Daily Archives

August 4, 2018

ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ: ଜଣକୁ ହତ୍ୟା, ଜଣେ ହସ୍ପିଟାଲରେ ଭର୍ତ୍ତି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ହିଂଜିଳି ଥାନା ଅନ୍ତର୍ଗତ ବ୍ରାହ୍ମଣଛାଇ ଗାଁରେ ଶନିବାର ଗୋଷ୍ଠୀ ସଂଘର୍ଷ ହୋଇଛି। ପୂର୍ବ ରାଜନୈତିକ ଶତ୍ରୁତାରୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଗୋଟିଏ ଗୋଷ୍ଠୀର ବ୍ୟକ୍ତିମାନେ ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରିବାରୁ ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ତିନି ଦୁର୍ବୃତ୍ତ ବନ୍ଧୁକମୁନରେ ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୭୦ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ନାରାୟଣାଠାରେ ତିନି ଜଣ ଲୁଟେରା ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କଠାରୁ ୭୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୪୦ ବର୍ଷ ବୟସ୍କ ଏହି ବ୍ୟବସାୟୀ ଜଣକ ହେଉଛନ୍ତି କସିସ୍‌ ବନ୍‌ସାଲ୍‌। ସେ ରୋହିଣୀରେ ରହନ୍ତି। କସିସ୍‌ କାର୍‌ରେ ଗୁରୁଗ୍ରାମ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ବନ୍ଧୁତ୍ୱ ଦିବସ; ଜାଣନ୍ତୁ ଜୀବନରେ କେଉଁମାନେ ବାସ୍ତବ ବନ୍ଧୁ ହୋଇଥାନ୍ତି

ଜୀବନରେ ଅନେକ ବନ୍ଧୁ ପରି ଦିଶିଥାନ୍ତି ମାତ୍ର ବାସ୍ତବରେ ବନ୍ଧୁ ହୋଇନଥାନ୍ତି। ପରଖି ପାରିବାର କ୍ଷମତା ନଥିଲେ ଠକିବା ଥୟ। ବେଳେ ବେଳେ ଆମକୁ ଅନୁଭବ ହୋଇଥାଏ ଯେ ଆମେ ଠିକ୍‌ ଭାବେ ଲୋକ ଚିହ୍ନି ପାରିଛନ୍ତି। ମାତ୍ର ସେପରି ସବୁ କ୍ଷେତ୍ରରେ ହୋଇନଥାଏ। ଯାହାଙ୍କୁ ଆମେ ବିଶ୍ୱାସ କରି ଖୁବ୍‌…
ଅଧିକ ଖବର ଦେଖନ୍ତୁ...

ଶିଖାପାଲି ଆବାସିକ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ସମେତ ୫ ନିଳମ୍ବିତ

ମାଲକାନଗିରି: ଶିଖାପାଲି ସେବାଶ୍ରମ ଛାତ୍ରୀ ମୃତ୍ୟୁ ଘଟଣାରେ ଶନିବାର ପ୍ରଧାନଶିକ୍ଷକଙ୍କ ସମେତ ୫ ଜଣଙ୍କୁ ଜିଲ୍ଲାପାଳ ନିଳମ୍ବନ କରିଛନ୍ତି। ଏହି ଘଟଣାରେ ୨ଜଣ ଶିକ୍ଷକ, ଓ୍ଵାଡେନ, ନାଇଟ ଓ୍ଵାଚମ୍ୟାନ୍‌ ମଧ୍ୟ ନିଳମ୍ବନ ହୋଇଛନ୍ତି। ଛାତ୍ରୀଙ୍କ ମୃତ୍ୟୁ ପରେ ଆଜି ପ୍ରଧାନଶିକ୍ଷକଙ୍କ ଗିରଫ…
ଅଧିକ ଖବର ଦେଖନ୍ତୁ...

ଭଉଣୀଙ୍କୁ ଖରାପ ଭାଷାରେ ଗାଳି ଦେବାକୁ ବିରୋଧ କରିବାରୁ ସିପାହୀଙ୍କୁ ନିସ୍ତୁକ ମାଡ଼, ହସ୍ପିଟାଲରେ ଭର୍ତ୍ତି

ବାରିପଦା: ଚା’ ଦୋକାନ କରି ପେଟ ପୋଷୁଥିବା ଭଉଣୀକୁ ଜଣେ ପୁଲିସ ଅଧିକାରୀ ଅସଦାଚରଣ କରିବାକୁ ବିରୋଧ କରିବାରୁ ଶନିବାର ଜଣେ ସିପାହୀଙ୍କୁ ନିସ୍ତୁକ ମାଡ଼ ଖାଇବାକୁ ପଡ଼ିଛି। ମୟୁରଭଞ୍ଜ ଜିଲ୍ଲାର ବାରିପଦାର ଲକ୍ଷ୍ମୀପୋଷି ଠାରେ ଥିବା ୫ ନମ୍ବର ବାଟାଲିଅନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ବିରୁଷ୍କାଙ୍କ ସହ ଲଞ୍ଚ୍‌ ଡେଟ୍‌ରେ ଯୋଗ ଦେବାକୁ ଲଣ୍ଡନରେ ପହଞ୍ଚିଲେ ଏହି ବଲିଉଡ୍‌ ନାୟକ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ କ୍ରିକେଟ୍‌ର ସ୍ୱାମୀ ବିରାଟ କୋହଲିଙ୍କ ସହ ଇଂଲଣ୍ଡରେ ଅଛନ୍ତି। ବିରାଟ ପ୍ରାୟ ଏକ ମାସ ହେବ ଇଂଲଣ୍ଡରେ ଅଛନ୍ତି। ପତ୍ନୀ ଅନୁଷ୍କା ନଜର ଅପ୍‌କମିଂ ଚଳଚ୍ଚତ୍ର ’ସୁଇ ଧାଗା’ର ସୁଟିଂ କାର୍ଯ୍ୟ ପରେ ସ୍ୱାମୀଙ୍କୁ ସାଥ୍‌ ଦେବାକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ଛୋଟ ମାଛ, ବଡ଼ ଗୁଣ: ଚୁନା ମାଛ ଖାଇଲେ ହେବ ନାହିଁ ଏହି ସବୁ ରୋଗ!

ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିିଳିଛି ଯେ ବଡ଼ ମାଛ ଅପେକ୍ଷା ଚୁନା ମାଛ ଅଧିକ ହିତକର। ଏମିତିରେ ବି ଚୁନା ମାଛ ଅନେକଙ୍କ ପ୍ରିୟ ହୋଇଥାଏ। ସେ ଦୃଷ୍ଟିକୁ ବାଦ୍‌ ଦେଲେ ଚୁନ ମାଛ ଅନେକ ରୋଗକୁ ମଧ୍ୟ ଦୂର କରିଥାଏ। ‘ଦ ବିଲ୍‌ସ ଅଫ୍‌ ବାଙ୍ଗ୍‌ଲାଦେଶ’ ପକ୍ଷରୁ ଦିର୍ଘ ୧୦ ବର୍ଷ ଧରି…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ର ଲାଷ୍ଟ୍‍ ବେଞ୍ଚର୍‌ ଦୃଷ୍ଟିହୀନ ସାଜିଲେ ୬୦୦ କର୍ମଚାରୀଙ୍କ ଅନ୍ନଦାତା;୧୫୦ କୋଟିର ବାର୍ଷିକ କାରବାର କରୁଥିବା…

ହାଇଦ୍ରାବାଦ୍‌: ସ୍କୁଲ୍‌ରେ ସେ ଶେଷ ବେଞ୍ଚ୍‌ରେ ବସୁଥିଲେ, ଏଥିପାଇଁ ନୁହେଁ ଯେ ସେ ବହୁତ ଡେଙ୍ଗା ଥିଲେ। ଖେଳ ସମୟରେ ତାଙ୍କୁ ପଡ଼ିଆରୁ ବାହାର କରି ଦିଆଯାଉଥିଲା, ଏଥିପାଇଁ ନୁହେଁ ଯେ ସେ ଦୌଡ଼ି ପାରୁନଥିଲେ। କର୍ତ୍ତୃପକ୍ଷ ତାଙ୍କୁ କଳାରେ ନାମ ଲେଖାଇବା ପାଇଁ ପରାମର୍ଶ ଦେଇଥିଲେ, ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ; ଜାଣନ୍ତୁ ଏହି ଦିନ ସଂପର୍କିତ କିଛି ଜଣାଅଜଣା କଥା

ବନ୍ଧୁମାନଙ୍କ ସ୍ଥାନ ଜୀବନରେ ଅପୂରଣୀୟ। ଯେଉଁ ସବୁ କଥା ଅନ୍ୟ କାହା ଆଗରେ କହି ହୁଏ ନାହିଁ ତାହା ବନ୍ଧୁ ଆଗରେ କହି ହୋଇଯାଏ। କଥାରେ ଅଛି ଯାହାର ବନ୍ଧୁ ନାହିଁ; ସେ ଦୁନିଆର ସବୁଠାରୁ ଗରିବ। ଉତ୍ତମ ବନ୍ଧୁ ଭାଗ୍ୟର ଦାନ। ସେମାନେ ଜୀବନରେ ରହିଲେ ଜୀବନ ରଂଗିନ ହୋଇଯାଏ। ପ୍ରତିବର୍ଷ ଅଗଷ୍ଟ…
ଅଧିକ ଖବର ଦେଖନ୍ତୁ...

ଏହି ସରକାରୀ ହସ୍ପିଟାଲ୍‌ରେ ଔଷଧ ନୁହେଁ କଳାଯାଦୁ ଦ୍ୱାରା ହୁଏ ଚିକିତ୍ସା; ଡାକ୍ତର ନୁହନ୍ତି ତାନ୍ତ୍ରିକ ସାଜୁଛି…

ପାଟ୍‌ନା: ବିହାରରେ ଘଟୁଥିବା ଏକ ଲଜ୍ଜାଜନକ କାର୍ଯ୍ୟ ପୁଣି ଥରେ ରାଜ୍ୟ ସରକାରଙ୍କ ଅପାରଗତାର ଉଦାହରଣ ସାଜିଛି। ବିହାରର ବୈଶାଳୀ ଜିଲ୍ଲାର ଏକ ହସ୍ପିଟାଲ୍‌ରେ ରୋଗୀମାନଙ୍କୁ ଔଷଧ ଚିକିତ୍ସା ବଦଳରେ କଳାଯାଦୁ ଚିକିତ୍ସା କରାଯାଉଥିବା ପରି ଘଟଣା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉକ୍ତ…
ଅଧିକ ଖବର ଦେଖନ୍ତୁ...