Daily Archives

August 7, 2018

ଦିବ୍ୟାଙ୍ଗ ଦଳିତ ବୃଦ୍ଧଙ୍କ ମୃତଦେହ ନଦୀରୁ ଉଦ୍ଧାର, ପିତାଙ୍କ ଶବକୁ ଟ୍ରଲିରେ ଘରକୁ ନେଲେ ୨ ଝିଅ

ଭୁବନ: ବିଲିକୁ ଧାନ ତଳି ପୋତିବାକୁ ଯାଇ ସୋମବାର ଅପରାହ୍ନରେ ଫେରି ନଦୀକୁ ଗାଧୋଇବାକୁ ଯାଇ ବୁଡ଼ିଯାଇଥିବା ଦିବ୍ୟାଙ୍ଗଙ୍କ ମୃତଦେହ ମଙ୍ଗଳବାର ଉଦ୍ଧାର ହୋଇଛି। ଦିବ୍ୟାଙ୍ଗ ଚାଷୀଙ୍କ ମୃତଦେହକୁ ବ୍ରାହ୍ମଣୀ ନଦୀର ନିଳକଣ୍ଠପୁର ଗାଧୁଆତୁଠରୁ ଅଗ୍ନିସମ ବିଭାଗର କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର…
ଅଧିକ ଖବର ଦେଖନ୍ତୁ...

ଏଣିକି ଆଇଏସ୍‌ଆଇ ମାର୍କ ନଥିବା ହେଲମେଟ୍‌ ବିକ୍ରି କରୁଥିବା କମ୍ପାନି ଓ ବ୍ୟବସାୟୀଙ୍କଠାରୁ ଆଦାୟ ହେବ ଜରିମାନା, ଚାଳକ…

ନୂଆଦିଲ୍ଲୀ : ଦୁଇ ଚକିଆ ଯାନ ଚଳାଉଥିବା ଲୋକମାନେ ବ୍ୟବହାର କରୁଥିବା ହେଲ୍‌ମେଟ୍‌କୁ ନେଇ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ନୋଟିସ ଜାରି କରିିଛନ୍ତି । ନୋଟିସ୍‌ ଅନୁଯାୟୀ, ଯେଉଁ ହେଲ୍‌ମେଟ୍‌ ଆଇଏସ୍‌ଆଇ(ଇଣ୍ଡିଆନ ଷ୍ଟାଣ୍ଡାର୍ଡ଼ ଇନ୍‌ଷ୍ଟିଚ୍ୟୁଟ୍‌) ପ୍ରମାଣିତ ହୋଇ ନ ଥିବ, ତାକୁ…
ଅଧିକ ଖବର ଦେଖନ୍ତୁ...

ବଲିଉଡ୍‌ କଳାକାରଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବି ମେସେଜ ପଠାଇଲେ ଇନ୍‌ଷ୍ଟାଗ୍ରାମ ବ୍ୟବହାରକାରୀ,ତା’…

ମୁମ୍ବାଇ : ଏବେ ଲୋକମାନେ ନିଜ ନିଜର ଅସୁବିଧାକୁ ସରକାରଙ୍କ ପାଖରେ ଖୁବ୍‌ ଶୀଘ୍ର ପହଞ୍ଚାଇବା ପାଇଁ ସୋସିଆଲ ମିଡ଼ିଆର ବ୍ୟବହାର କରିବା ଆରମ୍ଭ କରିଛନ୍ତି । କିନ୍ତୁ ଯଦି ଗୋଟିଏ ନାଁରେ ଅନେକ ବିଶିଷ୍ଟ ବ୍ୟକ୍ତି ଥାନ୍ତି ତେବେ ଭୁଲ ବୁଝାମଣା ହେବା ଥୟ। ଏପରି ଘଟିଛି ବଲିଉଡ୍‌ କଳାକାର ଇମ୍ରାନ…
ଅଧିକ ଖବର ଦେଖନ୍ତୁ...

ଏଭଳି ମେସେଜ ପାଉଛନ୍ତି କି? ହ୍ୟାକ୍‌ ହୋଇପାରେ ବ୍ୟାଙ୍କ ଆକାଉଣ୍ଟ; ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଦେଲା ଚେତାବନୀ

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଜମା ଖାତା ଖୋଲିଥିବା ଖାତାଧାରୀଙ୍କ ପାଇଁ ଏହି ଖବର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମେସେଜ ମାଧ୍ୟମରେ ହେଉଥିବା ଠକେଇରୁ ବଞ୍ଚିବା ପାଇଁ ବ୍ୟାଙ୍କ ତରଫରୁ ଜମାକାରୀଙ୍କୁ ସଚେତନ କରାଇଛି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ବଢ଼ିଆ ରହିବ। ଭୂସଂପତ୍ତି ମାମଲାରେ ବଡ଼ ଫଇସଲା ହୋଇପାରେ। ବ୍ୟବସାୟୀଙ୍କୁ ସଉଦାରୁ ଅଚାନକ ଧନଲାଭ ହେବ। ମହିଳାମାନଙ୍କ ଲାଗି ଭଲଦିନଟିଏ। ସୁସମ୍ବାଦ ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ସବୁ କାମ ଆପଣଙ୍କ ମନ ମୁତାବକ ହେବ। ଆପଣଙ୍କ ଶାନ୍ତ ସ୍ୱଭାବର ପ୍ରଶଂସା…
ଅଧିକ ଖବର ଦେଖନ୍ତୁ...

ମେରିନା ବିଚରେ କରୁଣାନିଧିଙ୍କ ସମାଧି ପାଇଁ ମନା କଲେ ତାମିଲନାଡୁ ସରକାର, ଡିଏମକେ କର୍ମୀଙ୍କ ହିଂସାକାଣ୍ଡ

ନୂଆଦିଲ୍ଲୀ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କ ପରଲୋକପରେ ସମଗ୍ର ତାମିଲନାଡୁରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମର୍ଥକ ଓ ସାଧାରଣ ଲୋକମାନେ ସ୍ତବଧ ହୋଇଯାଇଛନ୍ତି । ତେବେ ଏହି ଦୁଃଖରେ କାତର ହୋଇ କୌଣସି ଚରମ ପଦକ୍ଷେପ ନ ନେବାକୁ ଡିଏମକେ…
ଅଧିକ ଖବର ଦେଖନ୍ତୁ...

ବାସ୍‌ ଗୋଟାଏ ଗ୍ଲାସ୍‌ ଜୁଆଣି ପାଣି! କମାଇବ ଓଜନ, ଦୂର କରିବା ଅନେକ ରୋଗ

ବଡ଼ ପେଟ ଓ ମୋଟାପଣ କାହାର ବା ଚିନ୍ତାର ବିଷୟ ନୁହେଁ! ଏଥିପାଇଁ ଖାଲି ଯେ ବ୍ୟକ୍ତିତ୍ୱ ଖରାପ ହୁଏ ତାହା ନୁହେଁ, ବରଂ ଏହା ଅସୁସ୍ଥକର ମଧ୍ୟ। ମଧୁମେହ, ରକ୍ତଚାପ ପରି ଗମ୍ଭୀର ରୋଗ ସବୁର କାରଣ ମୋଟାପଣ ହିଁ ହୋଇଥାଏ। ଏହା ନୁହେଁ ଯେ ମୋଟାପଣର ପାର୍ଶ୍ୱ ପ୍ରଭାବ କାହାକୁ ଜଣାନଥାଏ, ବରଂ ଏହି…
ଅଧିକ ଖବର ଦେଖନ୍ତୁ...

ଗଙ୍ଗାରେ ସୁଟିଂ କରୁଥିବା ସମୟରେ ଭାସି ଯାଉଥିଲେ ଏହି ଅଭିନେତ୍ରୀ, ଅଳ୍ପକେ ବର୍ତ୍ତିଲେ ଏପରି

ନୂଆଦିଲ୍ଲୀ: ହଲିଉଡ ଅଭିନେତ୍ରୀ ଗଙ୍ଗାରେ ବୁଡିବାରୁ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ହଲିଉଡ୍‌ ଅଭିନେତ୍ରୀ ଟେମି ନିର୍ଦ୍ଦେଶକ ଅତୁଲ ଗର୍ଗଙ୍କ ସିନେମା ‘ଦ ଲେଜେଣ୍ଡ ଅଫ ପିକାକ’ର ସୁଟିଂ ବନାରସରେ କରୁଥିଲେ। ସିନେମାର ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଗଙ୍ଗା ଭିତରେ କରିବାର ଥିଲା।…
ଅଧିକ ଖବର ଦେଖନ୍ତୁ...

ଏତେ ବର୍ଷ ପରେ ମୁହଁ ଖୋଲିଲେ ନୀଳନୟନା; ‘ଜୋଶ’ ଚଳଚ୍ଚିତ୍ରରେ ଭାଇ ଚରିତ୍ରରେ ଶାହାରୁଖ ନୁହେଁ ସଲମାନଙ୍କୁ ବଛାଯାଇଥିଲା

ମୁମ୍ବାଇ: ପାଖାପାଖି ଦୁଇ ଦଶନ୍ଧି ଧରି ବଲିଉଡ୍‌ରେ ଅଭିନୟର ଜଲଓ୍ଵା ଦେଖାଇଥିବା ଅଭିନେତ୍ରୀ ତଥା ବଚ୍ଚନ ବଧୂ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ପ୍ରାୟ ସମସ୍ତ ଅଭିନେତାଙ୍କ ସହ ପ୍ରେମ ଓ ରୋମାନ୍ସ ଦୃଶ୍ୟରେ ନଜର ଆସିଛନ୍ତି। ଅନୀଲ କପୁରଙ୍କଠାରୁ ନେଇ, ଶାହାରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର ଆଦି…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ ଓ ହ୍ଵାଟସ୍‌ ଆପ୍‌କୁ ବ୍ଲକ୍‌ କରି ପାରନ୍ତି ସରକାର !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବ ଓ ମିଥ୍ୟା ଖବରକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସରକାର ସୋସିଆଲ ମିଡିଆ ଆପ୍‌ ଯେମିତି ହ୍ଵାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ର୍ରାମ ଓ ଟେଲିଗ୍ରାମକୁ ବ୍ଲକ୍‌ କରିବାର ବିଚାର…
ଅଧିକ ଖବର ଦେଖନ୍ତୁ...