Daily Archives

August 2, 2018

୧୬ବର୍ଷ ବୟସରେ ବାପାଙ୍କଠାରୁ ୩୫ ହଜାର ଟଙ୍କା ନେଇ ଆରମ୍ଭ କରିଥିଲେ ବ୍ୟବସାୟ,ଏବେ ପାଲଟିଛନ୍ତି ୬ହଜାର କୋଟିର ବ୍ୟବସାୟୀ

ନୂଆଦିଲ୍ଲୀ : ୧୬ ବର୍ଷ ବୟସରେ ପ୍ରାୟ ସମସ୍ତେ ପାଠ ପଢ଼ିବାକୁ ଚାହିଁଥାନ୍ତି । କିନ୍ତୁ ଏହି ବୟସରେ ପାଠ ପଢ଼ିବା ପରିବର୍ତ୍ତେ ଜଣେ ଭାରତୀୟ ଯୁବକ ନିଜ ବାପାଙ୍କଠାରୁ ୩୫ ହଜାର ଟଙ୍କା ନେଇ ବ୍ୟବସାୟ ଆରମ୍ଭ କରିବାକୁ ଭାବିଥିଲେ । ଏହି ବ୍ୟବସାୟ ଏତେ ସଫଳ ହୋଇଗଲା ଯେ ଚୀନର ଏକ କମ୍ପାନି ଏହାକୁ ୬…
ଅଧିକ ଖବର ଦେଖନ୍ତୁ...

ଭାବବିହ୍ଵଳ ହେଲେ ଇର୍‌ଫାନ୍‌ : କହିଲେ ଅଳ୍ପ କିଛି ଦିନ ଭିତରେ ମୁଁ ମରିଯିବି !

ମୁମ୍ବାଇ : ବଲିଉଡ୍‌ର ସୁପରଷ୍ଟାର ଇର୍‌ଫାନ ଖାନ୍‌ ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବୟାନ ରଖିଛନ୍ତି । ଇର୍‌ଫାନ୍‌ ନ୍ୟୁରୋ ଏଣ୍ଡୋକ୍ରାଇନ୍‌ ଟ୍ୟୁମର ରୋଗରେ ପୀଡ଼ିତ ଥିବା ବେଳେ ଲଣ୍ଡନରେ ତାଙ୍କର ଚିକିତ୍ସା ଚାଲୁ ରହିଛି । ଏହି ଖବର ପ୍ରଥମେ ପ୍ରସାର ହେବା ପରେ ତାଙ୍କର ସାଥୀ କଳାକାର ଏବଂ…
ଅଧିକ ଖବର ଦେଖନ୍ତୁ...

ସିଲଚର ବିମାନ ବନ୍ଦରରେ ତୃଣମୂଳ କଂଗ୍ରେସ ନେତାଙ୍କ ମାଡ଼ରେ ୨ ମହିଳା କନଷ୍ଟେବଲଙ୍କ ସମେତ ୩ ଯବାନ ଆହତ: ଆସାମ ପୁଲିସ

ଗୌହାଟୀ: ଆସାମର ସିଲଚରସ୍ଥିତ କୁମ୍ଭୀରଗ୍ରାମ ବିମାନ ବନ୍ଦରରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ନେତାଙ୍କ ଆକ୍ରମଣରେ ୨ ଜଣ ମହିଳା କନଷ୍ଟେବଲଙ୍କ ସମେତ ୩ଜଣ ଯବାନ ଆହତ ହୋଇଛନ୍ତି। ଆହତ ଯବାନମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟିମ୍‌ସି ନେତାମାନଙ୍କୁ ଯବାନମାନେ ବିମାନ ବନ୍ଦରରେ…
ଅଧିକ ଖବର ଦେଖନ୍ତୁ...

ଋଷିଆରୁ ଅସ୍ତ୍ରଶସ୍ତ୍ର କିଣିଲେ ଭାରତ ଉପରେ କଟକଣା ଲଗାଇବ ନାହିଁ ଆମେରିକା

ଓ୍ଵାସିଂଟନ : ଆମେରିକା କଂଗ୍ରେସରେ ଏକ ବିଲ୍‌ ପାଶ ହୋଇଛି । ଏହା ଦ୍ୱାରା ଭାରତ ଋଷିଆରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଭାରତ ଉପରେ କଟକଣା ଲାଗୁ ହେବ ନାହିଁ । ଋଷିଆ ସହ ଯେଉଁ ଦେଶମାନେ ସାମରିକ ସଂପର୍କ ରଖିଛନ୍ତି ବା ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଅକୁ ଛାଡିବାକୁ ଯାଇ ଆଦିବାସୀ ଅଞ୍ଚଳର ମା’ ରାଜଧାନୀରେ ନିଖୋଜ

ଲକ୍ଷ୍ମୀପୁର: ଆଦିବାସୀ ଅଧ୍ୟ୍ୟୁଷିତ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ରଞ୍ଜିତଗୁଡା ଗାଁର ପଦା ମୁଦୁଲି ନାମକ ଜଣେ ମହିଳା ରାଜଧାନୀ ଭୂବନେଶ୍ୱରରୁ ନିଖୋଜ ହୋଇଯାଇଛନ୍ତି। ପଦାଙ୍କ ନିଖୋଜ ନେଇ ଲକ୍ଷ୍ମୀପୁର ଥାନାରେ ତାଙ୍କ ସ୍ୱାମୀ ସୁବାସ ମୁଦୁଲି ଅଭିଯୋଗ କରିଛନ୍ତିା ସୁବାସଙ୍କ…
ଅଧିକ ଖବର ଦେଖନ୍ତୁ...

ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ରେଡ୍‌’ରେ ଟଙ୍କା ଲଗାଇଥିବା ବ୍ୟକ୍ତିଙ୍କ ଘରେ ଆୟକର ଚଢ଼ଉ, ଧରା ପଡ଼ିଲା ୧୦୦କୋଟିର ଟ୍ୟାକ୍ସ…

ନୂଆଦିଲ୍ଲୀ : କିଛି ଦିନ ତଳେ ରିଲିଜ ହୋଇଥିଲା ଅଜୟ ଦେବଗନଙ୍କ ଫିଲ୍ମ ‘ରେଡ୍‌’ । ଏହି ଫିଲ୍ମରେ ଅଜୟ ଦେବଗନ ଜଣେ ସଚ୍ଚୋଟ ପୁଲିସ ଅଫିସର ଭୂମିକା ନିଭାଇ ଥିଲେ। ଏହି ଅଫିସର ଜଣେ ଦୁର୍ନୀତିଗ୍ରସ୍ତ ରାଜନେତାଙ୍କ ଘରେ ଆୟକର ଚଢ଼ଉ କରାଇଥିଲେ। ଏବେ ଅସଲ ଜୀବନରେ ‘ରେଡ୍‌’ର ପ୍ରଯୋଜନା ସହ ସଂଶ୍ଲିଷ୍ଟ…
ଅଧିକ ଖବର ଦେଖନ୍ତୁ...

୫୦୦ ଟଙ୍କାରୁ ଆରମ୍ଭ ହେବ ଜିଓ ଗିଗାଫାଇବର ପ୍ଲାନ

ମୁମ୍ବାଇ : ଆସନ୍ତା ଅଗଷ୍ଟ ୧୫ରୁ ରିଲାଏନ୍ସ ଜିଓ ପକ୍ଷରୁ ଜିଓଗିଗା ଫାଇବର ସେବା ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରିବ । ଏହି ସେବାର ମାସିକ ପ୍ଲାନ ସଂପର୍କରେ କମ୍ପାନି ଆନୁଷ୍ଠାନିକ ଘୋଷଣା କରିନଥିଲେ ମଧ୍ୟ ମିଳିଥିବା ସୂଚନା ମୁତାବକ କମ୍ପାନିର ଏହି ବ୍ରଡବ୍ୟାଣ୍ଡ ପ୍ଲାନ ମାସିକ ୫୦୦ ଟଙ୍କାରୁ…
ଅଧିକ ଖବର ଦେଖନ୍ତୁ...

ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଆପଣବି ଯଦି ସୁନା କିଣିବା ପାଇଁ ସ୍ଥିର କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଗୁରୁବାର ସୁନାଦର ୩୬୫ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଅର୍ଥାତ ଏହି ଦର ହ୍ରାସ ପାଇବା ପରେ ୧୦ଗ୍ରାମ ସୁନା ମୂଲ୍ୟ ୩୦, ୫୦୦ଟଙ୍କା ରହିଛି। ସୂଚନାଯୋଗ୍ୟ, ସୁନା ଦର…
ଅଧିକ ଖବର ଦେଖନ୍ତୁ...

ସକାଳୁ ଉଠିବା ପରେ ଏହି ସବୁ କାମ କରୁଛନ୍ତି କି ! ହୋଇଯାଆନ୍ତୁ ସାବଧାନ, ଶରୀର ଉପରେ ପଡ଼ିପାରେ ଏହାର ଖରାପ ପ୍ରଭାବ

ସାଧାରଣତଃ ଦିନର ଆରମ୍ଭ ଭଲ ହେବା ଦରକାର। ଯଦି ସକାଳେ କିଛି କାମ ଆମେ ଭୁଲ କରିଥାଉ ସାରା ଦିନ ସେମିତି ହିଁ ଖରାପରେ କଟିଥାଏ। ତେବେ ଏପରି କ୍ଷେତ୍ରରେ ସକାଳୁ ଉଠିବା ପରର ଖରାପ ଅଭ୍ୟାସ ଆମ ଶରୀର ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଜାଣିବା ସକାଳୁ ଉଠିବା ପରେ କେଉଁସବୁ କାମ…
ଅଧିକ ଖବର ଦେଖନ୍ତୁ...

ହସ୍‌ପିଟାଲରେ ମହିଳା ଗୋଟିଏ ହାତରେ ଫର୍ମ ଭରୁଥିବା ବେଳେ ଅନ୍ୟ ହାତରେ କାହିଁକି ସାପକୁ ଗୁଡ଼ାଇ ଧରିଛନ୍ତି ଜାଣନ୍ତୁ

ବେଜିଂ: ସାପର ନାମ ଶୁଣିଲେ ମନରେ ଭୟ ଜାତ ହୋଇଥାଏ। କିନ୍ତୁ ନିକଟରେ ଜଣେ ମହିଳାଙ୍କ ହାତକୁ ସାପ ଚୋଟ ମାରିଥିଲା। ତେବେ ମହିଳା ଜଣକ ଭୟ ନକରି ଉକ୍ତ ସାପକୁ ହାତରେ ଗୁଡ଼ାଇ ଚିକିତ୍ସା ପାଇଁ ହସ୍‌ପିଟାଲରେ ପହଞ୍ଚିଥିଲେ। ଚୀନ ସୋସିଆଲ ମିଡିଆରେ ଏହି ମହିଳାଙ୍କ ଫଟୋ ଭଇରାଲ ହୋଇଛି।…
ଅଧିକ ଖବର ଦେଖନ୍ତୁ...