Daily Archives

August 1, 2018

୧୦ ଟଙ୍କିଆ କଏନ୍‌ ନେବାକୁ ମନା କରିବାରୁ ଦୋକାନୀଙ୍କୁ ଏଭଳି ଦଣ୍ଡ ଦେଲେ ଅଦାଲତ

ମୁରୈନା : ଏଭଳି ଘଟଣା ଆପଣମାନଙ୍କ ସହ ନିଶ୍ଚୟ ଘଟିଥିବ । କେବେ ଟଙ୍କିକିଆ ତ କେବେ ୧୦ଟଙ୍କିଆ କଏନ୍‌ ନେବା ପାଇଁ ଦୋକାନୀ ବା ଅଟୋବାଲା ମନା କରି ଦେଇଥାନ୍ତି । ଚଳୁନି ବୋଲି କହି ସେମାନେ ଆପଣଙ୍କଠାରୁ ସେ ଟଙ୍କା ନିଅନ୍ତି ନାହିଁ । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ମୁରୈନାରେ । ଯେଉଁଠି…
ଅଧିକ ଖବର ଦେଖନ୍ତୁ...

ନକଲି ମୁଦି ଦେଇ ଐଶ୍ୱର୍ଯ୍ୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଅଭିଷେକ,୧୧ବର୍ଷ ପରେ ହେଲା ଖୁଲାସା

ମୁମ୍ବାଇ : ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡ଼ି ବଲିଉଡ୍‌ର ସବୁଠାରୁ ପସନ୍ଦର ରିୟଲ ଲାଇଫ୍‌ ଯୋଡ଼ି ମଧ୍ୟରୁ ଅନ୍ୟତମ । ବଲିଉଡ୍‌ର ଏହି ହଟ୍‌ ଯୋଡ଼ି କୌଣସି ଫିଲ୍ମ ପାଇଁ ନ ହେଲେ ମଧ୍ୟ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି । କିଛି ଦିନ ତଳେ ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ମୁଜାଫରପୁର ସେଲ୍‌ଟର ହୋମ୍‌ ନାବାଳିକା ଦୁଷ୍କର୍ମ ମାମଲାର ମୁଖ୍ୟ ଖଳନାୟକ ବ୍ରିଜେଶ ଠାକୁରର ଡ଼ାହାଣ ହାତ ମଧୁକୁ ଖୋଜୁଛି…

ମୁଜାଫରପୁର : ମୁଜାଫରପୁରର ସେଲ୍‌ଟର ହୋମ୍‌ ଦୁଷ୍କର୍ମ ମାମଲା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ମୋଡ଼ ଆସିବାରେ ଲାଗିଛି । ସେଲ୍‌ଟର ହୋମରେ ୪୨ଜଣ ଥିବା ବେଳେ ୩୪ଜଣ ଅନ୍ତେବାସିନୀଙ୍କ ସହ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା…
ଅଧିକ ଖବର ଦେଖନ୍ତୁ...

ଲସ୍କର କମାଣ୍ଡର ଅବଦୁଲ ରେହମାନକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କଲା ଆମେରିକା

ଓ୍ଵାସିଂଟନ : ଆମେରିକାରୁ ଭାରତ ପାଇଁ ଆଉ ଏକ ଖୁସି ଖବର । ଭାରତରେ ବିଭିନ୍ନ ଆତଙ୍କବାଦୀ କାଣ୍ଡ ପଛରେ ମାଷ୍ଟରମାଇଣ୍ଡ ଥିବା ପାକିସ୍ତାନୀ ଆତଙ୍କବାଦୀ ତଥା ଲସ୍କର-ଇ-ତୋଇବାର ସିନିୟର କମାଣ୍ଡର ଅବଦୁଲ ରେହେମାନ ଅଲ-ଦଖିଲକୁ ଆମେରିକା ଅନ୍ତର୍ଜାତୀୟ ଆତଙ୍କବାଦୀ ମାନ୍ୟତ ଦେଇଛି । ଏହା ସହିତ…
ଅଧିକ ଖବର ଦେଖନ୍ତୁ...

ନରେନ୍ଦ୍ର ମୋଦିଙ୍କୁ ମିଳି ନାହିଁ ନିମନ୍ତ୍ରଣ, ଇମରାନ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ଭାରତରୁ ଯୋଗଦେବେ…

ଇସଲାମାବାଦ: ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀ ଇମରାନ୍‌ ଖାଁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏପର୍ଯ୍ୟନ୍ତ ନିମନ୍ତ୍ରଣ ମିଳିନାହିଁ। ଆଗାମୀ ଅଗଷ୍ଟ ୧୧ରେ ପିଟିଆଇ ନେତା ଇମରାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ କ୍ରିକେଟର ସୁନୀଲ…
ଅଧିକ ଖବର ଦେଖନ୍ତୁ...

ରେଳ ଯାତ୍ରୀଙ୍କ ପାଇଁ ଲଗେଜ୍‌ ଓଜନର ସୀମା ନିର୍ଦ୍ଧାରଣ କଲା ରେଳ ବିଭାଗ; ସଂସଦରେ ସୂଚନା ଦେଲେ ରେଳ ରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଖୁବ୍‌ଶୀଘ୍ର ରେଳ ଯାତ୍ରୀମାନଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ଏହି ନୂତନ ନିୟମ ଲାଗୁ ହେଲେ ରେଳଯାତ୍ରୀମାନେ ସାଙ୍ଗରେ ନିର୍ଦ୍ଧିଷ୍ଟ ଓଜନର ଜିନିଷ (ଲଗେଜ୍‌) ନେଇ ଯାଇ ପରିବେ। ଯଦି ସେମାନଙ୍କ ସହିତ ଥିବା ଲଗେଜ ନିର୍ଦ୍ଧାରିତ ଓଜନ ଠାରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ବିଜେଡିକୁ ଧନ୍ୟବାଦ ଦେଲା ବିଜେପି, ନୂଆ ସମୀକରଣ ନେଇ କଳ୍ପନା-ଜଳ୍ପନା

ନୂଆଦିଲ୍ଲୀ : ଏନଆରସି ପ୍ରସଙ୍ଗରେ ବିଜେଡି ସମର୍ଥନ କରିଥିବା ଓ ଏଥିପାଇଁ ବିଜେପି ପକ୍ଷରୁ  ଧନ୍ୟବାଦ ଦେବାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଗତକାଲି ରାଜ୍ୟସଭାରେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ବାଂଲାଦେଶୀ ଅନୁପ୍ରବେଶ ସହ ରାଷ୍ଟ୍ରର ସୁରକ୍ଷା ପ୍ରଶ୍ନ…
ଅଧିକ ଖବର ଦେଖନ୍ତୁ...

ସ୍ନେହରେ ଚାଟି ପକାଇଲା କୁକୁର, ମାଲିକଙ୍କୁ ଭୋଗିବାକୁ ପଡ଼ିଲା ଏପରି ପରିଣାମ

ନୂଆଦିଲ୍ଲୀ: ଘରେ ଯଦି ପଶୁ-ପକ୍ଷୀ ପାଳିଛନ୍ତି ତେବେ ନିଶ୍ଚୟ ସେମାନଙ୍କ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ଦେଖାଯାଏ ଲୋକମାନେ ତାଙ୍କ ଘରେ ପାଳିଥିବା କୁକୁରକୁ ପୂରାପୂରି ନିଜ ପିଲା ଭଳି ପାଳି ଥାଆନ୍ତି। ମାଲିକ ନିଜ ପୋଜା କୁକୁର ସହିତ ଖାଇ ଥାଆନ୍ତି, ଖେଳି ଥାଆନ୍ତି ଓ ଶୋଇ ଥାଆନ୍ତି…
ଅଧିକ ଖବର ଦେଖନ୍ତୁ...

ଚୀନ ଗାଲରେ ଶକ୍ତ ଚାପୁଡା ମାରିଲେ ମୋଦି, ଘଟଣା କଣ ଜାଣନ୍ତୁ

ନୂଆଦିଲ୍ଲୀ : ଆମେରିକା ଦ୍ୱାରା ଭାରତକୁ ଏସଟିଏ-୧ ସହଯୋଗୀ ଦେଶମାନ୍ୟତା ଦେବା ଚୀନ ମୁହଁରେ ଏକ ଶକ୍ତ ଚାପୁଡ଼ା ପରି ହୋଇଛି । କାରଣ ଏହା ଦ୍ୱାରା ଭାରତକୁ ବିଭିନ୍ନ ଅତ୍ୟାଧୁନିକ ସାମରିକ ଟେକନଲୋଜୀ ହସ୍ତାନ୍ତର ସହଜ ହୋଇଯିବ । ଭାରତ ଯେପରି ଆମେରିକାର ସାମରିକ ସହଯୋଗୀ ହୋଇନପାରିବ ସେଥିଲାଗି ଚୀନ…
ଅଧିକ ଖବର ଦେଖନ୍ତୁ...

କେତେକ ବ୍ୟାଙ୍କ୍‌ ବାହାର କଲେ ସ୍ୱତନ୍ତ୍ର କ୍ରେଡିଟ୍‌ କାର୍ଡ; ସହଜ ଇଏମ୍‌ଆଇରେ କିଣିହେବ ସାମଗ୍ରୀ

ନୂଆଦିଲ୍ଳୀ: ଆଜିକାଲି ଅଧିକାଂଶ ଲୋକେ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି। ମାତ୍ର ଆପଣ ଏ ବିଷୟରେ ଅବଗତ ଅଛନ୍ତି କି କିଛି ବ୍ୟାଙ୍କ୍‌ କେବଳ କଲେଜ ଛାତ୍ରଙ୍କ ସକାଶେ କ୍ରେଡିଟ୍‌ କାର୍ଡ ବାହାର କରିଛନ୍ତି। ଜାଣନ୍ତୁ ସେପିକରି କିଛି କ୍ରେଡିଟ୍‌ କାର୍ଡ ସଂପର୍କରେ। କୋଉ ବି କଲେଜ୍‌ର ଛାତ୍ର…
ଅଧିକ ଖବର ଦେଖନ୍ତୁ...