Daily Archives

August 11, 2018

ନବବିବାହିତାଙ୍କ ଗାଡ଼ି ଚଲାଇବା ସୌକ କାଳ ହେଲା : କୂଅ ଭିତରେ ପୂରାଇ ଦେଲେ ଗାଡ଼ି; ଚାଲିଗଲା ଦୁଇଟି ମୂଲ୍ୟବାନ୍‌ ଜୀବନ

ପୁଣେ: ପୁଣେରୁ ୩୫ କିଲୋମିଟର ଦୂରରେ ଥିବା ଉରୁଲି କାଞ୍ଚନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭଲ ଭାବେ ପ୍ରଶିକ୍ଷଣ ନ ନେଇ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି। ଗୁରୁବାର ସଂଧ୍ୟାରେ ଜଣେ ନବବିବାହିତା ମହିଳା ଏକ ବଡ଼ ସଭ୍‌ ଗାଡ଼ି ଚଳାଉଥିବା ବେଳେ ନିୟନ୍ତ୍ରଣ ରଖି ପାରି ଗୋଟିଏ କୂଅରେ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ଅଛି କି? ମାତ୍ର ମାସଟିଏ ପିଅନ୍ତୁ ପଇଡ଼, ମାଣ୍ଡିଆ କିମ୍ବା ମିସିରି-ଭୂଷି; ରୋଗ ଯିବ ତା’…

ଆଜିକାଲି ଲୋକଙ୍କ ଭିତରେ ଗ୍ୟାସ୍‌ଷ୍ଟ୍ରିକ୍‌ ଏକ ସାଧାରଣ ସମସ୍ୟା। ଟିକେ ଖାଦ୍ୟପେୟ ଅନୟମିତତା ହେଲେ ଏହି ରୋଗ ଦେଖା ଦେଇଥାଏ। ଉଚିତ ସମୟରେ ନଖାଇଲେ, ନଶୋଇଲେ କିମ୍ବା ଯଥେଷ୍ଟ ପରିମାଣର ପାଣି ନପିଇଲେ ଏହି ରୋଗ ହେବା ଏକ ରକମର ଥୟ। ମାତ୍ର ଆପଣ ଆଦୌ ଭୟ କରନ୍ତୁ ନାହିଁ। ଏହାର ସମାଧାନ୍‌…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦରୁ ବିମାନରେ ଦିଲ୍ଲୀ ଆସି ଚୋରାଉ ଥିଲା ଦାମୀ କାର୍‌ ! ଧରାପଡ଼ିଲା ପରେ ୫ ବର୍ଷରେ ୫୦୦ କାର ଚୋରି କରିଥିବା…

ନୂଆଦିଲ୍ଲୀ: ଦିଲ୍ଲୀରୁ ଜଣେ ବ୍ୟକ୍ତି ୫ ବର୍ଷ ମଧ୍ୟରେ ପାଖାପାଖି ୫୦୦ ସହ ଦାମୀ କାର୍‌ ଚୋରି କରିଥିବା ଜଣାପଡ଼ିଛି। ବାରମ୍ବାର ଚୋରି ପରେ ବି ଅଭିଯୁକ୍ତକୁ ଧରିପାରୁ ନ ଥିଲା ପୁଲିସ୍‌। ନିକଟରେ ଚୋର ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଅଭିଯୁକ୍ତ ସଫ୍ରୁଦ୍ଦିନ…
ଅଧିକ ଖବର ଦେଖନ୍ତୁ...

ଲର୍ଡସ୍‌ ଟେଷ୍ଟ: ଖରାପ ଲାଇଟ୍‌ ଯୋଗୁଁ ମ୍ୟାଚ୍‌ ଅଟକିଲା, ଓ୍ଵକ୍ସଙ୍କ ଶତକ ବଳରେ ଇଂଲଣ୍ଡର ସ୍କୋର ୬/୩୫୭

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡସ୍‌ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍‌ର ୨ୟ ମୁକାବିଲା ୩ୟ ଦିନରେ ଶନିବାର ଇଂଲଣ୍ଡର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଛନ୍ତି। ଖରାପ ଆଲୋକ ଯୋଗୁଁ ମ୍ୟାଚ୍‌ ଅଟକିବା ପୂର୍ବରୁ କ୍ରିସ ଓ୍ଵକ୍ସ ଶତକ (ଅପରାଜିତ ୧୨୦) ହାସଲ କରିଛନ୍ତି। ସାମ କୁରାନ ୨୨ ରନ୍‌…
ଅଧିକ ଖବର ଦେଖନ୍ତୁ...

ପର୍ଣ୍ଣଷ୍ଟାର୍‌ ବନିବା ପାଇଁ ଛାଡ଼ିଥିଲେ ଇସ୍‌ଲାମ; ବୃତ୍ତି ପାଇଁ ଧର୍ମ ଛାଡ଼ିଥିବାରୁ ଅନୁତପ୍ତ ନୁହଁନ୍ତି ୟସ୍‌ମିନା

ନୂଆଦିଲ୍ଲୀ: ଆଫଗାନିସ୍ତାନର ବହୁ ଜଣାଶୁଣା ପର୍ଣ୍ଣଷ୍ଟାର୍‌ ୟସ୍‌ମିନା ଅଲ୍ଲୀ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ଯୋଗ ଦେବା ହେତୁ ତାଙ୍କୁ ତାଙ୍କର ଧର୍ମ ଇସ୍‌ଲାମ୍‌ ଛାଡ଼ିବାକୁ ପଡ଼ିଥିଲା ବୋଲି ସେ ନିକଟରେ ଖୁଲାସା କରିଛନ୍ତି। ନିଜ ବୃତ୍ତିରେ ସେ ବେଶ୍‌ ଖୁସି ଅଛନ୍ତି ଓ ବୃତ୍ତି ପାଇଁ ତାଙ୍କୁ ଧର୍ମ…
ଅଧିକ ଖବର ଦେଖନ୍ତୁ...

ପୁରୁଷ ସଂପର୍କୀୟଙ୍କ ବିନା ପ୍ରଥମ ଥର ହଜ୍‌ ଯାଇ ଇତିହାସ ରଚିଲେ ୧୬ ମହାରାଷ୍ଟ୍ରୀୟ ମହିଳା

ମୁମ୍ବାଇ: ପ୍ରଥମ ଥର ଲାଗି ଭାରତୀୟ ମହିଳା ପୁରୁଷଙ୍କ ବିନା ହଜ୍‌ ଯାଇ ଇତିହାସ ରଚିଛନ୍ତି। ୪୫ ବର୍ଷରୁ ଊର୍ଧ୍ୱ ବୟସ୍କ ମହିଳା ଇଚ୍ଛା କଲେ ବିନା ପୁରୁଷ ସଂପର୍କୀୟଙ୍କ ସହାୟତାରେ ନିଜେ ନିଜେ ହଜ୍‌ ଯାଇପାରିବେ ବୋଲି ସାଉଦି ଆରବ ସରକାର ନିୟମ କରିବା ପରେ ଏହା ପ୍ରଥମ କରି ଭାରତରେ ଲାଗୁ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଏଇ ସହଜ ଉପାୟ ଅବଲମ୍ବନ କରି ଓଜନ କମାଇ ପାରିବେ; ଜାଣନ୍ତୁ ସେସବୁ କ’ଣ ?

ବର୍ତ୍ତମାନ ମେଦବୃଦ୍ଧି ଏକ ବଡ଼ ଶାରୀରିକ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଯେଉଁମାନେ ଏହାର ଶିକାର ସେମାନେ ନିଜର ଓଜନ କମାଇବାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ୁଛନ୍ତି। କିଏ ଏଥିପାଇଁ ଔଷଧ ସେବନ କଲାଣି ତ କିଏ ବ୍ୟାୟାମଶାଳାରେ ଘଣ୍ଟା ଘଣ୍ଟା ସମୟ ବିତାଉଛନ୍ତି। ତେବେ କେତକ ଘରୋଇ ଉପାୟରେ ମଧ୍ୟ ଓଜନ…
ଅଧିକ ଖବର ଦେଖନ୍ତୁ...

କାହାକୁ ନିଜର ବିକଳ୍ପ ଭାବନ୍ତି ଅକ୍ଷୟ କୁମାର? ଏହି ହିରୋଙ୍କ ନାମ ନେଇ କହିଲେ, ମୋ ପରେ ଇଏ ହୋଇପାରିବେ ବଲିଉଡ୍‌…

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ବଲିଉଡ୍‌ରେ ନିଜର ଏକ ଖାସ୍‌ ସ୍ଥାନ ବନାଇ ପାରିଛନ୍ତି ଏଥିରେ ସନ୍ଦେହ ନାହିଁ। ବଲିଉଡ୍‌ର ଏହି ଖିଲାଡି ବୟ ଦୀର୍ଘ ବର୍ଷ ଧରି ଏପରି ଭାବେ ଚଳଚ୍ଚିତ୍ର ଦୁନିଆରେ ରାଜ୍‌ କରିବା ଏକ ଚମତ୍କାର ନିଶ୍ଚୟ। ଆଗାମୀ ଅଗଷ୍ଟ ୧୫ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ଅକ୍ଷୟ…
ଅଧିକ ଖବର ଦେଖନ୍ତୁ...

ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ରାଜସ୍ଥାନରେ ମିଳିବ ନାହିଁ ଟିକେଟ: ରାହୁଲ ଗାନ୍ଧୀ

ଜୟପୁର: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶନିବାର କଂଗ୍ରେସ ଶଙ୍ଖ ବଜାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ରାଜଧାନୀ ଜୟପୁରରେ କହିଛନ୍ତି, ଅନ୍ୟ ଦଳରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ନେତାଙ୍କୁ ଆଗାମୀ ବିଧାନସଭାରେ ଟିକେଟ ମିଳିବ ନାହିଁ। ରାମଲୀଳା ପଡ଼ିଆରେ…
ଅଧିକ ଖବର ଦେଖନ୍ତୁ...

ସମୁଦ୍ର କୂଳରେ ଭାସି ଭାସି ପହଞ୍ଚିଲା ଏକ ରହସ୍ୟମୟ ଜୀବ, ପର୍ଯ୍ୟଟକ ଦେଖି ହେଲେ ଭୟଭୀତ

ନୂଆଦିଲ୍ଲୀ: ଭିଏତନାମରେ ଏକ ଅଦ୍ଭୁତ ଜୀବ ଭାସି ଭାସି ସମୁଦ୍ର କୂଳରେ ଲାଗିଥିଲା। ଏହି ଜୀବ ମେଞ୍ଚାଏ ଗଛର କାଠିକୁଟା ଭଳି ଦେଖାଯାଉଥିଲା। ଏହି ଜୀବକୁ ସମୁଦ୍ର କୂଳରେ ଦେଖି ପର୍ଯ୍ୟଟକମାନେ ଭୟଭୀତ ହୋଇ ଯାଇଥିଲେ। ଏହା ଗଛ ନା ଜୀବ ତାହା ଜାଣିବା ପାଇଁ ସନ୍ଦେହରେ ପଡ଼ି ଯାଇଥିଲେ। ଏହି ଦୁଲର୍ଭ…
ଅଧିକ ଖବର ଦେଖନ୍ତୁ...