Daily Archives

August 8, 2018

ଭୁବନେଶ୍ୱରରେ ନକଲି ବିଦେଶୀ ମଦ ଭାଟି ଠାବ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୁଧବାର ନକଲି ବିଦେଶୀ ମଦ ଭାଟି ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ପକ୍ଷରୁ ଖାରବେଳନଗର ଥାନା ଅଞ୍ଚଳରେ ପରିଚାଳିତ ନକଲି ମଦ ଭାଟି ଉପରେ ଅଚାନକ ଚଢ଼ାଉ କରାଯାଇ ଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଓ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀର ସ୍ପର୍ମ ବିକ୍ରି କରୁଥିଲା ସ୍ୱାମୀ, ମନା କରିବାରୁ ଦେଲା ତଲାକ୍‌

ଅହମଦାବାଦ୍‌ : ଗୁଜୁରାଟରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ସ୍ୱାମୀ କରିଥିବା କାମ ଏବେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କକୁ ନଷ୍ଟ କରି ଦେଇଛି । ସ୍ତ୍ରୀ ଲଗାଇଥିବା ଆରୋପ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ କୌଣସି କାମ ନ ପାଇ ଜୋର ଜବରଦସ୍ତ ସ୍ତ୍ରୀର ସ୍ପର୍ମ ନେଇ ବିକ୍ରି କରୁଥିଲା । ପୀଡ଼ିତା ମନା…
ଅଧିକ ଖବର ଦେଖନ୍ତୁ...

ଶ୍ୱଶୁରଙ୍କ ଶୋକସଭାରେ ହସୁଥିବା ନଜର ଆସିଲେ ଅମିତାଭ ବଚ୍ଚନଙ୍କ ଝିଅ! ଫଟୋ ଭାଇରାଲ ପରେ ଶୋକ ନୁହେଁ, ପାର୍ଟି ଚାଲିଛି…

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମୁଦି ତଥା ଏସ୍କଟ୍‌ ଗ୍ରୁପ୍‌ର ମାଲିକ ରାଜନ ନନ୍ଦାଙ୍କ ବିୟୋଗ ପରେ ଗତ ମଙ୍ଗଳବାର ତାଙ୍କ ଘରେ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବଚ୍ଚନ ପରିବାର ଏବଂ ନନ୍ଦା ପରିବାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ…
ଅଧିକ ଖବର ଦେଖନ୍ତୁ...

କଦଳୀ ନ କିଣିଲେ ୧୦୦, ଟିଭି ବନ୍ଦ ନ କଲେ ୫୦୦ ଏବଂ ଘରକୁ ବିଳମ୍ବରେ ଆସିଲେ ୨୦୦୦ଟଙ୍କା ଜରିମାନା ଲଗାଉଥିଲା ସ୍ୱାମୀ,…

ପୁଣେ : ପୁଣେରେ ଛାଡ଼ପତ୍ରକୁ ପାଇଁ ଏକ ଅଜବ କାରଣ ସାମ୍ନାକୁ ଆସିଛି । ପ୍ରତି କଥାରେ ସ୍ୱାମୀ ଜରିମାନା ମାଗୁଥିବାରୁ ସ୍ତ୍ରୀ ଛାଡ଼ପତ୍ରର ଆବେଦନ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଛୋଟ ଛୋଟ କଥାରେ ଜରିମାନା ଦେବା ପାଇଁ ବାଧ୍ୟ କରୁଥିବା ସ୍ୱାମୀଠାରୁ ନିଜକୁ ଦୂରେଇବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼: ନକ୍ସଲ ଆକ୍ରମଣରେ ଜଳିଲା ବସ୍‌-ଟ୍ରକ

ରାୟପୁର: ଛତିଶଗଡ଼ରେ ନକ୍ସଲମାନେ ବୁଧବାର ସନ୍ଧ୍ୟାରେ ୨ଟି ବସ୍‌ ଓ ଗୋଟିଏ ଟ୍ରକ୍‌ରେ ନିଅାଁ ଲଗାଇଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଦନ୍ତେଓ୍ଵାଡା ଜିଲ୍ଲାରେ ନକ୍ସଲମାନେ ଏହି ଲଙ୍କାକାଣ୍ଡ କରିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାର ଦନ୍ତେଓ୍ଵାଡା ଜିଲ୍ଲାର ଗମଓ୍ଵାଡା ଓ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ସଲମାନ ଖାନ୍‌ଙ୍କ ଅଭିନେତ୍ରୀ ପୂଜା ଡଡ୍‌ଓ୍ଵାଲ, ଚିକିତ୍ସା ପରେ ସଲମାନଙ୍କ ପାଇଁ ଆଜି ନୂଆ ଜୀବନ ପାଇଛି…

ମୁମ୍ବାଇ : କିଛି ବଲିଉଡ୍‌ ଫିଲ୍ମରେ ଅଭିନୟ କରି ସାରିଥିବା ପୂଜା ଡ଼ଡ୍‌ଓ୍ଵାଲ ନିଜ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହିଥିଲେ । କିଛି ମାସ ତଳେ ଟଙ୍କା ଅଭାବରୁ ନିଜର ଚିକିତ୍ସା କରାଇ ନ ଥିବାରୁ ସେ ଟିବିରେ ପୀଡ଼ିତ ଥିବା ଖବର ମିଳିଥିଲା । ସଲମାନଙ୍କ ସହ ସେ ଫିଲ୍ମ ‘ବୀରଗତି’ରେ ଅଭିନୟ…
ଅଧିକ ଖବର ଦେଖନ୍ତୁ...

ଯେଉଁମାନେ ନିଜ ନାଗରିକତ୍ୱ ପ୍ରମାଣ କରିପାରିବେ ନାହିଁ, ସେମାନଙ୍କର ଭୋଟ ଦେବାର ଅଧିକାର ରହିବା ଉଚିତ ନୁହେଁ : ଅମିତ…

ନୂଆଦିଲ୍ଲୀ : ଆସାମରେ ଚାଲିଥିବା ଜାତୀୟ ନାଗରିକ ରେଜିଷ୍ଟର (ଏନଆରସି)ରୁ ୪୦ ଲକ୍ଷ ଲୋକ ବାଦ ପ଼ଡିବାକୁ ନେଇ ସାରା ଦେଶରେ ବିବାଦ ଚାଲିଥିବା ବେଳେ ଆଗାମୀ ଦିନରେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଏପରି କରାଯିବା ସଂପର୍କରେ ସଂକେତ ଦେଇଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଏକ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ହତ୍ୟା ଅଭିଯୋଗରେ ମିଳିଥିଲା ଆଜୀବନ କାରାଦଣ୍ଡ,୧୪ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ପୁନଃ ଶୁଣାଣି କରି ନିର୍ଦ୍ଦୋଷରେ…

କୋଲକାତା : କୋଲକାତାରେ ଘଟିଛି ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଦୋଷ ନଥାଇ ମଧ୍ୟ ଜଣେ ସ୍ୱାମୀ ସ୍ତ୍ରୀର ହତ୍ୟାକାରୀ ହୋଇ ୧୪ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ସତ ସାମ୍ନାକୁ ଆସିଥିଲା। କିନ୍ତୁ ସତ ପ୍ରମାଣିତ ହୋଇ ପୀଡ଼ିତ ସ୍ୱାମୀକୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲେ ମଧ୍ୟ ସେତେବେଳକୁ…
ଅଧିକ ଖବର ଦେଖନ୍ତୁ...

ଚୀନରୁ ଆସୁଥିଲା ଏହି ଜରୁରୀ ଇଂଜେକ୍ସନ, କିନ୍ତୁ ଥିଲା ନକଲି

ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱର ଆଉ କିଛି ଦେଶକୁ ତ୍ରୁଟିଯୁକ୍ତ ରାବିଜ୍‌ ଟୀକା (ପଶୁକାମୁଡ଼ା ଟୀକା) ରପ୍ତାନି କରୁଥିବା ଏକ ଚୀନ କମ୍ପାନିର ପର୍ଦ୍ଦାଫାସ ହୋଇଛି । ଚୀନର ଚାଂଚୁଂ ଚାଙ୍ଗସେଂ ବାୟୋଟେକନଲୋଜୀ କର୍ପୋରେସନ ନାମକ ଏହି କମ୍ପାନି ବିଭିନ୍ନ ରିପୋର୍ଟ ଓ କାଗଜପତ୍ରକୁ ଜାଲ କରି ଏହା…
ଅଧିକ ଖବର ଦେଖନ୍ତୁ...

ହୁଇଲ୍‌ଚ୍ୟାୟାର୍‌ରେ ବସି ମଧ୍ୟ ଦିବ୍ୟାଙ୍ଗ୍‌ ନୁହଁନ୍ତି: ସଫଳତାର ଏହି ୧୦ ମନ୍ତ୍ର ଦିଅନ୍ତି ହାତଗୋଡ଼ ନଥିବା ବିଶ୍ୱ…

: ଯଦି ତୁମେ ଚାଲିବା ଆରମ୍ଭ କରିବ ତାହାଲେ କ୍ଷତି ଜଲ୍‌ଦି ଶୁଖିବାକୁ ଲାଗିବ। ବସି ରହିଲେ କ୍ଷତ ବଢ଼େ, ଶାରୀରିକ ଭାବେ ବି ମାନସିକ ଭାବେ ବି। : ନିଜକୁ ନିଜେ ଖରାପ ବୋଲି ଭାବିବା ଏକ ମିଥ୍ୟା; ତୁମେ କେଉଁ କାମ ପାଇଁ ଯୋଗ୍ୟ ନୁହେଁ ବୋଲି ଭାବିବା ଏକ ପାପ। : ଭଗବାନ ତୁମକୁ ମାତ୍ର ଗୋଟିଏ…
ଅଧିକ ଖବର ଦେଖନ୍ତୁ...