Daily Archives

August 2, 2018

ଜୁଲାଇରେ ୫.୪୮ ଲକ୍ଷ ଦୁଇଚକିଆ ଯାନ ବିକିଲା ହୋଣ୍ଡା

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ କ୍ରମାଗତ ତୃତୀୟ ମାସ ପାଇଁ ୫ ଲକ୍ଷରୁ ଅଧିକ ଗାଡ଼ି ବିକ୍ରି କରିଛି। ୨୦୧୮ ଜୁଲାଇ ମାସରେ କଂପାନି ୫.୪୮ ଲକ୍ଷ ୟୁନିଟ୍‌ ଗାଡ଼ି ବିକ୍ରି କରିଛି। ୨୦୧୭ ଜୁଲାଇରେ କଂପାନି ୫.୪୪ ଲକ୍ଷ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

‘ତାରକ ମେହେତାକା ଉଲ୍‌ଟା ଚଷମା’ ଦେଖିବା ପରେ ଆତ୍ମହତ୍ୟାର ଭାବନା ଛାଡ଼ିଥିଲେ ଯୁବକ

ମୁମ୍ବାଇ : ହାସ୍ୟ ଧାରାବାହିକ ‘ତାରକ୍‌ ମେହେତାକା ଉଲ୍‌ଟା ଚଷମା’ ଦୀର୍ଘ ୧୦ବର୍ଷ ହେଲାଣି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛି । ଏହି ଧାରାବାହିକକୁ ଦର୍ଶକଙ୍କ ଭଲ ପାଇବା ମିଳିବା ସହ ପ୍ରତି ବର୍ଷ ଏହାର ଟିଆର୍‌ପି ଟପ୍‌-୧୦ଭିତରେ ରହୁଥିବା ଜଣାପଡ଼ିଛି । ତେବେ ଏହି ଧାରାବାହିକ ଦର୍ଶକଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକଠାରୁ ଅଲଗା ହେବା ଭୟରେ ନିଜକୁ ଗର୍ଭବତୀ କହିଲା ପ୍ରେମିକା,ପ୍ରସବ ପରେ ନବଜାତ ମୃତ ବୋଲି କହି ଅନ୍ତିମସଂସ୍କାର…

ନୂଆଦିଲ୍ଲୀ : ମଧ୍ୟ ଆମେରିକୀୟ ଦେଶ ହଣ୍ଡୁରାସରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ପ୍ରେମିକ ସହ ରହିବା ପାଇଁ ଜଣେ ପ୍ରେମିକ ଗର୍ଭବତୀ ଥିବାର ମିଛ ନାଟକ କରିଥିବା ଜଣାପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏ ବିଷୟରେ ମହିଳାଙ୍କ ପରିବାର ଲୋକ ଏବଂ ତାଙ୍କ ପ୍ରେମିକ ଆଦୌ ଜାଣି ପାରି…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କାମ କରିବା ପୂର୍ବରୁ ପାଦ ନିଶ୍ଚୟ ଧୁଅନ୍ତୁ

ସବୁ ମଣିଷ ସୁଖୀ ଜୀବନ ବଞ୍ଚିବା ପାଇଁ ଇଚ୍ଛା କରିଥାନ୍ତି । ସେଥିପାଇଁ ସେମାନେ ଧନ ଅର୍ଜନ କରିବାରେ ଲାଗି ପଡ଼ିଥାନ୍ତି । ନିଜକୁ ଧନୀ ବ୍ୟକ୍ତି ଭାବରେ ଗଢ଼ି ତୋଳିବା ପାଇଁ ଲୋକେ କଠିନ ପରିଶ୍ରମ କରିବା ସହ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି । କିନ୍ତୁ ପ୍ରତିଦିନର କାମରେ ଲୋକମାନେ କିଛି ଏପରି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟେଷ୍ଟ: ଭାରତୀୟ ଟିମ୍‌ ୨୭୪ ରନ୍‌ରେ ଅଲ୍‌ ଆଉଟ୍‌, କୋହଲି ୧୪୯ ରନ୍‌

ବର୍ମିହାମ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରର ୨୨ତମ ଶତକ ବଳରେ ଭାରତୀୟ ଟିମ୍‌ ୨୭୪ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ବିରୋଧରେ ଏଜବେଷ୍ଟନ୍‌ ଷ୍ଟାଡିୟମରେ ଗୁରୁବାର ୨ୟ ଦିନରେ ଭାରତ ୧୩ ରନ୍‌ ପଛରେ ରହିଛି। ବିରାଟ କୋହଲି ସ୍ମରଣୀୟ ଶତକ(୧୪୯ ରନ୍‌, ୨୨୫ ବଲ୍‌, ୨୨ ଚୌକା, ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବିଏସଏନଏଲର ୨୭ ଟଙ୍କିଆ ପ୍ଲାନ, ୧ ସପ୍ତାହ ପାଇଁ ଅନଲିମିଟେଡ କଲିଂ, ୧ ଜିବି ଡାଟା

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ଟେଲିସେବା କମ୍ପାନି ବିଏସଏନଏଲ ପକ୍ଷରୁ ଏକ ୨୭ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି । ଏହାର ଭାଲିଡିଟି ଏକ ସପ୍ତାହ ରହିଛି । ଏହି ପ୍ଲାନ ପକାଇଲେ ଗ୍ରାହକମାନେ ୧ ଜିବି ଥ୍ରୀଜି ଡାଟା, ୩୦୦ ଏସଏମଏସ ଓ ଅନଲିମିଟେଡ କଥା ହୋଇପାରିବେ । ଏୟାରଟେଲ,ଜିଓକୁ ଟକ୍କର ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନରେ ୩ ମହିଳାଙ୍କ ସହ ଅସଦାଚରଣ କଲେ ଯୁବକ,ପାଖରେ ବସିଥିବା ଯାତ୍ରୀ ତିଆରି କଲେ ଭିଡିିଓ, କଏଦ୍‌ ହେଲା ଅସଲ…

କୋଚି : କେରଳର ଏର୍ଣ୍ଣାକୁଲମରେ ଥିବା ଦକ୍ଷିଣ ରେଳ ଷ୍ଟେସନରେ ଜଣେ ଯୁବକ ଏକା ସାଙ୍ଗରେ ୩ଜଣ ମହିଳାଙ୍କ ସହ ଅସଦାଚରଣ କରିଥିବା ଖବର ମିଳିଛି । ଯୁବକଙ୍କ ଏହି ଅପରାଧର ଭିଡ଼ିଓ ଷ୍ଟେସନରେ ଟ୍ରେନ୍‌ ପାଇଁ ଅପେକ୍ଷା କରିଥିବା ଜଣେ ଯାତ୍ରୀ ତିଆରି କରିଥିବା ଜଣାପଡ଼ିଛି । ଏହି ଭିଡ଼ିଓଟି ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଫଟୋ ଉଠାଇବାକୁ ଚାହୁଁଥିବା ପ୍ରଶଂସକଙ୍କ ସହ ଏଭଳି ବ୍ୟବହାର କଲେ ଦୀପିକା-ରଣବୀର

ମୁମ୍ବାଇ : ବିବାହ ପୂର୍ବରୁ ବଲିଉଡ୍‌ର ଦୁଇ ଲଭ ବାର୍ଡ଼ ରଣବୀର-ଦୀପିକା ଏବେ ବିଦେଶରେ ଛୁଟି କଟାଉଥିବା ଦେଖାଯାଇଛି । କାମରେ ବ୍ୟସ୍ତ ରହି ଯାଇଥିବା ବେଳେ ଏବେ ଦୁଇ ଜଣ ସମୟ ବାହାର କରି ଫ୍ଲୋରିଡ଼ା ବୁଲିବାକୁ ଯାଇଥିବା ଜଣାପଡ଼ିଛି । କିନ୍ତୁ ବୁଲିବାକୁ ଯାଇଥିବା ବେଳେ ଘଟିଥିବା ଘଟଣା ଏବେ…
ଅଧିକ ଖବର ଦେଖନ୍ତୁ...

୪ ବର୍ଷ ପୂର୍ବରୁ ବିଫଳ ହୋଇଥିଲେ, ଇଂଲଣ୍ଡ ମାଟିରେ ଶତକ ମାରିଲେ ବିରାଟ କୋହଲି

ବର୍ମିହାମ: ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୨୨ତମ ଶତକ ଇଂଲଣ୍ଡ ବିରୋଧରେ ହାସଲ କରିଛନ୍ତି। ଇଂଲଣ୍ଡର ଏଜବେଷ୍ଟନ୍‌ ଷ୍ଟାଡିୟମରେ ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ(୧୦୧ ରନ୍‌, ୧୭୨ ବଲ୍‌, ୧୪ ଚୌକା) ହାସଲ କରିଛନ୍ତି। ୪…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ଫାଟ ଥିବା ଦେଖି ଦୁର୍ଘଟଣାକୁ ରୋକିବା ପାଇଁ ନାଲି ରଙ୍ଗର କପଡ଼ା ଧରି ଦ୍ରୁତଗତିରେ ଆସୁଥିବା ଟ୍ରେନ ଆଡ଼କୁ…

ଜଲପାଇଗୁଡ଼ି : ମଙ୍ଗଳବାର ପଶ୍ଚମବଙ୍ଗର ଜଲପାଇଗୁଡ଼ିରେ ଥିବା ନନ୍ଦନପୁର କେରାରପୁରା ହଲଟ୍‌ ଷ୍ଟେସନରେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ହଲ୍‌ଦିବାରି-ଏନ୍‌ଜେପି ଯାତ୍ରୀବାହୀ ଟ୍ରେନ୍‌ । ସ୍ଥାନୀୟ ମାଛଧରାଳିଙ୍କ ସାହାସ ପାଇଁ ଏହା ସମ୍ଭବ ହୋଇ ପାରିଥିବା ଜଣାପଡ଼ିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...