Daily Archives

August 17, 2018

କେରଳରେ ୧୦୦ ବର୍ଷରେ ସବୁଠାରୁ ବଡ଼ ବନ୍ୟା, ମୃତ୍ୟୁ ସଂଖ୍ୟା ୩୨୪

ନୂଆଦିଲ୍ଲୀ: କେରଳରେ ବନ୍ୟା ବିଗତ ୧୦୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ରାଜ୍ୟର ଅନେକ ଅଞ୍ଚ‌ଳରେ ଲୋକେ ପାଣି ଘେରରେ ଅଛନ୍ତି। କିଛି ଦିନହେବ ପ୍ରଳୟକାରୀ ବନ୍ୟା ଯୋଗୁଁ ଶୁକ୍ରବାର ପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଲକ୍ଷାଧିକ ଲୋକ ବନ୍ୟା ଜଳରେ ଫସିଛନ୍ତି। କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ହଠାତ୍‌ ଗାଏବ ହୋଇଗଲା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଟ୍ଵିଟର ଆକାଉଣ୍ଟ,କିଛି ଦିନ ତଳେ ଭାରତୀୟ ସେନା ଉପରେ କରିଥିଲେ…

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଟ୍ଵିଟର ଆକାଉଣ୍ଟ ହଠାତ୍‌ ଗାଏବ ହୋଇଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସ୍ୱରା ନିଜେ ଏପରି କରିଛନ୍ତି ନାଁ ଟ୍ଵିଟର ତରଫରୁ ଏପରି କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ଏଭଳି ଘଟଣା ଘଟିବା ପୂର୍ବରୁ ସ୍ୱରା ଭାରତୀୟ ସେନା…
ଅଧିକ ଖବର ଦେଖନ୍ତୁ...

ଏହି ଫିଲ୍ମର ସୁଟିଂ ସମୟରେ ନିଜ ପତ୍ନୀଙ୍କ ସହ କଥା ହେବା ଛାଡ଼ି ଦେଇଥିଲେ ମନୀଷ ପଲ

ମୁମ୍ବାଇ : ଲୋକପ୍ରିୟ ଟିଭି କଳାକାର ମନୀଷ ପଲ ଏବେ ଏକ ସର୍ଟ ଫିଲ୍ମରେ କାମ କରୁଛନ୍ତି । ଫିଲ୍ମର ନାଁ ରହିଛି ‘ବ୍ଲାକ୍‌ ବ୍ରିଫ୍‌କେସ’ । ତେବେ ଏହି ଫିଲ୍ମରେ  ମନୀଷଙ୍କର କୌଣସି ଡ଼ାଏଲଗ୍‌ ନାହିଁ । ସେ ଇଶାରାରେ ହିଁ କଥା କହୁଥିବାର ଏହି ଫିଲ୍ମରେ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ଇଣ୍ଟରଭ୍ୟୁ ସମୟରେ ହାତ ମିଳାଇବାକୁ ମନା କଲେ ମହିଳା,ଏବେ କମ୍ପାନି ତରଫରୁ ମହିଳାଙ୍କୁ ମିଳିବ ୩ ଲକ୍ଷ ଟଙ୍କା

ଷ୍ଟକ୍‌ହୋମ୍‌ : ଜଣେ ମହିଳା ଚାକିରି ପାଇଁ ଏକ କମ୍ପାନିକୁ ଯାଇଥିବା ବେଳେ ସେଠାରେ ଇଣ୍ଟରଭ୍ୟୁ ପରେ ତାଙ୍କୁ ହାତ ମିଳାଇବାକୁ କୁହାଯାଇଥିଲା । କିନ୍ତୁ ମହିଳା ଜଣଙ୍କ ନିଜ ଧାର୍ମିକ ନିୟମର କଥା କହି କଥା ହାତ ମିଳାଇବାକୁ ମନା କରି ଦେଇଥିଲେ । ଯେଉଁଥି ପାଇଁ ଇଣ୍ଟରଭ୍ୟୁ ନେଇଥିବା ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ସଲମାନ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିବା ସମୟରେ କୋଳରେ ଖେଳିବାର ବୟସରେ ଥିଲେ ତାଙ୍କର ଏହି ୫ ନାୟିକା

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ଆଗରେ ବୟସ ହାର୍‌ ମାନିଛି । ୫୨ବର୍ଷରେ ପାଦ ଦେଇଥିଲେ ମଧ୍ୟ ଆଜି ବି ତାଙ୍କ କ୍ରେଜ୍‌ ଯୁବପିଢ଼ିଙ୍କ ଉପରେ ରହିଛି । ତାଙ୍କ ଠାରୁ ବୟସରେ ଅନେକ ଛୋଟ ହୋଇଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସହ କାମ କରିବା ପାଇଁ ଅନାଇ ବସିଛନ୍ତି । ତେବେ ଆଜି ଆମେ ସେଭଳି…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା : ହେଲିକପ୍ଟରରେ ଉଦ୍ଧାର ହୋଇଥିବା ଗର୍ଭବତୀ ମହିଳା ଜନ୍ମ ଦେଲେ ପୁତ୍ରସନ୍ତାନ

ଥିରୁବନନ୍ତପୁରମ୍‌ : ସାରା ଦେଶରେ କେରଳର ଲଗାଣ ବର୍ଷା ପାଇଁ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ଚର୍ଚ୍ଚା ଚାଲିଛିା ୧୦୦ବର୍ଷର ଇତିହାସରେ କେରଳରେ ଏପରି ଘଟିନଥିବା ବେଳେ ଏଭଳି ପରିସ୍ଥିତି ଦେଖି ଭୟଭୀତ ହୋଇଛନ୍ତି ଲୋକେ । ଏ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ୍ୱ ମୃତ୍ୟୁବରଣ କରି ସାରିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଦିବ୍ୟାଙ୍କାଙ୍କ ସହ ସଂପର୍କ ଭାଙ୍ଗିବା ପଛର କାରଣ ବଖାଣିଲେ ଶରଦ: କହିଲେ, ବିବାହ କଥା ଶୁଣି ମୋ ପାଦ ଥଣ୍ଡା ହୋଇ…

ମୁମ୍ବାଇ : ଏକ ସମୟରେ ଅଭିନେତା ଶରଦ ମାଲହୋତ୍ରା ଏବଂ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଦୁଇ ଜଣଙ୍କୁ ସମସ୍ତେ ଆଦର୍ଶ ଯୋଡ଼ି ବୋଲି ଭାବୁଥିଲେ । ଧାରାବାହିକ ‘ବନୁ ମେଁ ତେରି ଦୁହ୍ଲନ’ରେ ଦୁଇ ଜଣ ଏକା ସାଙ୍ଗରେ କାମ କରିଥିବା ବେଳେ ଦୁହିଁଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ନୂଆ କିଣା ହୋଇଥିବା ବିଏମ୍‌ଡବ୍ଳ୍ୟୁ ଗାଡ଼ିକୁ ନେଇ ଟେଷ୍ଟ ଡ଼୍ରାଇଭ୍‌ ପାଇଁ ଯାଇଥିବା ବେଳେ ଅଘଟଣ,ସୋ’ରୁମ୍‌ ଭିତରେ କାଚ…

ବେଜିଙ୍ଗ୍‌ : ସୋସିଆଲ ମିଡିଆରେ ଏବେ ଏକ ଭିଡିିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହି ଭିଡିିଓ ଦେଖିବା ପରେ ଆପଣ ଟେଷ୍ଟ ଡ଼୍ରାଇଭ୍‌ କରିବାକୁ ଡ଼ରିବେ ନିଶ୍ଚୟ । ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ମହିଳା ଟେଷ୍ଟ ଡ଼୍ରାଇଭ୍‌ କରିବା ସମୟରେ ୪୦ଲକ୍ଷ ଟଙ୍କାର ବିଏମ୍‌ଡ଼ବ୍‌ଲ୍ୟୁ କାରକୁ ଏକ…
ଅଧିକ ଖବର ଦେଖନ୍ତୁ...

କୁଖ୍ୟାତ ଅପରାଧୀ ଅନିଲ ବେହେରା ଏନକାଉଣ୍ଟରରେ ଆହତ

କଟକ: କୁଖ୍ୟାତ ଅପରାଧୀ ଅନିଲ ବେହେରା ଓରଫ ଚିକୁ ଶୁକ୍ରବାର ଏନକାଉଣ୍ଟରରେ ଆହତ ହୋଇଛି। ମିଳିଥିବା ସୂଚନା ଅନୁସାରେ କଟକ ସହରର ପୁରୀଘାଟ ଅଞ୍ଚଳରେ ଅନିଲ ଥିବା ବେଳେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ନିଜର ଟିମ୍‌ ସହିତ ଘଟଣାସ୍ଥଳକୁ ପହଞ୍ଚି ଅନିଲ ଉପରକୁ ଅଚାନକ…
ଅଧିକ ଖବର ଦେଖନ୍ତୁ...

ମା’ ହେବାକୁ ଚାହାନ୍ତି ନାହିଁ ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା,ଏଭଳି ନିଷ୍ପତ୍ତି ପଛରେ ରହିଛି ଦେଶରେ ଘଟୁଥିବା ଏକ ବଡ଼…

ମୁମ୍ବାଇ : ସବୁବେଳେ ଭିନ୍ନ ଭିନ୍ନ ଘଟଣାକୁ ନେଇ ଭିନ୍ନ ମତ ରଖି ଆସିଛନ୍ତି ରିଚା ଚଢ଼ା । ଫିଲ୍ମରେ ମଧ୍ୟ ତାଙ୍କର ଅଭିନୟର ଶୈଳୀକୁ ଦର୍ଶକେ ପସନ୍ଦ କରିଥିବା ବେଳେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ରିଚା । ବିଗତ ଅତୀତରେ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଆସିଥିବା…
ଅଧିକ ଖବର ଦେଖନ୍ତୁ...