Daily Archives

August 18, 2018

ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଆରମ୍ଭ ହେଲା ଏନପିସିଆଇ

ମୁମ୍ବାଇ : ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଣ ଉଦ୍ଦେଶ୍ୟରେ ଏନ୍‌ପିସିଆଇ ୟୁନାଇଟେଡ଼ ପେମେଣ୍ଟ ଇଣ୍ଟରଫେସ ୨.୦ ଶୁଭାରମ୍ଭ କରିଛି । ଏହି ଅବସରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ, ଏନ୍‌ପିସିଆଇ ପରାମର୍ଶଦାତା ନନ୍ଦନ ନିଲେକାନୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ…
ଅଧିକ ଖବର ଦେଖନ୍ତୁ...

ସଲମାନଙ୍କୁ ଘାରିଛି ଫଟୋଗ୍ରାଫି ନିଶା, ସୁନୀଲଙ୍କୁ ବନାଇଲେ ମଡେଲ୍‌!

ମୁମ୍ବାଇ : ଯଦି ବଲିଉଡ୍‌ର ସୁପରଷ୍ଟାର ଦବଙ୍ଗ ଖାନ୍‌ ଆପଣଙ୍କ ଫଟୋ ଉଠାନ୍ତି ତେବେ ଆପଣଙ୍କୁ କେମିତି ଲାଗିବ? ଏ କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚୟ । ସଲମାନ ଅଭିନୟ ଛାଡ଼ି କ’ଣ ପାଇଁ ଫଟୋଗ୍ରାଫିରେ ମନ ଦେଲେଣି ତାହାକୁ ନେଇ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚୟ । ତେବେ…
ଅଧିକ ଖବର ଦେଖନ୍ତୁ...

ହୋଟେଲକୁ ନେଇ ଏୟାରଲାଇନ୍ସ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ,ଫେସ୍‌ବୁକ୍‌ ମାଧ୍ୟମରେ ହୋଇଥିଲା ପରିଚୟ

ଗୁରୁଗ୍ରାମ: ହରିୟାଣାର ଗୁରୁଗ୍ରାମରେ ଜଣେ ଏୟାର ଲାଇନ୍ସ କର୍ମଚାରୀଙ୍କୁ ପାଲନ ବିହାରରେ ଥିବା ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରାଯାଇଛି । ୨୦ବର୍ଷିୟ ପୀଡ଼ିତା ଏ ନେଇ ପାଲନବିହାର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ୬ ମାସ ପୂର୍ବରୁ ସେ ଫେସ୍‌ବୁକ୍‌…
ଅଧିକ ଖବର ଦେଖନ୍ତୁ...

ବାଜପେୟୀ ଲେଖିଥିବା ଚିଠି ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କଲେ ଅନୀଲ

ମୁମ୍ବାଇ : ଅନେକ ବଲିଉଡ୍‌ କଳାକାରଙ୍କ ଭଳି ଅନୀଲ କପୁର ମଧ୍ୟ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଛନ୍ତି । ତାଙ୍କ ବିୟୋଗ ପରେ ତାଙ୍କ ସହ ଥିବା ସ୍ମୃତିକୁ ସେ ତାଜା କରି ଏକ ଚିଠି ଟ୍ଵିଟରରେ ସେୟାର କରିଛନ୍ତି ଅନୀଲ । ଅଟଳଜୀ ଅନୀଲ କପୁରଙ୍କୁ ନେଇ…
ଅଧିକ ଖବର ଦେଖନ୍ତୁ...

ସରକାର ନଦୀ ପାର କରିବାକୁ ମନା କରିଥିଲେ, ବିବାହ ସମୟ ପାଖେଇ ଆସିବାରୁ ବନ ବିଭାଗଠାରୁ ଅନୁମତି ନେଇ ଡ଼ଙ୍ଗାରେ ପାର ହେଲେ…

ନୀଳଗିରି : ନୀଳଗିରିରେ ଜଣେ ମହିଳା କରିଥିବା ସାହସକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିବାହ ସମୟ ଗଡ଼ିଯିବ ବୋଲି ଭାବି ମହିଳା ଜଣଙ୍କ ଭରା ନଦୀକୁ କାଠଡଙ୍ଗାରେ ପାର ହୋଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବାରୁ…
ଅଧିକ ଖବର ଦେଖନ୍ତୁ...

ଚୋପା ସହ ଏହି ଫଳ ଏବଂ ପରିବା ଖାଇବା ଦ୍ୱାରା ଶରୀରକୁ ମିଳିଥାଏ ଅଧିକ ଫାଇଦା

ସୁସ୍ଥ ରହିବା ପାଇଁ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଅତ୍ୟନ୍ତ ଜରୁରୀ । ପ୍ରତିଦିନ ନିଜ ଭୋଜନରେ ତାଜା ଫଳ ଏବଂ ସବୁଜ ପରିବା ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ରୋଗ ମୁକ୍ତ ହୋଇଥାଏ । କିନ୍ତୁ ଲୋକମାନେ ପରିବା ଏବଂ ଫଳ ଖାଇବା ସମୟରେ ତାହାର ଚୋପାକୁ କାଟି ଖାଇଥାନ୍ତି । କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ବନ୍ୟାରେ ସବୁ କିଛି ଭାସି ଯାଇଥିବା ବେଳେ ଘରେ ଥିବା ୨୫ ପାଳିତ କୁକୁରଙ୍କୁ ଛାଡ଼ି ଯିବାକୁ ରାଜି ହେଲେ ନାହିଁ ମହିଳା,…

ଥିରୁବନନ୍ତପୁରମ୍‌ : କେରଳରେ ହୋଇଥିବା ବନ୍ୟା ଏପର୍ଯ୍ୟନ୍ତ ୩୨୪ଜଣ ଲୋକଙ୍କ ଜୀବନ ନେଇ ସାରିଲାଣି । ସରକାରଙ୍କ ତରଫରୁ ଲୋକମାନଙ୍କୁ ସହାୟତା ଯୋଗାଇ ଦିଆଯାଉଥିବା ବେଳେ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ଜଣେ ଗର୍ଭବତୀ ମହିଳାଙ୍କୁ ହେଲିକପ୍ଟର ସାହାଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା-ନିକ୍‌ଙ୍କ ପରେ ନିର୍ବନ୍ଧ କରିବାକୁ ଯାଉଛନ୍ତି ବରୁଣ ଧଓ୍ଵନ,ବିବାହ ପ୍ରଶ୍ନ ପଚରାଯିବା ପରେ ଦେଲେ ଏହି ଉତ୍ତର

ମୁମ୍ବାଇ : ଆଜି ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ୍‌ କଣ୍ଠଶିଳ୍ପୀ ନିକ୍‌ଙ୍କ ନିର୍ବନ୍ଧ ସଂପନ୍ନ ହୋଇଛି । ପ୍ରିୟଙ୍କାଙ୍କୁ ଦେଶୀ ଅବତାରରେ ଥିବାର ଦେଖାଯାଇଥିବା ବେଳେ ଦୁଇ ଜଣଙ୍କର ନିର୍ବନ୍ଧ ପୂଜା ସମୟର ଅନେକ ଫଟୋ ଏବେ ସୋସିଆଲ ମିଡିିଆରେ ଭାଇରାଲ ହୋଇଛି । ଦୁଇ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

୭ ବର୍ଷ ପରେ ଧରା ପଡ଼ିଲା ଅଭିଯୁକ୍ତ; ଏକ ବର୍ଷରେ କରିଥିଲା ୩ଟି ବିବାହ, କିଏ ବ୍ୟାଙ୍କ ମ୍ୟାନେଜର ତ କିଏ ଥିଲେ ନର୍ସ

ନୋଏଡ଼ା : ୭ ବର୍ଷ ହେଲାଣି ୩ଟି ରାଜ୍ୟର ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଅପରାଧ କରି ଚାଲିଥିଲେ ଅଭିଯୁକ୍ତ । ଅଭିଯୁକ୍ତ ଏବଂ ତାଙ୍କର ଭଉଣୀ ମିଶି କୋଟି କୋଟି ଟଙ୍କା ଠକି ନେବା ସହ ଅନେକ ମହିଳାଙ୍କୁ ବିବାହ କରିଥିଲେ ଅଭିଯୁକ୍ତ । ୭ ବର୍ଷର ଉଦ୍ୟମ ପରେ ଶୁକ୍ରବାର ନୋଏଡ଼ା ପୁଲିସ ଅଭିଯୁକ୍ତ ତରୁଣ…
ଅଧିକ ଖବର ଦେଖନ୍ତୁ...

ଯୁବ ସ୍ୱାଭିମାନ ଦିବସରେ ରକ୍ତ ସଂଗ୍ରହରେ ରେକର୍ଡ: ୬୯ଟି ରକ୍ତଦାନ ଶିବିରରୁ ସଂଗୃହୀତ ହେଲା ୫୭୧୨ ୟୁନିଟ୍‌ ରକ୍ତ

ଭୁବନେଶ୍ୱର: ଯୁବ ସ୍ୱାଭିମାନ ଦିବସ ପାଳନ ଅବସରରେ ଶନିବାର ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ମିଳିତ ଆନୁକୁଲ୍ୟରେ ରାଜ୍ୟର ୬୯ଟି ସ୍ଥାନରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରୁ ରେକର୍ଡ ସଂଖ୍ୟକ ୫୭୧୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଅତୀତରେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ପକ୍ଷରୁ ଆୟୋଜିତ…
ଅଧିକ ଖବର ଦେଖନ୍ତୁ...