Daily Archives

August 6, 2018

ଭାରତର ୧ ନମ୍ବର ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ମାନ୍ୟତା ହାସଲ କଲା ଓ୍ଵାନ ପ୍ଲସ

ଭୁବନେଶ୍ୱର: କାଉଣ୍ଟର ପଏଣ୍ଟ ମାର୍କେଟ୍‌ ମନିଟର ସର୍ଭିସର ଏକ ସଦ୍ୟ ଗବେଷଣା ଅନୁଯାୟୀ, ଏହି ତିନି ମାସ ମଧ୍ୟରେ ୱାନ୍‌ ପ୍ଲସ୍‌ (୨୮୪%) ପ୍ରିମିୟମ୍‌ (୩୦,୦୦୦ରୁ କମ୍‌) ସେଗମେଣ୍ଟରେ ପ୍ରଥମ ଥର ପାଇଁ ଦୃତ ଭାବେ ବୃଦ୍ଧି ପାଇଥିବା ସ୍ନାର୍ଟଫୋନ୍‌ ବ୍ରାଣ୍ଡ ଭାବେ ଉଦୀୟମାନ ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

ଅଧିକ ମଦ ପିଉଛନ୍ତି ଯଦି ହୋଇ ଯାଆନ୍ତୁ ସାବଧାନ! କମିପାରେ ସ୍ମରଣଶକ୍ତି

ନୂଆଦିଲ୍ଲୀ : ଯଦି ଆପଣ ଅଧିକ ପରିମାଣରେ ମଦ ପିଉଛନ୍ତି ତେବେ ସାବଧାନ୍‌ ହୋଇଯାଆନ୍ତୁ । ଅଧିକ ମଦ ପିଇବା ଦ୍ୱାରା ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ହେବାର ଆଶଙ୍କା ରହିଛି । କିଛି ଦିନ ତଳେ ହୋଇଥିବା ଏକ ଗବେଷଣାରୁ ଏହି କଥା ସ୍ପଷ୍ଟ ହୋଇଥିବା ବେଳେ ଅଧିକ ମଦ ପିଇବା ଦ୍ୱାରା ଡ଼େମେନ୍‌ସିଆ ସମସ୍ୟା…
ଅଧିକ ଖବର ଦେଖନ୍ତୁ...

୩ ଟ୍ରେନ୍‌ ଚାଳକଙ୍କ ଅଭୂଲା କାହାଣୀ: ଯେଉଁମାନେ ଉପସ୍ଥିତ ବୁଦ୍ଧି ବଳରେ ଟାଳିଥିଲେ ଦୁର୍ଘଟଣା,ବଞ୍ଚାଇ ଥିଲେ ଶହା ଶହ…

କୌଣସି ବି ଷ୍ଟେସନରୁ ଟ୍ରେନ୍‌ ବାହାରିବା ପୂର୍ବରୁ ଘୋଷଣା କରାଯାଏ କି ଆମେ ଯାତ୍ରୀଙ୍କର ଯାତ୍ରା ସୁଖମୟ ଏବଂ ସଫଳ ହେଉ ବୋଲି କାମନା କରୁଛୁ । ଆପଣମାନେ କେବେ ଭାବିଛନ୍ତି କି ଆପଣଙ୍କ ଯାତ୍ରାକୁ ସଫଳ କରିବାରେ ସବୁଠାରୁ ବଡ଼ ହାତ କାହାର ଥାଏ ? ଆଜ୍ଞା ହଁ, ସେ ହେଉଛନ୍ତି ଟ୍ରେନ୍‌ ଚାଳକ । କେଉଁ…
ଅଧିକ ଖବର ଦେଖନ୍ତୁ...

‘ଫନ୍ନେ ଖାନ୍‌’ ପାଇଁ ଐଶ୍ୱର୍ଯ୍ୟା ନୁହନ୍ତି, ବଲିଉଡ୍‌ର ଏହି ଅଭିନେତ୍ରୀ ଥିଲେ ପ୍ରଥମ ପସନ୍ଦ

ମୁମ୍ବାଇ : ଅତୁଲ ମଞ୍ଜରେକରଙ୍କ ଫିଲ୍ମ ‘ଫନ୍ନେ ଖାନ୍‌’ ଏବେ ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନାହିଁ । ଏହି ଫିଲ୍ମରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟାଙ୍କୁ ରକ୍‌ଷ୍ଟାର ବେବି ସିଂଙ୍କ ଚରିତ୍ରରେ ଦର୍ଶକେ ଦେଖିବାକୁ ପାଇଛନ୍ତି । କିନ୍ତୁ ଏହି…
ଅଧିକ ଖବର ଦେଖନ୍ତୁ...

ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ମଡେଲଙ୍କୁ ଗୁଳି କରି ହତ୍ୟା କଲେ କ୍ଲବ୍‌ ମାଲିକ

ନୂଆଦିଲ୍ଲୀ : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଥାଇଲାଣ୍ଡର ଜଣେ ମଡ଼େଲ ପାେଓ୍ଵନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣଙ୍କ ଥାଇଲାଣ୍ଡର ବିୟୁଟି କୁଇନ୍‌ ରହି ସାରିଥିବା ବେଳେ ଖୁବ୍‌ ଶୀଘ୍ର ସେ ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ କରିଥାନ୍ତେ । କିନ୍ତୁ ଭାଗ୍ୟରେ କିଛି ଅଲଗା…
ଅଧିକ ଖବର ଦେଖନ୍ତୁ...

ଛାଡ଼ପତ୍ରର ଦୁଇ ବର୍ଷ ପରେ ଏହି ଯୁବତୀଙ୍କ ପ୍ରେମରେ ପଡ଼ିଲେ ଅର୍‌ବାଜ୍‌ ଖାନ୍‌, ଗୋଟିଏ ଫଟୋ ଖୋଲିଦେଲା ସବୁ ରାଜ

ମୁମ୍ବାଇ: କିଛି ମାସ ତଳେ ଅର୍‌ବାଜ୍‌ ଖାନ୍‌ ଆଇପିଏଲ୍‌ ବେଟିଂକୁ ନେଇ ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ନିଜ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଗଷ୍ଟ ୪ରେ ଅର୍‌ବାଜ୍‌ଙ୍କ ଜନ୍ମଦିନ ଥିବା ବେଳେ ସେ ନିଜ ବିଦେଶୀ ପ୍ରେମିକା ଜର୍ଜିଆ ଏଣ୍ଡ୍ରିଆନିଙ୍କ ସହ ଏହାକୁ ପାଳନ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗ ସାଜିଲା ଦୁଷ୍କର୍ମକାରୀ ! ଫ୍ରେଣ୍ଡସିପ୍‌ ଡେ ପାଳନ କରିବାକୁ ଡ଼ାକି ନେଇ ନାବାଳିକାକୁ ଗଣଦୁଷ୍କର୍ମ କଲେ ଦୁଇ…

ଥାନେ : ମହାରାଷ୍ଟ୍ରର ଥାନେରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ରବିବାର ଫ୍ରେଣ୍ଡସିପ୍‌ ଡ଼େ ଅବସରରେ ଘଟିଛି ଏହି ଘଟଣା । ଫ୍ରେଣ୍ଡସିପ୍‌ ଡ଼େ ପାଳନ କରିବା ବାହାନାରେ ଜଣେ ୧୬ବର୍ଷିୟ ନାବାଳିକାକୁ ଘରୁ ଡ଼ାକି ନେଇ ତା’ର ଦୁଇ ଜଣ ସାଙ୍ଗ ତା’ ସହ ଗଣଦୁଷ୍କର୍ମ କରିଥିବା…
ଅଧିକ ଖବର ଦେଖନ୍ତୁ...

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ୪ଟି ଜିନିଷ, ହୋଇପାରନ୍ତି ସମସ୍ୟାର ଶିକାର

ଶରୀରକୁ ଶକ୍ତି ଯୋଗାଇବା ସହ ବିଭିନ୍ନ ରୋଗରୁ ଦୂରରେ ରଖିବା ପାଇଁ ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଉପଯୁକ୍ତ ଖାଦ୍ୟ ଖାଇବା ସହ ଠିକ୍‌ ସମୟରେ ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଜରୁରୀ । କୌଣସି ଜିନିଷକୁ ଭୁଲ ସମୟରେ ଖାଇବା ଦ୍ୱାରା ତାହାର ଭଲ ପ୍ରଭାବ ଶରୀର ଉପରେ ପଡ଼ିବା…
ଅଧିକ ଖବର ଦେଖନ୍ତୁ...

ସେଲ୍‌ଫି ନେବାରେ ମସଗୁଲ୍‌ ଥିଲେ ବାପା-ମା’! ଖେଳୁଖେଳୁ ପିଲା ଝରଣାରେ ବୁଡ଼ିଗଲା, କିଛି ବି ଜାଣିପାରିଲେନି…

ସୁରଟ୍‌ : ସେଲ୍‌ଫି ନେବା ନିଶାରେ ପୂର୍ବରୁ ଅନେକ ଲୋକ ନିଜର ପ୍ରାଣ ହରାଇଥିବା ବେଳେ ଏହି ସମସ୍ୟା ଏବେ ବଢ଼ି ବଢ଼ି ଚାଲିଛି । ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଦେଶର ପ୍ରତି କୋଣରୁ ସେଲ୍‌ଫି ନେଉଥିବା ବେଳେ ମୃତ୍ୟୁର ଖବର ମିଳୁଛି । କିଛି ଲୋକ ପାହାଡ଼ ଉପରେ ତ କିଛି ଲୋକ ନଦୀର ପ୍ରଖର…
ଅଧିକ ଖବର ଦେଖନ୍ତୁ...

୧୨ ବର୍ଷରୁ କମ ବାଳିକାଙ୍କୁ ଦୁଷ୍କର୍ମ କଲେ ଫାଶୀ, ବିଲକୁ ସଂସଦର ମଂଜୁରୀ

ନୂଆଦିଲ୍ଲୀ : ଏଣିକି ୧୨ ବର୍ଷରୁ କମ ବାଳିକାମାନଙ୍କୁ ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ ମିଳିବ । ଏ ସଂପର୍କିତ ବିଲକୁ ଆଜି ସଂସଦର ମଂଜୁରୀ ମିଳିଛି ।  ଗତ ୩୦ ତାରିଖରେ ଏହି ବିଲଟି ଲୋକସଭାରେ ପାଶ ହୋଇଥିବାବେଳେ ଆଜି ରାଜ୍ୟ ସଭାର ମଂଜୁରୀ ମିଳିଛି । ଏବେ ଏହାକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ…
ଅଧିକ ଖବର ଦେଖନ୍ତୁ...