Daily Archives

August 3, 2018

ସ୍ୱାମୀକୁ ବାନ୍ଧି କାର୍‌ରେ ପକାଇ ଦେଲେ, ୮ମାସର ଗର୍ଭବତୀ ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୮ ଦୁର୍ବୃତ୍ତ

ମୁମ୍ବାଇ : ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସତାରା ଜିଲ୍ଲାରେ ଜଣେ ୮ମାସର ଗର୍ଭବତୀ ମହିଳାଙ୍କୁ ୮ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀଙ୍କ ସହ ଏକ ସଭାରେ ଯୋଗ ଦେବା ପାଇଁ ଯାଇଥିବା ବେଳେ ୨୦ବର୍ଷିୟ ପୀଡ଼ିତା ହୋଇଥିଲେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ଟ୍ରିବ୍ୟୁଟ୍‌ ଭିଡିଓକୁ ନିଜର ବୋଲି କହୁଥିବା ମହିଳାଙ୍କୁ ଉଚିତ୍‌ ଜବାବ ଦେଲେ ସ୍ୱାମୀ ବୋନି କପୁର

ମୁମ୍ବାଇ : ଆଇଫା ଆଓ୍ଵାର୍ଡ଼ ୨୦୧୮ରେ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କର କିଛି ସ୍ମରଣୀୟ ମୂହୁର୍ତ୍ତର ଭିଡ଼ିଓକୁ ବ୍ୟବହାର କରାଯାଇଥିଲା । ଏହି ଭିଡ଼ିଓ ପ୍ରସାର ହେବା ପରେ ଶ୍ରୀଦେବୀଙ୍କ ଜଣେ ପ୍ରଶଂସକ ପ୍ରସାର ହୋଇଥିବା ଭିଡ଼ିଓଟି ତାଙ୍କର ବୋଲି କହିଥିଲେ । ଏହା ସହ ଇଭେଣ୍ଟର…
ଅଧିକ ଖବର ଦେଖନ୍ତୁ...

କର୍ମଚାରୀଙ୍କୁ ଜେଟ ଏୟାରୱେଜର ଚେତାବନୀ, ଖର୍ଚ୍ଚକାଟ ନକଲେ ୬୦ ଦିନରେ ତାଲା ପଡ଼ିବ

ମୁମ୍ବାଇ : ଆର୍ଥିକ ସଂକଟରେ ପଡିଥିବା ଘରୋଇ ବିମାନସେବା କମ୍ପାନି ଜେଟ ଏୟାରେଓ୍ଵଜ୍‌ ନିଜ କର୍ମଚାରୀଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେବା ପରେ ତାହାକୁ ପାଇଲଟମାନେ ପ୍ରବଳ ବିରୋଧ କରୁଛନ୍ତି । କିନ୍ତୁ କମ୍ପାନି ତରଫରୁ ପାଇଲଟମାନଙ୍କୁ କୁହାଯାଇଛି ଯେ କମ୍ପାନି ପାଖରେ ଚଳିବାକୁ ଅର୍ଥ ନାହିଁ…
ଅଧିକ ଖବର ଦେଖନ୍ତୁ...

ପ୍ରେରଣାଦାୟୀ ବକ୍ତା ସନ୍ଦୀପ ମହେଶ୍ୱରୀଙ୍କର ବଛା ବଛା ୧୦ ବକ୍ତବ୍ୟ; ଆପଣଙ୍କୁ କରାଇବ ସଫଳତା ସହ ପରିଚୟ

: ଯଦି ତୁମେ ସେପରି ଜଣେ ବ୍ୟକ୍ତିଙ୍କୁ ଅପେକ୍ଷା କରିଛ ଯିଏ ଆସି ତୁମ ଜୀବନକୁ ବଦଳାଇ ଦେବ, ତେବେ ଆଇନା ସାମ୍ନାକୁ ଯାଅ। ସେ ବ୍ୟକ୍ତି ସେଇଠି ଅଛନ୍ତି। : ଆମକୁ ଦୌଡ଼ିବାର ନାହିଁ କି ଅଟକିବାର ନାହିଁ; ବାସ୍‌ ଚାଲିବାର ଅଛି। : ସବୁଠାରୁ ବଡ଼ ରୋଗ ହେଉଛି, ‘ଲୋକ କ’ଣ କହିବେ’। : ଭୁଲ୍‌…
ଅଧିକ ଖବର ଦେଖନ୍ତୁ...

ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ନୀତୀଶ କହିଲେ ଲଜ୍ଜାଜନକ; ନୀତୀଶଙ୍କ ଇସ୍ତଫା ଦାବିରେ ଆରଜେଡି ଜନ୍ତରମନ୍ତରରେ କରିବ…

ମୁଜାଫରପୁର/ ପାଟନା (ବିହାର)/ ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ଦେଶରେ ଲଜ୍ଜାର କାରଣ ସାଜିଥିବା ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାକୁ ନେଇ ଏବେ ବିଭିନ୍ନ ସ୍ତରରୁ ରାଜନୀତି ଆରମ୍ଭ ହୋଇ ଯାଇଥିବା ବେଳେ ଏହି କଳଙ୍କିତ ଘଟଣାକୁ ରାଜନୈତିକ ରଙ୍ଗ ଦେବା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ ହୋଇ…
ଅଧିକ ଖବର ଦେଖନ୍ତୁ...

ଝିଅ ସୋନମଙ୍କ ସହ ଅଭିନୟ କରିବାକୁ ଅସହଜ ମନେ କରୁଛନ୍ତି ଅନୀଲ! କାହିଁକି?

ମୁମ୍ବାଇ: ଅନେକ ବର୍ଷ ପରେ ପରଦାରେ ଏକତ୍ର ନଜର ଆସିବେ ନୀଳନୟନା ଐଶ୍ୱର୍ଯ୍ୟ ରାୟ ବଚ୍ଚନ ଏବଂ ଅନୀଲ କପୁର୍‌। ‘ଫନେ ଖାନ୍‌’ ଜରିଆରେ ଦର୍ଶକଙ୍କୁ ଜବରଦସ୍ତ ମନୋରଞ୍ଜନ କରାଇବେ ଅନୀଲ। ନିକଟରେ ତାଙ୍କର ଅନେକ ସାକ୍ଷାତ୍‌କାର ଦେଖିବାକୁ ମିଳିଛି। ସବୁ ଥର ପରି ଏଥର ସାକ୍ଷାତ୍‌କାରରେ ବି ସେ କିଛି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟେଷ୍ଟ: ୧୮୦ ରନ୍‌ରେ ଇଂଲଣ୍ଡ ଅଲ୍‌ ଆଉଟ୍‌, ଭାରତକୁ ମିଳିଲା ୧୯୪ ରନ୍‌ ବିଜୟ ଲକ୍ଷ୍ୟ

ବର୍ମିଂହାମ: ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଓ ଈଶାନ୍ତ ଶର୍ମାଙ୍କ ଆତ୍ମଘାତୀ ବୋଲିଂରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ହୋଇଛି। ଈଶାନ୍ତଙ୍କୁ ୫ଟି ଓ୍ଵିକେଟ, ଅଶ୍ୱିନଙ୍କୁ ୩ଟି ଓ୍ଵିକେଟ ଓ ଉମେଶ ଯାଦବଙ୍କୁ ୨ଟି ଓ୍ଵିକେଟ୍‌ ମିଳିଛି। ତୃତୀୟ ଦିନ ୨ୟ ଇନିଂସରେ ଇଂଲଣ୍ଡ ସମସ୍ତ ଓ୍ଵିକେଟ ହରାଇ…
ଅଧିକ ଖବର ଦେଖନ୍ତୁ...

ମମତା ଆଗରେ ହାର୍‌ ମାନି ଫେରିଗଲା ବାଘୁଣୀ; ଛୁଆକୁ ବଞ୍ଚାଇବା ପାଇଁ ଚିତାବାଘ ଉପରକୁ ଡେଇଁପଡ଼ିଲେ ମାଆ ଓ ଜେଜେମାଆ

ନାସିକ: ‘ମାଆଠାରୁ ବେଶୀ ସ୍ନେହ ଜୀବନରେ କେହି କରିପାରେନା’ ଉକ୍ତିିଟି ପୁଣି ଥରେ ସତ ପ୍ରମାଣିତ ହୋଇଛି। ମହାରାଷ୍ଟ୍ରର ନାସିକସ୍ଥିତ ଏକ ଗ୍ରାମରେ ଗୁରୁବାର ସଂଧ୍ୟାରେ ଏକ ଚମତ୍କାରୀ ଘଟଣା ଘଟିଯାଇଛି। ଜଣେ ୩ ବର୍ଷର ଶିଶୁକୁ ମୃତ୍ୟୁ ମୁଖରୁ ବଞ୍ଚାଇବା ପାଇଁ କେବଳ ମାଆ ନୁହେଁ, ଉଭୟ ମାଆ ଓ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କମ୍ପାନି ଆମେରିକା ସେନାକୁ ଜୋତା ଯୋଗାଉଛନ୍ତି, କିନ୍ତୁ ଆମ ସେନା ପୁରୁଣାକାଳିଆ ଜୋତା ବ୍ୟବହାର କରୁଛି

ନୂଆଦିଲ୍ଲୀ: ଭାରତୀୟ କମ୍ପାନିମାନେ ବିଶ୍ୱର ଅନେକ ଦେଶକୁ ବୁଟ୍‌ ରପ୍ତାନି କରୁଛନ୍ତି । ଏପରିକି ଆମେରିକା ସେନାକୁ ମଧ୍ୟ କେତେକ ଭାରତୀୟ କମ୍ପାନି ଅତ୍ୟାଧୁନିକ ମିଲିଟାରୀ ବୁଟ୍‌ ଯୋଗାଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ହେଉଛି ଆମ ଭାରତୀୟ ସେନା ୧୩୦ ବର୍ଷ ତଳେ ବ୍ରିଟିଶ ଅମଳରେ ଡିଜାଇନ…
ଅଧିକ ଖବର ଦେଖନ୍ତୁ...

ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ଟ୍ରେଲରରେ ନିଅାଁ ଲଗାଇ ଚାଳକଙ୍କୁ ଜୀଅନ୍ତା ମାରିଦେଲେ

ରାଞ୍ଚି: ସହିଦ ସପ୍ତାହର ଶେଷ ଦିନରେ ମାଓବାଦୀମାନେ ପଡୋଶୀ ଝାଡ଼ଖଣ୍ଡରେ ଲଙ୍କାକାଣ୍ଡ କରିଛନ୍ତି। ମାଓବାଦୀମାନେ ଏକ ଟ୍ରେଲରରେ ନିଅାଁ ଲଗାଇ ଚାଳକଙ୍କୁ ଜୀଅନ୍ତା ମାରି ଦେଇଥିବା ଜଣାପଡ଼ିଛି। ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାର ତମାଡରୋଡ ନିକଟ ସାଇକୋ ଥାନା ଅଞ୍ଚଳର ଆଡା ଘାଟିରେ ମାଓବାଦୀମାନେ ବନ୍ଦ…
ଅଧିକ ଖବର ଦେଖନ୍ତୁ...