Daily Archives

August 1, 2018

ଏବର୍ଷ ଦେଶରେ ୩୨୨ ଲକ୍ଷ ଟନ ଚିନି ଉତ୍ପାଦନ ହେବା ସମ୍ଭାବନା, ୨୫୦ ଲକ୍ଷ ଟନ ଛୁଇଁବ ଚାହିଦା

ନୂଆଦିଲ୍ଲୀ : ଚଳିତ ଆଖୁ ଋତୁ (ଅକ୍ଟୋବର ୨୦୧୭ ରୁ ସେପ୍ଟେମ୍ବର ୨୦୧୮)ରେ ମୋଟ ୩୨୨ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନର ଆକଳନ କରାଯାଇଛି । ପୂର୍ବ ବର୍ଷ ୨୦୨ ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦିତ ହୋଇଥିଲା । ଚଳିତ ଋତୁରେ ୨୫୦ ଲକ୍ଷ ମେଟ୍ରିକ ଟନ ଚିନିର ଘରୋଇ ଚାହିଦା ରହିଥିବା ବେଳେ ଚିନିକଳ…
ଅଧିକ ଖବର ଦେଖନ୍ତୁ...

ଲୋଭ ଦେଖାଇ ପ୍ରତିଶୋଧ: ହତ୍ୟା ମାମାଲାରେ ଆଜୀବନ କରାଦଣ୍ଡ ପାଇଲେ ଯୁବକ

ଭଦ୍ରକ: ଭଦ୍ରକ ଜିଲ୍ଲା ଦୌରା ଜଜ୍‌ ସୋଭନ କୁମାର ଦାସ ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ଆଗରପଡା ଥାନା ମହାନ୍ତିପଡା ନିକଟସ୍ଥ ହଳଦୀଘରଣୀ ଗ୍ରାମର ଭାଷ୍କର ଦାସଙ୍କ ପୁତ୍ର ସୁକାନ୍ତ ଦାସ ଓରଫ ଜୁଳିଆକୁ ୩୦୨ ଦଫାରେ ଆଜୀବନ ଜେଲ ଦଣ୍ଡ ଓ ୩୦,୦୦୦ ଟଙ୍କା ଜରିମାନା ନିର୍ଦ୍ଦେଶ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌କୁ ଆସିବା ପୂର୍ବରୁ ସଫ୍ଟଓୟାର ଇଞ୍ଜିନିୟର ଥିଲେ ଏହି ନାୟିକା, ଗୋଟିଏ ଫିଲ୍ମ ପରେ ବନି ଯାଇଥିଲେ ଷ୍ଟାର

ମୁମ୍ବାଇ : ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ କିଛି କଳାକାରମାନଙ୍କ ଜୀବନ ପୂରା ଭିନ୍ନ ଥିଲା। କେହି ହୋଟେଲ ତ କେହି ପେଟ୍ରୋଲ ପମ୍ପ ଏବଂ ଆଉ କିଛି ନିଜର ଚାକିରି ଛାଡ଼ି ଲାଇମ୍‌ଲଇଟ୍‌କୁ ଆସିବା ପାଇଁ ନିଷ୍ପତ୍ତିି ନେଇଥିଲେ । ଆଜି ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଫିଲ୍ମ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଧୋନୀଙ୍କ ସାଇକେଲ ଷ୍ଟଣ୍ଟ୍‌,ଭାଇରାଲ୍‌ ହେଉଛି ଭିଡିିଓ

ରାଞ୍ଚି : ଇଂଲଣ୍ଡ ବିରୋଧରେ ଟି-୨୦ ଓ ଏକଦିବସୀୟ ସିରିଜ ଖେଳିବା ପରେ ଏବେ ରାଞ୍ଚିସ୍ଥିତ ନିଜ ବାସଭବନରେ ଛୁଟି କଟାଉଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଘରେ ଥିବା ସମୟରେ ସେ ନିଜର ଏବଂ ନିଜ ପ୍ରଶଂସକଙ୍କ ମନୋରଞ୍ଜନ ପାଇଁ ଏକ ସାଇକେଲ ଷ୍ଟଣ୍ଟ କରିଥିବା…
ଅଧିକ ଖବର ଦେଖନ୍ତୁ...

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ: ପ୍ରଥମ ଦିନରେ ଇଂଲଣ୍ଡ ସ୍କୋର ୯/୨୮୫

ବର୍ମିଂହାମ: ଟିମ୍‌ ଇଣ୍ଡିଆ ବିରୋଧରେ ଇଂଲଣ୍ଡ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ପ୍ରଥମ ଦିନରେ ୮୮ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୨୮୫ ରନ୍‌ ସଂଗ୍ରହ କରିଛି। ଏଜବେଷ୍ଟନ୍‌ ପଡ଼ିଆରେ ବୁଧବାର ଭାରତ ପକ୍ଷରୁ ନୂଆ ବଲରେ ଉମେଶ ଯାଦବ ଓ ଈଶାନ୍ତ ଶର୍ମା ବୋଲିଂ କରିଥିଲେ। ଓପନର…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିହୀନଙ୍କ ପାଇଁ କରାଯିବ ‘ସଞ୍ଜୁ’ର ସ୍ପେଶାଲ ସ୍କ୍ରିନିଙ୍ଗ, ଏପରି କରିବାରେ ପ୍ରଥମ ଭାରତୀୟ ଫିଲ୍ମ ସାଜିଲା…

ମୁମ୍ବାଇ : ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ ଫିଲ୍ମ ‘ସଞ୍ଜୁ’ ଏବେ ଦେଶରେ ଏବଂ ଦେଶ ବାହାରେ ଲୋକପ୍ରିୟ ହୋଇ ସାରିଛି । ଫିଲ୍ମର ରିଲିଜ୍‌କୁ ମାସେ ହେବାକୁ ଥିବା ବେଳେ ଏବେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳିଛି । ଏବେ ଆଉ ଏକ ନୂଆ ଜିନିଷର ଆରମ୍ଭ କରି ‘ସଞ୍ଜୁ’ ପ୍ରଥମ…
ଅଧିକ ଖବର ଦେଖନ୍ତୁ...

୧୫ ହଜାର ଟଙ୍କାର ଚାକିରି ଛାଡ଼ି ଆରମ୍ଭ କଲେ ବ୍ୟବସାୟ, ୪ ବର୍ଷ ମଧ୍ୟରେ ହେଲେ ୧.୨୫ କୋଟି ଟଙ୍କାର କମ୍ପାନିର ମାଲିକ

ନୂଆଦିଲ୍ଲୀ : ଚାଷକୁ ନେଇ ଟଙ୍କା ଆୟ କରିବା ଏବଂ ନିଜର ଭବିଷ୍ୟତ ତିଆରି କରିବା ପାଇଁ ଅନେକ ଉପାୟ ରହିଛି । କିନ୍ତୁ ଲୋକମାନଙ୍କୁ ସେହି ଉପାୟ ବିଷୟରେ ଜାଣି ତା’ ଉପରେ କାର୍ଯ୍ୟ କରିବା ମଧ୍ୟ ଦରକାର । ଖୁବ୍‌ କମ ଲୋକ ଚାଷକୁ ନେଇ ନିଜର ଭବିଷ୍ୟତ ଗଢ଼ିଥାନ୍ତି ଏବଂ ଏହାକୁ ନେଇ ଭବିଷ୍ୟତ ଗଢ଼ିବା…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ବିବାହ କଥା ପଚରା ଯିବା ପରେ ଜାଣନ୍ତୁ କାହିଁକି ‘ମୋ ମେହେନ୍ଦିକୁ ନିଶ୍ଚୟ ଆସିବ’ ବୋଲି କହିଲେ…

ମୁମ୍ବାଇ : ଏଇ କିଛି ଦିନ ହେବ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ଜଣଙ୍କର ଲଣ୍ଡନରେ ନିର୍ବନ୍ଧ ହୋଇ ସାରିଥିବା ବେଳେ ବର୍ଷ ଶେଷରେ ଦୁହେଁ ବିବାହ କରି ପାରନ୍ତି ବୋଲି ଖବର ମିଳିଛି । ତେବେ ଏ ନେଇ ପ୍ରିୟଙ୍କା କିଛି ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...

ପରିବାରର ଇଚ୍ଛା ବିରୋଧରେ ଯାଇ କିଡ୍‍ନି ଦାନ କରି ଯବାନଙ୍କ ଜୀବନ ବଞ୍ଚାଇଲେ ମହିଳା; ଅଦାଲତରୁ ଆଣିଲେ ଅନୁମତି

ଜୟପୁର : ଜଣେ ଦେଶ ସେବା କରୁଥିବା ସେନା କର୍ମଚାରୀଙ୍କ ଜୀବନ ବଞ୍ଚାଇବା ଲାଗି କିଡନି ଦାନ ପାଇଁ ନିଜ ପରିବାର ସହ ଲଢ଼ିଛନ୍ତି ରାଜସ୍ଥାନ ବାସିନ୍ଦା ୪୮ ବର୍ଷୀୟା ବର୍ଷା ଶର୍ମା । ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି ସେ। ସେନା କର୍ମଚାରୀ ମହିଳାଙ୍କ ସାଙ୍ଗ ବୋଲି ଜଣା ପଡ଼ିଥିବା ବେଳେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଶୋଇବା ସମୟରେ ପେଟମାଡ଼ି ଶୋଉଛନ୍ତି କି? ଜାଣି ରଖନ୍ତୁ ଏହା ଦ୍ୱାରା ଉପୁଜୁଥିବା ସମସ୍ୟା

ସେମିତି ଦେଖିବାକୁ ଗଲେ ସବୁ ଲୋକଙ୍କର ଶୋଇବାର ଶୈଳୀ ଭିନ୍ନ ହୋଇଥାଏ । କିନ୍ତୁ ପ୍ରାୟତଃ ଲୋକମାନେ ପେଟମାଡ଼ି ଶୋଇବାକୁ ପସନ୍ଦ କରିଥାନ୍ତି । ଯଦି ଆପଣଙ୍କର ମଧ୍ୟ ସେଭଳି କିଛି ସମସ୍ୟା ରହିଛି ତେବେ ଏହା ଦ୍ୱାରା ହେଉଥିବା ଶାରୀରିକ ସମସ୍ୟା ବିଷୟରେ ଜାଣି ରଖନ୍ତୁ । ୧. ଯଦି ଆପଣ ଶୋଇବା ସମୟରେ…
ଅଧିକ ଖବର ଦେଖନ୍ତୁ...