Daily Archives

August 8, 2018

ଲୋକଙ୍କ ମୋବାଇଲକୁ ଆସୁଛି ଏହି ସଂଦିଗ୍ଧ ଏସଏମଏସ, ସେଥିରେ ଥିବା ଲିଙ୍କ କ୍ଲିକ କଲେ କଥା ସରିଲା

ନୂଆଦିଲ୍ଲୀ : ଆୟକର ରିଟର୍ଣ୍ଣ ନାଁରେ ପଠାଯାଉଥିବା କେତେକ ସଂଦିଗ୍ଧ ଏସଏମଏସ ପ୍ରତି ସତର୍କ ରହିବାକୁ ସତର୍କ କରାଇଦେଇଛି ଦେଶର ପ୍ରମୁଖ ସାଇବର ସିକ୍ୟୁରିଟି ସଂସ୍ଥା ଇଣ୍ଡିଆନ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ (ସିଇଆରଟି-ଆଇଏନ) । ଏହି ସଂସ୍ଥା ପକ୍ଷରୁ କୁହାଯାଇଛି ଆୟକର ବିଭାଗ ନାଁରେ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ୍‌କୁ ଭଲ ପାଉଥିଲେ କରୁଣାନିଧି, ସଚିନ-ଧୋନିଙ୍କୁ କରୁଥିଲେ ପ୍ରଶଂସା

ନୂଆଦିଲ୍ଲୀ: କବି, ଲେଖକ ତଥା ରାଜନୀତିଜ୍ଞ ଏମ୍‌. କରୁଣାନିଧି କ୍ରିକେଟ୍‌କୁ ଖୁବ୍‌ ଭଲ ପାଉଥିଲେ। ସେ ସଚିନ ତେନ୍ଦୁଲକର ଓ ମହେନ୍ଦ୍ର ସିଂହ ଧୋନିଙ୍କ ବଡ଼ ପ୍ରଶଂସକ ଥିଲେ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ସୁପ୍ରିମୋ କରୁଣାନିଧିଙ୍କୁ ଭଲଭାବରେ ଜାଣିଥିବା ଲୋକେ କୁହନ୍ତି,…
ଅଧିକ ଖବର ଦେଖନ୍ତୁ...

କିକି ଚ୍ୟାଲେଞ୍ଜ ଏବେକାର ନୁହେଁ, ଖୁବ୍‌ ପୁରୁଣା: ଦେଖୁନାହାନ୍ତି ବଲିଉଡ୍‌ର ଏହି ବଡ଼ କଳାକାରମାନେ କିପରି କରିଛନ୍ତି…

ମୁମ୍ବାଇ: ଗତ କିଛିଦିନ ମଧ୍ୟରେ କିକି ଚ୍ୟାଲେଞ୍ଜ ବିଷୟବସ୍ତୁଟି ପାଲଟିଯାଇଛି ଏକ ଜାତୀୟ ଚର୍ଚ୍ଚା। ଚଳନ୍ତା ଯାନରୁ ଗୀତରେ ନାଚି ନାଚି ବାହାରିବା ଏହି ଚ୍ୟାଲେଞ୍ଜର ମୁଖ୍ୟ କଥା। ଏହା ମଧ୍ୟରେ ଏହି ଖେଳ ଅନେକଙ୍କ ପ୍ରତି ବିପଦବି ସାବ୍ୟସ୍ଥ ହୋଇଛି। ଚ୍ୟାଲେଞ୍ଜକୁ ଆକ୍‌ସେପ୍ଟ କରିବା ପାଇଁ ଅନେକ…
ଅଧିକ ଖବର ଦେଖନ୍ତୁ...

ବାରାମୁଲ୍ଲାରେ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟର; ୪ ଆତଙ୍କବାଦୀ ନିହତ; ସର୍ଚ୍ଚ ଅପରେସନ୍‌ ଜାରି

ଶ୍ରୀନଗର (ଜମ୍ମୁ- କଶ୍ମୀର): ଜମ୍ମୁ- କଶ୍ମୀରର ବାରାମୁଳ୍ଲା ଜିଲ୍ଲା ଅନ୍ତର୍ଗତ ପାର୍ବତ୍ୟାଞ୍ଚଳରେ ଆଜି (ବୁଧବାର) ଅପରାହ୍ଣରେ ସେନା ପକ୍ଷରୁ ସେଠାରେ ଆତ୍ମଗୋପନ କରି ରହିଥିବା ଆତଙ୍କବାଦୀମାନଙ୍କ ବିରୋଧରେ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଛି। ଏହି ସର୍ଚ୍ଚ ଅପରେସନ୍‌ କାଳରେ…
ଅଧିକ ଖବର ଦେଖନ୍ତୁ...

ମାଟିର ମଣିଷ ମାଟି କୋଳରେ ନେଲେ ଶେଷ ବିଶ୍ରାମ : କରୁଣାନିଧିଙ୍କ ଶେଷ କୃତ୍ୟ ସଂପନ୍ନ, ମେରିନା ବିଚ୍‌ରେ ଦିଆଗଲା ସମାଧି

ଚେନ୍ନାଇ: ଦ୍ରାବିଡ଼ କିମ୍ବଦନ୍ତୀ ପୁରୁଷ ତଥା ତାମିଲ୍‌ ରାଜନୀତିର ଭୀଷ୍ମ ପିତାମହ ଏମ. କରୁଣାନିଧିଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଚେନ୍ନାଇର ମେରିନା ବିଚ୍‌ରେ ସମାଧୀ ଦିଆଯାଇଛି କରୁଣାନିଧିଙ୍କୁ। ମାଟିର ମଣିଷ ମାଟି କୋଳରେ ନେଇଛନ୍ତି ଶେଷ ବିଶ୍ରାମ।…
ଅଧିକ ଖବର ଦେଖନ୍ତୁ...

ଅସୁସ୍ଥତା କେବଳ ଖାଦ୍ୟପେୟ ଅନିୟମିତତାର କାରଣ ନୁହେଁ; ଆପଣଙ୍କ ଭିତରେ ଏହି ସବୁ ଭାବନା ଆସୁଛି କି? ତେବେ ଆପଣ ଅସୁସ୍ଥ

ଆଜିକାଲି ପରିବେଶ ପ୍ରଦୂଷଣ, ସାରଯୁକ୍ତ ଫଳ ଓ ପନିପରିବା ଆଦି ଖାଇବା ହେତୁ ବିଭିନ୍ନ ପ୍ରକାରର ରୋଗ ହେଉଛି ଏଥିରେ ସନ୍ଦେହ ନାହିଁ। ଅସୁସ୍ଥ ଜୀବନ ବିତାଇବା ଏବେ ପିଢ଼ିର ଲୋକଙ୍କ ପାଇଁ ଏକ ରକମର ଅଭ୍ୟାସ ପାଲଟିଗଲାଣି। ଉଚିତ ପରିମାଣର ଖାଦ୍ୟ, ପାନୀୟ ଓ ନିଦ୍ରା ନହେଲେ ରୋଗ ହୋଇଥାଏ ବୋଲି ଆମେ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ  ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନି

ମୁମ୍ବାଇ : ଓଡ଼ିଶାକୁ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ମୁମ୍ବଇରେ ରୋଡ ଶୋ କରୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଶର ବିଶିଷ୍ଟ ଶିଳ୍ପପତିମାନଙ୍କୁ ଭେଟିବା ସହ ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ତଥା…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ସହ ଲଢୁଥିବା ‘ବ୍ରେନ୍‌ ଡେଡ୍‌’ ରୋଗୀ ନିଜର ହୃଦ୍‌ପିଣ୍ଡ ଦାନ କରି ବଞ୍ଚାଇଲେ ୧୩ ବର୍ଷିଅ ବାଳକର ଜୀବନ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଏକ ଦୁର୍ଘଟଣାର ଶିକାର ହୋଇଥିବା ୨୦ ବର୍ଷିଅ ଜଣେ ଯୁବକ ନିଜର ବଡ଼ପଣ ଦେଖାଇ ଏବେ ଜାତୀୟ ସ୍ତରରେ ଚର୍ଚ୍ଚା ପାଲଟିଛନ୍ତି। ଦୁର୍ଘଟଣାରେ ତାଙ୍କର ମସ୍ତିଷ୍କ ଅକାମୀ(ବ୍ରେନ୍‌ ଡେଡ୍‌) ହେବା ପରେ ବଞ୍ଚିବାର କୌଣସି ସମ୍ଭାବନା ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ଆମ୍ବୁଲାନ୍ସ ଅବହେଳା ଯୋଗୁଁ ଜୀବନ ହରାଇଲେ ନବଜାତ ଯାଆଁଳା ଶିଶୁ, ବିରୋଧରେ ଡାକ୍ତରଖାନା ଘେରାଉ

ବାରିପଦା: ଠିକ୍‌ ସମୟରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ବୁଧବାର ନବଜାତ ଯାଅାଁଳା ଶିଶୁଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାଇ ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ଅନ୍ତର୍ଗତ ବାଲିଭଲ ଗ୍ରାମର ମୁକୁରୁ ଦିଗିଙ୍କ ସ୍ତ୍ରୀର ବାସନ୍ତୀ ଦିଗିଙ୍କ ପ୍ରସବ ଜନିତ ଯନ୍ତ୍ରଣା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ବିହାର ସେଲଟର ହୋମ୍‌ ଦୁଷ୍କର୍ମ ମାମଲା: ମୁଖ୍ୟ ଅଭିଯୁକ୍ତ ସହ ମନ୍ତ୍ରୀଙ୍କ ସ୍ୱାମୀଙ୍କ ଘନିଷ୍ଠ ସଂପର୍କର ସିବିଆଇ…

ପାଟନା (ବିହାର): ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାରେ ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନେବା ସହ ଆଜି (ବୁଧବାର) ଅପରାହ୍ଣରେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ବିହାର ସମାଜ କଲ୍ୟାଣ ମନ୍ତ୍ରୀ ତଥା ଜେଡି (ୟୁ) ନେତ୍ରୀ ମଞ୍ଜୁ ବର୍ମା। ମୁଜାଫରପୁର ସେଲଟର ହୋମ୍‌ ଦୁଷ୍କର୍ମ ମାମଲାର…
ଅଧିକ ଖବର ଦେଖନ୍ତୁ...