Daily Archives

August 18, 2018

ଟ୍ଵିଟ୍‌ କରି କେରଳବାସୀଙ୍କ ପାଇଁ ସାହାଯ୍ୟ ମାଗିଲେ ଅଭିନେତା ସିଦ୍ଧାର୍ଥ, ରଖିଲେ ଡୋନେସନ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଗତ ୧୦୦ବର୍ଷ ମଧ୍ୟରେ ହୋଇ ନ ଥିବା ପ୍ରଳୟଙ୍କରୀ ବନ୍ୟାର ସାମ୍ନା କରୁଛି କେରଳ । ଲଗାଣ ବର୍ଷା ଲାଗି ରହିବା ସହ ବନ୍ୟା ପରିସ୍ଥିତି ଲୋକମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଏ ପର୍ଯ୍ୟନ୍ତ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୨୪ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଶୋଇଥିବା ଅବସ୍ଥାରେ ବିମାନ ଭିତରେ ମହିଳାଙ୍କୁ ଅସଦାଚରଣ କରି ଭାରତୀୟ ଗିରଫ

ନୂଆଦିଲ୍ଲୀ : ବିମାନ ମଧ୍ୟରେ ଅସଦାଚରଣ ଶିକାର ହେବା ଘଟଣା ନୂଆ ନୁହେଁ । ଆଗରୁ କିଛି କଳାକାର ଏବଂ ସାଧାରଣ ଲୋକ ବିମାନରେ ଯାତ୍ରା କରିବା ସମୟରେ ଅସଦାଚରଣ ଶିକାର ହୋଇଥିବା ଖବର ଆସି ସାରିଛି । କିନ୍ତୁ ପୂର୍ବରୁ ଦୋଷୀକୁ ଏତେ କଠୋର ଦଣ୍ଡ ମିଳି ନଥିଲା ଯାହା ବିଦେଶରେ ଜଣେ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିଚାଳନା କମିଟିରେ ସୁପ୍ରିମକୋର୍ଟଙ୍କ ୯ଟି ଆଦେଶକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶନିବାର ସୁପ୍ରିମକୋର୍ଟଙ୍କ ୯ଟି ଆଦେଶକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜ…
ଅଧିକ ଖବର ଦେଖନ୍ତୁ...

ଆରପାରିରେ ଅଟଳ ବିହାରୀ: ଭାରତରେ ଏମିତି ଏକ ସ୍ଥାନ, ଯେଉଁଠାରେ ରହିଛି ବାଜପେୟୀଙ୍କ ମନ୍ଦିର, ପ୍ରତିଦିନ ସକାଳ ଓ…

ନୂଆଦିଲ୍ଲୀ : ଦିଲ୍ଲୀର ସ୍ମୃତିସ୍ଥଳରେ ହଜାର ହଜାର ଲୋକଙ୍କ ସମାଗମରେ ଗତକାଲି ଏହି ମହାନ୍‌ ନେତାଙ୍କୁ ଶେଷ ବିଦାୟ ଦିଆଯାଇଛି। ବାଜପେୟୀଙ୍କ ପୋଷ୍ୟ କନ୍ୟା ନମିତା ଭଟ୍ଟାଚାର୍ଯ୍ୟ ମୁଖାଗ୍ନି ଦେଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ତମାମ ରାଜନୈତିକ ଦଳର ବିଶିଷ୍ଟ ନେତୃବୃନ୍ଦ, ବିଦେଶୀ…
ଅଧିକ ଖବର ଦେଖନ୍ତୁ...

ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ଦେବାକୁ ମନା କଲେ ଏହି ଏମଆଇଏମ ନେତା, ଗୋଡେଇ ଗୋଡ଼େଇ ପିଟିଲେ ବିଜେପି, ଶିବସେନା କର୍ମୀ

ଔରଙ୍ଗାବାଦ: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶ ଶୋକ ସାଗରରେ ବୁଡ଼ି ରହିଛି । ଦେଶ ବିଦେଶରୁ ଶୋକ ବାର୍ତ୍ତା ପହଞ୍ଚିଛି । ଶତ୍ରୁଦେଶ ପାକିସ୍ତାନ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେବାକୁ ଜଣେ ମନ୍ତ୍ରୀଙ୍କ ନେତ୍‌ୃତ୍ୱରେ ଏକ ଟିମ ପଠାଇ ଥିଲା । କିନ୍ତୁ ଆମ ଦେଶରେ…
ଅଧିକ ଖବର ଦେଖନ୍ତୁ...

ବିମାନ ବନ୍ଦରରେ ପଡ଼ି ରହିଛି ୨୦୦କିଲୋ ସୁନା ଓ ୩୫୦୦କିଲୋ ରୁପା, ନେବାକୁ କେହି ଆସୁ ନାହାନ୍ତି

ନୂଆଦିଲ୍ଲୀ: ଆୟକର ବିଭାଗ ଜୟପୁର ବିମାନ ବନ୍ଦରରୁ ପାଖାପାଖି ୨୦୦କିଲୋ ସୁନା ଓ ୩୫୦୦କିଲୋ ରୂପା ଜବତ କରିଛି। କୁହାଯାଉଛି କି, ୫୦କିଲୋ ଅଳଙ୍କାର ସମ୍ବନ୍ଧିତ କାଗଜ ନଥିବାରୁ ପୂରା ମାମଲା ଟି ଅଟକି ରହିଛି। ଏହି କାରଣରୁ ଚତୁର୍ଥ ଦିନ ବି ଅଳଙ୍କାରକୁ ନିଜର କନସାଇମେଣ୍ଟକୁ ନିଆଯାଇ ପାରିଲା…
ଅଧିକ ଖବର ଦେଖନ୍ତୁ...

ମଦ୍ୟପାନ କରି ଗାଡ଼ି ଚଳାଇବାକୁ ଚାହିଁଲେ, ଏଣିକି ଗାଡ଼ି ଷ୍ଟାର୍ଟ ହେବ ନାହିଁ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହେବା ସହିତ ମୃତ୍ୟୁକୁ ବି ଡାକରା ଦେଇଥାଏ । ମଦ୍ୟପାନ କରି ଗାଡି ଚଳାଇବା ଆଳରେ ଅନକେ ଦୁର୍ଘଟଣା ହୋଇଥିବାର ନଜିର ରହିଛି । ଏହା ପରେ ମଧ୍ୟ ଲୋକମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଜଣେ ଝିଅ ବିଷୟରେ କହିବୁ,…
ଅଧିକ ଖବର ଦେଖନ୍ତୁ...

ସପ୍ତାହକ ମଧ୍ୟରେ ସୁନା ୪୫୦ ଟଙ୍କା ଓ  ରୁପା ୧୦୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ଗତ ଏକସପ୍ତାହ ହେଲା ଉଭୟ ସୁନା ଓ ରୁପା ଦର ହ୍ରାସ ପାଇଚାଲିଛି ।  ଗତ ସପ୍ତାହ ତୁଳନାରେ ଦିଲ୍ଲୀର ବୁଲିୟନ ବଜାରରେ ସୁନାଦର ୪୫୦ ଟଙ୍କା ହ୍ରାସ ପାଇଥିବାବେଳେ ରୁପାଦର ୧୦୦୦ ଟଙ୍କା ହ୍ରାସ ପାଇଛି । ମିଳିଥିବା ସୂଚନା ମୁତାବକ ଭାରତୀୟ ବଜାରରେ ସୁନା ଗତ ୧ ସପ୍ତାହ ମଧ୍ୟରେ ୧୦…
ଅଧିକ ଖବର ଦେଖନ୍ତୁ...

ନଟିଂହାମ ଟେଷ୍ଟ: କୋହଲି-ରାହାଣେଙ୍କ ଅର୍ଦ୍ଧଶତକ, ଭାରତର ସ୍କୋର ୩/୧୮୧

ନଟିଂହାମ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ ହାସଲ କରିଛନ୍ତି। ଇଂଲଣ୍ଡ ବିରୋଧରେ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ୩ୟ ମୁକାବିଲା ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ ପଡ଼ିଆରେ ଖେଳ ଜାରି ରହିଛି। କୋହଲି ୭୫ ବଲ ଖେଳି ତାଙ୍କ କ୍ୟାରିୟରର ୧୮ତମ ଅର୍ଦ୍ଧଶତକ ହାସଲ…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେଲା ଇଲିଶି : ପାରାଦୀପ ମାଛ ମାର୍କେଟରେ ଯୋଡ଼ାକୁ ୧୨୦

ପାରାଦୀପ : ଶସ୍ତା ହେଲା ଇଲିଶି ମାଛ । କିଲୋ ପ୍ରତି ୭ ଶହରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି ହେଉଥିବା ଇଲିଶି ଏବେ ଯୋଡାକୁ ୧୨୦ରୁ ୪ଶହ ଟଙ୍କାରେ ବିକ୍ରି ହେଉଛି । ଇଲିଶି ଶସ୍ତା ଖବର ଜଣାପଡ଼ିବା ପରେ ପାରାଦୀପ ଅଠରବାଙ୍କି ବାଲିପ୍ଲଟରେ ଗ୍ରାହକଙ୍କ ଭିଡ ଲାଗୁଛି । ସେହିଭଳି…
ଅଧିକ ଖବର ଦେଖନ୍ତୁ...