Daily Archives

August 12, 2018

ଦେବଗଡ: ୪୯ନଂ ଜାତୀୟ ରାଜପଥରେ ପଥରଗଡ ବ୍ରିଜରେ ଫାଟ

ଦେବଗଡ଼: ତିଳେଇବଣି ବ୍ଲକ ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥରେ ଥିବା ପଥରଗଡ ବ୍ରିଜରେ ଫାଟ ସୃଷ୍ଟି ହୋଇଥିବା ବେଳେ ଉକ୍ତ ବ୍ରିଜ ଏବେ ବିପଦସଂଙ୍କୁଳ ଅବସ୍ଥାରେ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ସଂପୃକ୍ତ ର୍ନିମାଣକାରୀ…
ଅଧିକ ଖବର ଦେଖନ୍ତୁ...

ଭଗବଦ୍‌ ଗୀତା ପଢ଼ିବା ପରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଜୀବନରେ ଆସିଛି ବଡ଼ ପରିବର୍ତ୍ତନ

ମୁମ୍ବାଇ : ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ ‘ଗୋଲ୍‌ଡ଼’ । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ବଲିଉଡ୍‌ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ଟେଲିଭିଜନ ଅଭିନେତ୍ରୀ ମୌନି ରଏ । ତେବେ ଫିଲ୍ମକୁ ନେଇ ଅକ୍ଷୟ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଗୀତା ପଢ଼ିବା ଅଭ୍ୟାସକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କୁ ମନେ ପକାଇ ଭାବୁକ ହେଲେ ଧର୍ମେନ୍ଦ୍ର, କହିଲେ ବହୁତ କମ ବୟସରେ ଚାଲିଗଲେ

ମୁମ୍ବାଇ: ଆସନ୍ତାକାଲି (ସୋମବାର) ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ୫୫ତମ ଜନ୍ମଦିନ । ଆଜି ସେ ଦୁନିଆରେ ନଥିଲେ ମଧ୍ୟ ତାଙ୍କ ଜନ୍ମଦିନ ପାଇଁ ପୁଣି ଥରେ ତାଙ୍କୁ ପ୍ରଶଂସକମାନେ ମନେ ପକାଇଛନ୍ତି । ତାଙ୍କ ମୃତ୍ୟୁକୁ କିଛି ମାସ ବିତି ଯାଇଥିଲେ ମଧ୍ୟ ତାଙ୍କ ଜନ୍ମଦିନ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ହରିୟାଣାର ରହସ୍ୟମୟ ଯୁବକ, ୧୧ହଜାର ଭୋଲ୍ଟ କରେଣ୍ଟର ଝଟ୍‌କା ଲାଗିବା ପରେ ନାହିଁ କୌଣସି ପ୍ରଭାବ

ଚଣ୍ଡିଗଡ଼: ଆଜି ଆମେ ଆପଣଙ୍କୁ ଏମିତି ଜଣେ ୧୯ବର୍ଷିୟ ଯୁବକଙ୍କ ବିଷୟରେ ଜଣାଇବାକୁ ଯାଉଛୁ, ଯାହାଙ୍କ ପାଖରେ ଥିବା ଶକ୍ତି ବିଷୟରେ ଜାଣିବା ପରେ ଆପଣ ମଧ୍ୟ ବିସ୍ମୟ ହେବେ । ହରିୟାଣାର ସୋନିପତରେ ରହୁଥିବା ଦୀପକ ଝାଙ୍ଗଡ଼ଙ୍କ ପାଖରେ ଥିବା ଶକ୍ତିକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଏହା କିପରି…
ଅଧିକ ଖବର ଦେଖନ୍ତୁ...

କିକି ଚ୍ୟାଲେଞ୍ଜ ପରେ ଏବେ ସୋସିଆଲ ମିଡ଼ିଆରେ ଛାଇଲା ଡ୍ରାଗନ ବ୍ରେଥ୍‌ ଚ୍ୟାଲେଞ୍ଜ, ଜୀବନ ପ୍ରତି ରହିଛି ବିପଦ

ନୂଆଦିଲ୍ଲୀ: ଆଜିକାଲିର ଇଣ୍ଟରନେଟ ଦୁନିଆରେ ପ୍ରତିଦିନ କିଛି ନା କିଛି ଚ୍ୟାଲେଞ୍ଜ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟୁଛି । ସୋସିଆଲ ମିଡ଼ିଆ ମାଧ୍ୟମରେ ଲୋକମାନେ ପରସ୍ପରକୁ ଖୁବ୍‌ ସହଜରେ ଚ୍ୟାଲେଞ୍ଜ ଦେଉଥିବା ବେଳେ ଏହି ଚ୍ୟାଲେଞ୍ଜକୁ ପୂରା କରିବା ପାଇଁ ଲୋକମାନେ କିଛି ବି କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ନିଜେ ଆର୍ଥିକ ଦୂରାବସ୍ଥା ମଧ୍ୟରେ ଥାଇ ସୁଦ୍ଧା କେରଳର ବନ୍ୟା ଦୁର୍ଗତଙ୍କ ପାଇଁ ବଢ଼ାଇଲେ ସାହାଯ୍ୟର ହାତ; ମାଗଣାରେ…

ଥିରୁବନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ ଏବେ ଲୋକମାନଙ୍କୁ ଚିନ୍ତାରେ ପକାଇଛି । ଯେତିକି ଭାବି ନଥିଲେ ତାହାଠାରୁ ଅଧିକ କ୍ଷୟକ୍ଷତି ହୋଇ ସାରିଲାଣି । ୩୭ଜଣଙ୍କର ମୃତ୍ୟୁ ହେବା ସହ ବର୍ଷା ହେତୁ ଲୋକମାନଙ୍କର ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । କିଛି ଲୋକଙ୍କ ଘର ଭାଙ୍ଗି ଯାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

ତଣ୍ଟି ବସି ଯାଇଥିଲେ ଆପଣାନ୍ତୁ ଏହି ଘରୋଇ ଉପାୟ

ପାଗ ପରିବର୍ତ୍ତନ ହେଲେ ବା ଅଧିକ ଥଣ୍ଡା ଜିନିଷ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କର ତଣ୍ଟି ବସି ଯାଇଥାଏ । ଏହି ସମସ୍ୟା ହେଲେ ଲୋକମାନେ ଠିକ୍‌ ଭାବରେ ଖାଇ ନପାରିବା ସହ କଥା ମଧ୍ୟ ହୋଇ ପାରନ୍ତି ନାହିଁ । ତଣ୍ଟି ବସିବା ପରେ ଶୀଘ୍ର ଠିକ୍‌ ହେବାର ନାଁ ନେଇ ନଥାଏ । ଯାହା ପାଇଁ ଲୋକମାନେ…
ଅଧିକ ଖବର ଦେଖନ୍ତୁ...

ଲର୍ଡସ୍‌ ଟେଷ୍ଟରେ ଭାରତକୁ ମିଳିଲା ପରାଜୟ, ଇଂଲଣ୍ଡ ଶୃଙ୍ଖଳାର ୨-୦ରେ ଅଗ୍ରଣୀ 

ଲଣ୍ଡନ: ଭାରତ ବିପକ୍ଷରେ ଇଂଲଣ୍ଡ ଲର୍ଡସ ଟେଷ୍ଟକୁ ରବିବାର ଜିତିଛି। ଲର୍ଡସ୍‌ ଷ୍ଟାଡିୟମରେ ୫ ଟେଷ୍ଟ ମ୍ୟାଚ୍‌ର ୨ୟ ମୁକାବିଲାର ୪ର୍ଥ ଦିନରେ ଇଂଲଣ୍ଡ ଗୋଟିଏ ଇନିଂସ ଓ ୧୫୯ ରନ୍‌ରେ ଏହି ମ୍ୟାଚ ଜିତିଛି। ଏହା ସହିତ ଶୃଙ୍ଖଳାର ୨-୦ରେ ଅଗ୍ରଣୀ ଲାଭ କରିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍‌ଙ୍କୁ…
ଅଧିକ ଖବର ଦେଖନ୍ତୁ...

ଘରେ ଶୋଇଥିବା ବେଳେ ହଠାତ୍‌ ରାତି ୩ଟାରେ ଭୁକିବାକୁ ଲାଗିଲା ପାଳିତ କୁକୁର, କାରଣ ଜାଣିବା ପାଇଁ ବାହାରକୁ ଯିବା ପରେ…

ଇଦୁକି: ଅର୍ଦ୍ଧାଧିକ କେରଳ ଏବେ ବର୍ଷା ଓ ବନ୍ୟା ବିତ୍ପାତରେ ଆକ୍ରାନ୍ତ ହେବା ସହ ୩୭ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଏଭଳି ପରିସ୍ଥିତିର ଆଶା କରାଯାଉ ନଥିବା ବେଳେ ବର୍ଷାର ଏଭଳି ରୂପ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲଗାଣ ବର୍ଷା ପାଇଁ ବିଭିନ୍ନ ଘର ଭାଙ୍ଗି ଯାଉଥିବା ବେଳେ କିଛି…
ଅଧିକ ଖବର ଦେଖନ୍ତୁ...

‘ସଞ୍ଜୁ’ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା, ପରଦା ଉପରେ ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଚେଷ୍ଟା…

ମୁମ୍ବାଇ: ସିନେମା ଘର ମଧ୍ୟରୁ ଫିଲ୍ମ ‘ସଞ୍ଜୁ’ ବାହାରି ସାରିଥିବା ବେଳେ ‘ସଞ୍ଜୁ’କୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହିଁ । ଫିଲ୍ମରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଅଭିନେତା ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଚେଷ୍ଟା କରିବା ସହ ଅନେକ…
ଅଧିକ ଖବର ଦେଖନ୍ତୁ...