Daily Archives

August 14, 2018

ଜାତୀୟ କରାଟେ ପ୍ରତିଯୋଗିତାରେ ଓଡ଼ିଶାକୁ ୭ଟି ସ୍ୱର୍ଣ୍ଣ ସହିତ ୧୬ ପଦକ

ଭୁବନେଶ୍ୱର: ଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମ ଠାରେ ଅଗଷ୍ଟ ୧୦ ରୁ ୧୨ ପର୍ଯ୍ୟନ୍ତ ଚାଲିଥିବା ସର୍ବ ଭାରତୀୟ ସ୍ୱାଧୀନତା କପ୍‌ କରାଟେ ପ୍ରତିଯୋଗିତାରେ ଉତ୍କଳ କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି। ସବ୍‌ ଜୁନିଅର ବର୍ଗରେ ରିତେଶ ମହାନ୍ତି କାଟାରେ…
ଅଧିକ ଖବର ଦେଖନ୍ତୁ...

ଦେଶସେବାର ଅନନ୍ୟ ଉଦାହରଣ: ଯବାନ ଏବଂ ତାଙ୍କ ପରିବାର କରନ୍ତି ମାଗଣାରେ କରନ୍ତି ଲୋକଙ୍କ ଚିକିତ୍ସା, ସାଥିରେ ରଖନ୍ତି…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଜଣେ ଡ଼ାକ୍ତର ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସେ କରିଥିବା କ୍ଲିନିକ୍‌ ପାଇଁ ସେ ଲୋକପ୍ରିୟ ହୋଇ ପାରିଥିବା ଜଣା ପଡ଼ିଛି । ଡ଼ାକ୍ତର ନବନୀତ ଜୈନ୍‌ ଆଖି, ନାକ ଏବଂ କାନର ଡ଼ାକ୍ତର ହୋଇଥିବା ବେଳେ ଯବାନମାନଙ୍କ ଚିକିତ୍ସା ପାଇଁ ସେ ଟଙ୍କାଟିଏ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

୬ କୋଟି ଟଙ୍କା ଠକେଇର ଶିକାର ହେଲେ ଅଭିନେତା ଗୌତମ

ମୁମ୍ବାଇ : ଘର କିଣିବାକୁ ନେଇ ଅଭିନେତା ଗୌତମ ରୋଡ଼େ ୬କୋଟି ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଗୌତମ ମୁମ୍ବାଇ ପୁଲିସ ଆଗରେ ଅଭିଯୋଗ କରିବା ପରେ ଏହାର ତଦନ୍ତ ଆରମ୍ଭ କରିଛି ପୁଲିସ । ସୂଚନା ମୁତାବକ, ଗୌତମ ୨୦୧୬ରେ ଗୋରେଗାଓଁରେ ନିର୍ମାଣଧୀନ ଥିବା ଏକ ୫୩ ମହଲା…
ଅଧିକ ଖବର ଦେଖନ୍ତୁ...

ଦେଶକୁ ସୁରକ୍ଷା ଦେବାକୁ ଯାଇ ଶତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିଥିଲେ ଏହି ୩ ଯବାନ

ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦେଶର ପ୍ରତିକୋଣ, ଅନୁକୋଣରେ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଜାତୀୟ ପତାକାକୁ ଉତ୍ତୋଳନ କରାଯିବା ସହ ଲୋକମାନେ ଦେଶାତ୍ମବୋଧ ଗୀତ ଗାଇଥାନ୍ତି । ଦେଶକୁ ସ୍ୱାଧୀନତା ଦେବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇଥିବା ବେଳେ ଏହି…
ଅଧିକ ଖବର ଦେଖନ୍ତୁ...

ବିମାନ ମଧ୍ୟରେ ‘କୁବୁଲ୍‌ ହେ’ ଧାରାବାହିକର ଅଭିନେତ୍ରୀ ହେଲେ ଅସଦାଚରଣର ଶିକାର

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘କୁବୁଲ ହେ’ର ଅଭିନେତ୍ରୀ ଅମ୍ରପାଲି ଗୁପ୍ତା ବିମାନ ମଧ୍ୟରେ ଅସଦାଚରଣର ଶିକାର ହୋଇଥିବା ସୂଚନା ମିଳିଛି । ନିଜର ନୂଆ ଧାରାବାହିକର ପ୍ରମୋସନ ପାଇଁ ସେ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ବେଳେ ତାଙ୍କ ସହ ଏହି ଅଘଟଣ ଘଟିଥିଲା । ବିମାନରେ ତାଙ୍କ ପାଖରେ ବସିଥିବା…
ଅଧିକ ଖବର ଦେଖନ୍ତୁ...

ଆପଣ କୁଆଡ଼େ ଯାଉଛନ୍ତି ଏବଂ କ’ଣ କରୁଛନ୍ତି ସବୁ ଉପରେ ନଜର ରଖୁଛି ଗୁଗଲ; ଗୁଗଲ ଲୋକେସନ ବନ୍ଦ କରିବା ପରେ ମଧ୍ୟ ଟ୍ରାକ୍‌…

ନୂଆଦିଲ୍ଲୀ: ଏ ବିଷୟରେ ସମସ୍ତଙ୍କୁ ଜଣା ଥିବ ଯେ ସ୍ମାର୍ଟଫୋନରେ ଗୁଗଲ ଲୋକେସନର ବ୍ୟବହାର କରିବା ଦ୍ୱାରା ଗୁଗଲ ଆପଣଙ୍କ ଗତିବିଧି ଉପରେ ନଜର ରଖି ପାରିଥାଏ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କି ଆପଣ ଗୁଗଲ ଲୋକେସନ ବନ୍ଦ କରିବା ପରେ ମଧ୍ୟ ଆପଣଙ୍କୁ ଟ୍ରାକ୍‌ କରୁଛି ଗୁଗଲ । ଆମେରିକାର…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ଟ୍ରେନ ଲାଇନ୍‌ରେ ମାଟି ଅତଡା ଧସିଲା, ୪ ଘଣ୍ଟା ବିଳମ୍ବରେ ସମସ୍ତ ଟ୍ରେନ୍‌

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଷ୍ଟେଷନ୍‌ଠାରୁ ୬ କିଲୋମିଟର ଦୂର ତୋୟାପୁଟ୍‌ ଟନେଲ୍‌ ନିକଟରେ ପ୍ରବଳ ବର୍ଷା ଯୋଗୁଁ ମାଟି ଅତଡା ଧସି ପଡି ରେଳ ଲାଇନ୍‌ ଉପରେ ପଡିରହିଥିବା କାରଣରୁ କୋରାପୁଟ ରାୟଗଡା ଲାଇନ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛିା ମାଟି ଅତଡା ଖବର ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିଲେ ସଲମାନ ଖାନ୍‌ଙ୍କ ଭିଣୋଇ, ଟ୍ରାଫିକ୍‌ ପୁଲିସ କାଟିଲେ ଚାଲାଣ

ବଡ଼ୋଦରା : ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ଭିଣୋଇ ଫିଲ୍ମ ‘ଲଭ୍‌ରାତ୍ରୀ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିବାକୁ ଯାଉଛନ୍ତି । ଫିଲ୍ମର ଟ୍ରେଲର ରିଲିଜ୍‌ ପରେ ଏହାର ଏକ ଗୀତ ମଧ୍ୟ ରିଲିଜ କରାଯାଇଛି । ଫିଲ୍ମଟି କେମିତି ବକ୍ସ ଅଫିସରେ ସଫଳତା ପାଇବ ସେ ନେଇ ଜୋରସୋରରେ ଫିଲ୍ମର ପ୍ରମୋସନ…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁ ପରେ ୩ଜଣଙ୍କ ଜୀବନ ବଞ୍ଚାଇଲେ ଏହି ୧୪ବର୍ଷିୟ ନାବାଳିକା

ଇନ୍ଦୋର: ଇନ୍ଦୋରରେ ଜଣେ ୧୪ବର୍ଷିୟ ନାବାଳିକା ନିଜର ମୃତ୍ୟୁ ପୂର୍ବରୁ ୩ଜଣଙ୍କ ଜୀବନ ବଞ୍ଚାଇଥିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଞ୍ଜଳି ନାମକ ୧୪ବର୍ଷିୟ ଏହି ନାବାଳିକା ଏକ ସଡ଼କ ଦୃଘଟଣାର ଶିକାର ହେବା ପରେ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ଚିକିତ୍ସା ପରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଯଦି ଶାହାରୁଖ୍‌ ଏପରି କରି ନଥାନ୍ତେ ତେବେ ପ୍ରୀତି ଜିଣ୍ଟାଙ୍କ ସ୍ଥାନରେ ବୀରଙ୍କ ଜାରା ହୋଇଥାନ୍ତେ ଐଶ୍ୱର୍ଯ୍ୟା

ମୁମ୍ବାଇ : ନଭେମ୍ବର ୧୨,୨୦୦୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ବୀର ଜାରା’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏବଂ ଡ଼ିମ୍ପଲ ଗର୍ଲ ପ୍ରୀତି ଜିଣ୍ଟା । ଫିଲ୍ମଟି ଦର୍ଶକଙ୍କୁ ଯେତିକି ପସନ୍ଦ ଆସିଥିଲା ଫିଲ୍ମରେ ଥିବା ଗୀତ ବି ସେତିକି…
ଅଧିକ ଖବର ଦେଖନ୍ତୁ...