Daily Archives

August 8, 2018

କୋରାପୁଟ: କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଶିକ୍ଷକ ନିଳମ୍ବିତ

ଲକ୍ଷ୍ମୀପୁର: କାର୍ଯ୍ୟରେ ଅବହେଳା କାରଣରୁ ଲକ୍ଷ୍ମୀପୁର ବ୍ଲକର ଜଣେ ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଜଣେ ଶିକ୍ଷକଙ୍କୁ ବୁଧବାର ନିଳମ୍ବିତ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀ ବିକାଶ କୁମାର ସରକାର ସୂଚନା ପ୍ରଦାନ କରିଛନ୍ତା ନିଳମ୍ବିତ ହୋଇଥିବା ପ୍ରଧାନ ଶିକ୍ଷକ ଜଣକ ତୁନପାର୍‌ ଆଶ୍ରମ ସ୍କୁଲର…
ଅଧିକ ଖବର ଦେଖନ୍ତୁ...

ସୁକମା ଏନ୍‌କାଉଣ୍ଟର: ବିଚାର ବିଭାଗୀୟ ତଦନ୍ତ ଦାବି କଲା ଆପ୍‌

ସୁକମା(ଛତିଶଗଡ଼): ସୁରକ୍ଷା କର୍ମୀଙ୍କ ଦ୍ୱାରା ଛତିଶଗଡ଼ର ସୁକମା ଜିଲ୍ଲାରେ ଚଳିତ ଅଗଷ୍ଟ ୬ରେ ୧୫ ଜଣ ନକ୍ସଲଙ୍କୁ ଏନ୍‌କାଉଣ୍ଟରରେ ନିହତ କରାଯାଇଥିବା ନେଇ ଆମ୍‌ ଆଦମୀ ପାର୍ଟି(ଆପ୍‌) ବୁଧବାର ବିଚାର ବିଭାଗୀୟ ତଦନ୍ତ ହେଉ ବୋଲି ଦାବି କରିଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆପ୍‌ ରାଜ୍ୟ ସଚିବ…
ଅଧିକ ଖବର ଦେଖନ୍ତୁ...

ମନ ଖୋଲି ହସିବାରେ ରହିଛି ଏହି ୭ଟି ଫାଇଦା, ହୃଦ୍‌ଘାତର ଆଶଙ୍କା ହୋଇଥାଏ କମ

ସୁସ୍ୱାସ୍ଥ୍ୟ ପାଇଁ ମନଖୋଲି ହସିବା ନିହାତି ଆବଶ୍ୟକ । ମନ ଖୋଲି ହସିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ବଡ଼ ବଡ଼ ସମସ୍ୟା ଖୁବ୍‌ ସହଜରେ ଦୂର ହୋଇ ଯାଇଥାଏ । ମନଖୋଲି ହସିଲେ ବିଶେଷ କରି ମାନସିକ ରୋଗ ହେବାର ଆଶଙ୍କା କମ ହୋଇଯାଇଥାଏ । ଆଜିକାଲିର ବ୍ୟସ୍ତତା ଭିତରେ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ସାଥୀ କ୍ରିକେଟରଙ୍କ ଫୋନ୍‌ କାହିଁକି ଉଠାନ୍ତି ନାହିଁ ଧୋନୀ? ଖୁଲାସା କଲେ କ୍ୟାପଟେନ୍‌ କୁଲ୍‌

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ଇଚ୍ଛାରେ ଜୀବନ ଜିଇଥାନ୍ତି। ପେସାଦାର ଜୀବନ ସହ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ନିଜ ସର୍ତ୍ତ ଅନୁସାରେ ବଞ୍ଚିବାକୁ ଭଲ ପାଇଥାନ୍ତି। ନିଜକୁ ସବୁ ବେଳେ ଶାନ୍ତ ରଖୁଥିବା ଧୋନୀ ଫୋନଠାରୁ ନିଜକୁ ଦୂରରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ପ୍ରଥମ ଷ୍ଟୋର ଖୋଲିଲା ଲାଇଫଷ୍ଟାଇଲ

ଭୁବନେଶର: ଭାରତର ସବୁଠୁ ପସନ୍ଦଯୋଗ୍ୟ ଫେସନ୍‌ ଷ୍ଟୋର ଚେନ, ଲାଇଫ୍‌ଷ୍ଟାଇଲ୍‌୍‌ ପକ୍ଷରୁ ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର୍‌କୁ ଏସ୍‌ପ୍ଲାନେଡ୍‌ ୱାନ୍‌ ମଲ୍‌ରେ ଉନ୍ମୋଚନ କରାଯାଇଛି। ନୂତନ ଭାବେ ଖୋଲାଯାଇଥିବା ଷ୍ଟୋର୍‌ ସହରରେ ପ୍ରଥମ ହୋଇଥିବା ବେଳେ ସାରା ଭାରତରେ ୭୩ତମ ଷ୍ଟୋର୍‌। ଏହି…
ଅଧିକ ଖବର ଦେଖନ୍ତୁ...

ଟିଭି କି ଫିଲ୍ମ ନୁହେଁ, େଓ୍ଵବ୍‌ ସିରିଜ୍‌ କରି ଲୋକପ୍ରିୟ ହେବାରେ ଲାଗିଛନ୍ତି ଏହି କଳାକାର

ମୁମ୍ବାଇ : ଶାଶୁବୋହୂଙ୍କ ଝଗଡ଼ା ଏବଂ ସମାନ କାହାଣୀ ବିଶିଷ୍ଟ ବଲିଉଡ୍‌ ଫିଲ୍ମରୁ ଦର୍ଶକଙ୍କୁ ରକ୍ଷା କରି ପାରିଛି େଓ୍ଵବ୍‌ ସିରିଜ୍‌ । ଆଜିକାଲି ଯୁବପିଢ଼ି ଧାରାବାହିକ ଏବଂ ଫିଲ୍ମ ଦେଖିବା ଛାଡ଼ି େଓ୍ଵବ୍‌ ସିରିଜ୍‌ ଦେଖିବାକୁ ଇଚ୍ଛା କରିବା ଆରମ୍ଭ କରିଛନ୍ତି । ଆଜିକାଲି ୟୁଟ୍ୟୁବ୍‌ରେ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ଓଲଟିଲା ଯାତ୍ରୀ ବସ, ୩୦ ଆହତ, ୨ ଗୁରୁତର

ଭଦ୍ରକ: ଭଣ୍ଡାରିପୋଖରି ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନମ୍ବର ପଇଁରାପାଖୀ-ମଜୁରୀ ଗଡ଼ିଆ ମଧ୍ୟରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ବସ୍‌…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୦୦୦ ଟଙ୍କା ଦେଇ ବାଂଲାଦେଶୀ ଅପରାଧୀ ବନାଇଥିଲା ଭାରତୀୟ ଆଧାର କାର୍ଡ଼, ଗିରଫ କଲା ପୁଲିସ

ନୂଆଦିଲ୍ଲୀ : ଅନେକ ସମୟରେ ଏଭଳି ଜିନିଷ କେବଳ ଭାରତ ଭଳି ଦେଶରେ ହିଁ ଦେଖିବାକୁ ମିଳିଥାଏ । ବାହାର ଦେଶରୁ ଲୋକମାନେ ଆସି ନିଜକୁ ଭାରତର ବାସିନ୍ଦା ବୋଲି ପରିଚୟ ଦେଇ ଅପରାଧିକ କାମ କରି ଚାଲିଯାଆନ୍ତି । କିନ୍ତୁ ପୁଲିସକୁ ସବୁ ସରିବା ପରେ ଖବର ମିଳିଥାଏ । ଏବେ ଦିଲ୍ଲୀରୁ ଏକ ବାଂଲାଦେଶୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ ବିଜେଡି

ଭୁବନେଶ୍ୱର: ରାତି ପାହିଲେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ଏଥି ପାଇଁ ଏନ୍‌ଡିଏ ଓ ୟୁପିଏ ମଧ୍ୟରେ ଅଙ୍କ କଷା ଚାଲିଛି। ଏହାରି ମଧ୍ୟରେ ବୁଧବାର ବିଜୁ ଜନତା ଦଳ ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ତାଙ୍କର ଦଳ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନ ପାଳନ କରିବା ପାଇଁ ଦୁବାଇ ଯାଇଥିବା ଅଭିନେତ୍ରୀ ସାରା ଖାନ୍‌ଙ୍କ ବିଗିଡ଼ିଲା ସ୍ୱାସ୍ଥ୍ୟବସ୍ଥା, ଡ଼ାକ୍ତରଖାନାରେ…

ମୁମ୍ବାଇ : କିଛି ମାସ ପୂର୍ବରୁ ନିଜର ଅଶ୍ଲୀଳ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ଥିବା ଟେଲିଭିଜନ ଅଭିନେତ୍ରୀ ସାରା ଖାନ୍‌ ଏବେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ନିଜର ଜନ୍ମଦିନ ପାଳନ କରିବା ପାଇଁ ସେ ଦୁବାଇ ଯାଇଥିବା ବେଳେ ହଠାତ୍‌ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡ଼ି ଯାଇଛି । ଜନ୍ମଦିନ ପାଳନ…
ଅଧିକ ଖବର ଦେଖନ୍ତୁ...