧିକ ଖବର ଦେଖନ୍ତୁ...

ଏହି ଆୟୁର୍ବେଦୀୟ ସାମଗ୍ରୀ ଖାଇଲେ ଦୂର ହେବ କ୍ୟାଲ୍‌ସିୟମ ଅଭାବ; ତ୍ୱଚା ଦିଶିବ ତୋଫା ତୋଫା,  ଜାଣନ୍ତୁ ଆହୁରି ଅନେକ…

ଶୀର୍ଷକରେ ଯେଉଁ ଆୟୁର୍ବେଦୀୟ ର୍ବେଦ ସାମଗ୍ରୀ ସଂପର୍କରେ ଲେଖାଯାଇଛି ତାହା ହେଉଛି ବଂଶଲୋଚନ। ବଂଶଲୋଚନ ବାଉଁଶରୁ ବାହାରୁଥିବା ଏକ ପ୍ରାକୃତିକ ସାମଗ୍ରୀ। ଏହାକୁ ବ୍ୟବହାର କରାଯାଇ ଅନେକ ଆୟୁର୍ବେଦ ଔଷଧ ତିଆରି କରାଯାଏ। ଏହା ବାଉଁଶ ଭିତରେ ଥାଏ। ବାଉଁଶକୁ ଭାଙ୍ଗିକରି ତାହାର ଗଣ୍ଠିରୁ ବଂଶଲୋଚନ…
ଅଧିକ ଖବର ଦେଖନ୍ତୁ...

ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହେଲା ସଜବାଜ : ସେପ୍ଟେମ୍ବର ୧ରେ ଚିଠା ତାଲିକା,  ଜାନୁଆରୀ ୪ରେ ଚୂଡାନ୍ତ ଭୋଟର ତାଲିକା

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ଲାଗି ଆରମ୍ଭ ହୋଇଗଲା ପ୍ରସ୍ତୁତି । ଭୋଟର ତାଲିକା ସଂଶୋଧନ ନେଇ ତାରିଖ ଧାର୍ଯ୍ୟ ହୋଇଛି। । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର । ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଭୋଟର ଚିଠା ତାଲିକା ପ୍ରକାଶ କରାଯିବ ।…
ଅଧିକ ଖବର ଦେଖନ୍ତୁ...

ମଦ ନିଶାରେ ପୁଲିସବାବୁଙ୍କ ରାସ୍ତାରେ ହଙ୍ଗାମା, କହିଲେ ‘ ମୁଁ ଇନ୍ସପେକ୍ଟର ଓ ରାସ୍ତାରେ ନୃତ୍ୟ କରି ପାରେ, କେହି କିଛି…

ଗୁରୁଗ୍ରାମ: ରାସ୍ତାରେ ମଦପିଇ ଉତପାତ୍‌ କରୁଥିବା ଲୋକଙ୍କୁ ପୁଲିସ ଉଠାଇ ନେଇଥାଏ। କିନ୍ତୁ ଗୁରୁଗ୍ରାମରେ ମଦ ପିଇ ରାସ୍ତାରେ ହଙ୍ଗାମା ରୁଥିବା ଜଣେ ପୁଲିସ ଇନ୍ସପେକ୍ଟରଙ୍କୁ ପୁଲିସ ଟିମ୍‌ ଉଠାଇ ନେଇଥିବା ଘଟଣା ସାମ୍ନାକ ଆସିଛି। ସୂଚନାଯୋଗ୍ୟ, ମଦ ନିଶାରେ ଇନ୍ସପେକ୍ଟର ତରୁଣା ଦହିୟା…
ଅଧିକ ଖବର ଦେଖନ୍ତୁ...