Daily Archives

August 9, 2018

ପୂଜା ଭୋଜି ଖାଇ ୫ଜଣ ଗୁରୁତର, ନୀଳଗିରି ଡକ୍ତରଖାନାରେ ଚିକିତ୍ସାଧିନ

ନୀଲଗିରି: ପୂଜା ଭୋଜି ଖାଇ ୨ ନାବାଳିକା, ୨ ନାବାଳକ ସମେତ ଜଣେ ମହିଲା ଗୁରୁତର ଅସୁସ୍ଥ ହୋଇ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଅଶୋକ ପଣ୍ଡାଙ୍କ ଘରେ ବୁଧବାର ଦିନ ସତ୍ୟନାରାୟଣ ପୁଜା ହେଉଥିଲା ପୂଜାରେ ଭୋଜି ଖାଇ ଘରକୁ ଆସିବା ପରେ ସମସ୍ତେ ଝାଡା ବାନ୍ତିରେ…
ଅଧିକ ଖବର ଦେଖନ୍ତୁ...

ପିଅନ ଚାକିରି ପାଇଁ ସ୍କୁଲରେ ପୁଣି ତାଲା ପକାଇଲେ ଆଦିବାସୀ ପରିବାର, ଥାନାରେ ଦ୍ୱାରସ୍ତ ହେଲେ ପ୍ରଧାନ ଶିକ୍ଷୟତ୍ରୀ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ତୋୟାପୁଟ ଗ୍ରାମପଞ୍ଚାୟତର ଡୁମୁରିପଦର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ପୁଣି ସେହି ଆଦିବାସୀ ପରିବାର ତାଲା ପକାଇ ରଖିଥିଲୋ ଏକ ଆଦିବାସୀ ପରିବାରର ସମସ୍ତ ସଦସ୍ୟ ଯୋରଜବର ଦସ୍ତ ଚଳିତ ମାସ ୧ ତାରିଖ ତାଲା ପକାଇ ଦେଇଥିଲୋ ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧା କପୁରଙ୍କ ସହ ସମସ୍ତ ସଂପର୍କ ତୁଟାଇଲେ ଫର୍‌ହାନ,ଏହି ଅଭିନେତ୍ରୀଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଫର୍‌ହାନ୍‌ ଅଖ୍‌ତର ଏବଂ ଶକ୍ତି କପୁରଙ୍କ ତନୟା ଶ୍ରଦ୍ଧା କପୁରଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ପୂର୍ବରୁ ଅନେକ ଚର୍ଚ୍ଚା ହୋଇ ସାରିଛି । କିଛି ଦିନ ପୂର୍ବରୁ ଦୁହେଁ ଲିଭ୍‌ ଇନ୍‌ରେ ରହୁଥିବାର ଚର୍ଚ୍ଚା ଜୋର ଧରିଥିଲା । ଶ୍ରଦ୍ଧା ଏବଂ ଫର୍‌ହାନଙ୍କ…
ଅଧିକ ଖବର ଦେଖନ୍ତୁ...

ଏହି ହୋଟେଲରେ ବିବାହିତ ହୋଇ ପ୍ରବେଶ କରନ୍ତି ଦମ୍ପତି, ଚେକ୍‌ ଆଉଟ୍‌ କରିବା ବେଳକୁ ହୋଇଯାଏ ଛାଡ଼ପତ୍ର

ନୂଆଦିଲ୍ଲୀ : ବିବାହ ପାଇଁ ସ୍ୱତନ୍ତ୍ର ହୋଟେଲ ଥିବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣ ଡ଼ାଇଭର୍ସ ହୋଟେଲ ବା ଛାଡ଼ପତ୍ର ହୋଟେଲ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି? ଯେଉଁଠାକୁ ଲୋକମାନେ ଛାଡ଼ପତ୍ର ପାଇଁ ଯାଇଥାନ୍ତି । ଯେଉଁ ଦମ୍ପତିମାନଙ୍କ ମଧ୍ୟରେ ଭଲ ପାଇବା କମ ହୋଇ ଯାଇଥାଏ ଏବଂ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ସବୁ ଫିଲ୍ମରେ ନିର୍ମାତାଙ୍କ ଉପରେ ନିଜ ହୁକୁମ୍‌ ଚଲାନ୍ତି ସଲମାନ୍‌,ଏହି ଭୁଲ ପାଇଁ ହାତରୁ ଖସି ଗଲା ବଡ଼ ବଜେଟ୍‌ର ଫିଲ୍ମ

ମୁମ୍ବାଇ : ନିଜ ଫିଲ୍ମ ‘ଭାରତ’କୁ ନେଇ ଏବେ ଚର୍ଚ୍ଚାରେ ସଲମାନ ଖାନ୍‌ । କିଛି ଦିନ ତଳେ ଏହି ଫିଲ୍ମର ଷ୍ଟାରକାଷ୍ଟକୁ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପ୍ରିୟଙ୍କାଙ୍କ ସ୍ଥାନରେ କ୍ୟାଟ୍ରିନାଙ୍କୁ ନିଆଯାଇ ସୁଟିଂ ଆରମ୍ଭ କରାଯାଇଛି । ତେବେ ଫିଲ୍ମ ‘ଭାରତ’ ପରେ ଏବେ ‘ଧୁମ୍‌-୪’କୁ ନେଇ…
ଅଧିକ ଖବର ଦେଖନ୍ତୁ...

ବିରଳ ରେକର୍ଡ: ନଦୀରୁ ଉଦ୍ଧାର ହେଲେ ୧୧୧ ବୋଲବମ୍‌ ଭକ୍ତ

ହରିଦ୍ୱାର: ଉତ୍ତରାଖଣ୍ଡ ପୁଲିସ ଓ ଏନଡିଆରଏଫ ଟିମ୍‌ ଚଳିତ ବର୍ଷର ବୋଲବମ୍‌ ଋତୁରେ ନଦୀରୁ ୧୧୧ ଜଣ ବୋଲବମ୍‌ ଭକ୍ତଙ୍କୁ ଉଦ୍ଧାର କରିଛି। ଜାତୀୟ ଗଣମାଧ୍ୟମକୁ ଉତ୍ତରାଖଣ୍ଡ ପୁଲିସର ଏଡିଜି ଅଶୋକ କୁମାର କହିଛନ୍ତି, ହରିଦ୍ୱାରରୁ ଉତ୍ତରକାଶୀର ଗଙ୍ଗୋତ୍ରୀ ଧାମ ପର୍ଯ୍ୟନ୍ତ ଏଥର ପୁଲିସ ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ପୁଲିସର ସାହାଯ୍ୟ ନ ନେଇ ଫୋନ ଚୋରି କରିଥିବା ଅଭିଯୁକ୍ତକୁ ଧରିଲେ ଯୁବତୀ, ଚୋରି ହେବା ଜାଣି ଏଭଳି ଆରମ୍ଭ କରିଥିଲେ…

ମୁମ୍ବାଇ : ଆଜିକାଲିର ପିଲାମାନେ ନିଜ ଫୋନ ସହ କେତେ ଜଡ଼ିତ ତାହା ଆପଣମାନେ ଜାଣିଥିବେ । ଏଭଳି ପରିସ୍ଥିତିରେ ଯଦି ଫୋନ ଚୋରି ହୋଇ ଯାଉଛି ତେବେ ତାହା ସେମାନଙ୍କ ପାଇଁ କୌଣସି ବଡ଼ ଦୁଃଖଠାରୁ କମ ନୁହେଁ । ତେବେ ଏଭଳି ପରିସ୍ଥିତିରେ ମୁମ୍ବାଇର ଜଣେ ଯୁବତୀ ନିଜର ହଜିଥିବା ଫୋନକୁ ନିଜେ ଖୋଜି…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ଅନ୍ଦାଜରେ କିକି ଚ୍ୟାଲେଞ୍ଜକୁ ପୂରା କଲେ ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା, ପ୍ରଶଂସକଙ୍କୁ ଦେଲେ ପରାମର୍ଶ,…

ମୁମ୍ବାଇ : କିକି ଚାଲେଞ୍ଜର ନିଶା ଏବେ ଚାରିଆଡ଼େ ଦେଖିବାକୁ ମିଳିଛି । ଅନେକ ଚେତାବନୀ ଏବଂ ସଚେତନତା ଅଭିଯାନ ପରେ ମଧ୍ୟ ଲୋକମାନେ ନିଜ ଜୀବନକୁ ବିପଦରେ ପକାଇ ଏହି ଚ୍ୟାଲେଞ୍ଜକୁ ପୂରା କରିବାରେ ଲାଗି ପଡ଼ିଛନ୍ତି । କେବେ ଚଳନ୍ତା କାର୍‌ ତ କେବେ ଚଳନ୍ତା ଟ୍ରେନ୍‌ । ଏବେ ମୁମ୍ବାଇର ୩ଜଣ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଙ୍କୁ ପରାମର୍ଶ ନ କରାଇ ଦୋକାନରୁ ଔଷଧ ନେଇ ଖାଇବା ପରେ ଜ୍ୱରରେ ପଡ଼ିଥିବା ନାବାଳିକାର ଖରାପ ହୋଇଗଲା କିଡ୍‌ନି

ଅମୃତସର : ଅମୃତସରର ଗୁରୁଦାସପୁରରେ ଘଟିଥିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସାମାନ୍ୟ ଜ୍ୱରରୁ କିଡ଼୍‍ନି ଖରାପ ହେବା ଘଟଣା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଗୁରୁଦାସପୁରରେ ମୁସ୍କାନ ନାମକ ଜଣେ ନାବାଳିକାକୁ ଜ୍ୱର ହୋଇଥିବା ବେଳେ ଘର ଲୋକେ ପାଖ ଦୋକାନରୁ ଔଷଧ ଆଣି ଖୁଆଇ…
ଅଧିକ ଖବର ଦେଖନ୍ତୁ...

ଟିଭି ରିୟାଲିଟି ସୋ’ର ହୋଷ୍ଟ ହୁମାଙ୍କୁ ଡାୟନ୍‌ କହିବାରୁ ରାଗରେ ସୁଟିଂ ଅଧାରୁ ଛାଡ଼ି ଚାଲିଗଲେ ହୁମା କ୍ୟୁରେସି !

ମୁମ୍ବାଇ : ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ‘ଇଣ୍ଡିଆଜ୍‌ ବେଷ୍ଟ ଡ଼୍ରାମେବାଜ’ରେ ଏବେ ନୂଆ ନୂଆ କରି ଜଜ୍‌ ବନିଛନ୍ତି ବଲିଉଡ୍‌ ଅଭିନେତ୍ରୀ ହୁମା କ୍ୟୁରେସି । ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ହୁମାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ତେବେ…
ଅଧିକ ଖବର ଦେଖନ୍ତୁ...