Daily Archives

August 5, 2018

କର୍କଟ ରୋଗର ଚିକିତ୍ସା ପରେ ଲଣ୍ଡା ହେଲେ ସୋନାଲି, ସାମ୍ନାକୁ ଆସିଥିବା ଫଟୋ ଦେଖି ବଢ଼ିଲା ପ୍ରଶଂସକଙ୍କ ଦୁଃଖ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଏବେ ନ୍ୟୁୟର୍କରେ ନିଜର ହାଇ ଗ୍ରେଡ୍‌ କର୍କଟ ରୋଗର ଚିକିତ୍ସା କରୁଛନ୍ତି । ଜୁଲାଇ ୪ରେ ପ୍ରଥମ ଥର ପାଇଁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ନିଜର ରୋଗ ବିଷୟରେ ଜଣାଇଥିଲେ । ଏହି ଖବର ପାଇଁ ତାଙ୍କ ବନ୍ଧୁ ଏବଂ…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦରରେ ସିକ୍ୟୁରିଟି ଚେକ୍‌ରେ ବିରକ୍ତ ହୋଇ, ‘ମୋ ବ୍ୟାଗ୍‌ରେ ବୋମା ଅଛି’ ବୋଲି କହି ଫସିଲେ ଯାତ୍ରୀ

ନୂଆଦିଲ୍ଲୀ: ଜୟପୁର ବିମାନ ବନ୍ଦରରେ ଜଣେ ଯାତ୍ରୀ ବ୍ୟାଗରେ ବୋମା ଅଛି ବୋଲି ମିଥ୍ୟା ପ୍ରଚାର କରି ଗିରଫ ହୋଇଥିବା ଜଣା ପଡ଼ିଛି । ନିଜ ବ୍ୟାଗ୍‌ରେ ବୋମା ଅଛି ବୋଲି କହି ଉପସ୍ଥିତ ଥିବା ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇବା ସହ ତାଙ୍କର ଏଭଳି କାମ ପାଇଁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନଟି…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା: ଖେଳୁଥିବା ବେଳେ ୩ ବର୍ଷର ଶିଶୁ ପାଟିରେ ଫସିଲା ଫ୍ରାଏପେନ୍‌ ହ୍ୟାଣ୍ଡେଲ

ଝାରସୁଗୁଡ଼ା: ଖେଳୁଥିବା ବେଳେ ଜନୈକ ବାଳକର ପାଟିରେ ଏକ ଫ୍ରାଏପେନ୍‌ର ହ୍ୟାଣ୍ଡେଲ ଫସି ଯାଇଥିବା ଜଣାଯାଇଛି। ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ ସାହାଜବାହାଲ ଅଞ୍ଚଳର ଏହି ୩ ବର୍ଷର ବାଳକ ନିର୍ମଳ ଗୁରୁଙ୍କ ପୁତ୍ର ଅମିତ। ସେ ପତ୍ରାପାଲି ଠାରେ ରହୁଥିବା ମାମୁଁ ଘରକୁ ଆସିଥିଲା। ଆଜି…
ଅଧିକ ଖବର ଦେଖନ୍ତୁ...

ସୁଇଜରଲାଣ୍ଡ: ପାହାଡ଼କୁ ପିଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟର ବିମାନ, ୨୦ ମୃତ

ଫିଲ୍ମ (ସୁଇସ୍‌): ସୁଇଜରଲାଣ୍ଡରେ ଶନିବାର ଏକ ବିମାନ ପାହାଡକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଘଟଣା ସମସ୍ତ ୧୭ ଜଣ ଯାତ୍ରୀ ଓ ୩ ଜଣକ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ୟୁଙ୍କର ଜେୟୁ-୫୨ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିମାନ ଥିଲା। ଜେୟୁ-ଏୟାର ପରିଚାଳକଙ୍କ କହିବା ଅନୁସାରେ…
ଅଧିକ ଖବର ଦେଖନ୍ତୁ...

୫୧ ଇଞ୍ଚ୍‌ର କାକୁଡ଼ି ଫଳାଇ ଚର୍ଚ୍ଚାରେ ଭାରତୀୟ ବଂଶୋଦ୍ଭବ; ନିଜ ସ୍ୱାସ୍ଥ୍ୟ ଓ ପରିବାର ବ୍ୟତୀତ କାକୁଡ଼ି ପାଇଁ ବି…

ନୂଆଦିଲ୍ଳୀ: ଇଂଲଣ୍ଡରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ ତାଙ୍କ କ୍ଷେତରେ ଏକ ୫୧ ଇଞ୍ଚ୍‌(ପାଖାପାଖି ଜଣେ ମଣିଷର ଉଚ୍ଚତା)ର କାକୁଡ଼ି ଫଳାଇ ଏବେ ରେକର୍ଡ ସୃଷ୍ଟି କରିଛନ୍ତି। ୭୧ ବର୍ଷିଅ ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାଘବିର୍‌ ସିଂହ ସାନଘେରା। ସେ ୧୯୯୧ ମସିହାରେ ବିଦେଶ ଯିବା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

କାରଗିଲ୍‌ରେ ଏୟାରଟେଲ ଉପରେ ଲାଗିଲା ବିଏସ୍‌ଏନ୍‌ଏଲ୍‌ର ବିଜୁଳି ଚୋରି କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଟେଲିକମ୍‌ ଜଏଣ୍ଟ କମ୍ପାନି ଏୟାରଟେଲ ଏକ ଅସୁବିଧାରେ ଫସି ଯାଇଛି। ଜମ୍ମୁ-କଶ୍ମୀରରେ ପୁଲିସ ଏୟାରଟେଲ ବିରୋଧରେ ବିଜୁଳି ଚୋରି କରିବା ମାମଲା ରୁଜୁ କରିଥିଲା। ଏୟାରଟେଲ ଉପରେ ବିଏସ୍‌ଏନ୍‌ଏଲ୍‌ ଜମ୍ମୁ-କଶ୍ମୀରର କାରଗିଲରେ ବିଜୁଳି ଚୋରି କରିବାର ଅଭିଯୋଗ ଲଗାଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଏହି ପୋଷ୍ଟ୍‍ ପରେ ଟୁଇଟରିଆନ୍‌ଠାରୁ ନଶୁଣିବା ଭାଷାରେ ଗାଳି ଶୁଣିଲେ ଋଷି! ଛାନିଆରେ ଅନେକଙ୍କୁ କରିଦେଲେ ବ୍ଲକ୍‌

ମୁମ୍ବାଇ: କେହି ଜଣେ ଅଭିନେତା ଜଣେ ଅଭିନେତ୍ରୀଙ୍କ ସହ ଏକତ୍ର ଏକ ସିନେମାରେ ଅଭିନୟ କରିଥିବେ। ମାତ୍ର କିଛି ବର୍ଷ ପରେ ସେହି ସିନେମାର ଏକ ଦୃଶ୍ୟ ଦେଖିବା ପରେ ଅଭିନେତ୍ରୀକୁ ଯଦି ଚିହ୍ନିପାରୁନାହାନ୍ତି ବୋଲି କହନ୍ତି ଆପଣ କ’ଣ ମନେ କରିବେ? ହୁଏତ ଏହା ଅଭିନେତାଙ୍କ ଅହଂକାର ଅଥବା ଥଟ୍ଟା?…
ଅଧିକ ଖବର ଦେଖନ୍ତୁ...

ଗୋଟାଏ ଝଟ୍‌କାରେ ଜାଣିହୁଏ ଅନେକ କଥା; ପ୍ରଥମ ସାକ୍ଷାତରୁ ହିଁ ବ୍ୟକ୍ତି ସଂପର୍କିତ ଏହି ସବୁ କଥା ୧ ସେକେଣ୍ଡ୍‌ରେ…

ବେଳେ ବେଳେ ଆମେ କାହା ଜରିଆରେ ହେଉ କିମ୍ବା ଫୋନ୍‌ରେ ବାର୍ତ୍ତାଳପ ପରେ ହେଉ କିଛି ଅଚିହ୍ନା ଲୋକଙ୍କ ସହ ସାକ୍ଷାତ ଯୋଜନା କରିଥାଉ। ଆପଣ ଯଦି କୌଣସି ଅଚିହ୍ନା ଲୋକଙ୍କ ସହ ଭେଟିବାକୁ ଯାଉଛନ୍ତି ତେବେ ତାଙ୍କୁ ଠଉରେଇବା ପାଇଁ ଆପଣଙ୍କୁ ଦରକାର୍‌ ମାତ୍ର ୧ ସେକେଣ୍ଡ୍‌। ସେହିପରି ଆପଣଙ୍କୁ ବି…
ଅଧିକ ଖବର ଦେଖନ୍ତୁ...

ବନ୍ଧୁତ୍ୱ ଦିବସ: ମନୁଷ୍ୟଙ୍କ ଠାରୁ ମହାନ୍‌ ବାଘଙ୍କ ବନ୍ଧୁତ୍ୱ, ୭ ବର୍ଷ ହେବ ଏକାଠି ରହୁଛନ୍ତି କିଶନ ଓ ଗଙ୍ଗା

ରାୟପୁର: ମନୁଷ୍ୟଙ୍କ ବନ୍ଧୁତ୍ୱର ଉଦାହରଣ କେହି ବି ବର୍ଣ୍ଣନା କରିପାରିବେ କିନ୍ତୁ ଧଳା ବାଘଙ୍କ ୭ ବର୍ଷର ବନ୍ଧୁତ୍ୱ ହେଉଛି ବିରଳ। ଏମିତି ଦୃଶ୍ୟ ପଡୋଶୀ ଛତିଶଗଡ଼ର ଇସ୍ପାତ ସହର ‘ଭିଲାଇ’ର ମୈତ୍ରୀବାଗ୍‌ ଦେଖିବାକୁ ମିଳିଛି। ଧଳା ବାଘ ‘କିଶନ’ ଓ ଗଙ୍ଗା ‘ଧଳା ବାଘୁଣୀ’ ୭ ବର୍ଷ ହେବ ଏକାଠି ରହି…
ଅଧିକ ଖବର ଦେଖନ୍ତୁ...

ସିଙ୍ଗାପୁର ବିମାନବନ୍ଦରରେ ହାତ ଧରାଧରି ହୋଇ ଯାଉଥିବା ସମୟରେ କ୍ୟାମେରାରେ କଏଦ ଦେଲେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଗତ କିଛି ମାସ ମଧ୍ୟରେ ମନୋରଞ୍ଜନ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ବିଦେଶୀ ପ୍ରେମିକ୍‌ ନିକ୍‌ ଜୋନ୍‌ସ। ଅନେକ ଉତ୍ସବରେ ଏହି ଯୁଗଳ ଏବେ ଏକତ୍ର ନଜର ଆସୁଛନ୍ତି। ନିକଟରେ ପ୍ରିୟକଙ୍କା ଭାରତ ଆସିଥିବା ସମୟରେ ନିକ୍‌ ତାଙ୍କୁ ସାଥ୍‌…
ଅଧିକ ଖବର ଦେଖନ୍ତୁ...