Daily Archives

August 15, 2018

ନୀଳନଦୀରେ ଡଙ୍ଗା ବୁଡି ୨୨ ସ୍କୁଲ ପିଲା ମୃତ

କାଇରୋ : ଆଫ୍ରିକୀୟ ଦେଶ ସୁଦାନଦେଇ ବୋହିଯାଇଥିବା ନୀଳ ନଦୀରେ ଏକ ଡଙ୍ଗାବୁଡ଼ିଯିବାରୁ ସେଥିରେ ଯାଉଥିବା ପ୍ରାୟ ୨୨ ଜଣ ପିଲା ଓ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୁଦାନର ସମ୍ବାଦ ସରବରାହ ସଂସ୍ଥା ସୁନା ପକ୍ଷରୁ କୁହାଯାଇଛି ଯେ ରାଜଧାନୀ ଖାର୍ଟୋମଠାରୁ ୭୫୦ କିଲୋମିଟର ଦକ୍ଷିଣରେ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ୩ ଜଣ ବନ୍ଧୁଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହେଲେ ନାବାଳିକା

ନୂଆଦିଲ୍ଲୀ : ଦିଲ୍ଲୀର ଉତ୍ତମ ନଗରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘରକୁ ଆସୁଥିବା ବାପାଙ୍କ ୩ ଜଣ ସାଙ୍ଗ ନିଜ ଝିଅ ବୟସର ନାବାଳିକାକୁ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଶନିବାର ପୀଡ଼ିତା ଏ ସଂପର୍କରେ ନିଜ ପରିବାର…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ପନ୍ଦରରେ ନାଗପଞ୍ଚମୀ, ‘ତ୍ରିରଙ୍ଗା’ ଉତ୍ତୋଳନ ବେଳେ ବାହାରିଲେ ନାଗରାଜ

ଭୋପାଳ: ସମଗ୍ର ଭାରତବର୍ଷରେ ବୁଧବାର ହର୍ଷୋଲ୍ଲାସର ସହିତ ସ୍ୱାଧୀନତା ଦିବସ ଓ ନାଗପଞ୍ଚମୀ ପାଳନ ହୋଇଛି। ଏହି ୨ଟି ପର୍ବର ଅପୂର୍ବ ସଂଯୋଗ ଆଜି ମଧ୍ୟପ୍ରଦେଶର ବୈତୁଲରେ ଦେଖାଯାଇଛି। ଦୃଶ୍ୟ ଏମିତି ଥିଲା ଯେ, ଉପସ୍ଥିତ ଲୋକେ ଜୀବନରେ କେବେ ଦେଖି ନଥିବେ। ବୈତୁଲର ହିଭରଖେଡି ଗାଁରେ ସ୍କୁଲରେ…
ଅଧିକ ଖବର ଦେଖନ୍ତୁ...

୫୭ ବର୍ଷ ପରେ ଲଣ୍ଡନରୁ ଫେରିଲା ନାଳନ୍ଦାରୁ ଚୋରି ହୋଇଥିବା ଦ୍ୱାଦଶ ଶତାଦ୍ଦୀର ବିରଳ ବ୍ରୋଞ୍ଜ ବୁଦ୍ଧ ପ୍ରତିମୂର୍ତ୍ତି

ଲଣ୍ଡନ/ ନୂଆଦିଲ୍ଲୀ: ବିହାର ସ୍ଥିତ ନାଳନ୍ଦା ସଂଗ୍ରହାଳୟ (ମ୍ୟୁଜିୟମ)ରୁ ଚୋରି ହୋଇ ଲଣ୍ଡନ ଚାଲାଣ ହୋଇ ଯାଇଥିବା ଦ୍ୱାଦଶ ଶତାଦ୍ଦୀର ଏକ ବ୍ରୋଞ୍ଜ ନିର୍ମିତ ବୁଦ୍ଧ ପ୍ରତିମୂର୍ତ୍ତିକୁ ଆଜି ଲଣ୍ଡନ ମେଟ୍ରୋପଲିଟାନ ପୁଲିସ୍‌ ଲଣ୍ଡନ୍‌ସ୍ଥିତ ଭାରତୀୟ ହାଇକମିଶନଙ୍କ ହାତରେ ପ୍ରତ୍ୟାର୍ପଣ…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ନବରଙ୍ଗପୁର: ପାତ୍ରମୁଣ୍ଡା ଗାଁର ଜଣେ ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ନବରଙ୍ଗପୁର ସଦର ଥାନା ଅନ୍ତର୍ଗତ କୁସୁମୀ ଡ୍ୟାମରୁ ଏକ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ବିବାହିତ ଶିକ୍ଷକଙ୍କ ମୃତଦେହ ଡ୍ୟାମର ପାଣି ଛଡାଯାଉଥିବା ସ୍ଥାନରୁ ମିଳିଛି। ମୃତ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...

ବିଏସଏନଏଲ ଛାଡିଲା ନୂଆ ପୋଷ୍ଟପେଡ ଆଡ-ଅନ ପ୍ୟାକ୍‌

ଭୁବନେଶ୍ୱର : ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ପକ୍ଷରୁ ନିଜର ପୋଷ୍ଟପେଡ ଗ୍ରାହକମାନଙ୍କ ପାଇଁ ଲିମିଟେଡ୍‌ ଓ ଅନ-ଲିମିଟେଡ୍‌ ଆଡ-ଅନ ପ୍ୟାକ ବଜାରକୁ ଛଡାଯାଇଛି । ଲିମିଟେଡ ଆଡ-ଅନ ପ୍ୟାକ୍‌ ୫୦ ଟଙ୍କାରୁ ଓ ଅନଲିମିଟେଡ ପ୍ୟାକ ୨୪୦ ଟଙ୍କାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଫଳର ଚୋପା ଛଡ଼ାଇ ଖାଉଛନ୍ତି କି ! ଜାଣି ରଖନ୍ତୁ ଏହି ସବୁ ଫଳର ଚୋପା ଆମ ଶରୀର ପାଇଁ କେତେ ଲାଭପ୍ରଦ

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନରେ ସୁସ୍ଥସ୍ୱାସ୍ଥ୍ୟ ପାଇଁ ଫଳ ଖାଇବା ଏକାନ୍ତ ଆବଶ୍ୟକ। ବିଭିନ୍ନ ଗବେଷଣାରୁ ଜଣାପଡ଼ିଛି ପ୍ରତିଦିନ କିଛି ନା କିଛି ଫଳ ଖାଇବା କଥା। ତେବେ ଅଧିକାଂଶ ଲୋକ ଫଳର ଚୋପା ଛଡ଼ାଇ ଖାଉଥିବା ଦେଖିବାକୁ ମିଳିଛି। କିନ୍ତୁ ଆପଣ ଜାଣନ୍ତି କି? ଫଳର ଚୋପା ଛଡ଼ାଇ ଖାଇବା ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ: ୫୦ ଲିଟର ଦେଶୀ ମଦ-ବାଇକ ଜବତ, ୨ ଅଟକ

ଭଦ୍ରକ: ପୁରୁଣା ବଜାର ଥାନା ପୁଲିସ ଚଢ଼ାଉ କରି ବୁଧବାର ୫୦ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ପୁରୁଣା ବଜାର ଅଞ୍ଚଳରେ ୨ଜଣ ଲୋକଙ୍କୁ ଅଟକ ରଖିଛି। ସୂଚନା ଅନୁସାରେ ପୁରୁଣା ବଜାରରେ ଏକ ନିଦ୍ଦିଷ୍ଟ ଘରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ସୂଚନା ପାଇଁ…
ଅଧିକ ଖବର ଦେଖନ୍ତୁ...

ରିଲାଏନ୍ସର ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ପାଇଁ ପଂଜୀକରଣ ଆରମ୍ଭ, ଜାଣନ୍ତୁ କିପରି କରିବେ ପଂଜୀକରଣ

ଭୁବନେଶ୍ୱର : ରିଲାଏନ୍ସର ବହୁପ୍ରତୀକ୍ଷିତ ଅପଟିକାଲ ଫାଇବର ଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ଜିଓଗିଗାଫାଇବର ପାଇଁ ଆଜିଠାରୁ ପଂଜୀକରଣ ଆରମ୍ଭ ହୋଇଛି । ଗ୍ରାହକମାନେ ଜିଓର ଅଫିସିଆଲ ସାଇଟ jio.com କୁ ଯାଇ ପଂଜୀକରଣ କରିପାରିବେ । ଏହି ସାଇଟକୁ ଯିବା ପରେ  ହୋମପେଜରେ ‘ଇନଭାଇଟ୍‌ ଜିଓଗିଗାଫାଇବର’…
ଅଧିକ ଖବର ଦେଖନ୍ତୁ...

ଦିନକୁ ୨୫୦ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ୫ଟି କମ୍ପାନିର ମାଲିିକ! ଜାଣନ୍ତୁ ପୂରା ଘଟଣା…

କୋଲକାତା: ଆଜିର ଏହି ଅଜବ ଦୁନିଆରେ ମଣିଷ ପାଇଁ କିଛି ବି ଅସମ୍ଭବ ନୁହଁ । ମଣିଷ ଏପରି କାମ କରେ ଯେ କିଏ କେବେ କଲ୍ପନାରେ ବି ଭାବି ନ ଥିବେ । ଏମିତି ଏକ ଘଟଣା କୋଲକତାରେ ଟିଭି ମେକାନିକ ଭାବେ କାମ କରୁଥିବା ବିରଜୁ ସହ ଘଟିଛି । ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଦିନକୁ ୨୫୦ ଟଙ୍କା ରୋଜଗାର…
ଅଧିକ ଖବର ଦେଖନ୍ତୁ...