Daily Archives

August 5, 2018

ମୋଦି ସରକାର ଅନୁମତି ଦେଲେ ଇମରାନ୍‌ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବି: ସୁନୀଲ ଗାଭସ୍କର

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କୁ ପାକିସ୍ତାନର ଭାବି ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଯୋଗଦେବା ପାଇଁ ନିମନ୍ତ୍ରଣ ମିଳିଛି। ନିମନ୍ତ୍ରଣ ପାଇବା ପରେ ଗାଭାସ୍କର କହିଛନ୍ତି, ଇମରାନ୍‌ଙ୍କ ଦଳ ପିଟିଆଇ ପକ୍ଷରୁ ମୋତେ ନିମନ୍ତ୍ରଣ ମିଳିଛି। ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ଦିନ ପରେ ସୋସିଆଲ ମିଡ଼ିଆରେ ନିଜର ଫଟୋ ଅପ୍‌ଲୋଡ୍‌ କଲେ କପିଲ ଶର୍ମା, ଓଜନ କମାଇବା ସହ ନୂଆ ଅନ୍ଦାଜରେ ନଜର ଆସିଲେ…

ମୁମ୍ବାଇ : କିଛି ଦିନ ହେବ ନିଜକୁ ପରଦା ଉପରୁ ଦୂରେଇ ରଖିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । କଳାକାର ସୁନୀଲ ଗ୍ରୋଭରଙ୍କ ସହ ତାଙ୍କର ଝଗଡ଼ା ହେବା ପରେ ତାଙ୍କୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଥିଲା । ସୋ’ର ଟିଆର୍‌ପି କମିବା ସହ ଧିରେ ଧିରେ ଚ୍ୟାନେଲ ତରଫରୁ ତାଙ୍କ ସୋ’କୁ ବନ୍ଦ କରି…
ଅଧିକ ଖବର ଦେଖନ୍ତୁ...

ଅଟୋ ଚାଳକରୁ ମେୟର, ରାହୁଲ ଯାଦବଙ୍କ କାହାଣୀ କରିଛି ସମସ୍ତଙ୍କୁ ଅନୁପ୍ରାଣିତ

ମୁମ୍ବାଇ: ଅଟୋ ଚାଳକରୁ ମେୟର ବନିଥିବା ରାହୁଲ ଯାଦବଙ୍କ ଜୀବନ କାହାଣୀ ଏବେ ସମସ୍ତଙ୍କୁ ଅନୁପ୍ରାଣିତ କରିଛି । ୧୦ବର୍ଷ ପୂର୍ବରୁ ୨୦୦ଟଙ୍କା ଆୟ କରିବା ପାଇଁ ସଂଘର୍ଷ କରୁଥିବା ରାହୁଲ ଏବେ ପିମ୍ପିରୀ-ଚିଞ୍ଚିଓ୍ଵାଡ଼୍‍ ସହରର ମେୟର ବନି ସାରିଛନ୍ତି । ଶୁକ୍ରବାର ଏହି ଘୋଷଣା କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କୁ ବିବାହ କରିବା ଖବରକୁ ନେଇ ମୁହଁ ଖୋଲିଲେ ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା

ମୁମ୍ବାଇ: କିଛି ଦିନ ହେବ ଭାରତୀୟ କ୍ରିକେଟର ହାର୍ଦ୍ଦିକ୍‌ ପାଣ୍ଡ୍ୟା ଏବଂ ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତାଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇ ସାରିଛି । ଏମିତି କି ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଖବର ମିଳିଛି । ଦୁହେଁ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ନକଲି ନୋଟ୍‌ କାରଖାନା ଠାବ: କମ୍ପ୍ୟୁଟର୍‌-ସ୍କାନର ଜବତ, ୩ ଯୁବକ ଗିରଫ

ସୁନ୍ଦରଗଡ଼: ହେମଗିରି ଥାନା ଅନ୍ତର୍ଗତ କେନ୍ଦୁଡିହି ଗାଁରେ ରବିବାର ଏକ ନକଲି ନୋଟ୍‌ କାରଖାନା ଠାବ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ କେନ୍ଦୁଡିହି ଗ୍ରାମର ସଦାନନ୍ଦ ଖମାରିଙ୍କ ଘରେ ଆଜି ସନ୍ଧ୍ୟାରେ ଅଚାନକ ଚଢ଼ାଉ…
ଅଧିକ ଖବର ଦେଖନ୍ତୁ...

ଘରେ ଘରେ କପଡ଼ା ବିକ୍ରି କରୁଥିଲେ ମା’, ପ୍ରେରଣା ନେଇ ଏୟାର ଇଣ୍ଡିଆର ଚାକିରି ଛାଡ଼ି ୩୦୦ କୋଟିର ବ୍ୟବସାୟୀ ସାଜିଲେ ଶରଦ

ନୂଆଦିଲ୍ଲୀ: ୩୦୦କୋଟିର ମାଲିକ ସାଜିଥିବା ଶରଦ ସୁରୀଙ୍କ ଅତୀତ ଖୁବ୍‌ ପ୍ରେରଣା ଦାୟୀ ବୋଲି ଜଣା ପଡ଼ିଛି । ଶରଦଙ୍କ ମା’ ଘରେ ଘରେ ଯାଇ କପଡ଼ା ବିକ୍ରି କରୁଥିଲେ । ଯାହା ଦ୍ୱାରା ଶରଦଙ୍କ ପରିବାର ଚଳୁଥିଲା । ନିଜ ମା’ଙ୍କଠାରୁ ପ୍ରେରଣା ନେଇ ଏବଂ କିଛି କରି ଦେଖାଇବା ଇଚ୍ଛା ଆଜି ଶରଦଙ୍କୁ…
ଅଧିକ ଖବର ଦେଖନ୍ତୁ...

ଏଭଳି ବଦ୍‌ନାମ ହୋଇଥିଲେ ବଲିଉଡ଼୍‍ର ଏହି ପ୍ରସିଦ୍ଧ ଗୀତିକାରଙ୍କ ପୁଅ, କେବେ ବିମାନବନ୍ଦରରେ ଗାଳି କରିବାକୁ ନେଇ ତ କେବେ…

ମୁମ୍ବାଇ: ଗୀତିକାର, ଅଭିନେତା ଏବଂ ଟିଭି ହୋଷ୍ଟ ଭାବରେ ଦାୟିତ୍ୱ ତୁଲାଇ ସାରିଛନ୍ତି ବଲିଉଡ୍‌ର ଲୋକପ୍ରି୍ରୟ ଗୀତିକାର ଉଦିତ୍‌ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ । ବଲିଉଡ୍‌ର ୩ଜଣ ଖାନ୍‌ଙ୍କ ସହ କାମ କରି ସାରିଥିବା ଆଦିତ୍ୟ ବିଭିନ୍ନ କାରଣକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି । ଶିଶୁ…
ଅଧିକ ଖବର ଦେଖନ୍ତୁ...

ଆଉ କେହି ନ ଦେଖୁ, ସେଥପାଇଁ ଲିଭ୍‌ ଇନ୍‌ରେ ରହୁଥିବା ପ୍ରେମିକାର ଦୁଇ ଦାନ୍ତ ଭାଙ୍ଗିଲା ପ୍ରେମିକ

ଅହମଦାବାଦ୍‌: ଗୁଜୁରାଟରେ ଜଣେ ପ୍ରେମିକ ଆଉ ଅନ୍ୟ କେହି ନ ଦେଖୁ ବୋଲି ପ୍ରେମିକାର ଦାନ୍ତ ଭାଙ୍ଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଜଣଙ୍କ ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ପୀଡ଼ିତା ଘରେ ଘରେ ଯାଇ କାମ କରନ୍ତି । ୧୫ବର୍ଷ ହେଲା ଦୁହେଁ ଲିଭ୍‌ ଇନ୍‌ରେ ରହି ଆସୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପିଅନ୍ତୁ ଲାଉର ଜୁସ୍‌, ଜିମ୍‌ ନ ଯାଇ କରନ୍ତୁ ନିଜର ଓଜନ କମ୍‌

ଲାଉର ନାଁ ଶୁଣିଲେ କିଛି ଲୋକ ନାକ ଉପରକୁ କରିବା ସହ ଖାଇବାକୁ ଇଚ୍ଛା କରନ୍ତି ନାହିଁ । କିଛି ଲୋକ ଏଥିରୁ ମିଳୁଥିବା ଫାଇଦା ଜାଣି ନଥିବାରୁ ଏହାକୁ ଖାଇବା ବିଷୟରେ ଭାବନ୍ତି ନାହିଁ । ହେଲେ, ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଫାଇବର ଶରୀରକୁ ସୁସ୍ଥ ରଖିଥାଏ । ଅଧିକ ଓଜନ ବିଶିଷ୍ଟ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୫ବର୍ଷର ସଂପର୍କକୁ ଭାଙ୍ଗି ପ୍ରେମିକା ଅନ୍ୟ ସ୍ଥାନରେ ବିବାହ କରୁଥିବାରୁ ଘରେ ପଶି ଗୁଳି ମାରିଲା ପ୍ରେମିକ

ନୂଆଦିଲ୍ଲୀ : ଦିଲ୍ଲୀର ଭାରତ ନଗର ଅଞ୍ଚଳରେ ଜଣେ ପ୍ରେମିକ ଘରେ ପଶି ସର୍ବ ସମ୍ମୁଖରେ ନିଜ ପ୍ରେମିକାକୁ ଗୁଳି ମାରିବା ଘଟଣା ଏବେ ମୁଖ୍ୟ ଖବର ପାଲଟିଛି । ପ୍ରେମରେ ଧୋକା ଦେଇ ପୀଡ଼ିତା ଅନ୍ୟ ଜଣଙ୍କ ସହ ବିବାହ କରୁଥିବାରୁ ରାଗରେ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି । ଏହି ଘଟଣା ପରେ…
ଅଧିକ ଖବର ଦେଖନ୍ତୁ...